ନା ମୁଁ ବୁଢା ହୋଇଛି..ନା ଅବସର ନେଇଛି..ଏବେ ମୁଁ ମୁକ୍ତ ଷଣ୍ଢ ପାଲଟି ଯାଇଛି: ବ୍ରିଜ ଭୂଷଣ
ନୂଆଦିଲ୍ଲୀ,୧୭।୫: ଉତ୍ତର ପ୍ରଦେଶର କେସିଆରଗଞ୍ଜ ଆସନରୁ ଟିକେଟ କଟିବା ପରେ ଭାଜପା ଏମପି ବ୍ରିଜ ଭୂଷଣ ଶରଣ ସିଂ ବର୍ତ୍ତମାନ ତାଙ୍କ ପୁଅ କରଣ ଭୂଷଣ ସିଂଙ୍କ ସମର୍ଥନରେ ପ୍ରଚାର କରୁଛନ୍ତି। ଏହି ସମୟରେ ଏକ ସାଧାରଣ ସଭାରେ ସେ ଦାବି…
ରାଜନୀତିର ଚାଣକ୍ୟ କୁହାଯିବାରୁ ଚମକିପଡ଼ିଲେ ଅମିତ ଶାହା: ଦେଲେ ଏମିତି ପ୍ରତିକ୍ରିୟା
ନୂଆଦିଲ୍ଲୀ,୧୭।୫: ଆଜିକାଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ରାଜନୀତିର ଚାଣକ୍ୟ କୁହାଯାଉଛି। ଏନେଇ ନିଜେ ମତ ରଖିଛନ୍ତି ଅମିତ ଶାହା। ସେକହିଛନ୍ତି ଯେ ମୁଁ ନୁହେଁ। କେବଳ ଲୋକମାନେ ଏହା କୁହନ୍ତି, କିନ୍ତୁ ମୁଁ ଏହାକୁ ବିଶ୍ୱାସ କରେ ନାହିଁ।…
ପିକେଙ୍କ ଭବିଷ୍ୟବାଣୀ ବଢାଇପାରେ ରାଜନୀତିର ପାରା! କେତେ ଆସନରେ ଜିତିବ ଭାଜପା କହିଲେ ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ,୧୭।୫: ରାଜନୀତିର ବିଶ୍ଳେଷକ ବା ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର ଲୋକ ସଭା ନିର୍ବାଚନ ୨୦୨୪କୁ ନେଇ ଅନେକ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ପଶ୍ଚିମବଙ୍ଗ, ଓଡ଼ିଶା, ତେଲଙ୍ଗାନା, ତାମିଲନାଡୁ ଏବଂ ଆନ୍ଧ୍ର ଭଳି ରାଜ୍ୟରେ ଭାରତୀୟ ଜନତା ପାର୍ଟି…
ବହୁମତ ହାସଲ ନ କଲେ କ’ଣ ରହିବ ଭାଜପାର ପ୍ଲାନ୍ ବି: ଜାଣନ୍ତୁ କ’ଣ କହିଲେ ଅମିତ ଶାହା
ନୂଆଦିଲ୍ଲୀ,୧୭।୫: ଲୋକ ସଭା ନିର୍ବାଚନର ଚାରୋଟି ପର୍ଯ୍ୟାୟ ପାଇଁ ମତଦାନ ହୋଇଛି। ଏନଡିଏ ପୁଣିଥରେ କେନ୍ଦ୍ରରେ ସରକାର ଗଠନ କରିବ ବୋଲି ଦାବି କରିଛି ଭାଜପା। ଅନ୍ୟପଟେ ଜୁନ ୨ରେ ଭାଜପାର ବିଦାୟ ନିଶ୍ଚିତ ବୋଲି ବିରୋଧୀ ଦଳ ଦାବି କରୁଛନ୍ତି।…
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଶସ୍ତା ହେଲା ୪୧ ଔଷଧର ଦାମ୍
ନୂଆଦିଲ୍ଲୀ,୧୭।୫:ମଧୁମେହ, ଯନ୍ତ୍ରଣା, ହୃଦ୍ରୋଗ, ଯକୃତ, ସଂକ୍ରମଣ ଏବଂ ଆଲର୍ଜି ପାଇଁ ଔଷଧ ଶସ୍ତା ହୋଇଛି। କେନ୍ଦ୍ର ସରକାର ଏହିସବୁ ଔଷଧ ଗୁଡିକର ନୂତନ ମୂଲ୍ୟ ସ୍ଥିର କରିଛନ୍ତି। ଜାତୀୟ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନ୍ପିପିଏ) ଏହାର ୧୨୩ତମ ବୈଠକରେ ୪୧ ଔଷଧ…
୩ ବର୍ଷର ଝିଅକୁ କାର୍ ଭିତରେ ଛାଡି ମା’ବାପା ଗଲେ ବିବାହ ଭୋଜି: ପରେ ଆସି ଦେଖିବାରୁ…
କୋଟା, ୧୭।୫:ରାଜସ୍ଥାନର କୋଟାରେ ଗୁରୁବାର ଏକ ବନ୍ଦ କାର୍ରେ ଜଣେ ୩ ବର୍ଷୀୟା ଝିଅର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ସ୍ଥାନୀୟ ବାସିନ୍ଦା ପ୍ରଦୀପ ନାଗର ୨ ଝିଅ ଓ ସ୍ତ୍ରୀଙ୍କ ସହ ଏକ ବିବାହ ଉତ୍ସବକୁ ଯାଇଥିଲେ। ସେଠାରେ ପହଞ୍ଚିବା…
