ଜାତୀୟ

୩୦ ଲକ୍ଷ ସରକାରୀ ଚାକିରି, କଂଗ୍ରେସ କ୍ଷମତାକୁ ଆସିଲେ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ,୯।୫: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ ମେ’ ୭ରେ ଶେଷ ହୋଇଛି ଏବଂ ୪ର୍ଥ ପର୍ଯ୍ୟାୟ ପାଇଁ ଭୋଟ ଏ ପର୍ଯ୍ୟନ୍ତ ହୋଇ ନାହିଁ। ଏହାପୂର୍ବରୁ ରାଜନୈତିକ ଦଳମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପ୍ରତିଶ୍ରୁତି…

ଭାଜପାକୁ ଶକ୍ତ ଧକ୍କା

ଚଣ୍ଡିଗଡ଼,୯।୫: ଲୋକ ସଭା ନିର୍ବାଚନ ମଧ୍ୟରେ ହରିୟାଣାରେ ଭାଜପା ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ହରିୟାଣା ଭାଜପାର ରାଜପୁତ ସମ୍ପ୍ରଦାୟର ବିଶିଷ୍ଟ ନେତା ସୁରଜ ପାଲ ଅମ୍ମୁ ଦଳରୁ ବିଦାୟ ନେଇଛନ୍ତି। ରାଜପୁତ ସମ୍ପ୍ରଦାୟକୁ ନେଇ ଭାଜପା ପ୍ରାର୍ଥୀ ପୁରୁଷୋତ୍ତମ…

ଆପଣ ରାହୁଲ ଗାନ୍ଧୀଙ୍କୁ ଜାଣନ୍ତି, ଜଣେ ମହିଳାଙ୍କୁ ଏମିତି ପ୍ରଶ୍ନ ପଚାରିଲେ ପ୍ରିୟଙ୍କା ଗାନ୍ଧୀ: ଜାଣନ୍ତୁ କ’ଣ ମିଳିଲା ଜବାବ

ନୂଆଦିଲ୍ଲୀ,୯।୫: ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ରାଏବରେଲିରେ ପହଞ୍ଚିଛନ୍ତି। ଏହି ସମୟରେ ସେ ଏକ ସାଧାରଣ ସଭାରେ ଭାଷଣ ଦେଇଥିଲେ। ଏହି ସଭାରେ ପ୍ରିୟଙ୍କା ଗାନ୍ଧୀ ଜଣେ ମହିଳାଙ୍କୁ ପଚାରିଥିଲେ, ଆପଣ ରାହୁଲ…

ସଙ୍କଟରେ ହରିୟାଣା ସରକାର ଫ୍ଲୋର ଟେଷ୍ଟ ପାଇଁ ଦାବି କଲେ ଦୁଷ୍ୟନ୍ତ ଚୌଟାଲା, ମୁଖ୍ୟମନ୍ତ୍ରୀ କହିଲେ…

ଚଣ୍ଡିଗଡ଼,୯।୫: ହରିୟାଣାରେ ତିନିଜଣ ସ୍ବାଧୀନ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନିଙ୍କ ସରକାର ଅଡୁଆରେ ପଡ଼ିଛନ୍ତି। ଏହି ସମୟରେ ଭାଜପାର ସହଯୋଗୀ ଥିବା ଜନନାୟକ ଜନତା ପାର୍ଟି (ଜେଜେପି) ନେତା ଦୁଷ୍ୟନ୍ତ ଚୌଟାଲା ରାଜ୍ୟପାଳଙ୍କୁ ଏକ…

ବିଳମ୍ବରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଅପେକ୍ଷା ନ କରି ନାମାଙ୍କନ ଦାଖଲ କଲେ ଆନନ୍ଦ ଶର୍ମା

ଶିମ୍‌ଲା,୯ା୫: ହିମାଚଳ ପ୍ରଦେଶରେ ଲୋକ ସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ଦାଖଲ ଆରମ୍ଭ ହୋଇଛି। ରାଜ୍ୟର ମଣ୍ଡିରୁ କଂଗ୍ରେସ ପ୍ରାର୍ଥୀ ବିକ୍ରମଦିତ୍ୟ ସିଂଙ୍କ ପରେ ଏବେ କାଙ୍ଗଡ଼ା ଲୋକ ସଭା ଆସନରୁ ଆନନ୍ଦ ଶର୍ମା ମଧ୍ୟ…

ମୁଁ ଯୁଆଡ଼େ ଯାଏ ଖାଲି ମୋଦି-ମୋଦି ଇକୋ ହୁଏ: ଶାହା

ହାଇଦ୍ରାବାଦ,୯ା୫: ତେଲେଙ୍ଗନାର ଭୋଙ୍ଗୀର ଲୋକ ସଭା ନିର୍ବାଚନମଣ୍ଡଳୀରେ ଏକ ସମାବେଶକୁ ସମ୍ବୋଧିତ କରି ଗୁରୁବାର ଶାହା କହିଛନ୍ତି, ଏହି ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଭାରତୀୟ ଗ୍ୟାରେଣ୍ଟି’ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଚାଇନା ଗ୍ୟାରେଣ୍ଟି’ ମଧ୍ୟରେ ହୋଇଛି। ସେ…

