ଜାତୀୟ

‘ଜୁନ ୪ରେ ଦଳବଦଳ କରିବେ ନୀତୀଶ’, ୨ ଦିନ ପୂର୍ବରୁ ଦିଲ୍ଲୀରୁ ଫେରି ଆସିବାକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୩।୬: ନୀତୀଶ କେବେ କ’ଣ କରିବେ, ସେଥିରେ ଅନିଶ୍ଚିତତା ଲାଗି ରହିଥାଏ। ଏଥିଲାଗି ଗତ ୧୮ ବର୍ଷ ଧରି ବିହାର ରାଜନୀତି ଚର୍ଚ୍ଚାରେ ରହିଆସିଛି। ଅନେକ ଥର ଦଳବଦଳ କରିବା ଯୋଗୁ ତାଙ୍କର ବିଶ୍ୱାସନୀୟତା ଉପରେ ପ୍ରଶ୍ନ ଉଠିଛି। ତେଜସ୍ବୀ ଯେବେଠାରୁ…

ତାଜ ଏକ୍ସପ୍ରେସରେ ବଡ଼ ଧରଣର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୨।୬: ତାଜ ଏକ୍ସପ୍ରେସର ସୋମବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏକ୍ସପ୍ରେସରେ ୪ଟି ବଗିରେ ନିଆଁ ଲାଗି ପୋଡିଯାଇଛି। ଦକ୍ଷିଣ ପୂର୍ବ ଦିଲ୍ଲୀର ସରିତା ବିହାରରେ ଏହି ନିଆଁ ଲାଗିଥିବା ଅଧିକାରୀମାନେ କହିଛନ୍ତି। ଦିଲ୍ଲୀ ଅଗ୍ନିଶମ ସେବା(ଡିଏଫ୍‌ଏସ୍‌) ଅଧିକାରୀ କହିଛନ୍ତି,…

ଆତ୍ମହତ୍ୟା କଲେ ଆଇଏଏସ୍‌ ଅଧିକାରୀଙ୍କ ଝିଅ, ମିଳିଲା ହାତ ଲେଖା ଚିଠି

ମୁମ଼୍ବାଇ, ୩।୬: ଦକ୍ଷୀଣ ମୁମ଼୍ବାଇର ଏକ ଦଶ ମହଲା କୋଠା ଉପରୁ ଡେଇଁ ଜଣେ ଆଇଏଏସ୍‌ ଅଧିକାରୀଙ୍କ ଝିଅ ଆତ୍ମହତ୍ୟା କରିଛନ୍ତି। ମହାରାଷ୍ଟ୍ର କ୍ୟାଡରର ଏହି ଆଇଏଏସ ଅଧିକାରୀଙ୍କ ଝିଅଙ୍କ ନାମ ଲିପି ବୋଲି ଜଣାପଡ଼ିଥିବା ବେଳେ ତାଙ୍କୁ ୨୭ ବର୍ଷ…

ଲୋକ ସଭା ନିର୍ବାଚନ କାଉଣ୍ଟିଙ୍ଗ ପାଇଁ ସମସ୍ତ ପ୍ରସ୍ତୁତି ଶେଷ

ନୂଆଦିଲ୍ଲୀ,୩।୬: ଦେଶରେ ଲୋକ ସଭା ନିର୍ବାଚନ ଶେଷ ହୋଇଛି। ବର୍ତ୍ତମାନ ଦେଶବାସୀ ନିର୍ବାଚନ ଫଳାଫଳକୁ ଅପେକ୍ଷା କରିଛନ୍ତି। ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ୪ଜୁନରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ଗଣନା ସହ ଜଡିତ ସମସ୍ତ ପ୍ରସ୍ତୁତି ନିର୍ବାଚନ କମିଶନ ଶେଷ କରିଛନ୍ତି।…

ଓଡ଼ିଶାରେ ସକାଳ ୮ଟାରୁ ହେବ ମତଗଣନା, ଇସିଆଇ ଦେଲେ ସୂଚନା

ଭୁବନେଶ୍ୱର/ନୂଆଦିଲ୍ଲୀ,୩।୬: ଦେଶରେ ଶନିବାର ଶେଷ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ତେବେ ଏହି ୭ଟି ପର୍ଯ୍ୟାୟରେ ହୋଇଥିବା ଭୋଟିଂର କାଉଣ୍ଟିଂ ମଙ୍ଗଳବାର ସକାଳ ୮ଟାରେ ଆରମ୍ଭ ହେବାକୁ ଯାଉଛି। ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାରେ ବିଧାନସଭା ନିର୍ବାଚନ ଓ ନିର୍ବାଚନମଣ୍ଡଳୀଗୁଡିକର ଉପ-ନିର୍ବାଚନ…

