ନିପା ଭାଇରସ୍ ନେଲା ଆଉ ଏକ ଜୀବନ: ସତର୍କ ସୂଚନା ଜାରି
ଥିରୁଭାନନ୍ତପୁରମ,୨୧।୭: ନିପା ଭାଇରସ କେରଳରେ ଆଉ ଏକ ଜୀବନ ନେଇଛି। ମାଲାପୁରାମ ଜିଲାର ନିପା ଭାଇରସରେ ସଂକ୍ରମିତ ହୋଇଥିବା ଜଣେ ୧୪ ବର୍ଷର ବାଳକର ରବିବାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। ସେ ଭେଣ୍ଟିଲେଟରରେ ଥିଲେ। ଏହା…
୧୫ ଦିନ ତଳେ କରିଥିଲେ ବିବାହ, ସାମାନ୍ୟ କଥାରୁ ଗୁଳିକରି ହତ୍ୟା
ନୂଆଦିଲ୍ଲୀ, ୨୧।୭: ରାସ୍ତାରେ କାର ପାର୍କିଂକୁ ନେଇ ସାମାନ୍ୟ ଯୁକ୍ତି ତର୍କରୁ ଜଣେ ୨୯ ବର୍ଷୀୟ ଯୁବକଙ୍କୁ ହତ୍ୟା କରାଯାଇଛି । ଏପରି ଏକ ଘଟଣା ଆମେରିକାରେ ରହୁଥିବା ଜଣେ ଭାରତୀୟ ବଂଶଦ୍ଭୋବଙ୍କ ସହ ଘଟିଛି । ଅନ୍ୟଜଣେ କାର ଚାଳକଙ୍କ…
ତୀର୍ଥସ୍ଥାନକୁ ଯାଉଥିବା ବେଳେ ଧସିଲା ପାହାଡ଼, ୩ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ, ୨୧।୭: କେଦାରନାଥଙ୍କ ଦର୍ଶନ କରିବାକୁ ଯାଉଥିବା ବେଳେ ପାହାଡ଼ ଧସିବାରୁ ୩ ଜଣ ତୀର୍ଥ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଏଥିସହିତ ୮ ଜଣ ଆହତ ମଧ୍ୟ ହୋଇଛନ୍ତି । ମୃତକଙ୍କ ମଧ୍ୟରୁ ଦୁଇଜଣ ମହାରାଷ୍ଟ୍ରର ହୋଇଥିବା ବେଳେ ଅନ୍ୟଜଣେ…
ଗୋଟିଏ ମଞ୍ଚରେ ଶରଦ ପାଓ୍ବାର-ଅଜିତ, ସୁପ୍ରିୟା ସୁଲେ କଲେ ପ୍ରଂଶସା…ମହାରାଷ୍ଟ୍ରରେ ହେବ ବଡ଼ ଖେଳ
ମୁମ୍ବାଇ,୨୧।୭: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତି ଏକ ନୂଆ ମୋଡ଼ ନେଇଛି। ରାଜନୈତିକ ଉତ୍ତରାଧିକାରୀ ସଂଗ୍ରାମରେ ମାମୁଁ ଶରଦ ପାୱାରଙ୍କ ସହ ସମ୍ପର୍କ ଭାଙ୍ଗିଥିବା ଭଣଜା ଅଜିତ ପାୱାର କ୍ରମାଗତ ଭାବରେ ଖବରରେ ରହି ଆସୁଛନ୍ତି। ଏବେ ଚର୍ଚ୍ଚା…
କମିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ସହରର ନୂଆ ରେଟ୍…
ନୂଆଦିଲ୍ଲୀ,୨୧।୭: ତୈଳ କମ୍ପାନୀ ପକ୍ଷରୁ ରବିବାର ପେଟ୍ରୋଲ ଏବଂ ଡିଜେଲ ଦର ଜାରି କରାଯାଇଛି। ଏଥିରେ କୌଣସି ପରିବର୍ତ୍ତନ ହୋଇ ନ ଥିଲେ ବି କିଛି ରାଜ୍ୟରେ ଟ୍ୟାକ୍ସ କମିବା ଏବଂ ବଢ଼ିବା ଯୋଗୁ କିଛି ପ୍ରମୁଖ ସହରରେ ତୈଳ ଦରରେ…
ବଜେଟ୍ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ ସରକାର, ଟିଏମ୍ସି କହିଲା…
ନୂଆଦିଲ୍ଲୀ, ୨୧।୭: ସଂସଦର ମୌସୁମୀ ଅଧିବେସନ ପୂର୍ବରୁ ସରକାର ଆଜି ସର୍ବଦଳୀୟ ବୈଠକ ଡକାଇଛନ୍ତି । ଆସନ୍ତା ୨୨ ତାରିଖରୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ଏହା ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ…
କାଉଡ଼ିଆ ବିବାଦରେ ଯୋଗୀଙ୍କ ସମର୍ଥନରେ ବାହାରିଲେ ବାବା ରାମଦେବ, କହିଲେ-ରେହମାନଙ୍କୁ …
