ଜାତୀୟ

୧୯ରେ ସିୟୁଇଟି-ୟୁଜି ପୁନଃପରୀକ୍ଷା

ନୂଆଦିଲ୍ଲୀ,୧୬ା୭: ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ୧,୦୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ପାଇଁ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡରଗ୍ରାଜୁଏଟ୍‌ (ସିୟୁଇଟି-ୟୁଜି) ପରୀକ୍ଷା ୧୯ରେ ପୁଣିଥରେ କରାଇବାକୁ ଘୋଷଣା କରିଛି। ଏହି ଛାତ୍ରୀଛାତ୍ର ପରୀକ୍ଷା ପରିଚାଳନାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ…

ଭୋଜଶାଳାରୁ ମିଳିଛି ୯୪ ଭଗ୍ନ ମୂର୍ତ୍ତି

ଇନ୍ଦୋର/ନୂଆଦିଲ୍ଲୀ,୧୬ା୭: ମଧ୍ୟପ୍ରଦେଶର ବିବାଦୀୟ ଭୋଜଶାଳା-କମଲ-ମୌଲା ମସ୍‌ଜିଦ କମ୍ପ୍ଲେକ୍ସ ଉପରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ସୋମବାର ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ୍‌ରେ ୨,୦୦୦ ପୃଷ୍ଠାର ବିଜ୍ଞାନସମ୍ମତ ସର୍ଭେ ରିପୋର୍ଟ ଦାଖଲ କରିଛି। ଉକ୍ତ ସ୍ଥାନରୁ ୯୪ରୁ ଊର୍ଦ୍ଧ୍ୱ ମୂର୍ତ୍ତି ମିଳିଥିବା…

ସଗାରେଟ୍‌ ଟାଣୁଥିବା ଏହି ଫଟୋ କ’ଣ ସୋନିଆ ଗାନ୍ଧୀଙ୍କର? ଜାଣନ୍ତୁ ଫଟୋ ପଛର ସତ୍ୟତା

ନୂଆଦିଲ୍ଲୀ,୧୫।୭: କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ସିଗାରେଟ ଧରିଥିବା ଫଟୋ ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରାଲ ହେବାରେ ଲାଗିଛି। ୟୁଜର୍ସମାନେ ଦାବି କରୁଛନ୍ତି ଯେ, ଏହା ସୋନିଆ ଗାନ୍ଧୀଙ୍କ ଏକ ପୁରୁଣା ଫଟୋ। ଏକ୍ସରେ ଭଗବା କ୍ରାନ୍ତି ନାମକ ଜଣେ…

ଲେବଲ କ୍ରସିଂରେ କାର୍‌କୁ ଧକ୍କା ଦେଲା ଟ୍ରେନ୍‌

କୋଲକାତା,୧୫।୭: ପଶ୍ଚିମବଙ୍ଗ ଖରଦାହ ଏକ ଲେବଲ କ୍ରସିଂରେ ଏକ ଛାତିଥରା ଘଟଣା ଘଟିଛି। ଏକ କାର୍‌ ଲେବଲ କ୍ରସିଂ ଅତିକ୍ରମ କରି ଟ୍ରାକ ପାଖରେ ଛିଡ଼ା ହୋଇଥିଲା। ସେତିକିବେଳେ ଏକ ଟ୍ରେନ କାର୍‌କୁ ଧକ୍କା ଦେଇଥିଲା। ଫଳରେ କାର୍‌ଟି କିଛି ବାଟ…

ଟ୍ରମ୍ପଙ୍କ ଜୀବନ ବଞ୍ଚାଇଛନ୍ତି ଭଗବାନ ଜଗନ୍ନାଥ: ଜାଣନ୍ତୁ ଏମିତି କାହିଁକି କହିଲେ ଇସ୍କନ ଭକ୍ତ

କୋଲକାତା,୧୫।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ସାରା ବିଶ୍ୱରେ ଆଲୋଚନା ଚାଲିଛି। କେତେକ ଟ୍ରମ୍ପଙ୍କ ସୁରକ୍ଷା ସହ ଜଡିତ କର୍ମଚାରୀଙ୍କ ଉପରେ ପ୍ରଶ୍ନ ଉଠାଉଥିବା ବେଳେ ଅନ୍ୟମାନେ ଆକ୍ରମଣକାରୀଙ୍କ ବୟସ ବିଷୟରେ କହୁଛନ୍ତି। ଏହି…

କେଦାରନାଥରୁ ୨୨୫ କିଲୋ ସୁନା ଚୋରି: ଶଙ୍କରାଚାର୍ଯ୍ୟ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ,୧୫।୭: ଦିଲ୍ଲୀର ବୁରାରୀରେ କେଦାରନାଥ ମନ୍ଦିର ନିର୍ମାଣକୁ ନେଇ ଦେଶର ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବର୍ତ୍ତମାନ ଜ୍ୟୋର୍ତିମଠଙ୍କ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ଏ ସମ୍ପର୍କରେ ଏକ ବଡ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, କେଦାରନାଥରେ ଏକ ସୁନା ଘୋଟାଲା…