ରଶ୍ମିକା ମନ୍ଦନାଙ୍କ ପୋଷ୍ଟ ଦେଖି ଖୁସିରେ ଗଦ୍ଗଦ୍ ହେଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୭।୫: ଅଭିନେତ୍ରୀ ରଶ୍ମିକା ମନ୍ଦନା ନ୍ୟାଶନାଲ କ୍ରସ ଜଣାଶୁଣା। ତାଙ୍କୁ ଶେଷ ଥର ପାଇଁ ଆନିମଲ ଫିଲ୍ମରେ ପରଦାରେ ଦେଖିବାକୁ ମିଳିଥିଲା। ଫିଲ୍ମରେ ତାଙ୍କର ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରିଥିଲେ। ଏହି ଅଭିନେତ୍ରୀ ଆଜିକାଲି ମୁମ୍ବାଇରେ ଅଛନ୍ତି। ନିକଟରେ ତାଙ୍କର…
୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ମମତା ବାନାର୍ଜୀ
କୋଲକତା,୧୭।୫:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ୨୪ ଘଣ୍ଟା ମଧ୍ୟରେ ତାଙ୍କ ବିବୃତ୍ତିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନିକଟରେ ସେ କହିଥିଲେ ଯଦି ଇଣ୍ଡିଆ ମେଣ୍ଟ ସରକାର ଗଠନ ହୁଏ ତେବେ ସେ ଏହାକୁ ବାହାରୁ ସମର୍ଥନ…
ଜିତିଲେ ସିବଲ, ସୁପ୍ରିମକୋର୍ଟ ବାର ଆସୋସିଏଶନର ଅଧ୍ୟକ୍ଷ ହେଲେ କପିଲ ସିବଲ
ନୂଆଦିଲ୍ଲୀ,୧୬।୫: ବରିଷ୍ଠ ଓକିଲ କପିଲ ସିବଲ ସୁପ୍ରିମକୋର୍ଟ ବାର ଆସୋସିଏସନର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ଗୁରୁବାର (୧୬ ମେ’) ରେ ଅନୁଷ୍ଠିତ ନିର୍ବାଚନରେ କପିଲ ସିବଲ ୧୦୬୬ ଭୋଟ ପାଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଥିଲେ ବରିଷ୍ଠ ଓକିଲ ପ୍ରଦୀପ…
ସୋସିଆଲ ମିଡିଆରେ କଂଗ୍ରେସ ହିଟ! କଂଗ୍ରେସର ମନିଫେଷ୍ଟୋକୁ ୮୮ ଲକ୍ଷଥର କରାଯାଇଛି ଡାଉନଲୋଡ
ନୂଆଦିଲ୍ଲୀ,୧୬।୫: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଅଭିଯାନ କେବଳ ମଇଦାନରେ କରାଯାଉନାହିଁ, ସୋସିଆଲ ମିଡିଆ ମଧ୍ୟ ଏହାର ପ୍ରଚାର ପାଇଁ ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଦେଶର ସମସ୍ତ ପ୍ଲାଟଫର୍ମରେ ବିଭିନ୍ନ ରାଜନୈତିକ ଦଳ ଏବଂ ନେତା ଉପସ୍ଥିତ ଅଛନ୍ତି।…
କୋଭିଶିଲ୍ଡ ଟିକାର ମାରାତ୍ମକ ରକ୍ତଜମାଟ ପ୍ରତିକ୍ରିୟା ଭିଆଇଟିଟି
ନୂଆଦିଲ୍ଲୀ,୧୬ା୫ : ଆଷ୍ଟ୍ରାଜେନିକା କମ୍ପାନୀ ଏହାର କୋଭିଶିଲ୍ଡ ଟିକାକୁ ସାରା ବିଶ୍ୱରୁ ପ୍ରତ୍ୟାହାର କରିନେବାର ସପ୍ତାହେ ପରେ ଏହାର ଅନ୍ୟ ଏକ ମାରାତ୍ମକ ପାର୍ଶ୍ୱ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଟିକା ନେଇଥିବା ଲୋକଙ୍କଠାରେ ବିରଳ ତଥା ମାରାତ୍ମକ ରକ୍ତ ଜମାଟ ବାନ୍ଧିବା…
ଗୋଟିଏ ମଞ୍ଚରେ ଏକାଠି ନଜର ଆସିବେ ମୋଦି-ରାଜ ଠାକରେ
ମୁମ୍ବାଇ,୧୬।୫: ଭାଜପା ଏହାର ସହଯୋଗୀ ତଥା ମହାରାଷ୍ଟ୍ର ନବନିର୍ମାଣ ସେନାଙ୍କ ସହ ମହାରାଷ୍ଟ୍ରର ଅବଶିଷ୍ଟ ୧୩ ଟି ସିଟ ଉପରେ ବାଜି ଲଗାଇବାକୁ ପ୍ରସ୍ତୁତ ହେଉଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଜ ଠାକରେଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ।…
Archives