ନୂଆଦିଲ୍ଲୀ,୨୧।୭: ଉତ୍ତରପ୍ରଦେଶରେ କାଉଡ଼ିଆ ମାର୍ଗରେ ପଡୁଥିବା ଦୋକାନ ମାଲିକଙ୍କରେ ମଲଙ୍କ ମାନଙ୍କର ଅସଲି ନାମ ଲେଖିବାକୁ ସରକାର ନିର୍ଦ୍ଦେଶ ଦେବା ପରେ ଏହାକୁ ନେଇ ବିବାଦ ଲାଗି ରହିଛି। ଏବେ ଏହି ବିବାଦରେ ଯୋଗଗୁରୁ ବାବା ରାମଦେବ ଏଣ୍ଟ୍ରି ମାରିଛନ୍ତି। ଏହି…
୨୦୨୦ କୋଭିଡ୍ରେ ଅଧିକ ୧୧.୯ ଲକ୍ଷ ମୃତ୍ୟୁ
ନୂଆଦିଲ୍ଲୀ,୨୧।୭(ପି.ଟି.): ୨୦୨୦ର କୋଭିଡ୍ ମହାମାରୀରେ ଭାରତରେ ଅଧିକ ୧୧.୯ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିଲା, ଯାହାକି ୨୦୧୯ ତୁଳନାରେ ୧୭ ପ୍ରତିଶତ ଅଧିକ ବୋଲି ଏକ ଅନ୍ତର୍ଜାତୀୟ ଅଧ୍ୟୟନରୁ ଜଣାପଡ଼ିଛି। ସରକାରୀ ଭାବେ ଯେଉଁ ମୃତ୍ୟୁସଂଖ୍ୟା ଦର୍ଶାଯାଇଥିଲା, ଏହା ତା’ର ୮…
ବୁଲା କୁକୁର ନିୟନ୍ତ୍ରଣ ପାଇଁ ଯୋଜନା କରିବେ ୭ ଆଇଏଏସ୍ ଅଫିସର
ଭୋପାଳ, ୨୧।୭: ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳରେ ବୁଲା କୁକୁର ଜନିତ ସମସ୍ୟା ବଢ଼ିବାରେ ଲାଗିଛି। ପରିସ୍ଥିତିକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ର଼୍ୟାଙ୍କର ୭ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ…
୩ ଦିନ ଧରି ଲଗାଣ ବର୍ଷା, ସୃଷ୍ଟି ହେଲା ବନ୍ୟା ସ୍ଥିତି
ମୁମ୍ବାଇ, ୨୧।୭: ଗତ ୩ ଦିନ ଧରି ମୁମ୍ବାଇରେ ଲଗାଣ ବର୍ଷା ଯୋଗୁ ସହରର ବହୁ ଅଞ୍ଚଳରେ ଜଳମଗ୍ନ ସ୍ଥିତି ଦେଖାଯାଇଛି। ମୁମ୍ବାଇ ଓ ଏହାର ଆଖପାଖ ସହର ଯଥା ପୁଣେ, ଠାଣେ ଓ ପାଲଘରକୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ…
ଭୀଷଣ ଗରମ ଯୋଗୁ ସୀମାରେ ନିୟୋଜିତ ବିଏସଏଫ୍ ଅଧିକାରୀ ଓ ଯବାନ ମୃତ
ଅହମ୍ମଦାବାଦ, ୨୦।୭: ଭାରତ ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସୀମାସ୍ଥିତ ଗୁଜରାଟର ହରାମି ନାଲା କ୍ରିକ୍ ଅଞ୍ଚଳରେ ପ୍ରବଳ ଗରମ ଯୋଗୁ ଶନିବାର ସୀମା ସୁରକ୍ଷା ବଳ(ବିଏସ୍ଏଫ୍)ର ଜଣେ ଅଧିକାରୀ ଓ ଜଣେ ଯବାନଙ୍କର ମୃତ୍ୟୁ ଘଟିଛି। ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ବିଶ୍ୱ ଦେଓ ଓ…
ପ୍ରଧାନମନ୍ତ୍ରୀ ହେବା ପାଇଁ ରହିଛି କି ଇଛା ? ସମର୍ଥକଙ୍କୁ ଏପରି ପରାମର୍ଶ ଦେଲେ ଗଡ଼କରୀ
ନୂଆଦିଲ୍ଲୀ, ୨୦ା୭: ବିରୋଧୀ ଦଳର ନେତା ତଥା ଦଳର କର୍ମୀମାନେ ଭାରତୀୟ ଜନତା ପାର୍ଟିରେ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିକଳ୍ପ ଭାବରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀଙ୍କ ନାମ ଅନେକ ଥର ପ୍ରସ୍ତାବ ଦେଇଛନ୍ତି। ବର୍ତ୍ତମାନ ନିତିନ ଗଡ଼କରୀ…

