ଜାତୀୟ

”ଆନ୍ଧ୍ରପ୍ରଦେଶରେ ୪% ମୁସଲିମଙ୍କୁ ମିଳିବ ସଂରକ୍ଷଣ”: ଜଗନ୍ ମୋହନ ରେଡ୍ଡୀ

ନୂଆଦିଲ୍ଲୀ,୧୦।୫: ସଂରକ୍ଷଣ ଏବଂ ସଂଖ୍ୟାଲଘୁ କୋଟାକୁ ନେଇ ଭାଜପା ଏବଂ ବିରୋଧୀଦଳର ନେତାଙ୍କ ମଧ୍ୟରେ ଚାଲିଥିବା ବିତର୍କ ମଧ୍ୟରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ କହିଛନ୍ତି ଯେ, ରାଜ୍ୟରେ ୪% ମୁସଲମାନ ସଂରକ୍ଷଣ “ରହିବ” ଏବଂ ଏହା ହେଉଛି YSR…

ପର୍ଯ୍ୟଟକ ପଠାଇବା ପାଇଁ ଜୟଶଙ୍କରଙ୍କୁ ନିବେଦନ କଲେ ମାଳଦ୍ୱୀପ ମନ୍ତ୍ରୀ

ନୂଆଦିଲ୍ଲୀ, ୧୦।୫:ଭାରତ ଗସ୍ତରେ ଥିବା ମାଳଦ୍ୱୀପ ବହିର୍ବ୍ୟାପାର ମନ୍ତ୍ରୀ ମୁସା ଜମିର୍‌ ଗୁରୁବାର ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଭେଟିଛନ୍ତି। ମାଳଦ୍ୱୀପ ଭାରତର ନିକଟତମ ପଡ଼ୋଶୀ ହୋଇଥିବାରୁ ପାରସ୍ପରିକ ଆଗ୍ରହ ଓ ସମ୍ବେଦନଶୀଳତାକୁ ଭିତ୍ତି କରି ୨ ଦେଶ ମଧ୍ୟରେ…

ଚାଇନାକୁ ଝଟ୍‌କା ଦେଲା ମାଳଦ୍ୱୀପ

ବେଜିଂ/ମାଲେ,୧୦।୫: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପ୍ରିୟ ବନ୍ଧୁ କହୁଥିବା ଚାଇନାକୁ ଚକିତ କରିଦେଇଛନ୍ତି। ମାଳଦ୍ୱୀପ ଚାଇନାର ଗୁପ୍ତଚର ଜାହାଜକୁ ଅଟକାଇ ଦେଇଛି, ଏହାକୁ ଅନୁମତି ଦିଆଯାଇ ନାହିଁ। ଭାରତ ମହାସାଗରର ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା…

ଚାର୍ଜସିଟ୍‌ରେ ଏଏପିକୁ ଅଭିଯୁକ୍ତ କରିବ ଇଡି, କେଜ୍ରିୱାଲଙ୍କୁ ଜାମିନ ମିଳିବା ସମ୍ଭାବନା କ୍ଷୀଣ!

ନୂଆଦିଲ୍ଲୀ,୧୦।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଶୁକ୍ରବାର ଏକ ବଡ଼ ଦିନ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଟ୍ରାଏଲ କୋର୍ଟରେ ମଦଫା ଦୁର୍ନୀତି ମାମଲାରେ ଏହାର ଚାର୍ଜସିଟ୍‌ ଦାଖଲ କରିବାକୁ ଯାଉଛି। ଏହାରି ମଧ୍ୟରେ ଚାର୍ଜସିଟ୍‌କୁ ନେଇ ବଡ଼ ଖୁଲାସା ହୋଇଛି। ସୂତ୍ରରୁ…

ପ୍ରୋଟିନ୍‌ ପାଉଡରଠାରୁ ଦୂରେଇ ରୁହ: ସତର୍କ କରାଇଲା ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୧୦।୫: (ପି.ଟି.):ପ୍ରୋଟିନ୍‌ ପାଉଡର ଓ ଅନ୍ୟାନ୍ୟ ପ୍ରୋଟିନ୍‌ ସପ୍ଲିମେଣ୍ଟଗୁଡ଼ିକଠାରୁ ଦୂରେଇ ରହିବାକୁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ପରାମର୍ଶ ଦେଇଛି। ଲୁଣ ଖାଇବାରେ କଟକଣା ସମେତ ଚିନି ଏବଂ ପ୍ରକ୍ରିୟାକୃତ ଖାଦ୍ୟ କମ୍‌ ଖାଇବାକୁ ଆଇସିଏମ୍‌ଆର୍‌ ସୁପାରିସ୍‌ କରିଛି। ସୁସ୍ଥ…

ହଠାତ୍‌ ବଦଳିଲା ପାଗ, ଏସବୁ ରାଜ୍ୟରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଆଶଙ୍କା

ନୂଆଦିଲ୍ଲୀ,୧୦ା୫: ଦେଶର ଅନେକ ରାଜ୍ୟରେ ଏବେ ଗରମ ଅନୁଭୂତ ହେଉଥିବା ବେଳେ କିଛି ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ହଠାତ୍‌ ପାଗରେ ପରିପର୍ତ୍ତନ ହୋଇଛି। ଫଳରେ ଦିଲ୍ଲୀ, ବିହାର, ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ପାଗ ଆଶ୍ୱସ୍ତିକର ହୋଇଛି। ଆସନ୍ତା ତିନି…

