ଜାତୀୟ

ମୋଦି ପ୍ରଧାନମନ୍ତ୍ରୀ ତ ହୋଇଗଲେ, ହେଲେ ବେଶୀଦିନ ଦିଲ୍ଲୀରେ ରହିପାରିବେନି: ସଞ୍ଜୟ

ନୂଆଦିଲ୍ଲୀ,୭।୭: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଅସ୍ଥିରତା ଜାରି ରହିଛି। ଉଦ୍ଧବ ଦଳର ଶିବସେନା ଏମପି ତଥା ଭେଟେରାନ ନେତା ସଞ୍ଜୟ ରାଉତ ପୁଣି ଥରେ ଭାଜପା ଏବଂ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ସେ ଆହୁରି ମଧ୍ୟ ଦାବି କରିଛନ୍ତି…

ସିମେଣ୍ଟ ଫ୍ୟାକ୍ଟିରେ ବଡ ଧରଣର ବିସ୍ଫୋରଣ, ୧୬ ଆହତଙ୍କ ମଧ୍ୟରୁ ୧୦ ଗୁରୁତର

ଅମରାବତୀ,୭।୭: ଆନ୍ଧ୍ରପ୍ରଦେଶର ଏନଟିଆର ଜିଲ୍ଲାର ଏକ ସିମେଣ୍ଟ କାରଖାନାରେ ବିସ୍ଫୋରଣ ଘଟି ୧୬ଜଣ ଶ୍ରମିକ ଆହତ ହୋଇଥିଲେ। ଏହି ବିସ୍ଫୋରଣରେ ୧୦ଜଣ କର୍ମଚାରୀଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ପୀଡିତ କର୍ମଚାରୀଙ୍କ ମଧ୍ୟରୁ ୧୦ଜଣ ସ୍ଥାନୀୟ ଥିବାବେଳେ ଅବଶିଷ୍ଟ ଦଶ ଜଣ…

କେରଳରେ ମାରି ଦିଆଗଲା ୩୧୦ ଘୁଷୁରି

ଥିରୁଭାନନ୍ତପୁରମ,୭।୭: ଆଫ୍ରିକୀୟ ସ୍ବାଇନ ଫିଭର (ଏଏସଏଫ) ଆରମ୍ଭ ହେବା ପରେ କେରଳର ତ୍ରୀସୁର ଜିଲାରେ ପ୍ରାୟ ୩୧୦ଘୁଷୁରିଙ୍କୁ ମାରି ଦିଆଯାଇଛି ବୋଲି କେନ୍ଦ୍ର ରବିବାର କହିଛି। ମଦକ୍କଥରନ ପଞ୍ଚାୟତରେ ଏହି ରୋଗ ଚିହ୍ନଟ ହୋଇଥିଲା ଯାହା ପରେ ରାଜ୍ୟ ପଶୁପାଳନ ବିଭାଗ…

ବଢିଲା ମହୁଆଙ୍କ ଅଡୁଆ!

ନୂଆଦିଲ୍ଲୀ,୭।୭: ଅପମାନଜନକ ଭାଷା ବ୍ୟବହାର କରିଥିବା ଅଭିଯୋଗରେ ତ୍ରୁଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରାଙ୍କ ବିରୋଧରେ ଏକ ଏଫଆଇଆର ପଞ୍ଜିକୃତ ହୋଇଛି। ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ର ଧାରା ୭୯ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି, ଯେପରିକି…

ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ଖୁସି ଖବର, ୧୦ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା

ନୂଆଦିଲ୍ଲୀ,୭।୭: ‘ଆୟୁଷ୍ମାନ କାର୍ଡ’ ଥିବା ଲୋକଙ୍କ ପାଇଁ ବଡ଼ ଖବର । ଯଦି ଆପଣଙ୍କର ଏହି କାର୍ଡ ଅଛି, ଆପଣଙ୍କ ଘରେ କେହି ଅସୁସ୍ଥ ହୋଇପଡନ୍ତି, ତେବେ ଆପଣ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇପାରିବେ। ଆପଣଙ୍କୁ କେବଳ ଏହି…

ଡ୍ରେନ୍‌ରେ ପୁଅକୁ ଖୋଜୁଛନ୍ତି ବାପା, କାନ୍ଦିକାନ୍ଦି ଗଣମାଧ୍ୟମକୁ କହିଲେ ଏମିତି 

ଗୁଆହାଟି,୭।୭: ଆସାମର ବଡ ସହର ଗୁଆହାଟିର ଅନେକ ଅଂଶ ବନ୍ୟା ଜଳରେ ବୁଡ଼ି ରହିଛି । ଏ ବନ୍ୟା ଯୋଗୁ ମୃତ୍ୟୁ ସଂଖ୍ୟା ବଢ଼ୁଛି। ଏବେ ସୁଦ୍ଧା ୫୮ଜଣଙ୍କ ଜୀବନ ଗଲାଣି । ଅନେକ ଲୋକ ଏବେ ମଧ୍ୟ ଜଳବନ୍ଦୀ ଅଛନ୍ତି।…

