ପରୀକ୍ଷାରେ ସମାନ ମାର୍କ ରଖିଲେ ଯାଆଁଳା ଭଉଣୀ
ନୂଆଦିଲ୍ଲୀ,୧୨।୪: ଦୁଇ ଜାଅଁଳା ଭଉଣୀ ପରୀକ୍ଷାରେ ରଖିଅଲେ ସମାନ ମାର୍କ। କର୍ଣ୍ଣାଟକର ହାସନରୁ ଯାଆଁଳା ଭଉଣୀ ଚୁକି ଏବଂ ଇବାନୀ ଚନ୍ଦ୍ର କେ.ଭି ହୁଏତ ମାତ୍ର ଦୁଇ ମିନିଟ୍ ବ୍ୟବଧାନରେ ଜନ୍ମ ହୋଇଥାଇ ପାରନ୍ତି, କିନ୍ତୁ ପରୀକ୍ଷା ଫଳାଫଳକୁ ଆସିବା ପରେ…
ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ: ମୋଦି
ନୂଆଦିଲ୍ଲୀ,୧୨ା୪: ଇଡି ସମେତ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି। ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ପୁଣି ଥରେ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶକୁ ମଜଭୁତ…
୧୭ହଜାର ଫୁଟ ଉପରୁ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିଶାଇଲରୁ ଫାୟରିଂ, ସିକ୍କିମରେ ଚାଇନାକୁ ଦମ ଦେଖାଇଲେ ସେନା
ଗୁଆହାଟି,୧୨।୪: ଗୁରୁବାର ସେନାର ତ୍ରିଶକ୍ତି କୋରର ଏକ ପ୍ରଶିକ୍ଷଣ ଅଭ୍ୟାସ ସମୟରେ ସିକ୍କିମରେ ୧୭,୦୦୦ ଫୁଟ ଉଚ୍ଚରେ ଆଣ୍ଟି-ଟ୍ୟାଙ୍କ ଗାଇଡ ମିଶାଇଲ (ଏଟିଜିଏମ) ଗୁଳି ଚଳାଇଥିଲା। ଇଷ୍ଟର୍ନ କମାଣ୍ଡର ମିଶାଇଲ ଫାୟାରିଂ କଣ୍ଟିଜେଣ୍ଟସ ତାଲିମ ଅଭ୍ୟାସରେ ଭାଗ ନେଇଥିଲେ। ଏକ୍ସରସାଇଜ ସମୟରେ…
ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର: ଆତିଶି
ନୂଆଦିଲ୍ଲୀ,୧୨।୪: ଆମ ଆଦମୀ ପାର୍ଟି ସରକାରର ମନ୍ତ୍ରୀ ଆତିଶି ଦାବି କରିଛନ୍ତି ଯେ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ମୋଦି ସରକାର ପ୍ରସ୍ତୁତ ହେଉଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀରେ ନିର୍ବାଚିତ ସରକାରଙ୍କ ବିରୋଧରେ ଷଡଯନ୍ତ୍ର ଚାଲିଛି ବୋଲି ତାଙ୍କ…
ଶେଷରେ ଭାରତ ଭରସାରେ ମାଳଦ୍ଵୀପ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କରିବ ‘ରୋଡ ଶୋ’
ନୂଆଦିଲ୍ଲୀ,୧୨।୪: ଭାରତ ସହ ସମ୍ପର୍କକୁ ତିକ୍ତ କରି ମାଳଦ୍ଵୀପ ନିଜ ପାଦରେ ନିଜେ କୁରାଢ଼ୀ ମାରିଛି। ମାଳଦ୍ଵୀପରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ ହ୍ରାସ ପାଇଛି। ଏହା ମାଳଦ୍ଵୀପର ଅର୍ଥନୀତି ଉପରେ ପ୍ରଭାବ ପକାଉଛି। ବର୍ତ୍ତମାନ ମାଳଦ୍ଵୀପର ଏକ ବଡ…
ଲୋକ ସଭା ନିର୍ବାଚନ: ୯ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଏସପି
ଲକ୍ଷ୍ନୌ,୧୨।୪: ବହୁଜନ ସମାଜ ପାର୍ଟି ୯ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ଗୋରଖପୁର ଏବଂ ବସ୍ତି ସମେତ ମୋଟ ୯ଟି ଆସନରେ ନାମ ଅଛି। ବିଏସପି ଆଜମଗଡରୁ ଭୀମ ରାଜଭାର, ଘୋସିରୁ ବାଲକ୍ରିଷ୍ଣା ଚୌହାନ, ଏଟା ମୋ. ଇରଫାନ, ଧୌରହରାରୁ…
ଛାତ୍ରୀ ମାନଙ୍କ ପାଇଁ ମାସିକ ଋତୁସ୍ରାବ ଛୁଟି ଅନୁମୋଦନ କଲେ ପଞ୍ଜାବ ବିଶ୍ୱବିଦ୍ୟାଳୟ
