କିଏ ସେହି ବ୍ୟକ୍ତି ଯାହାଙ୍କ ଗୋଟିଏ ଟୁଇଟ୍ ପାଇଁ IAS ପୂଜା ଖେଡକର୍ ଏବେ ରାଜରାସ୍ତାରେ? ଜାଣନ୍ତୁ…
ନୂଆଦିଲ୍ଲୀ,୨୦।୭: ଆଜିକାଲି ଟ୍ରେନିଂ ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ କାରନାମାର ଚର୍ଚ୍ଚା ସାରା ଦେଶରେ ହେଉଛି। ଏହି ମାମଲାରେ ୟୁପିଏସ୍ସି ପ୍ରଶ୍ନ ଘେରକୁ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ମାମଲାର ତଦାରଖ ଉପରେ ନଜର ରଖିଛି। ଏବେ ତାଙ୍କର ଚାକିରି ଉପରେ…
ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା: ମାଷ୍ଟରମାଇଣ୍ଡ ସମେତ ଦୁଇ ଛାତ୍ର ଗିରଫ କଲା ସିବିଆଇ
ନୂଆଦିଲ୍ଲୀ, ୨୦ା୭: ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ସିବିଆଇ। ମାମଲା ସହ ଜଡିତ ଆଉ ତିନି ଜଣଙ୍କୁ ଗିରଫ କରିଛି ସିବିଆଇ, ଯେଉଁଥିରେ ମାମଲାର, ମାଷ୍ଟରମାଇଣ୍ଡ ଶଶିକାନ୍ତ ପାସୱାନ୍ ମଧ୍ୟ ସାମିଲ ଅଛନ୍ତି। ଏହା ବ୍ୟତୀତ…
କର୍ନାଟକରେ ବଡ଼ଧରଣର ଭୂସ୍ଖଳନ: ୭ ମୃତ, ୩ ନିଖୋଜ
ବେଙ୍ଗାଲୁରୁ,୨୦ା୭: ଉତ୍ତର କର୍ନାଟକରେ ଭୂସ୍ଖଳନ ଯୋଗୁ ବଡ଼ ଧରଣର ଅଘଟଣ ଘଟିଛି। ଭୂସ୍ଖଳନ ଯୋଗୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ଡେପୁଟି କମିଶନର କହିଛନ୍ତି, ୧୦ ଜଣ ନିଖୋଜ ଥିଲେ। ସେମାନଙ୍କ…
‘ହେମନ୍ତ ସରକାର ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ’: ଅମିତ ଶାହା
ନୂଆଦିଲ୍ଲୀ, ୨୦ା୭: ଆଗକୁ ରାଜ୍ୟରେ ବିଧାନସଭା ନର୍ବାଚନ ଥିବା ବେଳେ ଶନିବାର ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସରକାର ଉପରେ ସଣ୍ଡୁଆସି ଆକ୍ରମଣ କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ବେଳେ ରାଜ୍ୟର ନକ୍ସା ବଦଳି…
କେଜ୍ରିଓ୍ବାଲଙ୍କୁ ନିଜ ହାତ ତିଆରି ଖାଇବା ଦିଅ, ନିର୍ବାଚନ ନୁହଁ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅ, କାହିଁକି ଏପରି କହିଲା ଭାଜପା
ନୂଆଦିଲ୍ଲୀ,୨୦ା୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଆମ୍ ଆଦ୍ମୀ ଦଳ(ଏଏପି)ର ନେତାମାନେ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରୁଥିବା ଦେଖିବାକୁ ମିଳୁଛି। ନିକଟରେ ତିହାର ଜେଲର ଅଧୀକ୍ଷକଙ୍କ ରିପୋର୍ଟକୁ ଦର୍ଶାଇ ଦିଲ୍ଲୀର ଏଲ୍ଜି ଭି.କେ ସାକ୍ସେନାଙ୍କ…
ନିଟ୍ ୟୁଜି’ରେ ଆଶ୍ଚର୍ଯ୍ୟକର ନମ୍ବର: ରାଜକୋଟରେ ୧୨, ସିକରରେ ୮ ବିଦ୍ୟାର୍ଥୀଙ୍କ ୭୦୦ ପାର କଲା ମାର୍କ
ନୂଆଦିଲ୍ଲୀ, ୨୦ା୭: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଅନଲାଇନରେ ସହର ଏବଂ ପରୀକ୍ଷା କେନ୍ଦ୍ର ଅନୁଯାୟୀ ନିଟ୍ ୟୁଜି ୨୦୨୪ ଫଳାଫଳ ଅପଲୋଡ୍ କରିବା ପରେ ଆଶ୍ଚର୍ଯ୍ୟକର ସଂଖ୍ୟା ପ୍ରକାଶ ପାଇଛି। ରାଜକୋଟ ପରୀକ୍ଷା କେନ୍ଦ୍ରରେ ୧୨ ଜଣ ଛାତ୍ରଙ୍କ ମାର୍କ…
ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଏଭଳି ଭୁଲ କରିଦେଲେ ଓକିଲ, ରାଗରେ ବର୍ଷିଲେ CJI ଚନ୍ଦ୍ରଚୂଡ଼
ନୂଆଦିଲ୍ଲୀ,୨୦।୭: ଭାରତର ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଜଣେ ଓକିଲଙ୍କ ଉପରେ ବର୍ଷିଛନ୍ତି। ସେ ନେକ୍ବ୍ୟାଣ୍ଡ ନ ପିନ୍ଧି କୋର୍ଟରୁମ୍ରେ ପହଞ୍ଚିଥିଲେ। ଏହାକୁ ନେଇ ଚନ୍ଦ୍ରଚୂଡ଼ ତାଙ୍କୁ କହିଥିଲେ ଯେ ଏହା କୌଣସି ଫ୍ୟାଶନ…
୨୫ ବର୍ଷ ପୂର୍ବେ ସନ୍ଧ୍ୟାରେ ହେଉଥିଲା ବଜେଟ୍ ଉପସ୍ଥାପନ, ଜାଣନ୍ତୁ କାହିଁକି ହଠାତ୍ ବଦଳିଲା ସମୟ…
ନୂଆଦିଲ୍ଲୀ,୨୦ା୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ୨୩ ତାରିଖରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ। ଏହି ବଜେଟ୍ରେ ଏନଡିଏ ସରକାରଙ୍କ ଆଗାମୀ ବିକାଶ ଏଜେଣ୍ଡା ଦର୍ଶାଯିବ। ମୌଧୁମୀ ଅଧିବେଶନରେ ଲୋକ ସଭାରେ ଅଣାଯାଇଥିବା ଏହି ବଜେଟ୍ ସକାଳ ୧୧ଟାରେ ଉପସ୍ଥାପିତ ହେବ।…
ସଡ଼କ ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଜିତିନ୍ ପ୍ରସାଦ ଆହତ
ନୂଆଦିଲ୍ଲୀ,୨୦ା୭: ଏକ ସଡ଼କ ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ତଥା ଏମ୍ପି ଜିତିନ ପ୍ରସାଦ ଆହତ ହୋଇଛନ୍ତି। ସେ ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ପିଲଭୀତ ଯାଇଥିଲେ। ଏହି ସମୟରେ ମନ୍ତ୍ରୀଙ୍କ କାର୍ ଯିବା ସମୟରେ ଏକ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ…
ୟୁପିରେ ଭାଜପାକୁ ବଡ଼ ଝଟ୍କା, ଅଡୁଆ ବଢାଇଲେ ସହଯୋଗୀ ଦଳ
ନୂଆଦିଲ୍ଲୀ,୨୦।୭: କାଉଡି ଯାତ୍ରାକୁ ନେଇ ୟୁପି ସରକାର ବିବାଦରେ ଫସିଛନ୍ତି। ନିର୍ବାଚନ ପରଠାରୁ ଏନଡିଏର ସହଯୋଗୀମାନେ ଭାରତୀୟ ଜନତା ପାର୍ଟି ଉପରେ ଅସନ୍ତୁଷ୍ଟ ଅଛନ୍ତି। ସେହିପରି କାଉଡି ଯାତ୍ରା ମଧ୍ୟ ଅସନ୍ତୋଷର କାରଣ ପାଲଟିଛି, ଯାହାକୁ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି।…
ଗୋଟିଏ ମଞ୍ଚରେ ନଜର ଆସିବେ ମମତା-ଅଖିଳେଶ
କୋଲକାତା,୨୦ା୭: ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତଙ୍କ ବିବାହ ପରେ ମୁମ୍ବାଇରେ ଇଣ୍ଡିଆ ମିଳିତ ମେଣ୍ଟ ଏକାଠି ହୋଇଥିଲେ। ଏବେ ପୁଣି ଥରେ ସମାନ ପ୍ଲାଟ୍ଫର୍ମରେ ଇଣ୍ଡିଆ ମେଣ୍ଟର ଦୁଇଟି ବଡ଼ ଦଳକୁ ଦେଖିବାକୁ ମିଳିବ। ତୃଣମୂଳ କଂଗ୍ରେସ…
ସୁନୀତା ଦେଲେ ଗ୍ୟାରେଣ୍ଟି, ପ୍ରତିମାସରେ ମହିଳାଙ୍କୁ ୧ହଜାର ଟଙ୍କା, ମାଗଣା ବିଜୁଳି
ଚଣ୍ଡିଗଡ଼,୨୦।୭: ହରିୟାଣାରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳସବୁ ବଡ଼ ଦାବି କରୁଛି। ଏହି କ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପତ୍ନୀ ସୁନୀତ କେଜରିୱାଲ ଶନିବାର ହରିୟାଣା ଗସ୍ତରେ ଅଛନ୍ତି। ଆମ ଆଦମୀ ପାଟର୍ଇ(ଏଏପି)ସୁପ୍ରିମୋଙ୍କ ସ୍ତ୍ରୀ ହରିୟାଣାର ଲୋକଙ୍କୁ ଦଳର…