ସିଏଏକୁ ନେଇ ଚେତାବନୀ ଦେଲେ ଆସାମ ମୁଖ୍ୟମନ୍ତ୍ରୀ

ଗୁଆହାଟୀ,୧୫।୭:ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ସରମା ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନିୟମ ନୋଟିସ ହେବାର ଚାରି ମାସ ପରେ ରାଜ୍ୟରେ ନାଗରିକତ୍ୱ ସଂଶୋଧନ ଅଧିନିୟମ ଅନୁଯାୟୀ, କେବଳ ଆଠ ଜଣ ନାଗରିକତ୍ୱ…

ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୫।୭: ଜୁଲାଇ ୨୨ରୁ ବଜେଟ ଅଧିବେଶନ ଆରମ୍ଭ ହେଉଛି। ଏହାର ଗୋଟିଏ ଦିନ ପରେ ଅର୍ଥାତ୍‌ ଜୁଲାଇ ୨୩ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସାଧାରଣ ବଜେଟ ଉପସ୍ଥାପନ କରିବେ। ମୋଦି ୩.୦ର ଏହି ପ୍ରଥମ ବଜେଟକୁ ଜନସାଧାରଣ ଅପେକ୍ଷା କରିଛନ୍ତି।…

ନିର୍ବାଚନ ପରାଜୟ ପରେ ସଂଗଠନ ବନାମ ସରକାର? ଯୋଗୀ କହିଲେ-‘ଅତ୍ୟଧିକ ବିଶ୍ୱାସ ସାଜିଲା ପରାଜୟର କାରଣ’

ନୂଆଦିଲ୍ଲୀ,୧୫।୭: ଲୋକସଭା ନିର୍ବାଚନ ପରେ ଭାରତୀୟ ଜନତା ପାର୍ଟି ନିର୍ବାଚନ ଫଳାଫଳ ସମୀକ୍ଷା କରିବାରେ ବ୍ୟସ୍ତ ଅଛି। ରବିବାର ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳ ସମୀକ୍ଷା କରିବାର ପର୍ଯ୍ୟାୟ ଥିଲା। ରାଜଧାନୀ ଲକ୍ଷ୍ନୌରେ ୟୁପି ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା…

ଭାଜପାକୁ ପାନେ ଦେବେ ନୀତୀଶ କୁମାର! ଭିତିରିଆ ଚାଲିଛି ପ୍ଲାନିଂ

ପାଟନା,୧୫।୭: ଚଳିତ ବର୍ଷ ଶେଷ ସୁଦ୍ଧା ଝାଡଖଣ୍ଡ ବିଧାନସଭା ନିର୍ବାଚନ ୨୦୨୪ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି କରୁଥିବା ଭାରତୀୟ ଜନତନ୍ତ୍ର ମୋର୍ଚ୍ଚା (ବିଜେଏମ୍‌) ମୁଖ୍ୟ ତଥା ପୂର୍ବତନ ଭାଜପା ନେତା ସରୟୁ ରାୟ କହିଛନ୍ତି, ସେ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ…

ନିଟ୍‌ ପେପର ଲିକ୍‌ ମାମଲା: ହାଇକୋର୍ଟରେ ବିଚାରାଧୀନ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ,୧୫ା୭: ନିଟ୍‌ ପେପର ଲିକ୍‌ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବା ଆବେଦନକୁ ହସ୍ତାନ୍ତର କରିବା ଆବେଦନ ଉପରେ ସୁପ୍ରିମକୋର୍ଟ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଯେଉଁମାନେ ହାଇକୋର୍ଟରେ ଏହି ପ୍ରସଙ୍ଗରେ ଆବେଦନ କରିଥିଲେ ସେମାନଙ୍କୁ ସୁପ୍ରିମକୋର୍ଟ ଏକ ନୋଟିସ୍‌ ଜାରି କରିଛନ୍ତି।…

ବିଏସ୍‌ଏନ୍‌ଏଲ୍‌ ଆଣିଲା ସବୁଠୁ ଶସ୍ତା ପ୍ଲାନ୍‌: ମାତ୍ର ଏତିକି ଟଙ୍କା ରିଚାର୍ଜ କଲେ ବର୍ଷେ ଯାଏ ସବୁକିଛି ମାଗଣା…

ନୂଆଦିଲ୍ଲୀ,୧୫।୭: ଘରୋଇ ଟେଲିକମ କମ୍ପାନୀଗୁଡିକ ନିକଟରେ ସେମାନଙ୍କର ରିଚାର୍ଜ ପ୍ଲାନ୍‌ଗୁଡ଼ିକୁ ୫ ପ୍ରତିଶତ ମହଙ୍ଗା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଲୋକମାନେ ବିଏସ୍‌ଏନ୍‌ଏଲ୍‌କୁ ମନେ ପକାଇଛନ୍ତି। ବେସରକାରୀ କମ୍ପାନୀଗୁଡିକର ଯୋଜନା ମହଙ୍ଗା ହେବା ପରେ ବିଏସଏନଏଲ ମଧ୍ୟ ଜାଗ୍ରତ ହୋଇଛି। ବିଏସଏନଏଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri