କଂଗ୍ରେସର ନେତୃତ୍ୱକୁ ନେଇ ଏମିତି କହିଲେ ଶର୍ମିଷ୍ଠା ମୁଖାର୍ଜୀ
ନୂଆଦିଲ୍ଲୀ,୬।୨:ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଲେଖିକା ଶର୍ମିଷ୍ଠା ମୁଖାର୍ଜୀ କହିଛନ୍ତି ଯେ ଯଦି କୌଣସି ଦଳ ନିର୍ଦ୍ଦିଷ୍ଟ ନେତାଙ୍କ ନେତୃତ୍ୱରେ କ୍ରମାଗତ ଭାବରେ ହାରିଯାଉଛି, ତେବେ ଏହା ବିଷୟରେ ଚିନ୍ତା କରିବା ଜରୁରୀ । ତେଣୁ ଦଳର ମୁଖ୍ୟ କିଏ…
ବିହାର କଂଗ୍ରେସର ୧୬ ବିଧାୟକ ହାଇଦ୍ରାବାଦରେ
ହାଇଦ୍ରାବାଦ୍, ୬।୨: ବିହାରରେ ଭାଜପା ସହ ମିଶି ନୀତୀଶ କୁମାର ନୂଆ ସରକାର ଗଠନ କରିଥିବାବେଳେ ଚଳିତ ଫେବୃଆରୀ ୧୨ ତାରିଖରେ ବିଧାନସଭାରେ ହେବାକୁ ଥିବା ଆସ୍ଥା ଭୋଟରେ ସେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ। ତେବେ ଏହି ଆସ୍ଥା ଭୋଟ ପୂର୍ବରୁ…
ଭୁଶୁଡ଼ିବା ଦ୍ୱାରଦେଶରେ ହିନ୍ଦୁକୁଶ ହିମାଳୟ ଜୈବମଣ୍ଡଳ
କାଠମାଣ୍ଡୁ,୬।୨(ପି.ଟି.): ହିନ୍ଦୁକୁଶ ହିମାଳୟ ଅଞ୍ଚଳର ଜୈବମଣ୍ଡଳ ଭୁଶୁଡ଼ିବାର ଦ୍ୱାରଦେଶରେ ବୋଲି ବୈଜ୍ଞାନିକମାନେ ସୋମବାର ଘୋଷଣା କରିଛନ୍ତି। ପୃଥିବୀର ଏହି ସର୍ବାଧିକ ଜୈବବିବିଧତାପୂର୍ଣ୍ଣ ଅଞ୍ଚଳର ପ୍ରକୃତି କ୍ଷୟକୁ ରୋକିବାକୁ ହେଲେ ଦୃଢ଼ ପଦକ୍ଷେପ ସହ ତୁରନ୍ତ ଆର୍ଥତ୍କ ବ୍ୟବସ୍ଥା କରିବା ନିମନ୍ତେ ବିଶ୍ୱ…
‘ଗଣତନ୍ତ୍ରର ହତ୍ୟା ହେବାକୁ ଦିଆଯିବ ନାହିଁ’
ନୂଆଦିଲ୍ଲୀ,୬।୨: ଚଣ୍ଡିଗଡ଼ ମେୟର ନିର୍ବାଚନ ବିବାଦ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ମେୟର ନିର୍ବାଚନର ବାଲଟ ପେପର, ଭିଡିଓଗ୍ରାଫି ସମେତ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାର ରେକର୍ଡ ମଗାଇଛନ୍ତି। ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନେରାଲଙ୍କ ଜରିଆରେ ସେଗୁଡ଼ିକୁ ଦାଖଲ କରିବା ପାଇଁ…
ଭାରତୀୟଙ୍କୁ ୫ ଗ୍ରାମୀ ଆଓ୍ବାର୍ଡ
ନୂଆଦିଲ୍ଲୀ,୬।୨(ପି.ଟି.): ଲସ୍ ଏଞ୍ଜେଲସ୍ରେ ଅନୁଷ୍ଠିତ ୨୦୨୪ ଗ୍ରାମୀ ଆଓ୍ବାର୍ଡ ଉତ୍ସବରେ ଭାରତୀୟ ସଙ୍ଗୀତକୁ ବଡ଼ ସଫଳତା ମିଳିଛି। ତବଲା ଉସ୍ତାଦ ଜାକିର ହୁସେନ୍, ବଂଶୀବାଦକ ରାକେଶ ଚୌରାସିଆଙ୍କ ସମେତ ୫ ଜଣ ଭାରତୀୟ ସଙ୍ଗୀତକାର ଗ୍ରାମୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ହୁସେନଙ୍କୁ ସର୍ବାଧିକ…
ବିରୋଧୀ ଖୁବ୍ଶୀଘ୍ର ଦର୍ଶକ ଗ୍ୟାଲେରିକୁ ଯିବେ: ମୋଦି
ନୂଆଦିଲ୍ଲୀ,୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାରେ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିବା ଅବସରରେ ଆଗାମୀ ଲୋକ ସଭା ନିର୍ବାଚନରେ ଭାଜପା ନିଶ୍ଚୟ ୩୭୦ ଆସନରେ ଜିତିବା ସହ ଏନ୍ଡିଏ ମେଣ୍ଟ ୪୦୦ ଆସନ ଅତିକ୍ରମ…
ଏଜେଣ୍ଟ ଭଳି କାମ କରୁଥିବା ଲୋକଙ୍କୁ ବରଦାସ୍ତ କରିବନି ଦେଶ, ଚାଇନା ଉପରେ ବୟାନକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି
