ଜାତୀୟ

୫ କେଜି ଆଳୁ ଲାଞ୍ଚ ନେଇ ପୋଲିସ ଅଧିକାରୀ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୧୦ା୮: ଓଡ଼ିଶାରେ ଏବେ ଆଳୁ ଦାମ୍ ଦେଖି ଲୋକେ ଆଳୁ ଖାଇବା ଛାଡିଦେଲା ଭଳି ସ୍ଥିତି ଉପୁଜିଛି। ଏହାରି ମଧ୍ୟରେ ଏକ ଖବର ଆସିଛି ଯେ ଜଣେ ପୋଲିସ ଅଧିକାରୀ ୫ କେଜି ଆଳୁ ଲାଞ୍ଚ ମାଗି ସସ୍‌ପେଣ୍ଡ ହୋଇଛନ୍ତି। ସୂଚନା…

ଭାରତରେ ହେବାକୁ ଯାଉଛି ବଡ଼ ଘଟଣା! ସତର୍କ କଲା ହିଣ୍ଡେନବର୍ଗ, ଛାନିଆରେ ଆଦାନୀ

ନୂଆଦିଲ୍ଲୀ,୧୦।୮: ଖୁବ୍‌ଶୀଘ୍ର ଭାରତରେ ଘଟିବାକୁ ଯାଉଛି କିଛି ବଡ଼ ଘଟଣା! ଏନେଇ ଶନିବାର ସକାଳୁ ସକାଳୁ ସତର୍କ କରାଇଛି ଆମେରିକାର କ୍ଷୁଦ୍ର ବିକ୍ରେତା ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ। ତେବେ ସତର୍କବାଣୀ ଶୁଣି ବିଶେଷକରି ଦେଶର ଦ୍ୱିତୀୟ ଧନୀ ବ୍ୟକ୍ତି ତଥା ଆଦାନୀ…

ଉପନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ମାୟାବତୀ

ଲକ୍ଷ୍ନୌ,୧୦ା୮: ବିଏସ୍‌ପି ସୁପ୍ରିମୋ ମାୟାବତୀ ମଧ୍ୟ ଉତ୍ତରପ୍ରଦେଶର ୧୦ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛନ୍ତି। ୟୁପି ଉପ-ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ଆସନ୍ତାକାଲି ଅର୍ଥାତ୍‌ ରବିବାର ପୂର୍ବାହ୍ନ ୧୧ଟାରେ ମାୟାବତୀ ଏକ ବୈଠକ ଡାକିଛନ୍ତି। ୟୁପିରେ ହେବାକୁ…

ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା, ମମତା ବାନାର୍ଜୀ କହିଲେ ଫାଶୀକୁ ପଛେ ମାଫ୍‌ କରାଯିବ ମାତ୍ର…

କୋଲକାତା,୧୦ା୮: କୋଲକାତାର ସରକାରୀ ଆରଜି କର ମେଡିକାଲ କଲେଜ ଡାକ୍ତରଖାନାରୁ ଜଣେ ମହିଳା ପ୍ରଶିକ୍ଷକ ଡାକ୍ତରଙ୍କ ମୃତଦେହ ମିଳିଥିଲା। ତେବେ ତାଙ୍କ ଶରୀରରେ ଥିବା କ୍ଷତିଚିହ୍ନ ଦେଖିଲେ ତାଙ୍କୁ ହତ୍ୟା ପୂର୍ବରୁ ବଳାତ୍କାର କରାଯାଇଥିବା ସ୍ପଷ୍ଟ ହୋଇଛି। ଏନେଇ ପୋଲିସ ଏକ…

ମହାଭିଯୋଗ ଓ ଅବିଶ୍ୱାସ ପ୍ରସ୍ତାବ ମଧ୍ୟରେ କ’ଣ ରହିଛି ପ୍ରାର୍ଥକ୍ୟ? କାହାକୁ ବିରୋଧ କରି ହୋଇଥାଏ ଭୋଟ୍‌

ନୂଆଦିଲ୍ଲୀ,୧୦।୮: ସଂସଦର ଚଳିତ ମୌସୁମୀ ଅଧିବେଶନର ଶେଷ ଦିବସରେ ହଙ୍ଗାମା ଯୋଗୁ ଗୃହ ଅଚଳ ହୋଇ ପଡିଥିଲା। ଶେଷ ଦିବସରେ ଆଜି ରାଜ୍ୟ ସଭାରେ ସମାଜବାଦୀ ପାର୍ଟି ଏମପି ଜୟା ବଚ୍ଚନ ଓ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କ ମଧ୍ୟରେ…

ୟୁନିଟ-୧ ମାର୍କେଟରେ ବଡ଼ ଧରଣର ଚଢ଼ାଉ: ଧାର୍ଯ୍ୟ ଦାମ୍‌ରେ ଆଳୁ ବିକିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୧୦।୮: ଆଳୁ ଦରକୁ ଦୃଷ୍ଟିରେ ରଖି ଶନିବାର ଯୋଗାଣ ବିଭାଗର ପକ୍ଷରୁ ଭୁବନେଶ୍ୱର ୟୁନିଟ-୧ ମାର୍କେଟରେ ଚଢ଼ାଉ କରାଯାଇଛି। ଚଢାଉ ବେଳେ ଅଧିକାରୀମାନେ ସରକାର ଧାର୍ଯ୍ୟ କରିଥିବା ଦାମ୍‌ରେ ଆଳୁ ବିକିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଆଳୁ କିଲୋ ପିଛା…

