ବସ୍ଷ୍ଟାଣ୍ଡ୍ରୁ ଯୁବତୀଙ୍କୁ ଉଠାଇ ନେଇ ଗଣବଳାତ୍କାର କଲେ ୩ ଯୁବକ: ଆଉ ତା’ପରେ ଘଟିଲା…
ମହୀଶୁର,୨୧।୭: କର୍ନାଟକର ମହୀଶୁର ଜିଲାରେ ପଶ୍ଚିମବଙ୍ଗର ଜଣେ ଯୁବତୀଙ୍କ ସହ ଗଣବଳାତ୍କାର ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରାଯାଇଛି। ମାମଲାର ସତ୍ୟତା ଏବଂ ପୀଡିତାଙ୍କ ଅଭିଯୋଗର ତଦନ୍ତ ଚାଲିଛି। ଏହି ଘଟଣା ମହୀଶୁର ଜିଲାର ଟି. ନରସିପୁରା ଟାଉନ ଥାନା ଅଧୀନରେ…
ଆନ୍ଦୋଳନ ଭିତରେ ଖାର୍ଗେଙ୍କ ବଡ଼ ଘୋଷଣା: ଏଥର ମୁଁ ପାଳିବିନି…
ନୂଆଦିଲ୍ଲୀ,୨୧।୭: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର କହିଛନ୍ତି , ସେ ନିଜର ଜନ୍ମଦିନ ପାଳନ କରିବେ ନାହିଁ। ଖାର୍ଗେଙ୍କ କହିବା କଥା ହେଉଛି ଏହା ଉତ୍ସବ ପାଳନ କରିବାର ଦିନ ନୁହେଁ, ବରଂ ଉତ୍ତରଦାୟିତ୍ୱ ମାଗିବାର ଦିନ ଅଟେ। ସେ…
ରୁଷିଆ ଉପରେ ବର୍ଷିଲା ଭାରତ: ସିଧା ସିଧା ଶୁଣାଇ ଦେଇ କହିଲା…
ନୂଆଦିଲ୍ଲୀ,୨୧।୭: ୟୁକ୍ରେନୀୟ ଉପକୂଳ ନିକଟରେ ଏକ ମାଲବାହୀ ଜାହାଜ ଉପରେ ଆକ୍ରମଣରେ ଚାରି ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ପରେ ଭାରତ ରୁଷିଆର ରାଜଦୂତ ତଥା ଚାର୍ଜ ଡି’ଆଫେୟର୍ସଙ୍କ…
‘ଝାଡୁ ସମେତ ଏହି ସବୁ ଜିନିଷର ତୁରନ୍ତ ଆବଶ୍ୟକତା, କାରଣ…’; ଅଧରାତ୍ରିରେ ଏପରି ଦାବି କଲେ CJP ମୁଖପାତ୍ର, ସମସ୍ତେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟିର ଆହୱାନ କ୍ରମେ ସୋମବାର ବଡ଼ ସଂଖ୍ୟାରେ ପ୍ରଦର୍ଶନକାରୀମାନେ ପଦଯାତ୍ରା କରିଥିଲେ। ଏହି ସମୟରେ ବିଭିନ୍ନ ସ୍ଥାନରେ ସେମାନଙ୍କର ସୁରକ୍ଷାକର୍ମୀଙ୍କ ସହ ଧସ୍ତିଧାସ୍ତି ହୋଇଥିଲା। ପୋଲିସ ପ୍ରଦର୍ଶନକାରୀମାନଙ୍କୁ ଘଉଡ଼ାଇବା ପାଇଁ ଲାଠିଚାର୍ଜ କରିଥିଲା ଏବଂ ଗ୍ୟାସ ଗୋଳା…
ପୁଅ ଚାକିରି କର… ଶୁଣିବା ମାତ୍ରେ ରାଗିଗଲେ ଦୁଇ ପୁଅ, ମା’ବାପାଙ୍କୁ ମାରିଦେଲେ
ଲକ୍ଷ୍ନୌ,୨୧।୭: ଉତ୍ତର ପ୍ରଦେଶର ଗାଜିଆବାଦରେ ଏକ ଡବଲ ମର୍ଡର ହୋଇଛି । ଏହି ହତ୍ୟା କ୍ରସିଂ ରିପବ୍ଲିକ୍ ପୋଲିସ ଷ୍ଟେସନ୍ ଅଧୀନରେ ଘଟିଛି। ଆଶ୍ଚର୍ଯ୍ୟଜନକ ଭାବରେ, ଦୁଇ ଭାଇ ନିଜ ନିଜ ମା’ବାପାଙ୍କୁ ହତ୍ୟା କରିଛନ୍ତି । ଦୀପକ ଏବଂ ଲଳିତ…
CJP ଆନ୍ଦୋଳନ ନ ସରୁଣୁ ସରକାରଙ୍କ ଆଗରେ ଛିଡା ହେଲା ଆଉ ଏକ ସମସ୍ୟା: ଦିଲ୍ଲୀ ମୁହାଁ ଅନ୍ନଦାତା, ହେବ ଭୟଙ୍କର…
ନୂଆଦିଲ୍ଲୀ,୨୧।୭: ଭାରତର ଅନ୍ନଦାତାମାନେ ପୁଣିଥରେ ବଡ଼ ସଂଖ୍ୟାରେ ଦିଲ୍ଲୀ ମୁହାଁ ହେବାକୁ ଚେଷ୍ଟା କରୁଛନ୍ତି। ଦେଶର ବିଭିନ୍ନ ରାଜ୍ୟରୁ କୃଷକ ସଂଗଠନଗୁଡ଼ିକ ଦିଲ୍ଲୀର କିଷାନ ଘାଟରେ ମହାପଞ୍ଚାୟତ ଆୟୋଜନ କରିବାକୁ ଆହୱାନ କରିଛନ୍ତି, ଯେଉଁଥିପାଇଁ ବଡ଼ ସଂଖ୍ୟାରେ ଶମ୍ଭୁ ବର୍ଡରରେ କୃଷକମାନେ…
CJP Protest: ଆନ୍ଦୋଳନକାରୀଙ୍କୁ ନିମନ୍ତ୍ରଣ କରିନଥିଲେ କିମ୍ବା କୌଣସି ପ୍ରତିଶ୍ରୁତି ଦେଇ ନଥିଲେ, ନିଜର ମତ ସ୍ପଷ୍ଟ କଲେ ସରକାର
ନୂଆଦିଲ୍ଲୀ,୨୧।୭: NEET ପେପର୍ ଲିକ ନେଇ ସଡ଼କରୁ ସଂସଦ ପର୍ଯ୍ୟନ୍ତ ଚାଲିଥିବା ଉତ୍ତେଜନା ମଧ୍ୟରେ, ଦିନସାରା ସରକାରଙ୍କ ମଧ୍ୟରେ ମାରାଥନ ବୈଠକ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ଆନ୍ଦୋଳନ ପରେ, ‘କକ୍ରୋଚ ଜନତା ପାର୍ଟି’ର ଏକ ପ୍ରତିନିଧିମଣ୍ଡଳୀ ଶେଷରେ ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ…
ଛାତ୍ରୀଛାତ୍ରଙ୍କର ବଡ଼ଧରଣର ବିରୋଧ ପରେ ପଶିଲା ଚେତା: ଆକ୍ସନ ମୋଡକୁ ଆସିଲେ ମୋଦି ସରକାର, ସମସ୍ତ ରାଜ୍ୟର…
ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଏହାକୁ ନେଇ ଚାଲିଥିବା ହଙ୍ଗାମା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଏକ ବଡ଼ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଅର୍ଥାତ୍ ଆଜି NDA ସଂସଦୀୟ ଦଳର ବୈଠକରେ ଯୋଗ ଦେଇଥିଲେ। ଏହି…
ସରକାରଙ୍କୁ ଅଲ୍ଟିମେଟମ ଦେଲା CJP, ଏତିକି ଦିନ ଯାଏ ହେବ ଆନ୍ଦୋଳନ
ନୂଆଦିଲ୍ଲୀ,୨୧।୭: ଦିଲ୍ଲୀର ଜନ୍ତରମନ୍ତରରେ କକ୍ରୋଚ୍ ଜନତା ପାର୍ଟି (CJP) ଦ୍ୱାରା ପ୍ରତିବାଦ ଏବେ ବି ଜାରି ରହିଛି । ସୋମବାର ସଂସଦ ଅଭିମୁଖେ ପଦଯାତ୍ରା ସମୟରେ ଏକ ବଡ଼ ଧରଣର ବିକ୍ଷୋଭ ହୋଇଥିଲା। ଯଦିଓ ରିପୋର୍ଟ ଅନୁଯାୟୀ ଦିଲ୍ଲୀ ପୋଲିସ ସୋମବାର…
CJPର ଆନ୍ଦୋଳନ ପରେ ଆସିଲା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବୟାନ: NEET ପେପର ଲିକ୍ ଉପରେ କହିଲେ-ଦୋଷୀଙ୍କୁ…
ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟିର ସଂସଦ ମାର୍ଚ୍ଚ ପରେ ନିଟ୍ (NEET) ପେପର ଲିକ୍ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏନଡିଏ (NDA) ସଂସଦୀୟ ଦଳର ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଯୁବବର୍ଗଙ୍କ ଭବିଷ୍ୟତ…
CJP ପ୍ରତିନିଧିଙ୍କ ସହ ସାକ୍ଷାତ ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ନଡ୍ଡା, କହିଲେ…
ନୂଆଦିଲ୍ଲୀ,୨୧।୭: ପେପର ଲିକ ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ସୋସିଆଲ ମିଡିଆରେ ଉଭା ହୋଇଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିନିଧିମାନେ ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିଥିଲେ। ନଡ୍ଡା ଏବେ…
ଅଭିଜିତ ଦିପ୍କେଙ୍କ ବଡ଼ ପ୍ଲାନ୍! ଆଜି ବି ସଂସଦ ପର୍ଯ୍ୟନ୍ତ…
ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟି (CJP) ର ପ୍ରତିଷ୍ଠାତା ଅଭିଜିତ ଦିପ୍କେ କହିଛନ୍ତି ଯେ ମଙ୍ଗଳବାର ଦ୍ୱିତୀୟ ଦିନ ପାଇଁ ମଧ୍ୟ ସଂସଦ ପର୍ଯ୍ୟନ୍ତ ମାର୍ଚ୍ଚ ଜାରି ରହିବ। CJP ର ପ୍ରଦର୍ଶନକାରୀମାନେ ଗତକାଲି ବିଳମ୍ବିତ ରାତିରେ ଜନ୍ତର-ମନ୍ତରକୁ ଫେରିଆସିଥିଲେ ଏବଂ…

