Posted inଜାତୀୟ

ମୋଦିଙ୍କ ୩.୦ ସରକାରରେ ୭୧ ମନ୍ତ୍ରୀଙ୍କ ମଧ୍ୟରୁ ୨୭ ଓବିସି, ୧୦ ଦଳିତ, ୫ ଆଦିବାସୀ…

ନୂଆଦିଲ୍ଲୀ,୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନରେ ୭୧ ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରୁଛନ୍ତି। ଏଥିମଧ୍ୟରେ ପ୍ରାୟ ୨୧ ଟି ସବର୍ଣ୍ଣ, ୨୭ ଓବିସି, ୧୦ ଦଲିତ, ୫ ଆଦିବାସୀ ଏବଂ ୫ ସଂଖ୍ୟାଲଘୁ ସମ୍ପ୍ରଦାୟର ଏମପି ଅଛନ୍ତି। ଜାତି ସମୀକରଣକୁ ଦୃଷ୍ଟିରେ ରଖି ଭାଜପା କ୍ୟାବିନେଟକୁ ବିଭକ୍ତ କରିଛି। କେଉଁ ମନ୍ତ୍ରୀମାନେ କେଉଁ ଶ୍ରେଣୀର ଅଛନ୍ତି ଜାଣନ୍ତୁ।

ସବର୍ଣ୍ଣ- ଅମିତ ଶାହା, ଏସ ଜୟଶଙ୍କର, ମନସୁଖ ମାଣ୍ଡଭିୟ, ରାଜନାଥ ସିଂ, ଜିତିନ ପ୍ରସାଦ, ଜୟନ୍ତ ଚୌଧୁରୀ, ଧର୍ମେନ୍ଦ୍ର ପ୍ରଧାନ, ରାବଣ ବିଟ୍ଟୁ, ନିତିନ ଗଡକରୀ, ପୀୟୁଷ ଗୋୟଲ, ମନୋହର ଲାଲ ଖଟ୍ଟର, ଜିତେନ୍ଦ୍ର ସିଂ, ଗଜେନ୍ଦ୍ର ସିଂ ଶେଖାଓ୍ବତ , ସୁକାନ୍ତ ମଜୁମଦାର, ପ୍ରହ୍ଲାଦ ଯୋଶୀ, ଜେପି ନଡା, ଗିରିରାଜ ସିଂ, ଲଲନ ସିଂ, ସତୀଶ ଚନ୍ଦ୍ର ଦୁବେ ଅନ୍ତର୍ଭୁକ୍ତ।
ଓବିସି- ସିଆର ପାଟିଲ, ପଙ୍କଜ ଚୌଧୁରୀ, ଅନୁପ୍ରିଆ ପଟେଲ, ବି.ଏଲ ବର୍ମା, ରକ୍ଷାା ଖଡସେ, ପ୍ରତାପ ରାଓ ଯାଦବ, ଶିବରାଜ ସିଂ ଚୌହାନ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାଓ ଇନ୍ଦ୍ରଜିତ ସିଂ, କୃଷ୍ଣପାଲ ଗୁର୍ଜର, ଭୁପେନ୍ଦ୍ର ଯାଦବ, ଭାଗୀରବ ଚୌଧରୀ, ନିତ୍ୟାନନ୍ଦ ରାୟ ଅନ୍ତର୍ଭୁକ୍ତ ।
ଦଳିତ- ଏସପି ବଘେଲ, କମଲେଶ ପାସୱାନ, ଅଜୟ ଟମଟା, ରାମଦାସ ଅଠାଓ୍ବେଲେ, ବିରେନ୍ଦ୍ର କୁମାର, ସାବିତ୍ରୀ ଠାକୁର, ଅର୍ଜୁନ ରାମ ମେଘୱାଲ, ଚିରାଗ ପାସୱାନ, ଜିତନ ରାମ ମାଂଝୀ, ରାମନାଥ ଠାକୁର ଅନ୍ତର୍ଭୁକ୍ତ।
ଆଦିବାସୀ- ଜୁଏଲ ଓରାମ, ଶ୍ରୀପଦ ୟେସୋ ନାୟକ, ସର୍ବାନନ୍ଦ ସୋନୋୱାଲ ଅନ୍ତର୍ଭୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?