ଜାତୀୟ

ପ୍ରଧାନମନ୍ତ୍ରୀ ରେସ୍‌ରେ ଅଛନ୍ତି କି ଗଡକରୀ: ନିଜେ କଲେ ଖୁଲାସା

ନୂଆଦିଲ୍ଲୀ,୧୭।୩: ଦେଶରେ ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ଭାରତୀୟ ଜନତା ପାର୍ଟି ୨୦୨୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାର ଗଠନ ପାଇଁ ପୁଣି ଥରେ ଦମ୍ଭୋକ୍ତି ପ୍ରକାଶ କରୁଛି। ଏଭଳି ପରିସ୍ଥିତିରେ ମଧ୍ୟ…

ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ମୂଲାୟମଙ୍କ ବୋହୂ: ରାଜନୈତିକ ଚର୍ଚ୍ଚା ଆରମ୍ଭ

ଲକ୍ଷ୍ନୌ,୧୭।୩: ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ଉତ୍ତରପ୍ରଦେଶର ୮୦ଟି ଆସନରେ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ସେପଟେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୂଲାୟମ ସିଂ ଯାଦବଙ୍କ ବୋହୂ ତଥା ଭାଜପା ନେତା ଅପର୍ଣ୍ଣା ଯାଦବ ୟୁପି ମୁଖ୍ୟମନ୍ତ୍ରୀ…

ସିଏଏ ସମାଲୋଚକଙ୍କୁ କଡ଼ା ଜବାବ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ,୧୭।୩: ଆମେରିକା ତଥା ବିଶ୍ୱର ଅନ୍ୟାନ୍ୟ ଦେଶରେ ନାଗରିକତ୍ୱ (ସଂଶୋଧନ) ଅଧିନିୟମ (ସିଏଏ)କୁ ନେଇ ଚାଲିଥିବା ସମାଲୋଚନା ମଧ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କଡ଼ଶା ଜବାବ ଦେଇଛନ୍ତି। ସେ କହିଛନ୍ତି, ଏହାକୁ ବିଭାଜନ ପ୍ରସଙ୍ଗରେ ଦେଖିବା ଜରୁରୀ ଅଟେ।…

କେଉଁ ବ୍ୟକ୍ତିମାନେ ଘରେ ରହି ଦେଇ ପାରିବେ ଭୋଟ, ଜାଣନ୍ତୁ କ’ଣ କହିଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୧୭ା୩: ଶନିବାର ଭାରତୀୟ ନିର୍ବାଚନ ଆୟୋଗ ଲୋକ ସଭା ଏବଂ ଓଡ଼ିଶା ସମେତ ଚାରି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏଥର ଆୟୋଗ ମତଦାନ ପାଇଁ ଆୟୋଗ ସାଧାରଣ ଲୋକଙ୍କୁ କିଛି ସୁବିଧା ପ୍ରଦାନ କରିଛନ୍ତି। ୮୫…

କଂଗ୍ରେସକୁ ଲାଗିଲା ଡବଲ୍‌ ଝଟ୍‌କା: ଦଳ ଛାଡିଲେ ବିଧାୟକ

ଡେରାଡୁନ୍‌,୧୭।୩: ଉତ୍ତରାଖଣ୍ଡ କଂଗ୍ରେସରେ ଇସ୍ତଫା ପର୍ଯ୍ୟାୟ ଶେଷ ହେଉନାହିଁ। ରବିବାର କଂଗ୍ରେସ ଦୁଇଟି ବଡ଼ ଝଟ୍‌କା ଲାଗିଛି। ଟେହରୀରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବରିଷ୍ଠ ନେତା ଧନ ସିଂ ନେଗି ଏବଂ ବଦ୍ରିନାଥ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର…

ନିର୍ବାଚନ ପୂର୍ବରୁ ବଢିଲା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅଡ଼ୁଆ

ରାୟପୁର,୧୭।୩: ରାୟପୁରର ଇକୋନୋମିକ ଅଫେନ୍ସ ୱିଙ୍ଗ ପୂର୍ବତନ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ବିରୋଧରେ ମହାଦେବ ଆପ ମାମଲାରେ ବାଗେଲ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ଆଇପିସିର ୧୨୦ବି, ୩୪, ୪୦୬, ୪୨୦, ୪୬୭, ୪୬୮ ଏବଂ ୪୭୧…