ହିନ୍ଦୁଙ୍କ ସଂଖ୍ୟା ୭.୮୨% କମିଛି, ମୁସଲମାନ ୪୩.୧୫% ବଢ଼ିଛନ୍ତି

ନୂଆଦିଲ୍ଲୀ,୧୦/୫:ଭାରତରେ ୧୯୫୦ରୁ ୨୦୧୫ ମଧ୍ୟରେ ହିନ୍ଦୁମାନଙ୍କ ସଂଖ୍ୟା ୭.୮୨ ପ୍ରତିଶତ ହ୍ରାସ ପାଇଥିବାବେଳେ ମୁସଲମାନ ଜନସଂଖ୍ୟା ୪୩.୧୫ ପ୍ରତିଶତ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀଙ୍କ ଆର୍ଥତ୍କ ଉପଦେଷ୍ଟା ପରିଷଦ (ଇଏସି-ପିଏମ୍‌) ପକ୍ଷରୁ ଏଭଳି ରିପୋର୍ଟ ପ୍ରକାଶ ପାଇଛି। ‘ଶେୟାର ଅଫ୍‌ ରିଲିଜିଅସ୍‌ ମାଇନୋରିଟିଜ୍‌:…

ନିଜ ଡ୍ୟାନ୍ସ ଭିଡିଓ ଦେଖି ରାଗରେ ନିଆଁବାଣ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ,୧୦।୫: ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଜାଳିଆ ଡ୍ୟାନ୍ସ ଭିଡିଓ ଭାଇରାଲ ପରେ ଏବେ ପଶ୍ଚିମ ମମତା ବାନାର୍ଜୀଙ୍କ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକଟରେ ସୋସିଆଲ ମିଡିଆରେ ମୋଦିଙ୍କ ମୁହଁ ସହିତ ଏକ…

ଖୋଲିଲା ପ୍ରସିଦ୍ଧ କେଦାରନାଥ ଧାମ: ଆକାଶରୁ ଫୁଲବର୍ଷା

ନୂଆଦିଲ୍ଲୀ,୧୦।୫: କେଦାରନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରି ଧାମର କବାଟ ଖୋଲିବା ସହିତ ଚାରଧାମ ଯାତ୍ରା ଆରମ୍ଭ ହେବ। ଆଜି ରୀତିନୀତି ଅନୁଯାୟୀ, ଭକ୍ତମାନଙ୍କ ପାଇଁ ସକାଳ ସାତଟାରେ ଦର୍ଶନ ପାଇବା ପାଇଁ କେଦାରନାଥ ଧାମର ଦ୍ୱାର ଖୋଲିଛି। ଏହି ସମୟରେ ହେଲିକପ୍ଟରରୁ…

ଆକାଶରୁ ଅଚାନକ ହେଲା ମାଛ ବର୍ଷା: ଆଉ ତା’ପରେ…

ତେହେରାନ: ଅନେକ ସମୟରେ ବର୍ଷା ହେଉଥିବାବେଳେ ଆକାଶରୁ କୁଆପଥର ଖସିଥାଏ। ଏହାକୁ କୁଆପଥର ବର୍ଷା କୁହାଯାଏ। ତେବେ ସେହିପରି ଭାବେ ଆକାଶରୁ ଅଚାନକ ମାଛ ବର୍ଷା ହେବା ପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏନେଇ ଏକ ଭିଡିଓ ଭାଇରାଲ…

ଟ୍ରକ୍‌ରୁ ପୁଳାପୁଳା ଟଙ୍କା ଜବତ

ହାଇଦ୍ରାବାଦ, ୧୦।୫: ଆନ୍ଧ୍ରପ୍ରଦେଶର ଏନ୍‌ଟିଆର ଜିଲାର ଏକ ଚେକ୍‌ପୋଷ୍ଟରେ ଗୁରୁବାର ଗୋଟିଏ ଟ୍ରକରୁ ନଗଦ ୮ କୋଟି ଟଙ୍କା ଜବତ କରାଯାଇଛି। ଏହି ମାମଲାରେ ପୋଲିସ ୨ ଜଣଙ୍କୁ ଅଟକ ରଖିଛି। ଗୁରୁବାର ସକାଳୁ ଏକ ପାଇପ୍‌ ବୋଝେଇ ଟ୍ରକ୍‌ ଯାଉଥିବାବେଳେ…

ଭାରତୀୟ ନିର୍ବାଚନରେ ଆମେରିକାର ହସ୍ତକ୍ଷେପ ଉଦ୍ୟମ

ନୂଆଦିଲ୍ଲୀ,୧୦ା୫:ଭାରତରେ ସାଧାରଣ ନିର୍ବାଚନ ଚାଲିଥିବାବେଳେ ଆମେରିକା ଏଥିରେ ହସ୍ତକ୍ଷେପ କରି ରାଜନୈତିକ ଅସ୍ଥିରତା ସୃଷ୍ଟି ଲାଗି ଉଦ୍ୟମ କରୁଛି ବୋଲି ରୁଷିଆ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଖଲିସ୍ତାନୀ ନେତା ଗୁରପତଓ୍ବନ୍ତ ସିଂ ପନ୍ନୁନ ହତ୍ୟା ଉଦ୍ୟମ ପଛରେ ନୂଆଦିଲ୍ଲୀ ସମ୍ପୃକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?