ଜାତୀୟ

ଆସୁଛି ବଜେଟ୍‌, ୪୮ ହଜାର କୋଟି ଟଙ୍କା ଦାବି କଲେ ନୀତିଶ-ନାଇଡ଼ୁ !

ନୂଆଦିଲ୍ଲୀ, ୦୮।୦୭: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଚଳିତ ବଜେଟ୍‌କୁ ନେଇ ଆଶାବାଦି ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ଼୍ବାଧୀନ ଏନ୍‌ଡିଏ ସରକାରର ପ୍ରଥମ ବଜେଟ୍‌ ଆସିବାକୁ ଯାଉଛି । ଏଥିପାଇଁ ଦୁଇ ନେତା…

ଘର-ଜମି କିଣୁଥିବା ଲୋକଙ୍କୁ ଧୋକା ଦେଇପାରିବେନି ବିଲଡର୍ସ!

ନୂଆଦିଲ୍ଲୀ,୮।୭:ସମଗ୍ର ଦେଶରେ ବିଲଡର-କ୍ରେତା ଚୁକ୍ତିରେ ୟୁନିଫର୍ମ ନିୟମର ଜରୁରୀ ଆବଶ୍ୟକତା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ସୋମବାର ସୁପ୍ରିମକୋର୍ଟ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ଦେଶରେ ବିଲଡରମାନେ ସମ୍ପତ୍ତି କ୍ରେତାଙ୍କୁ ପ୍ରତାରଣା କରୁଛନ୍ତି। ମିଡିଆ ଏଜେନ୍ସି ରିପୋର୍ଟ ଅନୁଯାୟୀ, ଭାରତର ପ୍ରଧାନ…

ସେନା ଆତଙ୍କବାଦୀ ମୁହାଁମୁହିଁ, ସେନା ଗାଡି ଉପରକୁ ଗ୍ରେନେଡ ମାଡରେ ୨ ଯବାନ ଆହତ

ନୂଆଦିଲ୍ଲୀ,୮।୭: ଜମ୍ମୁ କାଶ୍ମୀରର କଠୁଆ ଜିଲାର ମାଚେଡି ଅଞ୍ଚଳରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଭାରତୀୟ ସେନା ଗାଡି ଉପରେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀମାନେ ସେନା ଗାଡି ଉପରକୁ ଗ୍ରେନେଡ ଫିଙ୍ଗି ଏହି ଆକ୍ରମଣ କରିଥିଲେ। ଏହି ଘୃଣ୍ୟ କାର୍ଯ୍ୟରେ…

ଚୋରର ବଡ଼ କାରନାମା, ଓୟୋ ବୁକ୍‌ କରି ଲୁଟି ନେଲା ସବୁ ଜିନିଷ

ନୂଆଦିଲ୍ଲୀ, ୦୮।୦୭: ରାଜଧାନୀ ଦିଲ୍ଲୀର ଗ୍ରେଟର ନୋଏଡାର ଏକ ହୋଟେଲରେ ଗ୍ରାହକ ସାଜି ୪ଟି ରୁମ୍‌ ବୁକ୍‌ କରିଥିବା ଜଣେ ଚୋରର କାରନାମା ଏବେ ଚର୍ଚ୍ଚାରେ । ଓୟୋ ରୁମ୍‌ ବୁକ୍‌ କରି ଚୋର ଜଣକ ଏଲ୍‌ଇଡି, ଏସି ସହିତ ଅନ୍ୟ…

ଭାରତ, ଚାଇନା, ପାକିସ୍ତାନ…ରୁଷିଆ କାହାର ସଚ୍ଚା ବନ୍ଧୁ? ବୁଛନ୍ତୁ ପୁଟିନଙ୍କ ଏହି ଲଭ ଟ୍ରାଙ୍ଗଲ

ନୂଆଦିଲ୍ଲୀ/ମସ୍କୋ,୮।୭: ଦୁଇ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆର ରାଜଧାନୀ ମସ୍କୋରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ସମୟରେ ଭାରତ ଏବଂ ରୁଷିଆ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ବାକ୍ଷରିତ ହେବ। ଏଥିରେ ପ୍ରତିରକ୍ଷା ଏବଂ ଶକ୍ତି କ୍ଷେତ୍ର…