ବଦଳିଲା ତାରିଖ, ଅରୁଣାଚଳ ପ୍ରଦେଶ-ସିକିମରେ ଏହି ତାରିଖରେ ହେବ ଭୋଟ ଗଣତି

ନୂଆଦିଲ୍ଲୀ,୧୭ା୩: ଅରୁଣାଚଳ ପ୍ରଦେଶ ଏବଂ ସିକିମରେ ହେବାକୁ ଥିବା ବିଧାନସଭା ଭୋଟ ଗଣତି ତାରିଖ ପରିବର୍ତ୍ତନ କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ଏହି ଦୁଇ ରାଜ୍ୟରେ ଜୁନ୍ ୨ ତାରିଖରେ ଭୋଟ ଗଣତି ଅନୁଷ୍ଠିତ ହେବ। ପୂର୍ବରୁ ଏହି ତାରିଖ ଜୁନ…

ତାଜା ନିର୍ବାଚନୀ ବଣ୍ଡ ତଥ୍ୟ ସାର୍ବଜନୀନ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୧୭ା୩: ରବିବାର ଭାରତୀୟ ନିର୍ବାଚନ ଆୟୋଗ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଠାରୁ ପାଇଥିବା ନିର୍ବାଚନୀ ବଣ୍ଡ ତଥ୍ୟକୁ ସାର୍ବଜନୀନ କରିଛନ୍ତି। ଏହି ସମସ୍ତ ତଥ୍ୟ ୨୦୧୯ ନିର୍ବାଚନ ପୂର୍ବର ବୋଲି କୁହାଯାଉଛି। ଏହାର ପର ସମୟର ତଥ୍ୟକୁ ଆୟୋଗ ଗୁରୁବାର ପ୍ରକାଶ…

ଏଲ୍‌ଭିଶ୍‌ ଯାଦବଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୧୭ା୩: ନୋଏଡାର ଏକ ରେଭ୍‌ ପାର୍ଟିରେ ସାପ ବିଷ ଯୋଗାଇବା ମାମଲାରେ ସମ୍ପୃକ୍ତ ଥିବା ୟୁଟ୍ୟୁବର ଏଲ୍‌ଭିଶ୍‌ ଯାଦବଙ୍କୁ ସ୍ଥାନୀୟ ପୋଲିସ ପଚରାଉଚରା ପରେ ରବିବାର ଗିରଫ କରିଛି। ଫରେନ୍‌ସିକ୍‌ ରିପୋର୍ଟ ନିଶ୍ଚିତ କରିଛି ଯେ, ପରୀକ୍ଷା ପାଇଁ ଲ୍ୟାବ୍‌କୁ ପଠାଯାଇଥିବା…

ବାରବାଟୀ-କଟକ ନିର୍ବାଚନୀ ମାମଲା: ସୁପ୍ରିମକୋର୍ଟ ଗଲେ ମୋକିମ୍‌

କଟକ,୧୭ା୩(କାର୍ତ୍ତିକ ସାହୁ): ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୦୧୯ ନିର୍ବାଚନରେ ମହମ୍ମଦ ମୋକିମ୍‌ଙ୍କ ବିଜୟକୁ ଓଡ଼ିଶା ହାଇକୋର୍ଟ ଅସିଦ୍ଧି ଘୋଷଣା କରିବା ପରେ ମୋକିମ୍‌ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଓଡ଼ିଶା ହାଇକୋର୍ଟ ମାର୍ଚ୍ଚ ୪ରେ ଦେଇଥିବା ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।…

ନମାଜ ପଢୁଥିବା ବିଦେଶୀ ଛାତ୍ରଙ୍କୁ ଆକ୍ରମଣ, ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଭଙ୍ଗାରୁଜା

ଅହମଦାବାଦ,୧୭।୩: ଗୁଜୁରାଟ ବିଶ୍ୱବିଦ୍ୟାଳୟରେ ପଢୁଥିବା ବିଦେଶୀ ଛାତ୍ରଙ୍କ ଉପରେ ଆକ୍ରମଣ ମାମଲା ସାମ୍ନାକୁ ଆସିଛି। ଏହି ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ ଗେରୁଆ ଗାମୁଛା ପିନ୍ଧିଥିବା କେତେଜଣ ଲୋକ ବିଳମ୍ବିତ ରାତିରେ ହଷ୍ଟେଲ ପରିସରରେ ପ୍ରବେଶ କରିଥିଲେ। ଏହି ଲୋକମାନେ ଧାର୍ମିକ…

ରାଜନୀତିର ବଡ ବଡ ଖେଳାଳି ବି ପଢି ପାରି ନାହାନ୍ତି ରାମନଗରୀର ମନ

ଲକ୍ଷ୍ନୌ,୧୭।୩: ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ଆଚରଣ ବିଧି ଲାଗୁ କରାଯାଇଥିଲା। ସମଗ୍ର ଦେଶରେ ସାତୋଟି ପର୍ଯ୍ୟାୟରେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଉତ୍ତର ପ୍ରଦେଶରେ ମଧ୍ୟ ସାତୋଟି ପର୍ଯ୍ୟାୟରେ ନିର୍ବାଚନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri