ଜାତୀୟ

ଆସିଲା ବଡ଼ ରିପୋର୍ଟ, ସବୁଠାରୁ ଅଧିକ ଆୟ କରିଛି ଏହି ରାଜନୈତିକ ଦଳ

ନୂଆଦିଲ୍ଲୀ, ୨୦ା୭: ନିର୍ବାଚନ ଆୟୋଗଙ୍କ ଏଡିଆର ରିପୋର୍ଟରୁ ଏକ ତଥ୍ୟ ସାମ୍ନାକୁ ଆସିଛି । ଆର୍ଥିକ ବର୍ଷ ୨୦୨୨-୨୩ ରେ ଭାରତ ରାଷ୍ଟ୍ର ସମିତି ବା ବିଆର୍‌ଏସ୍‌ର ଆୟ ଦେଶର କ୍ଷେତ୍ରୀୟ ରାଜନୈତିକ ଦଳମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ରହିଛି ।…

କେଜରିଓ୍ବାଲଙ୍କ ସ୍ବାସ୍ଥ୍ୟକୁ ନେଇ ଏଲଜିଙ୍କ ଚିଠି ଉପରେ ପ୍ରତିକ୍ରିୟା ରଖିଲେ ସଞ୍ଜୟ

ନୁଆଦିଲ୍ଲୀ,୨୦।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସ୍ବସ୍ଥ୍ୟ ସମ୍ପର୍କରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ ସାକ୍ସେନା ମୁଖ୍ୟ ଶାସନ ସଚିବଙ୍କୁ ଲେଖିଥିବା ଚିଠି ଉପରେ ଆମ ଆଦମୀ ପାର୍ଟି ଏମପି ସଞ୍ଜୟ ସିଂ ପ୍ରତିକ୍ରିୟା ଦେଇଛନ୍ତି। ଏଲଜିଙ୍କୁ ଲକ୍ଷ୍ୟ କରି ସଞ୍ଜୟ ସିଂ…

ବଜେଟ ଅଧିବେଶନରେ ଭାଜପାର ଟେନଶନ ବଢାଇବ ବିଜେଡି, ନବୀନଙ୍କ ନୂଆ ପ୍ଲାନ

ନୂଆଦିଲ୍ଲୀ,୨୦।୭: ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ପରାଜୟ ପରେ ନବୀନ ପଟ୍ଟନାୟକଙ୍କ ଦଳ ବିଜୁ ଜନତା ଦଳ (ବିଜେଡି) ର ଆଭିମୁଖ୍ୟ ଆକ୍ରମଣାତ୍ମକ ହୋଇଛି। ଏବଂ ଏହାର ପ୍ରଭାବ ବଜେଟ ଅଧିବେଶନରେ ଅନୁଭୂତ ହେବାକୁ ଯାଉଛି। ଜୁଲାଇ ୨୨ରୁ ବଜେଟ ଅଧିବେଶନ…

‘ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କୁ ହତ୍ୟା କରିବାକୁ…’ ଏଏପି ଆଣିଲା ବଡ଼ ଅଭିଯୋଗ

ନୂଆଦିଲ୍ଲୀ,୨୦।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ମାମଲାରେ ଉପରାଜ୍ୟପାଳ ବିନୟ ସାକ୍ସେନାଙ୍କ ମୁଖ୍ୟ ସଚିବଙ୍କ ଚିଠିରେ ଆମ ଆଦମୀ ପାର୍ଟିର ପ୍ରତିକ୍ରିୟା ଆସିଛି। ଦିଲ୍ଲୀ ସରକାରୀ ମନ୍ତ୍ରୀ ତଥା ଏଏପି ନେତା ଆତିଶୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କୁ ହତ୍ୟା କରିବା…

କଂଗ୍ରେସ ବିଧାୟକଙ୍କୁ ଗିରଫ କଲା ଇଡି

ଚଣ୍ଡିଗଡ,୨୦।୭: ହରିୟାଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତଦନ୍ତକାରୀ ସଂସ୍ଥା ଶନିବାର ସୋନିପତରୁ କଂଗ୍ରେସ ବିଧାୟକ ଥିବା ସୁରେନ୍ଦ୍ର ପାନୱାରଙ୍କୁ ଗିରଫ କରିଛି। ସୂଚନାନୁସାରେ, ବେଆଇନ ଖଣି ମାମଲାରେ ପାନୱାରଙ୍କୁ ଇଡି ଗିରଫ କରିଥିବା ଜଣାପଡିଛି। ନିକଟରେ ବେଆଇନ ଖଣି…

ୟୁପିଏସ୍‌ସି ଅଧ୍ୟକ୍ଷ ପଦରୁ ମନୋଜ ସୋନିଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୦।୭: ବ୍ୟକ୍ତିଗତ କାରଣ ଦର୍ଶାଇ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ଅଧ୍ୟକ୍ଷ ପଦରୁ ମନୋଜ ସୋନି ଇସ୍ତଫା ଦେଇଛନ୍ତି। କାର୍ଯ୍ୟକାଳ ସରିବା ପୂର୍ବରୁ ସେ ତାଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କୁ ପଠାଇଛନ୍ତି। ୨୦୨୯ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ରହିଥିଲା। ହେଲେ ମନୋଜ ଜୁନ…

