ଜାତୀୟ

ମୁଁ ଜୟା ଅମିତାଭ ବଚ୍ଚନ, ଆପଣଙ୍କୁ ପଚାରୁଛି…ଏମପିଙ୍କ କଥା ଶୁଣି ଠୋ ଠୋ ହୋଇ ହସିଲେ ଧନଖର

ନୂଆଦିଲ୍ଲୀ,୨।୮:ସମାଜବାଦୀ ପାର୍ଟିର ରାଜ୍ୟ ସଭା ଏମପି ଜୟା ବଚ୍ଚନ ଶୁକ୍ରବାର ସଂସଦରେ ଯୋଗ ଦେଇଛନ୍ତି। ତେବେ ଶୁକ୍ରବାର ନିଜ ଅଭିଭାଷଣ ରଖିବା ସମୟରେ ସେ କହଛନ୍ତି, ମୁଁ ଜୟା ଅମିତାଭ ବଚ୍ଚନ, ଆପଣଙ୍କୁ ପଚାରୁଛି.. ଏତିକି କଥା ଶୁଣିବା ମାତ୍ରେ ରାଜ୍ୟ…

ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତ, ଅଷ୍ଟ୍ରେଲିଆକୁ କଲା ଚିତ୍‌ପଟାଙ୍ଗ

ପ୍ୟାରିସ୍‌,୨।୮: ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଟିମ। ଦଳ ଆଜି ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ହରାଇ ଦେଇଛି। ଏଥିସହ ଦୀର୍ଘ ୫୨ ବର୍ଷ ପରେ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ ଅଷ୍ଟ୍ରେଲିଆକୁ…

ଭୂସ୍ଖଳନ ପୀଡିତଙ୍କୁ ଭେଟିବା ପରେ ରାହୁଲ କଲେ ବଡ଼ ଘୋଷଣା, ପୀଡିତଙ୍କ ପାଇଁ…

ଓ୍ବାୟନାଡ,୨।୮:କେରଳର ୱାୟାନାଡରେ ଭୂସ୍ଖଳନ ଘଟଣାରେ ମୃତ୍ୟୁସଂଖ୍ୟା ୩୦୮ରେ ପହଞ୍ଚିଥିବାବେଳେ ଶହ ଶହ ଲୋକ ନିଖୋଜ ଥିବା ସୂଚନା ମିଳିଛି। ଲୋକ ସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୱାୟାନାଡ ଗସ୍ତରେ…

IAS କୋଚିଂ ସେଣ୍ଟର ମୃତ୍ୟୁ ଘଟଣା: ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ,୨।୮: ଦିଲ୍ଲୀ ରାଜେନ୍ଦ୍ର ନଗର ଆଇଏଏସ କୋଚିଂ ସେଣ୍ଟରରେ ତିନି ଜଣ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ ସିବିଆଇ। ଆଜି ଦିଲ୍ଲୀ ହାଇକୋର୍ଟ ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଛନ୍ତି। ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି।…

ମହାଭାରତ କହୁଥିଲେ ପ୍ରଦୀପ ପୁରୋହିତ, ଚିଡିଗଲେ ଓମ ବିର୍ଲା, କହିଦେଲେ ଏମିତି…

ନୂଆଦିଲ୍ଲୀ,୨।୮: ଲୋକ ସଭା ବାଚସ୍ପତି ଓମ ବିର୍ଲା ଶୁକ୍ରବାର ଗୃହ ପରିଚାଳନା ସମୟରେ ଜଣେ ଓଡ଼ିଆ ଭାଜପା ଏମପିଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ହିନ୍ଦୁ ମହାକାବ୍ୟ ମହାଭାରତର କାହାଣୀ ଗୃହରେ ବହୁତ କୁହାଯାଉଛି। ଏଠାରେ ଏସବୁର ଉଦାହରଣ ଦିଅନ୍ତୁ ନାହିଁ।…

ନିଦରେ ଶୋଇଥିଲା ପ୍ରେମିକା, ଗୁଳି କରିଦେଲେ ନିର୍ଦ୍ଦୟ ପ୍ରେମିକ

ପାଟନା, ୦୨।୦୮: ବିହାରର କଟିହାର ଜିଲାରେ ଏକ ବଡ଼ ହତ୍ୟାକାଣ୍ଡ ଘଟିଛି । କୋର୍ଟରେ ସାକ୍ଷୀ ଦେବା ପୂର୍ବରୁ ପ୍ରେମିକାକୁ ଗୁଳିକରି ହତ୍ୟା କରିଛି ନିର୍ଦ୍ଦୟ ପ୍ରେମିକ । କଟିହାର ଥାନା ଅଞ୍ଚଳରେ ଏହା ଘଟିଛି । କୁହାଯାଉଛି ଯେ, ମୃତ…

