INS ବ୍ରହ୍ମପୁତ୍ରରେ ଭୟଙ୍କର ନିଆଁ, ଜଣେ ନାବିକ ନିଖୋଜ
ନୂଆଦିଲ୍ଲୀ,୨୨।୭: ଯୁଦ୍ଧ ଜାହାଜ INS ବ୍ରହ୍ମପୁତ୍ରରେ ରବିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା, ଯାହା ପରେ ଏହା ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣା ପରେ ଜଣେ ନାବିକ ନିଖୋଜ ଅଛନ୍ତି । ସୋମବାର (ଜୁଲାଇ ୨୨) ରେ…
ନିଟ ପେପର ଲିକକୁ ନେଇ ରାହୁଲଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର, ଅଖିଳେଶଙ୍କୁ ଦେଖାଇଲେ ଆଇନା
ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର କହିଛନ୍ତି ଯେ ରାହୁଲ ଗାନ୍ଧୀ ଏବଂ ତାଙ୍କ ମେଣ୍ଟ ‘କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି’, ଏବଂ ଉତ୍ତର ପ୍ରଦେଶର ପୂର୍ବ ୟୁନାଇଟେଡ ପ୍ରଗତିଶୀଳ ଆଲାଇନ୍ସ (ୟୁପିଏ) ସରକାର ଏବଂ ଅଖିଳେଶ ଯାଦବଙ୍କ ସରକାରଙ୍କ…
୨୦୩୬ ନୁହେଁ ୧୯୩୬ରେ କେଜରିଓ୍ବାଲ ହେବେ ପ୍ରଧାନମନ୍ତ୍ରୀ: ଏଏପି ଏମପିଙ୍କ ଦାବି
ନୂଆଦିଲ୍ଲୀ,୨୨।୭: ଲୋକ ସଭାରେ ମୌସୁମୀ ଅଧିବେଶନ ସମୟରେ ପଞ୍ଜାବର ଆନନ୍ଦପୁର ସାହିବର ଆମ ଆଦମୀ ପାର୍ଟି ଏମପି ମଲବିନ୍ଦର ସିଂ କଙ୍ଗ କ୍ରୀଡା ସହ ଜଡିତ ପ୍ରସଙ୍ଗ ଉଠାଇଥିଲେ। କ୍ରୀଡା ଜଗତରେ କେଉଁ ନୂତନ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ସେ…
ଦିଲ୍ଲୀରୁ ସିଧାସଳଖ ଆମେରିକା ଉଡିବ ବିମାନ
ନୂଆଦିଲ୍ଲୀ,୨୨।୭: ଏୟାର ଇଣ୍ଡିଆ ସୋମବାର ଘୋଷଣା କରିଛି ଯେ ଏହାର ଫ୍ଲାଗସିପ ଏୟାରବସ ଏ-୩୫୦-୯୦୦ ବିମାନ ଯଥାକ୍ରମେ ନଭେମ୍ବର ୧, ୨୦୨୪ ଏବଂ ଜାନୁୟାରୀ ୨,୨୦୨୫ ରୁ ଦିଲ୍ଲୀ-ନ୍ୟୁୟର୍କ ଏବଂ ଦିଲ୍ଲୀ-ନ୍ୟୁୟର୍କ ମାର୍ଗରେ କାର୍ଯ୍ୟ କରିବ। ଏୟାର ଇଣ୍ଡିଆ ଦାବି କରିଛି…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ୨୧ରୁ ୫୦ ବର୍ଷ ବୟସର ମହିଳାଙ୍କୁ ମଳିବ ପ୍ରତି ମାସରେ ୧୦୦୦
ରାଞ୍ଚି, ୨୨।୦୭: ରାଜ୍ୟରେ ୨୧ ରୁ ୫୦ ବର୍ଷ ବୟସର ୪୦ ଲକ୍ଷ ମହିଳାଙ୍କୁ ପ୍ରତି ମାସରେ ୧ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇଦେବା ଯୋଜନା ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ। ଏନେଇ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସୂଚନା…
ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀଙ୍କୁ ମିଳିଲାନି ଜାମିନ୍, ବଢ଼ିଲା ନ୍ୟାୟିକ ହେପାଜତ ଅବଧି
ନୂଆଦିଲ୍ଲୀ, ୨୨।୦୭: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କୋର୍ଟରୁ ପୁଣିଥରେ ନିରାଶ ହେବାକୁ ପଡ଼ିଛି । ମଦ ଦୁର୍ନୀତି ମାମଲାରେ ଜଡ଼ିତ ସିବିଆଇର ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧିକୁ…
