ଜାତୀୟ

ମହିଳା ହୋଇ ବି ଆନ୍ଦୋଳନକୁ ଡରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ: ଅଧିର ରଞ୍ଜନ

ବହରାମପୁର,୧୫।୮: ପଶ୍ଚିମବଙ୍ଗ କଂଗ୍ରେସ ନେତା ତଥା ପୂର୍ବତନ ଏମପି ଅଧିର ରଂଜନ ଚୌଧୁରୀ ଗୁରୁବାର ରାଜ୍ୟର ମମତା ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମହିଳା ହୋଇଥିଲେ ମଧ୍ୟ ମହିଳା ଆନ୍ଦୋଳନକୁ ଭୟ କରୁଛନ୍ତି। କୋଲକାତାର ଆରଜି…

କୋଲକାତା ବଳାତ୍କାର-ହତ୍ୟା ମାମଲାକୁ ନେଇ ମମତାଙ୍କୁ ଚିଠି ଲେଖିଲେ ସ୍ବାତୀ

ନୂଆଦିଲ୍ଲୀ,୧୫।୮: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସ୍ବାତୀ ମାଲିୱାଲ ଗୁରୁବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ କୋଲକାତାରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ତୁରନ୍ତ ଏବଂ ନିର୍ଣ୍ଣାୟକ…

ରାଜନାଥଜୀଙ୍କଠାରୁ ଏମିତି ଆଶା ନ ଥିଲା, ରାହୁଲ ଗାନ୍ଧୀ ପଛରେ ବସିବା ନେଇ ଆପତ୍ତି ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ,୧୫।୮:ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ କ୍ରମାଗତ ଏକାଦଶ ଥର ଦେଶକୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଲୋକ ସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ଏମ୍‌ମି ରାହୁଲ ଗାନ୍ଧୀ ମଧ୍ୟ ଅଂଶଗ୍ରହଣ କରିଥିଲେ। ସ୍ବାଧୀନତା ଦିବସ…

ମୋଦିଙ୍କ ମନ୍ତବ୍ୟକୁ ନେଇ ବର୍ଷିଲେ କପିଲ ସିବଲ

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଲଗାତାର ୧୧ତମ ଥର ପାଇଁ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ସମୟରେ ସେ ଏମିତି କିଛି କଥା ଉଲ୍ଲେଖ କରିଥିଲେ ଯାହାକୁ ନେଇ ଅନେକ ହଇଚଇ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ମୋଦି…

ଲାଲକିଲ୍ଲାରେ ଏମିତି କ’ଣ କହିଦେଲେ ମୋଦି, ହସିବାକୁ ଲାଗିଲେ ଜଷ୍ଟିସ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତାର ୭୮ତମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପିଏମ ମୋଦି ଧର୍ମନିରପେକ୍ଷ ସିଭିଲ କୋଡ ବିଷୟରେ ଉଲ୍ଲେଖ କରିଛନ୍ତି। ମୋଦି କହୁଥିବାବେଳେ ସେଠାରେ ଉପସ୍ଥିତ ଥିବା ଭାରତର ପ୍ରଧାନ ବିଚାରପତି ଡିଏ…

ବଳାତ୍କାର ଘଟଣା ଉପରେ ମୁହଁ ଖୋଲିଲେ ମୋଦି

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲାରୁ ତାଙ୍କ ଅଭିଭାଷଣରେ ଏକ ବିକଶିତ ଭାରତର ସଂକଳ୍ପ, ଅନ୍ୟପକ୍ଷରେ ଭାଜପା ସରକାରଙ୍କ କାର୍ଯ୍ୟ ତଥା ଅନ୍ୟାନ୍ୟ ବିଷୟ ବିଷୟରେ ଆଲୋଚନା କରୁଥିବାବେଳେ ମହିଳାଙ୍କ ସୁରକ୍ଷା, ସେ ମହିଳା ଏବଂ ଝିଅମାନଙ୍କର…