୧୦୦ ଲୋକଙ୍କୁ ରାଜଭବନର ସିସିଟିଭି ଫୁଟେଜ୍‌ ଦେଖାଇଲେ ରାଜ୍ୟପାଳ

ନୂଆଦିଲ୍ଲୀ,୯।୫: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ନାଁରେ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ କରିବା ପରେ ବିବାଦ ଆହୁରି ଗଭୀର ହେବାରେ ଲାଗିଛି। ଏହି ପ୍ରସଙ୍ଗରେ ରାଜନୈତିକ ତିକ୍ତତା ବୃଦ୍ଧି ପାଇଛି। ଏହି ସମୟରେ ବୋଷ ଗୁରୁବାର ମହିଳାଙ୍କୁ…

୨୦୨୪ ନିର୍ବାଚନ ହେଉଛି ମୋଦି ବନାମ ରାହୁଲ, କାହିଁକି ଏପରି କହିଲେ ଶାହା…

ହାଇଦ୍ରାବାଦ,୯ା୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ନିର୍ବାଚନୀ ସଭାରେ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ଶାହା ଗୁରୁବାର କହିଛନ୍ତି, ୨୦୨୪ ହେଉଛି ରାହୁଲ ଗାନ୍ଧୀ ବନାମ ନରେନ୍ଦ୍ର ମୋଦି। ଏହା ‘ବିକାଶ ପାଇଁ ଭୋଟ୍‌’ ଏବଂ ‘ଜିହାଦ ପାଇଁ ଭୋଟ୍‌’…

ଅମିତ ଶାହାଙ୍କ ଭବିଷ୍ୟବାଣୀ: ୩ ପର୍ଯ୍ୟାୟ ନିର୍ବାଚନରେ ଏତିକି ଆସନ ଆଣିବ ଭାଜପା

ନୂଆଦିଲ୍ଲୀ,୯।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ଭୋଟ ଦେବା ପୂର୍ବରୁ ଭାରତୀୟ ଜନତା ପାର୍ଟି ପୁଣି ଥରେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ କରିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା…

ମୋ ସହ ହୋଇନାହିଁ ବଳାତ୍କାର, ଟିଏମ୍‌ସି ନେତାଙ୍କ ନାଁରେ ମିଥ୍ୟା କେସ୍‌ କରିଛି ଭାଜପା: ସନ୍ଦେଶଖାଲି ପୀଡିତାଙ୍କ ଚାଞ୍ଚଲ୍ୟକର ଖୁଲାସା

କୋଲକାତା,୯।୫:ପଶ୍ଚିମବଙ୍ଗର ସନ୍ଦେଶଖାଲି ନିବାସୀ ତିନିଜଣ ମହିଳାଙ୍କ ମଧ୍ୟରୁ ଜଣେ ତୃଣମୂଳ କଂଗ୍ରେସ (ଟିଏମସି) ନେତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ପ୍ରତ୍ୟାହାର କରିନେଇଛନ୍ତି। ବଙ୍ଗଳାର ଉତ୍ତର ୨୪ ପରଗାନା ଜିଲାର ସନ୍ଦେଶଖାଲିର ଏହି ମହିଳା ଏହି ଅଭିଯୋଗ ପ୍ରତ୍ୟାହାର କରି କହିଛନ୍ତି,ତାଙ୍କ ସହ…

ରାମଲାଲାଙ୍କ ଦର୍ଶନ କଲେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ୍‌ ଖାନ୍‌; କହିଲେ ଏମିତି

ଅଯୋଧ୍ୟା,୯।୫: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍‌ ବୁଧବାର ଅଯୋଧ୍ୟା ରାମ ମନ୍ଦିର ଗସ୍ତ କରିଛନ୍ତି। ଏହାକୁ ସେ ଶାନ୍ତିର ସ୍ଥାନ ବୋଲି କହିଛନ୍ତି। ଜାନୁଆରୀ ୨୨ରେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସେ ଦୁଇ ଥର ମନ୍ଦିରକୁ ଆସିଥିଲେ। ବହରାଇଚରେ ରହୁଥିବାରୁ…

ଏହି ଭୁଲ୍‌ ଅଭ୍ୟାସ, ଏବେ ଅଧାରୁ ଅଧିକ ରୋଗର କାରଣ: ଜାଣନ୍ତୁ କ’ଣ ସେହି ଅଭ୍ୟାସ

ନୂଆଦିଲ୍ଲୀ,୯।୫: ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ର ମୁଖ୍ୟ ଭାରତୀୟଙ୍କ ଖାଦ୍ୟ ଅଭ୍ୟାସ ସମ୍ବନ୍ଧରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଧାରୁ ଅଧିକ ରୋଗର କାରଣ ହେଉଛି ଆମର ଭୁଲ ଖାଇବା ଅଭ୍ୟାସ ବୋଲି ଆଇସିଏମଆର ପକ୍ଷରୁ କୁହାଯାଇଛି। ଅସ୍ବାସ୍ଥ୍ୟକର ଖାଦ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?