କୃଷକ ସଂଗଠନର ବଡ଼ ଘୋଷଣା, ପୁଣି କରିବେ ଆନ୍ଦୋଳନ
ନୂଆଦିଲ୍ଲୀ, ୨୨।୦୭: ଏମ୍ଏସ୍ପି ଗ୍ୟାରେଣ୍ଟି ଆଇନ୍ ସମେତ ଅନ୍ୟ କେତେକ ଦାବିକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ପୁଣିଥରେ ରାସ୍ତାକୁ ଓହ୍ଲାଇବେ କୃଷକ । ଏନେଇ ରାଜଧାନୀ ଦିଲ୍ଲୀରେ ବଡ଼ ଘୋଷଣା କରିଛନ୍ତି କୃଷକ ସଂଗଠନ । ଦିଲ୍ଲୀର ଏକ କ୍ଲବରେ…
ଖୁସି ଖବର ଦେଲେ ଉପ-ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ, ସିଙ୍ଗାପୁରରୁ…
ଅମରାବତୀ, ୨୨।୦୭: ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନରେ ତେଲୁଗୁ ଅଭିନେତା ତଥା ରାଜନେତା ପୱନ କଲ୍ୟାଣଙ୍କ ଦଳ ଭ କରିଥିବା ବେଳେ ସେ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ରହିଛନ୍ତି । କିନ୍ତୁ ଏବେ ତାଙ୍କ ପତ୍ନୀ ତଥା ରୁଷୀୟ ମଡେଲ…
ସ଼୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଏମିତି ରହିଛି ସର୍ତ୍ତ, ଓଡ଼ିଶାକୁ…
ନୂଆଦିଲ୍ଲୀ, ୨୨।୭: ବିହାରକୁ ସ଼୍ବତନ୍ତ୍ର ରାଜ୍ୟ ମାନ୍ୟତା ନେଇ ଜେଡିୟୁ ନେତା ମାଗିଥିବା ଉତ୍ତରରେ ରାଜ୍ୟ ଅର୍ଥମନ୍ତ୍ରୀ ପଙ୍କଜ ଚୌଧରୀ ଲିଖିତ ଭାବେ ଜଣାଇଛନ୍ତି । ସେ କହିଛନ୍ତି ଯେ ସ଼୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇବାକୁ ହେଲେ ଏଥିପାଇଁ ଉଦ୍ଧିଷ୍ଟ ରାଜ୍ୟକୁ…
ଅପ୍ରାକୃତିକ ଯୌନ ଉତ୍ପୀଡ଼ନ ମାମଲାରେ ସୁରଜ ରେଭନ୍ନାଙ୍କୁ ଆଶ୍ୱସ୍ତି
ନୂଆଦିଲ୍ଲୀ,୨୨।୭: ଜଣେ ପୁରୁଷ ଜେଡିଏସ କର୍ମଚାରୀଙ୍କୁ ଅସ୍ବାଭାବିକ ଯୌନ ନିର୍ଯ୍ୟାତନା ଅଭିଯୋଗରେ ଗିରଫ ହୋଇଥିବା ପାର୍ଟି ଏମଏଲସି ଏବଂ ଜେଡିଏସ ନେତା ଡକ୍ଟର ସୁରଜ ରେଭନ୍ନାଙ୍କୁ ରବିବାର (ଜୁଲାଇ ୨୨)ରେ ମାଜିଷ୍ଟ୍ରେଟ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ଭାରତୀୟ…
ମୁହଁ ମୋଡିଲେ ମୋଦି ସରକାର, ଲାଲୁ ବି ଦାବି କଲେ ଇସ୍ତଫା, ଚିନ୍ତାରେ ନୀତୀଶ!
ପାଟନା,୨୨।୭: ବିହାର ପାଇଁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ସମ୍ଭବ ନୁହେଁ। ମୋଦି ସରକାରଙ୍କ ତରଫରୁ କେନ୍ଦ୍ର ଅର୍ଥ ରାଜ୍ୟମନ୍ତ୍ରୀ ପଙ୍କଜ ଚୌଧୁରୀ ଜେଡିୟୁ ଏମପି ରାମପ୍ରୀତ ମଣ୍ଡଳଙ୍କ ପ୍ରଶ୍ନର ଏହି ଉତ୍ତର ଦେଇଛନ୍ତି। ପଙ୍କଜ ଚୌଧୁରୀ ତାଙ୍କ ଲିଖିତ ଉତ୍ତରରେ…
NEET-UG ବିବାଦରେ ଆଇଆଇଟି ଦିଲ୍ଲୀକୁ ବଡ଼ ନିର୍ଦ୍ଦେଶ ଦେଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ, ୨୨।୦୭: NEET-UG ୨୦୨୪ ପରୀକ୍ଷା ବିବାଦକୁ ନେଇ ସୁପ୍ରିମ୍କୋର୍ଟ ଆଜି ଶୁଣାଣି କରିଛନ୍ତି । ଶୁଣାଣି ସମୟରେ ସୁପ୍ରିମ୍କୋର୍ଟ ଆଇଆଇଟି ଦିଲ୍ଲୀକୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ପରୀକ୍ଷାରେ ଆସିଥିବା ଏକ ପ୍ରଶ୍ନର ଉତ୍ତର ଉପରେ ରାୟ ଦେବା…