ମୁଖ୍ୟମନ୍ତ୍ରୀ ଧାମିଙ୍କ ଐତିହାସିକ ନିଷ୍ପତ୍ତି: ଛାତ୍ର ସଂସଦ ନିର୍ବାଚନରେ ଛାତ୍ରୀଙ୍କୁ ୫୦% ସଂରକ୍ଷଣ

ଡେରାଡୁନ୍‌,୨୦ା୭ : ଉତ୍ତରାଖଣ୍ଡର ସମସ୍ତ ସରକାରୀ ତଥା ଘରୋଇ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକର ଛାତ୍ର ସଂସଦ ନିର୍ବାଚନରେ ଛାତ୍ରୀଙ୍କ ପାଇଁ ୫୦% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଲିଙ୍ଗଗତ ସମାନତା ଆଣିବା ସହ ଛାତ୍ରୀମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ରାଜ୍ୟର…

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ନାଁରେ ଯୌନ ଶୋଷଣ ମାମଲା: ଉଭୟ କେନ୍ଦ୍ର, ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ, ୨୦।୭: ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ କରିଥିବା ରାଜଭବନର ମହିଳା କର୍ମଚାରୀଙ୍କ ଆବେଦନକୁ ଭିତ୍ତିକରି ସୁପ୍ରିମକୋର୍ଟ ଶୁକ୍ରବାର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। ଭାରତୀୟ ସମ୍ବିଧାନର ଅନୁ୍‌ଚ୍ଛେଦ…

ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ଏବଂ ତାଙ୍କ ଝିଅଙ୍କୁ ପଳାତକ ଘୋଷଣା କଲେ କୋର୍ଟ

ଲକ୍ଷ୍ନୌ, ୧୯।୭: ଉତ୍ତରପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ରାଷ୍ଟ୍ରିୟ ଶୋଷିତ ସମାଜ ପାର୍ଟିର ସଭାପତି ସ଼୍ବାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଲକ୍ଷ୍ନୌ କୋର୍ଟ ପଳାତକ ଘୋଷିତ କରିଛନ୍ତି। ମୌର୍ଯ୍ୟଙ୍କ ଝିଅ ତଥା ପୂର୍ବତନ ସାଂସଦ ସଂଘମିତ୍ରା ମୌର୍ଯ୍ୟଙ୍କୁ ମଧ୍ୟ କୋର୍ଟ ପଳାତକ…

ବଢ଼ିଲା ପୂଜାଙ୍କ ଅଡ଼ୁଆ, ଏଫ୍‌ଆଇଆର୍‌ ଦାଏର କଲା ୟୁପିଏସ୍‌ସି

ନୂଆଦିଲ୍ଲୀ, ୧୯।୭: ମହାରାଷ୍ଟ୍ର କ୍ୟାଡରର ଟ୍ରେନି ଆଇଏଏସ୍‌ ଅଧିକାରୀ ପୂଜା ଖେଡକରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ବିବାଦରେ ପଡ଼ିବା ପରେ ଲୋକ ସେବା ଆୟୋଗ ବା ୟୁପିଏସ୍‌ସି ପୂଜାଙ୍କ ବିରୋଧରେ ଏଫ୍‌ଆଇର ଦାଏର କରିଛି । ଏହା ସହିତ ସିଭିଲ…

ପୋଲିସକୁ ପିଟିଲା ପୋଲିସ, ଜାଣନ୍ତୁ ପୂରା ଘଟଣା

ରାଞ୍ଚି,୧୯।୭: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ପୋଲିସ ସହ ପୋଲିସର ସଂଘର୍ଷ ହୋଇଥିଲା। ସହକାରୀ ପୋଲିସର ପ୍ରଦର୍ଶନରେ ବିଶୃଙ୍ଖଳା ହୋଇଥିଲା। ବେତନ ବୃଦ୍ଧି ଏବଂ ସ୍ଥାୟୀକରଣ ଦାବିରେ ସହକାରୀ ପୋଲିସ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡକୁ ଯାଉଥିଲେ। ଏହି ସମୟରେ ବିକ୍ଷୋଭକାରୀମାନେ ବ୍ୟାରିକେଡ ଭାଙ୍ଗିବାକୁ…

ଜନସଂଖ୍ୟା ନିୟନ୍ତ୍ରଣର ବ୍ରାଣ୍ଡ ଆମ୍ବାସଡର ହୋଇ ଯାଆନ୍ତୁ ରାହୁଲ ଗାନ୍ଧୀ, ମୁଖ୍ୟମନ୍ତ୍ରୀଙ୍କ ଉପଦେଶ

ଗୁଆହାଟି,୧୯।୭: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଶୁକ୍ରବାର ଦାବି କରିଛନ୍ତି ଯେ ତାଙ୍କ ରାଜ୍ୟରେ ମୁସଲମାନ ଜନସଂଖ୍ୟା ୨୦୪୧ ସୁଦ୍ଧା ସଂଖ୍ୟାଗରିଷ୍ଠ ହେବ। ସେ କହିଛନ୍ତି ଯେ ଆସାମରେ ମୁସଲମାନମାନଙ୍କର ଜନସଂଖ୍ୟା ପ୍ରତି ଦଶ ବର୍ଷରେ ପ୍ରାୟ ତିରିଶ ପ୍ରତିଶତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?