ଭାରତ ସହ ଗେମ ଖେଳିଲା ଶ୍ରୀଲଙ୍କା! ସରକାରଙ୍କ ଏହି ନିଷ୍ପତ୍ତି ବଢାଇଲା ଟେନସନ

କଲମ୍ବୋ/ନୂଆଦିଲ୍ଲୀ,୭।୭: ଆସନ୍ତା ବର୍ଷ ଠାରୁ ବିଦେଶୀ ଅନୁସନ୍ଧାନକାରୀ ଜାହାଜ ଆସିବା ଉପରେ ଥିବା ପ୍ରତିବନ୍ଧକକୁ ହଟାଇବାକୁ ଶ୍ରୀଲଙ୍କା ନିଷ୍ପତ୍ତି ନେଇଛି। ଜାପାନ ଗଣମାଧ୍ୟମରେ ଆସିଥିବା ଖବରରୁ ଏହି ସୂଚନା ଗ୍ରହଣ କରାଯାଇଥିଲା। ଉଚ୍ଚ-ବୈଷୟିକ ଯୁକ୍ତ ଚାଇନାର ଗୁପ୍ତଚର ଜାହାଜଗୁଡ଼ିକ ଶ୍ରୀଲଙ୍କା ବନ୍ଦରରେ…

ମିଳିଲାନି ଚାକିରି, ଆତ୍ମହତ୍ୟା କଲେ ଦମ୍ପତି

ନୂଆଦିଲ୍ଲୀ, ୭।୭: ଏମ୍‌ବିଏ ଭଳି ପ୍ରଫେଶନାଲ ଡିଗ୍ରୀ କରିବା ପରେ ମଧ୍ୟ ଆଜିକାଲି ଚାକିରି ମିଳୁନାହିଁ । ଫଳରେ ବେରୋଜଗାରୀ ବୃଦ୍ଧି ପାଉଛି ଏବଂ ବେରୋଜଗାର କାରଣରୁ ଅବଷାଦରେ ପଡ଼ି ଜୀବନ ହାରୁଛନ୍ତି ଯୁବପୀଢ଼ି । ଏମିତି ଏକ ଘଟଣା ଘିଟିଛି…

ହାଥରସ୍‌ ଦଳାଚକଟା ଘଟଣାରେ ବଡ଼ ବୟାନ ଦେଲେ ଭୋଲେ ବାବାଙ୍କ ଓକିଲ, କହିଲେ…

ହାଥରସ୍‌,୭ା୭: ହାଥରସ୍‌ ଦୁର୍ଘଟଣା ସମ୍ପର୍କରେ ନାରାୟଣ ହରି ଛଦ୍ମନାମ ବାବା ସୁରଜପାଲଙ୍କ ଓକିଲ ଏପି ସିଂ ଏକ ବଡ଼ ଦାବି କରିଛନ୍ତି। ହାଥରସ୍‌ ଦୁର୍ଘଟଣା ପଛରେ ଏକ ନୂଆ କାରଣ କହିଛନ୍ତି। ସେ କହିଛନ୍ତି, ନାରାୟଣ ହରିଙ୍କ ସମାବେଶକୁ ବଦନାମ କରିବା…

ବିଏସପି ଅଫିସରେ କବର ଦିଆଯିବନି ଆର୍ମଷ୍ଟ୍ରଙ୍ଗଙ୍କ ମୃତଦେହ, ହାଇକୋର୍ଟ ଖାରଜ କଲେ ଆବେଦନ

ଚେନ୍ନାଇ,୭।୭: ଦଳ କାର୍ଯ୍ୟାଳୟ ପରିସରରେ ତାମିଲନାଡୁ ବିଏସପି ରାଜ୍ୟ ସଭାପତି ଆର୍ମଷ୍ଟ୍ରଙ୍ଗଙ୍କ ମୃତଦେହକୁ ସମାଧି ଦେବା ପାଇଁ ମାଡ୍ରାସ ହାଇକୋର୍ଟ ଏକ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବର୍ତ୍ତମାନ ତାମିଲନାଡୁର ତିରୁଭାଲୁର ଜିଲାର ପୋଥୁର ଗାଁର ବ୍ୟକ୍ତିଗତ ଜମିରେ ତାଙ୍କର ଶେଷ ରୀତିନୀତି…

ସେନା-ଆତଙ୍କବାଦୀ ମୁହାଁମୁହିଁ, ୬ ଆତଙ୍କୀ ନିହତ

ଶ୍ରୀନଗର, ୭।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଏବଂ ସୁରକ୍ଷାବଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ଶନିବାର କୁଲଗାମ ଜିଲାରେ ହୋଇଥିବା ଏହି ଅପରେସନ୍‌ରେ ଦୁଇ ଯବାନ ଶହୀଦ ହୋଇଛନ୍ତି । ଏଥି ସହିତ ସୁରକ୍ଷାବଳଙ୍କ ଗୁଳିରେ ପାଖାପାଖି ୬ ଆତଙ୍କବାଦୀ…

ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଲେ ରାହୁଲ, କହିଲେ ଆମର…

ନୂଆଦିଲ୍ଲୀ,୭ା୭: କଂଗ୍ରେସ ଏମ୍‌ପି ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ହାଥରସ୍‌ ଦୁର୍ଘଟଣା ସମ୍ପର୍କରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଛନ୍ତି। ରାହୁଲ ପୀଡ଼ିତଙ୍କ ପରିବାରର ସମସ୍ୟାକୁ ଏକ ଚିଠି ମାଧ୍ୟମରେ କହିଛନ୍ତି। ଏହା ବ୍ୟତୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?