ଜାତୀୟ

ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମାଷ୍ଟରଷ୍ଟ୍ରୋକ୍‌:୧୪ ବିଧାୟକଙ୍କ ମିଳିଲା ବଡ଼ ଦାୟିତ୍ୱ

ଜୟପୁର,୨୩।୬: ରାଜସ୍ଥାନର ପାଞ୍ଚଟି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ୧୪ ମୀନା ବିଧାୟକଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଭାଜପାରେ ମୀନା ଭୋଟରଙ୍କୁ ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଥିବା ଜଣାପଡିଛି। ଲୋକ…

ରାହୁଲ କରିଥିଲେ କି କଳାଜାଦୁ, ମହାରାଷ୍ଟ୍ରରେ ଏଫଆଇଆର ରୁଜୁ

ନୂଆଦିଲ୍ଲୀ,୨୩।୬: ଲୋକ ସଭା ନିର୍ବାଚନରେ ରାହୁଲ ଗାନ୍ଧୀଙ୍କ ‘ଖଟାଖଟ’ ମନ୍ତବ୍ୟ ଖୁବ୍‌ ଚର୍ଚ୍ଚାରେ ରହିଥିଲା। ହେଲେ ଏହି ମନ୍ତବ୍ୟ ଏବେ ତାଙ୍କୁ ଅସୁବିଧାରେ ପକାଇଛି। ପୁଣେରେ ବ୍ଲାକ ମ୍ୟାଜିକ ଆକ୍ଟ ୨୦୧୩ ଅଧିନରେ ତାଙ୍କ ନାଁରେ ଅଭିଯୋଗ ହୋଇଛି। ତେବେ ଆସନ୍ତୁ…

ଜାମିନ୍‌ ପାଇଁ ସୁପ୍ରିମକୋର୍ଟ ଗଲେ କେଜ୍‌ରିଓ୍ବାଲ୍‌: ଏହି ଦିନ ହେବ ଶୁଣାଣି

ନୂଆଦିଲ୍ଲୀ,୨୩।୬: ଦିଲ୍ଲୀର ଅବକାରୀ ନୀତି ମାମଲାରେ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ରବିବାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ଜାମିନ ନାମଞ୍ଜୁର ହେବାରୁ କେଜ୍‌ରିୱାଲ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। କେଜ୍‌ରିୱାଲଙ୍କ ଓକିଲମାନେ ଆସନ୍ତାକାଲି ଅର୍ଥାତ୍‌ ସୋମବାର ସକାଳେ ଶୁଣାଣି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପିଏମ ସୂର୍ଯ୍ୟ ଘର ଯୋଜନାରେ ଏମିତି ପାଇବେ ଲାଭ

ନୂଆଦିଲ୍ଲୀ,୨୩।୬: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ ଯୋଜନା ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଗ୍ରହଣ କରୁଥିବା ସବସିଡି ଉପରେ ଅତିରିକ୍ତ ସବସିଡି ପ୍ରଦାନ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ଅତିରିକ୍ତ…

ଅଲିମ୍ପିକ୍ସରେ ଚମକ ଦେଖାଇବେ ଭାଜପା ବିଧାୟିକା

ପାଟନା,୨୩।୬: ବିହାରର ଭାଜପା ବିଧାୟିକା ତଥା ଶୁଟର୍‌ ଶ୍ରେୟାସୀ ସିଂ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ସେ ଶଟ୍‌ଗନ ଟ୍ରାପ ମହିଳା ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଅଲିମ୍ପିକ୍ସ ପାଇଁ ମନୋନୀତ ହୋଇଥିବା…

ନକ୍ସଲ ଆଇଡି ବିସ୍ଫୋରଣରେ ୨ ଯବାନ ଶହୀଦ

ସୁକମା,୨୩।୬: ଛତିଶଗଡର ନକ୍ସଲ ପ୍ରଭାବିତ ଜିଲା ସୁକମାରେ ରବିବାର ଏକ ବଡ଼ ଘଟଣା ଘଟିଛି। ଏଠାରେ ନକ୍ସଲ ଆଇଡି ବିସ୍ଫୋରଣରେ ୨ ଯବାନ ଶହୀଦ ହୋଇଛନ୍ତି। ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି, ନକ୍ସଲମାନଙ୍କ ଦ୍ୱାରା ଲଗାଯାଇଥିବା ଆଇଡି…

