ଭିନେଶ ଫୋଗଟଙ୍କୁ ନେଇ ଆସିଲା ବଡ଼ ଅପଡେଟ୍
ନୂଆଦିଲ୍ଲୀ,୧୩।୮: ରେସଲର୍ ଭିନେଶ ଫୋଗଟଙ୍କୁ ନେଇ ବଡ଼ ଅପଡେଟ୍ ଆସିଛି। ସେ ଆବେଦନ କରିଥିବା ମାମଲାର ଶୁଣାଣି ପୁଣିଥରେ ଘୁଞ୍ଚି ଯାଇଛି। ଅଗଷ୍ଟ ୧୬ରେ ଏନେଇ ଶୁଣାଣି ହେବ ବୋଲି ସୂଚନା ମିଳିଛି। ଭିନେଶ ଫୋଗଟ ମାମଲାରେ କୋର୍ଟ ଅଫ ଆର୍ବିଟ୍ରେସନ…
ଭୁଲଭୁଲେୟା କମେଡିଆନଙ୍କ ଘର ସିଜ୍! ଜବତ ହେଲା କୋଟି କୋଟି ଟଙ୍କା
ନୂଆଦିଲ୍ଲୀ,୧୩।୮: କମେଡି ବାଦଶାହ ରାଜପାଲଙ୍କ ଘରେ ହୋଇଛି ଚଢାଉ। ତାଙ୍କର କୋଟିକୋଟି ସମ୍ପତ୍ତି ଜବତ କରାଯାଇଛି। ତାଙ୍କର ସମସ୍ତ ସମ୍ପତ୍ତି ଜବତ କରିବା ସହ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍ କରାଯାଇଛି। କମେଡିଆନ ରାଜପାଲ ୟାଦବ ୨୦୧୨ରେ ଅତା ପତା ଲାପତା…
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହିଂସାକୁ ନେଇ ମୋଦିଙ୍କୁ ଟାର୍ଗେଟ କଲେ ବରିଷ୍ଠ ଭାଜପା ନେତା, କହିଲେ ମୁଖିଆ ପରିବର୍ତ୍ତନ କରୁ ପାର୍ଟି
ନୂଆଦିଲ୍ଲୀ,୧୩।୮:ବାଂଲାଦେଶରେ ଅଶାନ୍ତିର ବାତାବରଣ ମଧ୍ୟରେ ମନ୍ଦିର ଏବଂ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଇ ଆକ୍ରମଣ କରାଯାଉଛି। ଏହାକୁ ନେଇ ଅର୍ଥନୀତିଜ୍ଞ ତଥା ଭାଜପାର ବରିଷ୍ଠ ନେତା ସୁବ୍ରମଣ୍ୟମସ୍ବାମୀ ବାଂଲାଦେଶକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସୁବ୍ରମଣ୍ୟମ ପ୍ରଶ୍ନ ଉଠାଇଛନ୍ତି ଯେ, ବାଂଲାଦେଶରେ…
ମୋର ଭୁଲ ହୋଇ ଯାଇଛି…ନିଜର କେଉଁ ନିଷ୍ପତ୍ତିକୁ ନେଇ ସର୍ବସମ୍ମୁଖରେ ଅନୁତାପ କଲେ ଅଜିତ ପାଓ୍ବାର, କ୍ଷମା ମାଗି କହିଲେ…
ମୁମ୍ବାଇ,୧୩।୮: ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏକ ଜନ ସମ୍ମାନ ଯାତ୍ରାରେ ସର୍ବସମ୍ମୁଖରେ ଭୁଲ୍ ମାଗିଛନ୍ତି। ସଭାରେ ସେ କହିଛନ୍ତି, ମୋର ଭୁଲ୍ ହୋଇଯାଇଛି। ମୋର ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ ଥିଲା। ଡେପୁଟି ସିଏମ ଅଜିତ ପାୱାର ବର୍ତ୍ତମାନ…
ଟ୍ରେନି ଡାକ୍ତର ବଳତ୍କାର ଏବଂ ହତ୍ୟା ଘଟଣା, ବଡ଼ ନିଷ୍ପତ୍ତି ଶୁଣାଇଲେ ହାଇକୋର୍ଟ
କୋଲକାତା, ୧୩।୦୮: ପଶ୍ଚିମବଙ୍ଗର ରାଜଧାନୀରେ ଘଟିଥିବା ଟ୍ରେନି ମହିଳା ଡାକ୍ତରଙ୍କୁ ବଳତ୍କାର ଏବଂ ହତ୍ୟା ଘଟଣାରେ କୋଲକାତା ହାଇକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ଏହି ମାମଲାରେ ସିବିଆଇକୁ ତଦନ୍ତ ଭାର ଦେବାକୁ କହିଛନ୍ତି । ମୁଖ୍ୟ ବିଚାରପତି ଟିଏସ୍…
କୋଲକାତାରେ ଘଟିଛି ନିର୍ଭୟା-୨ କାଣ୍ଡ: ପଶ୍ଚିମବଙ୍ଗ ସରକାରଙ୍କୁ ଘେରିଲା ଭାଜପା
କୋଲକାତା,୧୩।୮: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଭାଜପା ଟାର୍ଗେଟ କରିଛି। ଦଳ ଏହି ଘଟଣାକୁ ଦିଲ୍ଲୀର ନିର୍ଭୟା ଘଟଣା ସହିତ ତୁଳନା କରି ଏହାକୁ ନିର୍ଭୟା-୨ ବୋଲି କହିଛି। ଏହି…
