ଜାତୀୟ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ: ଦିଲ୍ଲୀରେ ୨ ଦିନ ନୋ ଫ୍ଲାଇଙ୍ଗ ଜୋନ, ତ୍ରିସ୍ତରୀୟ ସୁରକ୍ଷା

ନୂଆଦିଲ୍ଲୀ,୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ରମାଗତ ତୃତୀୟ ଶପଥ ଗ୍ରହଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ରବିବାରଠାରୁ ଦୁଇ ଦିନ (ଜୁନ ୯ ଏବଂ ୧୦) ପର୍ଯ୍ୟନ୍ତ ଜାତୀୟ ରାଜଧାନୀକୁ ନୋ ଫ୍ଲାଇଙ୍ଗ ଜୋନ ଭାବରେ ଘୋଷଣା କରିଛି। ଏହି ଅବଧି…

ରାମୋଜି ରାଓଙ୍କ ପରଲୋକ

ହାଇଦ୍ରାବାଦ,୮।୬: ମିଡିଆ ଇଣ୍ଡଷ୍ଟ୍ରିର ଖୁବ୍‌ ଜଣାଶୁଣା ଇନାଡୁ ଏବଂ ରାମୋଜି ଫିଲ୍ମ ସିଟିର ପ୍ରତିଷ୍ଠାତା ରାମୋଜି ରାଓଙ୍କର ଶନିବାର ସକାଳେ ତେଲଙ୍ଗାନାର ହାଇଦ୍ରାବାଦରେ ଦେହାନ୍ତ ହୋଇଛି। ହାଇଦ୍ରାବାଦର ଷ୍ଟାର ହସ୍ପିଟାଲରେ ଚିକିତ୍ସା ସମୟରେ ଖ୍ୟାତିସମ୍ପନ୍ନ ମିଡିଆ ଆଇକନ ଏବଂ ଫିଲ୍ମ ସମ୍ରାଟ…

ଦରବୃଦ୍ଧି, ବେକାରି: ଗ୍ରାମାଞ୍ଚଳରେ ଭାଜପାକୁ କାଳ

ନୂଆଦିଲ୍ଲୀ,୮ା୬: ସଂସଦୀୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ଏକ-ତୃତୀୟାଂଶ ଗ୍ରାମାଞ୍ଚଳ ଆସନ ହରାଇଦେଇଛି। ଗ୍ରାମାଞ୍ଚଳରେ ନିଯୁକ୍ତିର ଅଭାବ ଓ ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁ ବଢ଼ୁଥିବା ଅସନ୍ତୋଷ ଏଥିରୁ ପ୍ରତିଫଳିତ ହୋଇଛି। ଗତ ଏପ୍ରିଲ ୧୯ରୁ…

୯ରେ କଙ୍ଗନାଙ୍କ ବିରୋଧରେ କୃଷକ ଆନ୍ଦୋଳନ

ନୂଆଦିଲ୍ଲୀ,୮ା୬: ଅଭିନେତ୍ରୀରୁ ନେତ୍ରୀ ସାଜିଥିବା ଭାଜପା ଏମ୍‌ପି କଙ୍ଗନା ରାଣାଓ୍ବତ୍‌ଙ୍କ ବିରୋଧରେ କୃଷକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। କଙ୍ଗନାଙ୍କୁ ଗୁରୁବାର ଚଣ୍ଡିଗଡ଼ ଏୟାରପୋର୍ଟରେ ଚାପୁଡ଼ା ମାରିଥିବା ସିଆଇଏସ୍‌ଏଫ୍‌ର ମହିଳା କନ୍‌ଷ୍ଟେବଲଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବାବେଳେ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ…

ଅବସରପ୍ରାପ୍ତ ଡିଆଇଜିଙ୍କୁ ୭ ବର୍ଷ ଜେଲ

ମୋହାଲି,୮ା୬: ୧୯୯୩ରେ ଘଟିଥିବା ଏକ ଫେକ୍‌ ଏନ୍‌କାଉଣ୍ଟର ମାମଲାରେ ପଞ୍ଜାବର ପୂର୍ବତନ ଡିଆଇଜି ଦିଲ୍‌ବାଗ ସିଂଙ୍କୁ ଶୁକ୍ରବାର ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଥିବାବେଳେ ପୂର୍ବତନ ଡିଏସ୍‌ପି ଗୁରବଚନ ସିଂଙ୍କୁ ଆଜୀବନ ଜେଲଦଣ୍ଡ ହୋଇଛି। ଗୁଲଶନ କୁମାର ନାମକ ଜଣେ ପରିବା…