ମହିଳା ଡାକ୍ତର ବଳାତ୍କାର-ହତ୍ୟା ଘଟଣା: ତାତିଲେ ମମତା, ଏହିଦିନ ଦିଆଯିବ ଅଭିଯୁକ୍ତଙ୍କୁ ଫାଶୀ

କୋଲକାତା,୧୫।୮: ଦିନକୁ ଦିନ କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ବିବାଦ ତୀବ୍ର ହେବାରେ ଲାଗିଛି। ଘଟଣାକୁ ନେଇ କେବଳ ରାଜ୍ୟ ନୁହେଁ ସାରା ଦେଶ ଉଠୁଛି ପଡୁଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭାଜପା କ୍ରମାଗତ ଭାବେ…

ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ୍‌କୁ ନେଇ ଏମିତି କହିଦେଲେ ମୋଦି

ନୂଆଦିଲ୍ଲୀ,୧୫।୮: ଆଜି ସାରା ଦେଶରେ ସ୍ବାଧୀନତା ଦିବସ ପାଳନ କରାଯାଉଛି। ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ। ଏହି ସମୟରେ ସେ ଦେଶକୁ ସମ୍ବୋଧିତ କରିଥିଲେ। ମୋଦି ତାଙ୍କ ସମ୍ବୋଧନରେ କରୋନା ମହାମାରୀ ଏବଂ…

ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ଭାଷଣ ଦେଉଥିବାବେଳେ ସାମ୍ନାରେ ବସିଥିଲେ ରାହୁଲ ଗାନ୍ଧୀ, ଟାର୍ଗେଟ କରି ମୋଦି କହିଦେଲେ ଏମିତି…

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ। ଲାଲକିଲ୍ଲାରୁ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ପଟେ ବିକଶିତ ଭାରତ ବିଷୟରେ ଖୋଲାଖୋଲି ଭାବେ କହିଥିବାବେଳେ ଅନ୍ୟପକ୍ଷରେ ସେ କଂଗ୍ରେସକୁ ମଧ୍ୟ ସମାଲୋଚନା କରିଛନ୍ତି। ସ୍ବାଧୀନତା…

ଲାଲକିଲ୍ଲାରୁ ବଡ଼ ଘୋଷଣା କଲେ ମୋଦି: ୫ ବର୍ଷରେ ବଢିବ ୭୫ ହଜାର ମେଡିକାଲ ସିଟ୍‌

ନୂଆଦିଲ୍ଲୀ,୧୫।୮: ଆଜି ସାରା ଦେଶରେ ୭୮ତମ ସ୍ବାଧୀନତା ଦିବସ ବେଶ୍‌ ଧୂମ୍‌ଧାମରେ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ଲଗାତର ୧୧ଥର ପାଇଁ ପତାକା ଉଲ୍ଲୋଳନ କରିଛନ୍ତି। ଏଥର ୧୧ ବର୍ଗରୁ ୧୮ ହଜାର ଅତିଥି ଆକର୍ଷଣର…

ସ୍ବତନ୍ତ୍ର ପଗଡ଼ି ପିନ୍ଧିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ ଏହାର ବିଶେଷତ୍ୱ କ’ଣ

ନୂଆଦିଲ୍ଲୀ,୧୫।୮:ଭାରତ ଆଜି ୭୮ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକାଦଶ ଥର ପାଇଁ ରେଡ ଦୁର୍ଗରୁ ତ୍ରିରଙ୍ଗା ଉଡାଇ ରେକର୍ଡ କରିଛନ୍ତି। ପ୍ରତିବର୍ଷ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପୋଷାକ ଏବଂ ପଗଡି ପାଇଁ ଚର୍ଚ୍ଚାରେ…

ଜେଏସ୍‌ଏଲ୍‌ର ନୂତନ ଅଭିଯାନ

ନୂଆଦିଲ୍ଲୀ,୧୫।୮:ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ନୂତନ ଅଭିଯାନ ‘ସ୍ବାଧୀନତା ଦିବସ ସଙ୍ଗୀତ’ ଭିଡିଓର ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ସଙ୍ଗୀତ ବିଶେଷକରି ଭାରତର ପ୍ରଗତିଶୀଳ ତଥା ସହଯୋଗୀଙ୍କ ବପାଳନ କରିବା ପାଇଁ ସ୍ବାଧୀନତା ଦିବସ ଅବସରରେ ଏକ ଗୀତ ଆରମ୍ଭ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?