ନୂଆଦିଲ୍ଲୀ,୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଚାଇନା ସହ ସୀମା ପ୍ରସଙ୍ଗରେ ବିରୋଧୀ ଦଳର ମନ୍ତବ୍ୟକୁ ଦୃଢ ନିନ୍ଦା କରିଛନ୍ତି। ବିରୋଧୀ ଦଳକୁ ଲକ୍ଷ୍ୟ କରି ସେ କହିଛନ୍ତି ଯେ ଯଦି ସେମାନେ ଏଜେଣ୍ଟ ଭଳି କାର୍ଯ୍ୟ କରନ୍ତି ତେବେ ଦେଶ…
ସରକାରୀ ନିଯୁକ୍ତି ପରୀକ୍ଷାରେ ଜାଲିଆତି ରୋକିବାକୁ ବିଲ୍
ନୂଆଦିଲ୍ଲୀ,୬ା୨(ପି.ଟି.):ସରକାରୀ ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍, ଜାଲ୍ ଓ୍ବେବ୍ସାଇଟ୍ ଭଳି ବେଆଇନ ଆଚରଣ ରୋକିବା ପାଇଁ କେନ୍ଦ୍ର ସରକାର ସୋମବାର ଲୋକ ସଭାରେ ଏକ ବିଲ୍ ଆଣିଛନ୍ତି। ଏଥିରେ ସର୍ବନିମ୍ନ ୩ ବର୍ଷରୁ ସର୍ବାଧିକ ୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ…
ରାମ ମନ୍ଦିର ଆନ୍ଦୋଳନର ଶ୍ରେୟ ନ ନେଇପାରେ ସେଥିପାଇଁ ଷଡଯନ୍ତ୍ର କରି ଖରାପ କଲେ ମୋର ଛବି: ସ୍ବାମୀ ଚିନ୍ମୟାନନ୍ଦ
ନୂଆଦିଲ୍ଲୀ,୬।୨: ଶିଷ୍ୟଙ୍କୁ ବଳାତ୍କାର ଅଭିଯୋଗରେ ଏମପି-ଏମଏଲଏ କୋର୍ଟ ଦ୍ୱାରା ନିର୍ଦ୍ଦୋଷରେ ଖଲାସ ହେବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦ ଗଣମାଧ୍ୟମ ଆଗକୁ ଆସିଛନ୍ତି। ତାଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ପାଇଁ ରାଜନୈତିକ ଷଡଯନ୍ତ୍ରର ଏକ ଅଂଶ ଭାବରେ ତାଙ୍କ ବିରୋଧରେ…
ଆମେ ସମସ୍ତଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଚାହୁଁ: ଅମିତ ଶାହା
ନୂଆଦିଲ୍ଲୀ,୬।୨: ଭାରତ ସମଗ୍ର ବିଶ୍ୱ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଚାହୁଁଛି, କିନ୍ତୁ ଦେଶର ସୀମା ତଥା ନାଗରିକଙ୍କ ସୁରକ୍ଷା ଉପରେ ଆମେ ଆପୋଷ ବୁଝାମଣା କରିବୁ ନାହିଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଶାହା କହିଛନ୍ତି, ଭାରତ ଏକ ଦେଶ ଭାବରେ…
ଭଗବାନ ରାମଙ୍କୁ ମନ୍ଦିର ନେଇ ଆସିଲେ ଅଥଚ ନିରବ ମୋଦିଙ୍କୁ ଆଣି ପାରିଲେ ନାହିଁ: ଭାଜପା ଉପରେ ବର୍ଷିଲେ ଦିଗବିଜୟ
ନୂଆଦିଲ୍ଲୀ,୬।୨: କଂଗ୍ରେସ ଏମପି ଦିଗବିଜୟ ସିଂ ପାର୍ଲାମେଣ୍ଟର ଉପର ଗୃହରେ ରାଜ୍ୟ ସଭାରେ ଭାରତୀୟ ଜନତା ପାର୍ଟି(ଭାଜପା) ଏବଂ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାରକୁ କଡ଼ା ଟାର୍ଗେଟ କରିଛନ୍ତି। ଏହି ସମୟ ମଧ୍ୟରେ ସେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ)…
ବଡ଼ ପ୍ରତିଶ୍ରୁତି ଦେଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୬।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକ ସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ରାଞ୍ଚିରେ ସେ କହିଛନ୍ତି,ଯଦି କେନ୍ଦ୍ରରେ ଇଣ୍ଡିଆ ମେଣ୍ଟ ସରକାର ଗଠନ ହୁଏ ତେବେ ସାରା ଦେଶରେ ଜାତିଭିତ୍ତିକ ଜନଗଣନା କରାଯିବ ଏବଂ ସଂରକ୍ଷଣ…
Archives


