ଜାତୀୟ

ଶ୍ରୀନଗରରେ ଡେରା ପକାଇଛନ୍ତି ରାହୁଲ ଗାନ୍ଧୀ

ଶ୍ରୀନଗର,୨୨।୮: ଜମ୍ମୁ କଶ୍ମୀରରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରାଜନୈତିକ ମଞ୍ଚରେ ନିଜର ଦୃଢ ଉପସ୍ଥିତି ଜାହିର କରିବାକୁ ସମସ୍ତ ରାଜନୈତିକ ଦଳ ନିଜ ନିଜ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଭାଜପା ଦ୍ୱାରା…

ମହିଳାଙ୍କ ସୁରକ୍ଷା ପାଇଁ ୯୫କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ମମତା ସରକାର, ହେଲେ ବି କମୁନି ନିର୍ଯାତନା

କୋଲକାତା,୨୨।୮: କୋଲକାତା ଡାକ୍ତର ମଳାତ୍କାର ଓ ହତ୍ୟା ମାମଲାରେ ଦେଶ ଉଠୁଛି ପଡୁଛି। ବଳାତ୍କାର ମାମଲାରେ ତଦନ୍ତ ଯେତିକି ହେଉଛି, ହସ୍ପିଟାଲର କଳା ଇତିହାସର ଚିଠା ସେତିକି ଲମ୍ବି ଲମ୍ବି ଯାଉଛି। ଏହି ଘଟଣାକୁ ନେଇ ମମତା ସରକାରଙ୍କ ଉପରକୁ ପ୍ରଶ୍ନ…

ସଞ୍ଜୟ ଜଣେ ଯୌନପିପାସୁ: ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା

କୋଲକାତା,୨୨।୮: କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ସାରା ଦେଶରେ ଚହଳ ପକାଇଛି। ଏହି ପ୍ରସଙ୍ଗରେ ସାରା ଦେଶରେ ପ୍ରଦର୍ଶନ କରାଯାଉଛି। ଏହି ଘଟଣାକୁ ନେଇ ପ୍ରତିଦିନ ନୂଆ ନୂଆ…

ପଦାରେ ପଡିଲା ଭିତିରି କଥା, କୋଲକାତା ଘଟଣାରେ ମମତାଙ୍କ ଠାରୁ ଦୂରେଇ ଯାଉଛନ୍ତି କି ଅଭିଷେକ ବାନାର୍ଜୀ

କୋଲକାତା,୨୨।୮: ଆରଜି କର ମେଡିକାଲରେ ଟେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ ପୁରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହି ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟ ଉର୍ତ୍ସନା କରିଛନ୍ତି। ଏହାରି ଭିତରେ ତୃଣମୂଳ କଂଗ୍ରେସ ମଧ୍ୟରେ ଏକ ବଡ଼…

କୋଲକାତା ବଳାତ୍କାର ମାମଲାରେ ଅଭିଯୁକ୍ତ ସଞ୍ଜୟଙ୍କ ବିଷୟରେ ଜାଣିବାକୁ ମିଳିଲା ଏମିତି, ଶୁଣି ଆଶ୍ଚର୍ଯ୍ୟ ହୋଇଗଲା ସିବିଆଇ

କୋଲକାତା, ୨୨।୮: କୋଲକାତା ଆର.ଜି କର ହସ୍ପିଟାଲର ଟ୍ରେନି ଡାକ୍ତରଙ୍କ ବଳାତ୍କାର ଏବଂ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ନେଇ ବଡ଼ କବର ସାମ୍ନାକୁ ଆସିଛି। ୮ ଏବଂ ୯ ଅଗଷ୍ଟ ମଧ୍ୟରାତ୍ରୀରେ ଟ୍ରେନି ଡାକ୍ତରଙ୍କୁ ହତ୍ୟା…

କ୍ରାଇମ୍‌ ସିନ୍‌ରେ ରହିଛି ଏକାଧିକ ଲୋକଙ୍କ ଫୁଟ୍‌ପ୍ରିଣ୍ଟ, ସିବିଆଇର ଷ୍ଟାଟସ୍‌ ରିପୋର୍ଟରେ ସାଙ୍ଘାତିକ ଖୁଲାସା

ନୂଆଦିଲ୍ଲୀ,୨୨।୮: କୋଲକାତା ବଳାତ୍କାର ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟରେ ସିବିଆଇ ଷ୍ଟାଟସ ରିପୋର୍ଟ ଦାଖଲ କରିଛି। ଅନୁସନ୍ଧାନକାରୀ ସଂସ୍ଥା ଏକ ସିଲ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରିଛି। ଷ୍ଟାଟସ ରିପୋର୍ଟରେ କୋଲକାତା ପୋଲିସର ଅବହେଳା ବିଷୟରେ ସିବିଆଇ ଉଲ୍ଲେଖ କରିଛି।…

