ଜାତୀୟ

କାମ ଦେଲାନି ମୋଦି ମ୍ୟାଜିକ୍‌

ନୂଆଦଲ୍ଲୀ,୬।୪: ଦେଶର ସମସ୍ତ ୫୪୩ ଲୋକ ସଭା ଆସନ ପାଇଁ ଟ୍ରେଣ୍ଡ ପ୍ରକାଶ ପାଇଛି। ଏହି ଆକଳନରୁ ଏପର୍ଯ୍ୟନ୍ତ ନିଶ୍ଚିତ ଯେ, ଦେଶରେ କ୍ରମାଗତ ତୃତୀୟ ଥର ପାଇଁ ଭାଜପା ସରକାର ଗଠନ ହେଉଛି। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ୪୦୦ ଅତିକ୍ରମ…

ଅଯୋଧ୍ୟାରେ କାମ ଦେଲାନି ଭାଜପାର ‘ଜୟ ଶ୍ରୀରାମ ନାରା’

ଅଯୋଧ୍ୟା,୪।୬:ଉତ୍ତରପ୍ରଦେଶର ଫୈଜାବାଦ ଲୋକ ସଭା ଆସନରେ ଭାରତୀୟ ଜନତା ପାର୍ଟି ପଛରେ ରହିଛି। ଏହି ଆସନରେ ଭାଜପା ଲଲୁ ସିଂଙ୍କୁ ପ୍ରାର୍ଥୀ କରିଛି। ଲଲୁ ସିଂ ୫୧୦୦ ଭୋଟ ବ୍ୟବଧାନରେ ଏସପି ପ୍ରାର୍ଥୀ ଆୱଧେଶ ପ୍ରସାଦଙ୍କଠାରୁ ପଛରେ ଅଛନ୍ତି। ୨୦୧୪ରୁ ଭାଜପା…

ଭାଜପାକୁ ପଛରେ ପକାଇ ବହୁ ଭୋଟରେ ଆଗେଇଲେ ଚନ୍ଦ୍ରଶେଖର ଆଜାଦ

ଲକ୍ଷ୍ନୌ,୪।୬: ଚନ୍ଦ୍ରଶେଖର ଆଜାଦ ଉତ୍ତରପ୍ରଦେଶର ନାଗିନ ଲୋକ ସଭା ଆସନରୁ ଆଗୁଆ ଅଛନ୍ତି। ଭାଜପା ପ୍ରାର୍ଥୀ ଏଠାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶର ୩୬ଟି ଆସନରେ ଆଗୁଆ ରହିଛି। ଭାରତୀୟ ଜନତା ପାର୍ଟି ୩୪ ଟି ଆସନରେ ଏବଂ…

ମୋଦିଙ୍କ କେଉଁ ମନ୍ତ୍ରୀ ଆଗରେ କେଉଁ ମନ୍ତ୍ରୀ ପଛରେ , ଦେଖନ୍ତୁ ସବୁ ଲିଷ୍ଟ

ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନ ୨୦୨୪ର ପ୍ରାରମ୍ଭିକ ଧାରା ବର୍ତ୍ତମାନ ଆସିବା ଆରମ୍ଭ କରିଛି। ଏ ପର୍ଯ୍ୟନ୍ତ ଅନେକ କେନ୍ଦ୍ର ମନ୍ତ୍ରୀ ପ୍ରାରମ୍ଭିକ ଧାରାରେ ପଛରେ ଅଛନ୍ତି। କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ବିହାରର ବେଗୁସରାଇରୁ ପଛରେ ଥିବା ବେଳେ ସ୍ମୃତି…

ଭାଜପାକୁ ବଡ଼ ଝଟ୍‌କା: ପଛୁଆ ଅଛନ୍ତି ୫ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନ ଫଳାଫଳ ଗଣନର ପ୍ରାରମ୍ଭିକ ରାଉଣ୍ଡରେ ମୋଦି ସରକାର କଡ଼ା ଟକ୍କର ସମ୍ମୁଖୀନ ହେଉଥିବା ଜଣାପଡିଛି। ପାଞ୍ଚଜଣ କେନ୍ଦ୍ର ମନ୍ତ୍ରୀ ପଛରେ ଅଛନ୍ତି। ଏହି ପାଞ୍ଚଜଣ ମନ୍ତ୍ରୀ ହେଉଛନ୍ତି ସ୍ମୃତି ଇରାନୀ, କୌଶଲ କିଶୋର, ଅଜୟ ମିଶ୍ର…

ଅଧ୍ୟକ୍ଷ ବଦଳିବା ପରେ ବଦଳିଲା କଂଗ୍ରେସର ଭାଗ୍ୟ!

ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନ ଫଳାଫଳ -୨୦୨୪ ଅନେକ କ୍ଷେତ୍ରରେ ଐତିହାସିକ ଅଟେ। ଭାଜପାର ନେତୃତ୍ୱରେ ଏନଡିଏ କ୍ଷମତାକୁ ଫେରିବାର ଦୃଢ ଆଶା ରହିଛି। ଅନ୍ୟପକ୍ଷରେ ଗତ ୧୦ ବର୍ଷ ମଧ୍ୟରେ କଂଗ୍ରେସ ନିଜର ସର୍ବୋତ୍ତମ ପ୍ରଦର୍ଶନ ଦେବାକୁ ଯାଉଛି। ୨୦୧୪…

କର୍ନାଟକରେ ଭାଜପା ୧୭ ସିଟରେ ଆଗୁଆ, ଚମକାଇ ପାରନ୍ତି ତେଜସ୍ବୀ ସୂର୍ଯ୍ୟା, ପ୍ରଜ୍ୱଳ ରେଭାନ୍ନା

ବେଙ୍ଗାଲୁରୁ,୪।୬: କର୍ନାଟକର ପ୍ରାରମ୍ଭିକ ଟ୍ରେଣ୍ଡରେ ପଦ୍ମ ଫୁଲିବାରେ ଲାଗିଛି ଯେଉଁଠାରେ ପୋଷ୍ଟାଲ ବାଲାଟ ଗଣନା ଚାଲିଛି । ତେବେ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ଅନୁଯାୟୀ କଂଗ୍ରେସ ପଛରେ ରହିଛି। କର୍ନାଟକର ୨୮ଟି ଲୋକସଭା ଆସନରେ ଭୋଟ ଗଣତି ସକାଳ୮ଟାରୁ ଆରମ୍ଭ ହୋଇଛି।…

ମୋଦି ପଛୁଆ: କଂଗ୍ରେସ କହିଲା, ଏହା କେବଳ ଟ୍ରେଲର

ନୂଆଦିଲ୍ଲୀ,୪।୬: ଭାଜପା ପାଇଁ ସବୁଠାରୁ ବଡ ଝଟକା ୟୁପିର ବାରାଣସୀ ଆସନରୁ ଆସିପାରେ। କଂଗ୍ରେସ ମଙ୍ଗଳବାର ବାରାଣସୀ ଆସନରୁ ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ପଡ଼ିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛି। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ସୋସିଆଲ ମିଡିଆ…

ପଶ୍ଚିମବଙ୍ଗରେ ଭାଜପାକୁ ପଛରେ ଛାଡି ଟିଏମ୍‌ସି ଆଗୁଆ

ନୂଆଦିଲ୍ଲୀ,୪।୬: ପଶ୍ଚିମବଙ୍ଗରେ ଚାଲିଛି କଡା ଟକ୍କର। କେତେବେଳେ ଭାଜପା ଆଗରେ ତ ଆଉ କେତେବେଳେ ଟିଏମ୍‌ସି। ଏବେ ଭାଜପାକୁ ପଛରେ ପକାଇ ଟିଏମ୍‌ସି ଆଗକୁ ବଢିଛି। ପ୍ରାରମ୍ଭିକ ଧାରା ଅନୁଯାୟୀ, ପଶ୍ଚିମବଙ୍ଗର ୪୨ଟି ଲୋକ ସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୧୮ଟିରେ ଟିଏମ୍‌ସି…

ଏନ୍‌ଡିଏ ନା ଇଣ୍ଡିଆ ମେଣ୍ଟ, ବର୍ତ୍ତମାନ ପର୍ଯ୍ୟନ୍ତ ଜାଣନ୍ତୁ କିଏ ଅଛି ଆଗରେ

ନୂଆଦିଲ୍ଲୀ,୪।୬: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗଣନା ଚାଲିଛି। ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୫୪୩ଟି ମଧ୍ୟରୁ ୫୨୯ଟି ସିଟ ପାଇଁ ଟ୍ରେଣ୍ଡ ପ୍ରକାଶ ପାଇଛି। ଏଥିମଧ୍ୟରୁ ଭାଜପା ୨୨୯ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ…

ଦେଶର ୩୦ ହଟ ସିଟରେ କଡା ଟକ୍କର

ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନ ଫଳାଫଳର ଟ୍ରେଣ୍ଡ ଦେଖାଯାଉଛି। ଏଥର ଉଭୟ ଭାଜପା ଏବଂ କଂଗ୍ରେସ ଦଳ ବହୁ ବଡ ବଡ ବ୍ୟକ୍ତିତ୍ୱଙ୍କୁ ଟିକେଟ ଦେଇଛନ୍ତି। ସେଠାରେ ଅନେକ ହାଇ-ପ୍ରୋଫାଇଲ ସିଟ ଅଛି ଯାହା ଗତ କିଛି ମାସ ଧରି ଚର୍ଚ୍ଚାରେ…

ନିର୍ବାଚନ ଫଳ ଆସିବା ପୂର୍ବରୁ ପାକିସ୍ତାନ କହିଲା, ମୋଦି ଜିତିଲେ…

ନୂଆଦିଲ୍ଲୀ,୪୬: ଚାଲିଛି ଲୋକସଭା ନିର୍ବାଚନ ଗଣତି| ହେଲେ ଫଳାଫଳ ଆସିବା ପୂର୍ବରୁ ଏକ୍ଜିଟ୍ ପୋଲରୁ ଜଣାପଡ଼ିଥିଲା ଯେ ଦେଶରେ ପୁଣିଥରେ ଭାଜପା ସରକାର ଗଠନ କରିପାରେ| ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇପାରନ୍ତି | ଏହାକୁ ନେଇ ପଡ଼ୋଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?