ଆକାଶ ମାର୍ଗରୁ ୱାୟନାଡର ସ୍ଥିତି ପରଖିଲେ ପ୍ରଧାନମନ୍ତ୍ରୀ ମୋଦି

ୱାୟନାଡ,୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କେରଳରେ ପହଞ୍ଚି ଆକାଶମାର୍ଗରୁ ୱାୟନାଡରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟର ଚିତ୍ର ଦେଖିଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ମୋଦି ଭୂସ୍ଖଳନର ଉତ୍ପତିସ୍ଥଳ ଦେଖିବା ସହ ୱାୟନାଡର ସ୍ଥିତି ପରଖିଛନ୍ତି। ଯେଉଁ ଇରୁଭାଝିଞ୍ଜି ପୂଝା ନଦୀରେ ଅଧିକ ପାଣି…

ହରମନପ୍ରୀତଙ୍କୁ ମୋଦି କାହିଁକି ଡାକିଲେ ସରପଞ୍ଚ ସାହେବ, ଜାଣନ୍ତୁ କୋଟିପତି ହକି ତାରକାଙ୍କ ନାଁର ରହସ୍ୟ

ନୂଆଦିଲ୍ଲୀ,୧୦।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ହକି ମ୍ୟାଚରେ ସ୍ପେନକୁ ପରାସ୍ତ କରି ଭାରତ ବ୍ରୋଞ୍ଜ ପଦକ ଜିତିଛି। ଏହି ବିଜୟରେ କ୍ୟାପଟେନ ହରମନପ୍ରୀତ ସିଂ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେ ପ୍ରଥମ ଦୁଇଟି ଗୋଲ ସ୍କୋର କରି ଦଳକୁ…

ଓ୍ବାୟନାଡରେ ଏବେ ମାଟିତଳୁ ଆସୁଛି ରହସ୍ୟମୟ ଶବ୍ଦ

ଓ୍ବାୟନାଡ,୧୦।୮: ଶୁକ୍ରବାର ସକାଳେ କେରଳର ଭୂସ୍ଖଳନ ପ୍ରଭାବିତ ୱାୟନାଡ ଜିଲାର ବିଭିନ୍ନ ସ୍ଥାନରେ ଭୂତଳରୁ ରହସ୍ୟମୟ ଶବ୍ଦ ଶୁଣିବାକୁ ମିଳିଥିଲା। ଅଧିକାରୀ କହିଛନ୍ତି ଯେ ଅମ୍ବାଲାଭାୟାଲ ଗ୍ରାମ ଏବଂ ଭିଥିରୀ ତାଲୁକର କିଛି ଅଞ୍ଚଳରେ ଏକ ଉଚ୍ଚ ଶବ୍ଦ ଶୁଣାଗଲା। ପଞ୍ଚାୟତ…

ଧନକରଙ୍କୁ ହଟାଇବାକୁ ବିରୋଧୀଙ୍କ ରଣନୀତି, ସମର୍ଥନ କରିବ ବିଜେଡି!

ନୂଆଦିଲ୍ଲୀ,୧୦।୮: କ’ଣ ରାଜ୍ୟ ସଭା ସଭାପତି ଜଗଦୀପ ଧନକରଙ୍କୁ ହଟାଯାଇପାରିବ? ଯଦି ହଁ ତେବେ କିପରି? ରାଜ୍ୟ ସଭାରେ ହେଉଥିବା ରାଜନୈତିକ ଅସ୍ଥିରତା ଏବଂ ବିରୋଧୀଙ୍କ ମହାଭିଯୋଗ ପ୍ରସ୍ତାବ ଆଣିବା ନେଇ ଆଲୋଚନା ମଧ୍ୟରେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଠିଛି।…

ମରୁଭୂମିରେ ବର୍ଷାର ତାଣ୍ଡବ, ୨୪ ଘଣ୍ଟାରେ ୧୨ ଜଣଙ୍କ ମୃତ୍ୟୁ

ଜୟପୁର,୧୦।୮: ରାଜସ୍ଥାନରେ ଲାଗି ରହିଥିବା ପ୍ରବଳ ବର୍ଷା ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ମରୁଭୂମି ଅଞ୍ଚଳରେ ପ୍ରବାହିତ ଲୁଣି ନଦୀରେ ତିନିଜଣ ସାଙ୍ଗଙ୍କର ମୃତ୍ୟୁ ଘଟିଛି। ଭରତପୁରରେ ପ୍ରବଳ ବର୍ଷା ହେତୁ ଏକ ଘର ଭୁଶୁଡି ପଡିଛି। ଏହି କାରଣରୁ,…

ଏମ୍ସରେ ଭର୍ତ୍ତି ହେଲେ ଆଶାରାମ ବାପୁ

ଯୋଧପୁର,୧୦।୮: ଯୌନ ଉତ୍ପୀଡ଼ନ ମାମଲାରେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଯୋଧପୁର ସେଣ୍ଟ୍ରାଲ ଜେଲରେ ଦଣ୍ଡ ଭୋଗୁଥିବା ଆସାରାମଙ୍କ ସ୍ବାସ୍ଥ୍ୟ ପୁଣି ଥରେ ଖରାପ ହୋଇଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଆସାରାମଙ୍କୁ ପରୀକ୍ଷା ପାଇଁ ଏମ୍ସକୁ ଅଣାଯାଇଥିଲା। ଡାକ୍ତରୀ ଯାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?