ନୂଆଦିଲ୍ଲୀ,୧୨।୪: ଚଣ୍ଡିଗଡ଼ର ପଞ୍ଜାବ ବିଶ୍ୱବିଦ୍ୟାଳୟ ମହିଳା ଛାତ୍ରମାନଙ୍କୁ ମାସିକ ଋତୁସ୍ରାବ ସମୟରେ ଛୁଟି ଦେବା ପାଇଁ ବ୍ୟବସ୍ଥା କରିଛି। ଶିକ୍ଷାବର୍ଷ ୨୦୨୪-୨୫ ରୁ ଏହି ଛୁଟି ମିଳିପାରିବ। ପଞ୍ଜାବ ବିଶ୍ୱବିଦ୍ୟାଳୟର କୁଳପତି ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଛାତ୍ରମାନେ “ଶିକ୍ଷାଦାନର କ୍ୟାଲେଣ୍ଡର…
ନିର୍ବାଚନ ଲଢ଼ିବେ ଇନ୍ଦିରା ହତ୍ୟାକାରୀଙ୍କ ପୁଅ: ମିଳିଲା ଟିକେଟ୍
ଅମୃତସର, ୧୨।୪: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ହତ୍ୟାକାରୀ ବିଅନ୍ତ ସିଂଙ୍କ ପୁଅ ସରବଜିତ ସିଂ ଖାଲ୍ସା (୪୫) ଚଳିତ ଲୋକ ସଭା ନିର୍ବାଚନ ଲଢ଼ିବେ ବୋଲି ସୂଚନା ଦେଇଛନ୍ତି। ଫରୀଦ୍କୋଟ ଆସନରୁ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିଜ…
ସୋସିଆଲ ମିଡିଆର ଦୁରୁପଯୋଗ ଚିନ୍ତାଜନକ
ନୂଆଦିଲ୍ଲୀ,୧୨ା୪(ପି.ଟି.):ବିଚାରାଧୀନ ମାମଲା ଉପରେ ବିଭିନ୍ନ ବାର୍ତ୍ତା, ମନ୍ତବ୍ୟ ଓ ନିବନ୍ଧ ପୋଷ୍ଟିଂ ପାଇଁ ସୋସିଆଲ ମିଡିଆ ପ୍ଲାଟ୍ଫର୍ମଗୁଡ଼ିକର ବ୍ୟାପକ ଦୁରୁପଯୋଗ ଗମ୍ଭୀର ଚିନ୍ତାଜନକ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ରାୟ ସଂରକ୍ଷିତ ଥିବା ଏକ ମାମଲା ସମ୍ପର୍କରେ ଆସାମ ବିଧାୟକ କରିମ ଉଦ୍ଦିନ…
ନିର୍ବାଚନ ପୂର୍ବରୁ ଭାଜପାକୁ ଶକ୍ତ ଝଟ୍କା: ଦକ୍ଷିଣ ଭାରତ ଜିତିବା ସ୍ବପ୍ନ ରହିଯିବ କି ଅଧୁରା
ନୂଆଦିଲ୍ଲୀ,୧୨।୪: ଲୋକ ସଭା ନିର୍ବାଚନ ପାଇଁ ଆଉ କିଛି ଦିନ ବାକି ଅଛି। ଏଥିପାଇଁ ସମସ୍ତ ଦଳ ପ୍ରଚାର କରୁଛନ୍ତି। ତାମିଲନାଡୁରେ ଫୁଲ ଫୁଟାଇବାକୁ ଚେଷ୍ଟା କରୁଥିବା ଭାରତୀୟ ଜନତା ପାର୍ଟିକୁ ଏକ ଝଟ୍କା ଲାଗିଛି। ଏଠାରେ ଭାଜପାର ନେତା ବିଦ୍ୟା…
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ଜେଲ୍ରେ ଗିରଫ କଲା ସିବିଆଇ
ନୂଆଦିଲ୍ଲ,୧୨।୪: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହ ସମ୍ପୃକ୍ତ ଅଭିଯୋଗରେ ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) ନେତ୍ରୀ କେ. କବିତାଙ୍କୁ ସିବିଆଇ ଗିରଫ କରିଛି। ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କୁ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)…
ନାଭାଲ୍ନି ଦଶା
ନୂଆଦିଲ୍ଲୀ,୧୨ା୪:ଗତ ଫେବୃଆରୀ ୧୬ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ସବୁଠୁ ବଡ଼ ସମାଲୋଚକ ତଥା ବିରୋଧୀ ନେତା ଆଲେକ୍ସି ନାଭାଲ୍ନିଙ୍କର ଆର୍କଟିକ୍ ଜେଲରେ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଏହାର ଠିକ୍ ମାସକ ପରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ପୁଟିନ୍ ପଞ୍ଚମ ଥର…

