ଜାତୀୟ

ପୋର୍ଶ ଦୁର୍ଘଟଣା : ନାବାଳକଙ୍କ ରକ୍ତ ନମୁନା ଅଦଳବଦଳ କରି ୨ ଡାକ୍ତର ଗିରଫ

ପୁଣେ, ୨୮।୫: ପୁଣେ ପୋର୍ଶ କାର ଦୁର୍ଘଟଣା ମାମଲାର ନୂଆ ମୋଡ଼ ସାମ୍‌ନାକୁ ଆସିଛି। ଅଭିଯୁକ୍ତ ନାବାଳକଙ୍କୁ ପୁଣେର ସାସୁନ ସରକାରୀ ହସ୍ପିଟାଲକୁ ମେଡିକାଲ ଚେକ୍‌ଅପ୍‌ ପାଇଁ ନିଆଯାଇଥିବାବେଳେ ସେଠାରେ ତାଙ୍କର ରକ୍ତ ନମୁନାକୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ରକ୍ତ ନମୁନା…

ତେଲଙ୍ଗାନାରେ ବାତ୍ୟା ପ୍ରଭାବ: ବର୍ଷା ବିତ୍ପାତରେ ୧୩ ମୃତ

ହାଇଦ୍ରାବାଦ,୨୮ା୫: ବଙ୍ଗୋପସାଗରରେ ବାତ୍ୟା ରେମାଲ ଅତିକ୍ରମ କଲାବେଳେ ଏହାର ପ୍ରଭାବରେ ରବିବାର ତେଲଙ୍ଗାନାରେ ପ୍ରବଳ ବର୍ଷା ପବନ ହୋଇଥିଲା। ଫଳରେ ବିଭିନ୍ନ ସ୍ଥାନରେ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ୧୩ ଜଣଙ୍କ ମୃତ୍ୟୁ ଘଟିଛି। ବାତ୍ୟା ପ୍ରଭାବ ତେଲଙ୍ଗାନାବାସୀଙ୍କୁ ବିପଦରେ…

ରେମାଲ ତାଣ୍ଡବ: ଚାଲିଗଲା ୧୦ ଜୀବନ

ଢାକା/କୋଲକାତା,୨୮ା୫:ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ରେମାଲ ରବିବାର ରାତିରେ ସ୍ଥଳଭାଗ ଛୁଇଁବା ପରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶରେ ତାଣ୍ଡବ ରଚିଛି। ବାତ୍ୟାରେ କାନ୍ଥ ଓ ଗଛଡାଳ ପଡ଼ି ପଶ୍ଚିମବଙ୍ଗରେ ୨ ଜଣ ଏବଂ ବାଂଲାଦେଶରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବ୍ୟାପକ କ୍ଷୟକ୍ଷତି…

ଜମ୍ମୁ-କଶ୍ମୀରରେ ୩୫ ବର୍ଷରେ ସର୍ବାଧିକ ମତଦାନ

ନୂଆଦିଲ୍ଲୀ,୨୮ା୫: ଲୋକ ସଭା ନିର୍ବାଚନରେ ଜମ୍ମୁ-କଶ୍ମୀରରେ ୩୫ ବର୍ଷ ମଧ୍ୟରେ ସର୍ବାଧିକ ମତଦାନ ହୋଇଛି। ୨୦୧୯ ତୁଳନାରେ ଏଥର ଅଧିକ ୩୦ ପ୍ରତିଶତ ଭୋଟ ଦେଇଥିବା ଜଣାପଡ଼ିଛି। ପୂର୍ବ ନିର୍ବାଚନ ତୁଳନାରେ ଏଥର ପ୍ରାର୍ଥୀଙ୍କ ସଂଖ୍ୟା ୨୫ ପ୍ରତିଶତ ବଢ଼ିଛି। ଅଧିକ…

ପଦ୍ମଶ୍ରୀ ଫେରାଇବେ ବୈଦ୍ୟରାଜ ହେମଚନ୍ଦ

ରାୟପୁର, ୨୮।୫: ଛତିଶଗଡ଼ରେ ବୈଦ୍ୟରାଜ ଭାବେ ପରିଚିତ ହେମଚନ୍ଦ ମାଝି ନିଜ ପଦ୍ମଶ୍ରୀ ସମ୍ମାନ ଫେରାଇବାକୁ ସୋମବାର ଘୋଷଣା କରିଛନ୍ତି। ମାଓବାଦୀଙ୍କଠାରୁ ମିଳିଥିବା ଧମକ ଯୋଗୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ନାରାୟଣପୁର ଜିଲାର ଚମେଲି ଏବଂ ଗୌରଦଣ୍ଡ ଗ୍ରାମରେ ୨ଟି…