ଉନ୍ନାଓ,କଠୁଆରେ ବଳାତ୍କାରୀଙ୍କ ସହ ଥିଲା ଭାଜପା: ପଓ୍ବନ ଖେଡା
ନୂଆଦିଲ୍ଲୀ,୧୩।୮: କୋଲକାତାରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାର ଆଲୋଚନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କଂଗ୍ରେସ ମୁଖପାତ୍ର ପୱନ ଖେଡା ଏହି ପ୍ରସଙ୍ଗରେ ଭାଜପା ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି। କଂଗ୍ରେସ ମୁଖପାତ୍ର ପୱନ ଖେଡା ଆଇଏଏନଏସ…
ଅଗଷ୍ଟ ୧୫ରେ ବନ୍ଦରହିବ ଏହି ସବୁ ରାସ୍ତା, ବଦଳିଲା ବସ୍ର ରୁଟ୍
ନୂଆଦିଲ୍ଲୀ, ୧୩।୦୮: ଦେଶର ରାଜଧାନୀରେ ସ଼୍ବାଧୀନତା ଦିବସ ପାଇଁ ଲାଲ୍କିଲ୍ଲାରେ ଆୟୋଜିତ ହେବାକୁ ଥିବା ପତାକା ଉତ୍ତୋଳନ କାର୍ଯ୍ୟକ୍ରମ କାରଣରୁ ବିଭିନ୍ନ ରାସ୍ତା ବନ୍ଦ କରିଦିଆଯିବ । ଦିଲ୍ଲୀ ଟ୍ରାଫିକ୍ ପୋଲିସ୍ ଏନେଇ ଆଡ୍ଭାଇଜାରି ଜାରି କରିଛି । ଏହି ଆଡ୍ଭାଇଜାରିରେ…
ରୁଷିଆ ସହ ମିଶି ଚାଇନା-ପାକିସ୍ତାନର ନିଦ ହଜାଇଲା ଭାରତ
ନୂଆଦିଲ୍ଲୀ/ମସ୍କୋ,୧୩।୮: ଭାରତ ପୁଣି ଥରେ ଏପରି କିଛି କରିଛି ଯାହା ପଡୋଶୀ ଦେଶ ଚାଇନା ଏବଂ ପାକିସ୍ତାନର ନିଦ ହଜାଇଦେଇଛି। ଗତ ବର୍ଷ ଆଣବିକ ଶକ୍ତି ସମ୍ବନ୍ଧରେ ଭାରତ ଏବଂ ରୁଷିଆ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ସମାନ ଚୁକ୍ତି…
କେଜରିଓ୍ବାଲଙ୍କ ସ୍ଥାନରେ ପତାକା ଉତ୍ତୋଳନ କରି ପାରିବେନି ଅତିଶୀ
ନୂଆଦିଲ୍ଲୀ,୧୩।୮: ସ୍ବାଧୀନତା ଦିବସ (୧୫ଅଗଷ୍ଟ)ରେ ଜାତୀୟ ପତାକା ଉଡାଇବା ପ୍ରସଙ୍ଗ ଆମ ଆଦମୀ ପାର୍ଟି ସରକାର ଏବଂ ରାଜ ନିୱାସଙ୍କ ମଧ୍ୟରେ ଏକ ନୂଆ ବିବାଦର କାରଣ ପାଲଟିଛି। ସ୍ବାଧୀନତା ଦିବସରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସ୍ଥାନରେ ଛତ୍ରସାଲ ଷ୍ଟାଡିୟମରେ…
ପୋଲିସ୍ କନଷ୍ଟେବଳଙ୍କ ସମେତ କ଼୍ବାର୍ଟରରୁ ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ୫ ମୃତଦେହ
ଭାଗଲପୁର, ୧୩।୦୮: ଭାଗଲପୁର ପୋଲିସ୍ ଲାଇନ୍ର ଏକ କ଼୍ବାର୍ଟରରୁ ୫ ଟି ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି । ଯାହାକୁ ନେଇ ଆଖପାଖରେ ଭୟର ବାତାବରଣ ଖେଳି ଯାଇଛି । କ଼୍ବାର୍ଟରରୁ ଜଣେ ମହିଳା ପୋଲିସ୍ଙ୍କ ସମେତ ତାଙ୍କ ପରିବାରର…
ସିସୋଡିଆ ଚାହିଁଲେ ବି ହୋଇ ପାରିବେନି ମନ୍ତ୍ରୀ ଅବା ମୁଖ୍ୟମନ୍ତ୍ରୀ, ଅସଲ କାରଣ କେଜରିଓ୍ବାଲ
ନୂଆଦିଲ୍ଲୀ,୧୩।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ଜେଲରେ ଥିବା ସହକର୍ମୀ ମନୀଷ ସିସୋଡିଆଙ୍କୁ ମନ୍ତ୍ରୀ କିମ୍ବା ଉପମୁଖ୍ୟମନ୍ତ୍ରୀ କରିପାରିବେ ନାହିଁ। ହଁ, ଯଦି ସେ ଚାହାଁନ୍ତି, ସେ ମନୀଷଙ୍କୁ ମୁଖ୍ୟମନ୍ତ୍ରୀ କରିପାରିବେ। ଆମ ଆଦମୀ ପାର୍ଟିରେ ଅରବିନ୍ଦଙ୍କ ପରେ ମନୀଷଙ୍କ…