ପୁଣି ଘର ବାହୁଡିବେ ଗୁଲାମ ନବୀ ଆଜାଦ! ଜାତୀୟ ରାଜନୀତିରେ ହଇଚଇ

ନୂଆଦିଲ୍ଲୀ,୨୨।୮: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନକୁ ଆଉ କିଛି ସପ୍ତାହ ବାକି ଥିବାବେଳେ ରାଜନୈତିକ ପାଗ ସରଗରମ ରହିଛି। ଏହାରି ଭିତରେ ଚର୍ଚ୍ଚା ଆରମ୍ଭ ହୋଇଛି କି, ଗୁଲାମ ନବୀ ଆଜାଦ ଯିଏକି ୨୦୧୯ରେ ଅନୁଚ୍ଛେଦ ୩୭୦ ହଟାଇବା ପରେ ନିଜର…

କିଏ ଗୋବିନ୍ଦ ମୋହନ? ଯିଏ ଏବେ ସମ୍ଭାଳିବେ କେନ୍ଦ୍ର ଗୃହ ସଚିବ କାର୍ଯ୍ୟଭାର

ନୂଆଦିଲ୍ଲୀ,୨୨।୮: ଭାରତୀୟ ପ୍ରଶାସନିକ ସେବା (ଆଇଏଏସ)ର ବରିଷ୍ଠ ଅଧିକାରୀ ଗୋବିନ୍ଦ ମୋହନ ଗୁରୁବାର କେନ୍ଦ୍ର ଗୃହ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ସେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କ ସ୍ଥାନ ନେବେ, ଯାହଙ୍କ ଏହି ମହତ୍ତ୍ୱପୂର୍ଣ୍ଣ ପଦବୀରେ…

ଏୟାର ଇଣ୍ଡିଆ ବିମାନରେ ବୋମା ଥିବା ସୂଚନା, ଥିରୁଭାନନ୍ତପୁରମ ବିମାନବନ୍ଦରରେ ଜରୁରୀକାଳୀନ ଘୋଷଣା

ଥିରୁଭାନନ୍ତପୁରମ୍‌,୨୨।୮: ଗୁରୁବାର କେରଳର ରାଜଧାନୀ ଥିରୁଭାନନ୍ତପୁରମସ୍ଥିତ ବିମାନବନ୍ଦରରେ ଉତ୍ତେଜନା ଦେଖାଦେଇଛି। ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଆସିଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଥିବାର ଖବର ମିଳିଛି। ତତକ୍ଷଣାତ୍‌ ଥିରୁଭାନନ୍ତପୁରମ ବିମାନବନ୍ଦରରେ ଜରୁରୀକାଳୀନ ଘୋଷଣା କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବିମାନରୁ ଯାତ୍ରୀମାନଙ୍କ ସ୍ଥାନାନ୍ତର…

ଏନଡିଏରେ ଫାଟ! ମୋଦିଙ୍କ ହନୁମାନ ଏବେ ବିରୋଧୀ ଦଳକୁ କରୁଛନ୍ତି ସମର୍ଥନ, କରୁଛନ୍ତି କି ନୂଆ ଷ୍ଟ୍ରାଟେଜି

ନୂଆଦିଲ୍ଲୀ,୨୨।୮: ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଚିରାଗ ପାସୱାନ ପ୍ରଧାନମନ୍ତ୍ରୀଙ୍କ ସଙ୍କଟମୋଚକ ଭାବେ ଉଭା ହୋଇଥିଲେ। ସେ ନିଜେ ଏହା ମଧ୍ୟ କହିଛନ୍ତି ଯେ ସେ ହେଉଛନ୍ତି ମୋଦିଙ୍କ ହନୁମାନ। ତେବେ, ପୁସ୍ତକ କି ମନରେ ହେଉ ହନୁମାନଜୀ…

ଆର୍‌ବିଆଇ ଗଭର୍ନରଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨୨।୮(ଅନୁରାଧା ମହାରଣା): ଆମେରିକାସ୍ଥିତ ‘ଗ୍ଲୋବାଲ ଫାଇନାନ୍ସ’ ପତ୍ରିକା ପକ୍ଷରୁ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ସର୍ବଭାରତୀୟ ସ୍ତରରେ ସର୍ବୋଚ୍ଚ କେନ୍ଦ୍ରୀୟ ବ୍ୟାଙ୍କର ଭାବରେ ମନୋନୀତ ହୋଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର…

ଇନ୍‌ଷ୍ଟାଗ୍ରାମ୍‌ରେ ମୋଦିଙ୍କୁ ପଛରେ ପକାଇଲେ ଶ୍ରଦ୍ଧା

ଭୁବନେଶ୍ୱର,୨୨ା୮ (ଶର୍ମିଷ୍ଠା ପାଣିଗ୍ରାହୀ): ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ତାଙ୍କ ହରର ଓ କମେଡି ଫିଲ୍ମ ‘ସ୍ତ୍ରୀ-୨’ର ସଫଳତାକୁ ନେଇ ବେଶ୍‌ ଚର୍ଚ୍ଚାରେ। ଏହି ଚଳଚ୍ଚିତ୍ରଟି ଅଗଷ୍ଟ ୧୫ରେ ମୁକ୍ତିଲାଭ କରିଛି। ବୁଧବାର ଫିଲ୍ମ ଏହାର ପ୍ରଥମ ସପ୍ତାହ ଶେଷ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?