ଡ୍ରାଇଭର ଶୋଇପଡ଼ିବାରୁ ଟ୍ରେନ୍‌ ଦୁର୍ଘଟଣା

ନୂଆଦିଲ୍ଲୀ,୭ା୬: ପଞ୍ଜାବରେ ୪ ଦିନ ପୂର୍ବରୁ ଏକ ମାଲ୍‌ବାହୀ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉକ୍ତ ଟ୍ରେନ୍‌ର ଲୋକୋ ପାଇଲଟ୍‌ ଏବଂ ତାଙ୍କ ସହକାରୀ ଶୋଇପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି। ଶୋଇପଡ଼ିଥିବାରୁ ରେଡ୍‌ ସିଗ୍‌ନାଲରେ ସେମାନେ ବ୍ରେକ୍‌ ଚାପିପାରି…

ବର୍ଷକ ମଧ୍ୟରେ ମଧ୍ୟବର୍ତ୍ତୀ ନିର୍ବାଚନ: ବଘେଲ

ନୂଆଦିଲ୍ଲୀ,୭ା୬: ଲୋକ ସଭା ନିର୍ବାଚନରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ନ ଥିବା ଭାଜପା ସହଯୋଗୀ ଦଳଗୁଡ଼ିକର ସହଯୋଗରେ କେନ୍ଦ୍ରରେ ସରକାର ଗଢ଼ିବାକୁ ଯାଉଛି। ତେବେ ବର୍ଷକ ମଧ୍ୟରେ ଦେଶ ମଧ୍ୟବର୍ତ୍ତୀକାଳୀନ ସାଧାରଣ ନିର୍ବାଚନର ସମ୍ମୁଖୀନ ହେବ ବୋଲି ଛତିଶଗଡ଼ର ପୂର୍ବତନ…

ଲୋକ ସଭାରେ ୧୦୦ ଛୁଇଁଲା କଂଗ୍ରେସର ଆସନ!

ନୂଆଦିଲ୍ଲୀ,୭।୬: ଚଳିତ ଲୋକ ସଭା ନିର୍ବାଚନରେ ଦମଦାର ପ୍ରଦର୍ଶନ କରିଛି କଂଗ୍ରେସ। ହେଲେ ଛୁଇଁପାରି ନ ଥିଲା ୧୦୦ ଆସନ। ମଙ୍ଗଳବାର ଘୋଷଣା ହୋଇଥିବା ଫଳାଫଳ ଅନୁସାରେ କଂଗ୍ରେସ ଏକାକୀ ଦେଶରେ ୯୯ଟି ଆସନ ଜିତିଛି। ଆଗାମୀ ୧୦ ବର୍ଷ ମଧ୍ୟରେ…

ଆଉ ନିର୍ବାଚନ ଲଢିବେନି ଶଶି ଥରୁର! ରାହୁଲଙ୍କୁ ନେଇ କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ,୭।୬: ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର କେରଳର ଥିରୁଭାନନ୍ତପୁରମର ଲୋକ ସଭା ଆସନରୁ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛନ୍ତି। ଲୋକ ସଭା ନିର୍ବାଚନରେ ବିଜୟ ପରେ ଥରୁରଙ୍କ ବଡ ବୟାନ ସାମ୍ନାକୁ ଆସିଛି। ଖବର ସରବରାହ ସଂସ୍ଥା ପିଟିଆଇକୁ…

ପ୍ରଧାନମନ୍ତ୍ରୀଙ୍କୁ ମିଠାଦହି ଖୁଆଇ ସରକାର ଗଠନ କରିବାକୁ ନିମନ୍ତ୍ରଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୭।୬: ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସର ସଂସଦୀୟ ଦଳ ବୈଠକ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଉପସ୍ଥାପନା କରିଛନ୍ତି। ତେବେ ରାଷ୍ଟ୍ରପତି ଭାବନାରେ ଏହି ଅବସର ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା।…

ରବିବାର ସନ୍ଧ୍ୟାରେ ମନ୍ତ୍ରୀମଣ୍ଡଳ ସହିତ ଶପଥ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ,୭।୬: ସରକାର ଗଠନ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିମନ୍ତ୍ରଣ କରିବା ପରେ ରବିବାର ସନ୍ଧ୍ୟାରେ ମନ୍ତ୍ରୀମଣ୍ଡଳ ସହିତ ଶପଥ ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସନ୍ଧ୍ୟା ୭ଟା ୧୫ ମିନିଟ ସମୟରେ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ନା ଆମେ ହାରିଥିଲୁ, ନା ହାରିବୁ: ମୋଦି

ନୂଆଦିଲ୍ଲୀ,୭।୬: ଶୁକ୍ରବାର ଏନ୍‌ଡିଏ ଦଳର ନେତା ଚୟନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଛନ୍ତି। ଏହି ଅବସରରେ ସେ ଗଣମାଧ୍ୟମକୁ ଉଦ୍‌ବୋଧନ ଦେଇ ଚଳିତ ଲୋକ ସଭା ନିର୍ବାଚନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?