ସରୋଗେସି ଏବଂ ମାତୃତ୍ୱ ଛୁଟି ନିୟମ ପରିବର୍ତ୍ତନ କଲେ ସରକାର; ଏହିମାନଙ୍କ ମିଳିବ ୧୮୦ ଦିନ ଛୁଟି

ନୂଆଦିଲ୍ଲୀ,୨୩।୬: ସରୋଗେସି ଏବଂ ମାତୃତ୍ୱ ଛୁଟି ନିୟମ ସଂଶୋଧନ କରିଛନ୍ତି ଭାରତ ସରକାର। ଏଣିକି କେନ୍ଦ୍ର ସରକାରଙ୍କ ନିକଟରେ ଚାକିରୀ କରୁଥିବା ମହିଳା ମାନେ ସରୋଗେସି କିମ୍ବା ଶିଶୁ ଗ୍ରହଣ କଲେ ସେମାନଙ୍କୁ ୧୮୦ ଦିନର ମାତୃତ୍ୱ ଛୁଟି ପାଇବା ପାଇଁ…

ତାମିଲନାଡୁର ୨୨ ମତ୍ସଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା

ଚେନ୍ନାଇ,୨୩।୬: ଶ୍ରୀଲଙ୍କା ନୌସେନା ତାମିଲନାଡୁର ୨୨ ଜଣ ମତ୍ସ୍ୟଜୀବୀଙ୍କ ବିରୋଧରେ ଶ୍ରୀଲଙ୍କା ଜଳର ନେଡୁଣ୍ଟିଭୁ ନିକଟରେ ମାଛ ଧରିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୂଚନାଯୋଗ୍ୟ, ମାଛ ଧରିବାକୁ ଆସିଥିବା ୨୨ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି। ଏହି ସୂଚନା ରାମେଶ୍ୱରମ…

ଗୋଟିଏ ଟେବୁଲ୍‌ରେ ବସିବେ ରାହୁଲ-ମୋଦି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୩।୬:ଆରମ୍ଭ ହେବାକୁ ଯାଉଛି ୧୮ତମ ସଂସଦର ସ୍ବତନ୍ତ୍ର ଅଧିବେଶନ। ଆସନ୍ତାକାଲି ଠାରୁ ଏହି ଅଧିବେଶନ ଆରମ୍ଭ ହେବ। ଏଥିରେ ଲୋକ ସଭାର ବାଚସ୍ପତି ସମେତ ଏମପିମାନେ ଶପଥ ଗ୍ରହଣ କରିବେ। ଏସବୁ ଭିତରେ ଲୋକ ସଭାର ବିରୋଧୀ ଦଳ ନେତାକୁ ନେଇ…

୧୦ ଆସନରେ ପୁଣି ହେବ ଏନଡିଏ-ଇଣ୍ଡିଆ ମେଣ୍ଟର ଟକ୍କର, କିଏ ମାରିବ ବାଜି? ଜାଣନ୍ତୁ କ’ଣ କହୁଛି ସମୀକରଣ

ନୂଆଦିଲ୍ଲୀ,୨୩।୬: ଲୋକ ସଭା ନିର୍ବାଚନ ୨୦୨୪ ଅତ୍ୟନ୍ତ ରୋଚକ ଥିଲା। ବିଶେଷ କରି ଉତ୍ତରପ୍ରଦେଶରେ ଭାରତୀୟ ଜନତା ପାର୍ଟି (ଭାଜପା)ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ) ଏବଂ କଂଗ୍ରେସର ଇଣ୍ଡିଆ ଆଲାଏନ୍ସ ମଧ୍ୟରେ ଏକ ତୀବ୍ର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ଏବେ…

୧୦ବର୍ଷ ପରେ ଲୋକ ସଭା ପାଇବ ବିରୋଧୀ ଦଳ ନେତା, ପୂର୍ବରୁ କିଏ ଥିଲେ

ନୂଆଦିଲ୍ଲୀ,୨୩।୬: ନିକଟରେ ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବୈଠକରେ କହିଥିଲେ ଯେ, ତାଙ୍କ ଦଶ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସେ ଏକ ସଶକ୍ତ ବିରୋଧୀ ପାଇ ନାହାନ୍ତି। ଯାହା ତାଙ୍କୁ ଗଭୀର ଆଘାତ ଦେଇଛି।…

NEET ପ୍ରଶ୍ନପତ୍ର ଲିକ୍‌ ମାମଲାରେ ସିବିଆଇର ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୩।୬: NEET ପରୀକ୍ଷା ପ୍ରଶ୍ନପତ୍ର ଲିକ ମାମଲାରେ ଶିକ୍ଷା ମନ୍ତ୍ରଣାଳୟର ଅଭିଯୋଗ ପରେ ସିବିଆଇ ଏକ ନିୟମିତ ମାମଲା ରୁଜୁ କରିଛି। ଆଇପିସି ବିଭାଗ ୪୨୦, ଠକେଇ ଏବଂ ୧୨୦ବି ଯଥା ଷଡଯନ୍ତ୍ର ଅନୁଯାୟୀ ସିବିଆଇ ଏକ ଏଫ୍‌ଆଇଆର୍‌ ରୁଜୁ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?