ଇଲେକ୍ଟୋରାଲ ବଣ୍ଡ୍‌ ଘୋଟାଲାରେ ଏସ୍‌ଆଇଟି ଯାଞ୍ଚର କୌଣସି ଆବଶ୍ୟକତା ନାହିଁ: ସୁପ୍ରିମକୋର୍ଟ୍‌

ନୂଆଦିଲ୍ଲୀ,୨ା୮: ଶୁକ୍ରବାର ସୁପ୍ରିମକୋର୍ଟ ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ କର୍ପୋରେଟ କମ୍ପାନୀଗୁଡ଼ିକରୁ ରାଜନୈତିକ ଦଳଗୁଡ଼ିକ ଗ୍ରହଣ କରିଥିବା ଚାନ୍ଦା ଉପରେ ‘ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ’ (ଏସ୍‌ଆଇଟି) ଅନୁସନ୍ଧାନ ପାଇଁ ଏକ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ବର୍ତ୍ତମାନ ଏହି ଅଭିଯୋଗ…

ରାହୁଲ ଗାନ୍ଧୀଙ୍କ ଉପରେ ହୋଇପାରେ ଆକ୍ରମଣ, ରଚାଯାଉଛି ଷଡଯନ୍ତ୍ର, ସଞ୍ଜୟ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨।୮: ଶିବସେନା ଏମ୍‌ପି ସଞ୍ଜୟ ରାଉତ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିବାବେଳେ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, କଂଗ୍ରେସ ଏମ୍‌ପି ତଥା ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ କରାଯାଇପାରେ। ରାଉତ କହିଛନ୍ତି, ରାହୁଲ ଗାନ୍ଧୀ ଏବଂ…

ଓଓ୍ବାଇସିଙ୍କୁ ପ୍ରଶଂସା କଲେ ଧର୍ମେନ୍ଦ୍ର ପ୍ରଧାନ: କହିଦେଲେ ଏମିତି…

ନୂଆଦିଲ୍ଲୀ,୨।୮: ସାଧାରଣତଃ ସଂସଦରେ ବିଚାରଧାରର ଲଢେଇ ବହୁତ ଦେଖାଯାଏ। କିନ୍ତୁ ନିକଟରେ ଲୋକ ସଭାରେ ସମ୍ପୂର୍ଣ୍ଣ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଭାଜପା ଏମ୍‌ପି ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅସଦୁଦ୍ଦିନ ଓୱାଇସିଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା।…

ବଡ଼ ଘୋଷଣା କଲା ଏୟାର ଇଣ୍ଡିଆ, ଅଗଷ୍ଟ ୮ ପର୍ଯ୍ୟନ୍ତ ଏହି ସହରକୁ ଉଡ଼ିବନି ଫ୍ଲାଇଟ୍‌

ନୂଆଦିଲ୍ଲୀ, ୦୨।୦୮: ଟାଟା ଗ୍ରୁପ୍‌ର ଏୟାର ଲାଇନ୍‌ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି । ଏୟାର ଇଣ୍ଡିଆ ଶୁକ୍ରବାର ଏହାର ଅଫିସିଆଲ୍‌ ଏକ୍ସ ଆକାଉଣ୍ଟ ମଧ୍ୟମରେ ମଧ୍ୟ ପ୍ରାଚ୍ୟରେ ଜାରି ରହିଥିବା ସଙ୍କଟକୁ ନେଇ…

ବଡ଼ ଘୋଷଣା କଲେ ବିକାଶ ଦିବ୍ୟକୀର୍ତ୍ତି, ପ୍ରତ୍ୟେକଙ୍କୁ ଦେବେ ୧୦ ଲକ୍ଷ

ନୂଆଦିଲ୍ଲୀ, ୦୨।୦୮: ଦୃଷ୍ଟି କୋଚିଂ ସେଣ୍ଟରର ସଂସ୍ଥାପକ ବିକାଶ ଦିବ୍ୟକୀର୍ତ୍ତି ନିକଟରେ ହୋଇଥିବା ଦୁର୍ଘଟଣାକୁ ନେଇ ବଡ଼ ଘୋଷଣା କରିଛନ୍ତି । ୪ ମୃତ ୟୁପିଏସ୍‌ସି ପରୀକ୍ଷାର୍ଥୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ସେ ଘୋଷଣା କରିଛନ୍ତି…

କିଏ ହେବେ ଭାଜପାର ପରବର୍ତ୍ତୀ ଅଧ୍ୟକ୍ଷ? ଏହି ୪ ନେତା ଅଛନ୍ତି ରେସ୍‌ରେ…

ନୂଆଦିଲ୍ଲୀ,୨।୮: ଦେଶର ଶାସକ ଦଳ ଭାଜପାର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ ସେନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ଭାଜପାର ଅନେକ ବଡ ନେତା ଅଛନ୍ତି ଏହି ପଦବୀ ରେସ୍‌ରେ ଅଛନ୍ତି ବୋଲି କୁହାଯାଉଛି। ଏଥିମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ, ଭୁପେନ୍ଦ୍ର ଯାଦବ, ବିନୋଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?