ଜାମିନ ମିଆଦ ବଢ଼ାଇବା ପାଇଁ ସୁପ୍ରିମକୋର୍ଟ ଗଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୮ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କ ଅନ୍ତରୀଣ ଜାମିନ ମିଆଦକୁ ୭ ଦିନ ବଢ଼ାଇବା ନିମନ୍ତେ ସୋମବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପିଇଟି-ସିଟି ସ୍କାନ୍‌ ଓ ଅନ୍ୟାନ୍ୟ ପରୀକ୍ଷା ପାଇଁ ତାଙ୍କୁ ଅଧିକ ସମୟ ଆବଶ୍ୟକ…

ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ମାମଲା: ୨ ପୋଲିସ ସମେତ ୭ ନିଲମ୍ବିତ

ରାଜକୋଟ,୨୮ା୫(ପି.ଟି.): ରାଜକୋଟ ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ଘଟଣାରେ ଗୁଜରାଟ ସରକାର ସୋମବାର ୨ ଜଣ ପୋଲିସ ଅଫିସରଙ୍କ ସମେତ ୭ ଜଣଙ୍କୁ ନିଲମ୍ବନ କରିଛନ୍ତି। ଏହି ଅଫିସରମାନଙ୍କ ଦାୟିତ୍ୱହୀନତା ଯୋଗୁ ଆବଶ୍ୟକ ଅନୁମୋଦନ ନ ଥାଇ ଗେମିଂ ଜୋନ୍‌ ଚାଲୁଥିଲା ବୋଲି…

ଇଣ୍ଡିଗୋ ବିମାନରେ ବୋମା ଆତଙ୍କ

ନୂଆଦିଲ୍ଲୀ,୨୮।୫: ଦିଲ୍ଲୀରୁ ବାରାଣସୀ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ବୋମା ଧମକ ଆସିଛି। ଏହା ପରେ ତୁରନ୍ତ ବିମାନଟି ରନୱେରେ ଅଟକ ରଖାଯାଇ ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ନିରାପଦରେ ସ୍ଥାନାନ୍ତର କରାଯାଇଥିଲା। ବିମାନଟି ଦିଲ୍ଲୀର ଟି୨ ଟର୍ମିନାଲରୁ ସକାଳ ୫.୦୪ରେ…

ଇଣ୍ଡିଆ ବ୍ଲକ୍‌ ବୈଠକରେ ଯୋଗଦେବେ ନାହିଁ ମମତା

କୋଲକାତା,୨୭ା୫: ଲୋକ ସଭା ନିର୍ବାଚନର ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଜୁନ୍‌ ୧ରେ ଅନୁଷ୍ଠିତ ହେଉଥିବା ବେଳେ ସେଦିନ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ସବୁ ସହଯୋଗୀ ଦଳର ନେତାମାନଙ୍କ ବୈଠକ ଡକାଯାଇଛି। ବୈଠକକୁ ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀ ଓ…

ଏହି ଦିନଠୁ ମହିଳାଙ୍କ ଖାତାକୁ ଆସିବ ୮୫୦୦ ଟଙ୍କା, ପ୍ରଥମ କିସ୍ତିର ତାରିଖ କହିଦେଲେ ରାହୁଲ

ନୂଆଦିଲ୍ଲୀ,୨୭।୫: ୨୦୨୪ ଲୋକ ସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପ୍ରଚାରରେ ଲାଗିପଡ଼ିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିହାରର ଆରାରେ ଏକ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି , ଦେଶର ଗରିବ ଲୋକଙ୍କ ତାଲିକା…

ବିହାରରେ ହେବେ ମୁସଲମାନ ମୁଖ୍ୟମନ୍ତ୍ରୀ? ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ ପୂର୍ବରୁ ଓଓ୍ବାଇସିଙ୍କ ଦାବି

ପାଟନା,୨୭।୫: ଲୋକ ସଭା ନିର୍ବାଚନରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ପୂର୍ବରୁ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ବିହାରରେ ମୁସଲିମ କାର୍ଡ ଖେଳିଛନ୍ତି। ଅସଦୁଦ୍ଦିନ ଓୱାଇସି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ…

୪ ତାରିଖରେ ଯିବ ଖାର୍ଗେଙ୍କ ଚାକିରି: କଂଗ୍ରେସକୁ ଟାର୍ଗେଟ କଲେ ଶାହା

ନୂଆଦିଲ୍ଲୀ,୨୭।୫: ବର୍ତ୍ତମାନ ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପ୍ରଚାର ପାଇଁ ମାତ୍ର ତିନି ଦିନ ବାକି ଅଛି। ଏହି ସମୟରେ ଭାଜପା ସମେତ ସମସ୍ତ ଦଳ ଦ୍ରୁତ ଗତିରେ ରାଲି କରୁଛନ୍ତି। ଏହି ସମୟରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?