ହିଟ୍‌ ଆଣ୍ଡ୍‌ ରନ୍‌ ମାମଲାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ୍‌

ମୁମ଼୍ବାଇ, ୦୮।୦୭: ମୁମ଼୍ବାଇ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲାରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ପ୍ରତିକ୍ରିୟା ରଖିଛନ୍ତି । ସେ ଏହି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ ଅଛି, ସେ…

NEET ୟୁଜି ପେପର ଲିକ୍‌ ଘଟଣା ସତ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୦୮।୦୭: NEET ୟୁଜି ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ସୋମବାର ସୁପ୍ରିମ୍‌ କୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ସମୟରେ କୋର୍ଟ କହିଛନ୍ତି, ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ପ୍ରଶ୍ନପତ୍ର ଲିକ୍‌ ହୋଇଛି । ପ୍ରଶ୍ନ ଏହା ଯେ…

ୟୁପି ବିହାର ଲୋକଙ୍କୁ କମ ଋଣ ଦିଆଯାଉ! କାହିଁକି ଏମିତି କହିଲା ଆରବିଆଇ

ନୂଆଦିଲ୍ଲୀ,୮।୭: ୟୁପି ଏବଂ ବିହାରରେ ଋଣ ବଣ୍ଟନ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବଡ ନିର୍ଦ୍ଦେଶ ଦେଇଛି। କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ଏହି ଦୁଇ ରାଜ୍ୟରେ ଋଣ ବିତରଣର ଗତି ମନ୍ଥର ହେବାକୁ ପଡିବ, କାରଣ ଏଠାରେ ଋଣ…

ମୁମ୍ବାଇ ବର୍ଷାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ବୟାନ, କହିଲେ…

ମୁମ୍ବାଇ,୮ା୭: ପ୍ରବଳ ବର୍ଷାରେ ମୁମ୍ବାଇର ସ୍ଥିତି ବେହାଲ ହୋଇପଡ଼ିଛି। ଏହି ବର୍ଷାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ରବିବାର ରାତିରୁ ମୁମ୍ବାଇରେ ୩୦୦ ମିଲିମିଟର ବର୍ଷା ହୋଇଥିଲା। ରେଳବାଇର ପ୍ରାୟ ୨୦୦ ପମ୍ପ୍‌ ଏବଂ ବିଏମ୍‌ସିର ୪୦୦ରୁ ଅଧିକ…

ଋତୁସ୍ରାବ ଜନିତ ମାସିକ ଛୁଟିକୁ ନେଇ ବଡ଼ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୭: ଋତୁସ୍ରାବ ଜନିତ ମାସିକ ଛୁଟି ନେଇ ଦୀର୍ଘ ଦିନ ହେବ ଏକ ବିତର୍କ ଚାଲିଛି। ସୁପ୍ରିମକୋର୍ଟ ସୋମବାର ଏନେଇ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସହ ପରାମର୍ଶ କରି ମାସିକ ଛୁଟିରେ ଏକ ମଡେଲ ନୀତି ପ୍ରସ୍ତୁତ କରିବାକୁ…

ମମତା ସରକାରଙ୍କୁ ବଡ ଝଟକା

କୋଲକାତା,୮।୭: ସୋମବାର ସୁପ୍ରିମକୋର୍ଟ ପଶ୍ଚିମବଙ୍ଗର ମମତା ସରକାରଙ୍କୁ ଏକ ବଡ ଝଟକା ଦେଇଛନ୍ତି। କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିବା ବଙ୍ଗଳା ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ନିଷ୍ପତ୍ତିରେ ହାଇକୋର୍ଟ ସନ୍ଦେଶଖାଲିରେ ମହିଳାଙ୍କ ଯୌନ ଶୋଷଣ, ଜମି ଦଖଲ…

‘ସିଏମ ସାର୍‌ ଆପଣଙ୍କ ସହ ଫଟୋ ଉଠାଇଥାଆନ୍ତି’…

କରନାଲ,୮।୭: ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ହଠାତ୍‌ କରନାଲର ସେକ୍ଟର ୨ରେ ଥିବା ଅଟଳ ପାର୍କରେ ପହଞ୍ଚିଥିଲେ। ସେ ଏକ ସରପ୍ରାଇଝ ଭିଜିଟ କରିବାକୁ ସେଠାକୁ ଯାଇଥିଲେ। କିନ୍ତୁ ଖୋଲାଖୋଲି ଭାବରେ ଲୋକମାନଙ୍କୁ ଏବଂ ବିଶେଷ କରି ପିଲାମାନଙ୍କୁ ଭେଟିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?