Posted inଜାତୀୟ

ଗଛ କାଟିବା, ଫସଲ ଜାଳିବା ଉପରେ ଫତୱା ଜାରି କଲା ଇସଲାମିକ୍ ସଂଗଠନ

ନୂଆଦିଲ୍ଲୀ, ୩।୬: ବାୟୁମଣ୍ଡଳରେ ଉତ୍ତାପ ବୃଦ୍ଧିକୁ ରୋକିବା ପାଇଁ ଗଛ ନ କାଟିବା ଏବଂ ଫସଲକୁ ନ ଜଳାଇବା ପାଇଁ ଲୋକମାନଙ୍କୁ ଅପିଲ କରି ଫତୱା ଜାରି କରିଛି ଇସଲାମିକ୍ ସେଣ୍ଟର ଅଫ୍ ଇଣ୍ଡିଆ(ଆଇସିଆଇ)। ଲକ୍ଷ୍ନୌରେ ଅନୁଷ୍ଠିତ ହୋଇଥିବା ଏକ ସେମିନାରରେ ପ୍ରକୃତି ପ୍ରତି ମନୁଷ୍ୟ ଦାୟିତ୍ୱ ବିଷୟରେ ଉଲ୍ଲେଖ କରି ଏହି ନିଷ୍ପତି ନିଆଯାଇଛି।

‘କୁରାନ’ ଅନୁଯାୟୀ ଇସଲାମ ଧର୍ମର ଦାୟିତ୍ୱ ହେଉଛି ପୃଥିବୀପୃଷ୍ଠରେ ସବୁଜବଳୟକୁ ସୁରକ୍ଷା ଦେବା, ଜଳ ସଞ୍ଚୟ କରିବା ଏବଂ ଅପଚୟକୁ ଏଡ଼ାଇବା। ତେଣୁକରି ସମସ୍ତ ମୁସଲମାନ ଏହା ନିଶ୍ଚିତ କରିବା ଉଚିତ କି ସେମାନେ ଗଛ ନ କାଟିବା ଏବଂ ଫସଲକୁ ନ ଜଳାଇବା ପ୍ରତି ଧ୍ୟାନ ଦେବେ ବୋଲି ଆଇସିଆଇ ଅଧ୍ୟକ୍ଷ ମୌଲାନା ଖାଲୀଦ ରଶିଦ ଫାରଙ୍ଗୀ ମହାଲି କହିଛନ୍ତି।

ଏହି ଭିଡିଓ ବାର୍ତ୍ତାରେ ମୌଲାନା ଖାଲୀଦ ଅଧିକରୁ ଅଧିକ ବୃକ୍ଷ ରୋପଣ କରିବା ସହ ଗଛ କାଟିବାରୁ ନିବୃତ ରହିବାକୁ ଲୋକମାନଙ୍କୁ ଆଗ୍ରହ କରିଛନ୍ତି। ଏଥିରେ ସେ କହିଛନ୍ତି ” ସେ କହିଛନ୍ତି, “ସର୍ବଶକ୍ତିମାନ୍ ଈଶ୍ବରଙ୍କ ଅନୁଯାୟୀ, ଯେଉଁମାନେ ବୃକ୍ଷ ରୋପଣ କରନ୍ତି, ଯେଉଁମାନେ ମଣିଷ ଏବଂ ପଶୁ ସମେତ ସମସ୍ତ ଜୀବଜନ୍ତୁଙ୍କୁ ଉପକୃତ କରନ୍ତି ସେମାନଙ୍କ ଉପରେ ତାଙ୍କର କୃପା ରହିଥାଏ। ପୋଖରୀ, କେନାଲ, ନଦୀ ଓ ସମୁଦ୍ରକୁ ପ୍ରଦୂଷିତ ହେବାକୁ ରକ୍ଷା କରିବାକୁ ଆନ୍ତରିକ ଚେଷ୍ଟା କରିବା ଉଚିତ।” ,ତେଣୁ ଗଛ ଏବଂ ଫସଲ ଜାଳିବା ନିଷେଧ। ଏହା ଏକ ବଡ ପାପ। ଯୁଦ୍ଧ ସମୟରେ ମଧ୍ୟ ଗଛ, ବଗିଚା ଏବଂ କ୍ଷେତ ପୋଡିଯିବା କିମ୍ବା ନଷ୍ଟ ହେବା ଉଚିତ୍ ନୁହେଁ। “


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?