ଦେଶରେ ହେବ କି ‘ଇଣ୍ଡିଆ’ ମେଣ୍ଟ ସରକାର! କଂଗ୍ରେସର ଚାଣକ୍ୟ ଡିକେ ଶିବକୁମାର କଲେ ବଡ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୬: ଲୋକ ସଭା ନିର୍ବାଚନର ଫଳାଫଳକୁ ଉତ୍ସାହର ସହିତ ଅପେକ୍ଷା କରାଯାଇଛି। ମଙ୍ଗଳବାର (ଜୁନ ୪)ରେ ଏହା ସ୍ପଷ୍ଟ ହେବ ଯେ ଦେଶରେ କେଉଁ ଦଳ ସରକାର ଗଠନ କରିବାକୁ ଯାଉଛି। ତେବେ ଫଳାଫଳ ପୂର୍ବରୁ ପ୍ରକାଶିତ ଏକଜିଟ ପୋଲ ଅନୁଯାୟୀ…

ବ୍ରହ୍ମୋସର ପୂର୍ବ ଇଞ୍ଜିନିୟରଙ୍କୁ ଆଜୀବନ କାରାଦଣ୍ଡ, କରିଥିଲେ ବଡ଼ ଅପରାଧ

ନୂଆଦିଲ୍ଲୀ, ୩।୬: ନାଗପୁରର ଏକ ଅଦାଲତ ସୋମବାର ବ୍ରହ୍ମୋସ ଏରୋସ୍ପେସ୍‌ର ପୂର୍ବ ଇଞ୍ଜିନିୟର ନିଶାନ୍ତ ଅଗ୍ରୱାଲଙ୍କୁ ଆଜୀବନ କାରାଦଣ୍ଡ ସଜା ଶୁଣାଇଛନ୍ତି। ନିଶାନ୍ତଙ୍କ ନାମରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ପାଇଁ କାମ କରୁଥିବା ନେଇ ଅଭିଯୋଗ ରହିଛି। ନିଶାନ୍ତ ୨୦୧୮…

ଫଳାଫଳ ପୂର୍ବରୁ ମୋଦିଙ୍କୁ ନେଇ ରାମ ମନ୍ଦିର ମୁଖ୍ୟ ପୂଜାରୀଙ୍କ ଭବିଷ୍ୟବାଣୀ

ଫଳାଫଳ ପୂର୍ବରୁ ରାମ ମନ୍ଦିର ମୁଖ୍ୟ ପୂଜାରୀଙ୍କ ଭବିଷ୍ୟବାଣୀ ଅଯୋଧ୍ୟା,୩।୬: ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳ ପୂର୍ବରୁ, ଅଯୋଧ୍ୟାରେ ଥିବା ଶ୍ରୀ ରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଆଚାର୍ଯ୍ୟ…

ଜମ୍ମୁ-କଶ୍ମୀରରେ କେବେ ହେବ ବିଧାନସଭା ନିର୍ବାଚନ: ସିଇସି କଲେ ଖୁଲାସା

ନୂଆଦିଲ୍ଲୀ,୩।୬: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ଲୋକ ସଭା ନିର୍ବାଚନର ଫଳାଫଳର ଗୋଟିଏ ଦିନ ପୂର୍ବରୁ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମୟରେ ସେ ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ସମେତ ଅନେକ ପ୍ରସଙ୍ଗ…

ଗୋଟିଏ ପରିବାରର ୪ ଭଉଣୀ ଭାଇ ନିଖୋଜ, ପତ୍ତା ପାଉନି ପୋଲିସ୍‌

ମୁମ଼୍ବାଇ, ୩।୬: ମହାରଷ୍ଟ୍ରର ରାଜଧାନୀ ମୁମ଼୍ବାଇରୁ ଗୋଟିଏ ପରିବାରର ୪ ଜଣ ଭଉଣୀ ଭାଇ ନିଖୋଜ ହୋଇଯାଇଛନ୍ତି। ୪ ଭଉଣୀ ଭାଇ ଘର ଛାଡ଼ି ଟ୍ରେନ୍‌ରେ ମଧ୍ୟପ୍ରଦେଶର ଗ଼୍ବାଲିୟର ସହର ଯାଇଥିଲେ। ସେଠାରେ ଟ୍ରେନ୍‌ରୁ ଓହ୍ଲାଇବା ପରେ ନିଖୋଜ ହୋଇଯାଇଥିଲେ। ଏନେଇ…

୪୬ ଆସନ ଜିତିବା ପରେ ବି ଭାଜପାକୁ ଲାଗିଲା ଜୋରଦାର ଝଟ୍‌କା

ନୂଆଦିଲ୍ଲୀ,୩।୬: ଭାରତୀୟ ଜନତା ପାର୍ଟି ଅରୁଣାଚଳ ପ୍ରଦେଶରେ ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି। ୬୦ଟି ବିଧାନସଭା ଆସନ ମଧ୍ୟରୁ ଭାଜପା ୪୬ଟି ଜିତିଛି। ନ୍ୟାଶନାଲ ପିପୁଲ୍ସ ପାର୍ଟି ପାଞ୍ଚଟି ଆସନ ଜିତିଛି, ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି ତିନୋଟି ଆସନ…

ଅଖିଳେଶ ଯାଦବଙ୍କ ଅଭିଯୋଗ ସତ! ନିର୍ବାଚନ କମିଶନ ମାନିଲେ ଭୁଲ…

ନୂଆଦିଲ୍ଲୀ,୩।୬: ଜୁନ ୪ରେ ଦେଶରେ ଲୋକ ସଭା ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ଫଳାଫଳ ଘୋଷଣା ହେବା ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସେ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?