ଜାତୀୟ

୨୦୨୭ରେ ଅଖିଳେଶ କେମିତି ହେବେ ୟୁପି ମୁଖ୍ୟମନ୍ତ୍ରୀ, ଏସ୍‌ପି ସାଂସଦ କହିଦେଲେ ଏହି ଫର୍ମୁଲା

ଲକ୍ଷ୍ନୌ,୨୪।୬: ୨୦୨୭ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଲୋକ ସଭା ନିର୍ବାଚନରେ ୨୦୨୪ରେ ବିଜୟରେ ଆନନ୍ଦିତ ଥିବା ଇଣ୍ଡିଆ ନିଶ୍ଚିତ ଯେ ସମାଜବାଦୀ ପାର୍ଟି ଆଗାମୀ ବିଧାନସଭା ନିର୍ବାଚନରେ ପୁଣିଥରେ ଚମତ୍କାର କରିବ ଏବଂ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ହେବେ।…

ଏନ୍‌ଇଇଟି ବିଭ୍ରାଟ: ବିହାର, ମହାରାଷ୍ଟ୍ର ପରେ ଦିଲ୍ଲୀ ଲିଙ୍କ୍‌

ନୂଆଦିଲ୍ଲୀ,୨୪ା୬: ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବିହାର, ଏବଂ ମହାରାଷ୍ଟ୍ର ପରେ ଦିଲ୍ଲୀର ସମ୍ପୃକ୍ତି ଥିବା ପଦାକୁ ଆସିଛି। ବିହାର ପୋଲିସର ଆର୍ଥତ୍କ ଅପରାଧ ଶାଖା (ଇଓୟୁ) ଏହି ମାମଲାରେ ଏପର୍ଯ୍ୟନ୍ତ ୧୮ ଜଣଙ୍କୁ ଗିରଫ କରିଛି। ପ୍ରଶ୍ନପତ୍ର ପ୍ରଘଟରେ…

କେଜ୍‌ରିଓ୍ବାଲଙ୍କୁ ମିଳିବ ଆଶ୍ୱସ୍ତି! ଦିଲ୍ଲୀ ହାଇକୋର୍ଟରୁ ଆସିଲା ବଡ଼ ଅପ୍‌ଡେଟ

ନୂଆଦିଲ୍ଲୀ,୨୪।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଜାମିନ ବିରୋଧରେ ଇଡି ଆବେଦନ ଉପରେ ମଙ୍ଗଳବାର ହାଇକୋର୍ଟଙ୍କ ନିଷ୍ପତ୍ତି ଆସିବ। ଜଷ୍ଟିସ ସୁଧୀର କୁମାର ଜୈନଙ୍କ ଅଦାଲତ ଦିନ ପ୍ରାୟ ୨.୩୦ ସମୟରେ ଏହି ରାୟ…

ରାଜ୍ୟ ସଭାରେ ଜେପି ନଡ୍ଡାଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ,୨୪।୬: ଚଳିତ ବର୍ଷ ଲୋକ ସଭା ନିର୍ବାଚନେି ବିଜୟୀ ହୋଇଥିବା ଏମପିମାନେ ସୋମବାର ୧୮ତମ ଲୋକ ସଭାର ପ୍ରଥମ ସଂସଦ ଅଧିବେଶନରେ ଶପଥ ଗ୍ରହଣ କରିଥିଲେ। ଏଥିରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଏକ ବଡ ଦାୟିତ୍ୱ ଦିଆଯାଇଛି। ଭାଜପା ରାଷ୍ଟ୍ରୀୟ…

ପାସପୋର୍ଟ ଆବେଦନ କରୁଥିବା ଲୋକଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୨୪।୬: ପାସପୋର୍ଟ ପାଇଁ ଆବେଦନ କରୁଥିବା ଲୋକଙ୍କ ପାଇଁ ପ୍ରକ୍ରିୟାରେ ଉନ୍ନତି ଆଣିବାକୁ ମୋଦି ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। ଏହି କ୍ରମରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସୋମବାର କହିଛନ୍ତି ଯେ ପାସପୋର୍ଟ ଆବେଦନକାରୀଙ୍କ ପୋଲିସ ଯାଞ୍ଚରେ…

କିଏ ସେହି ଏମପି ଯିଏ ହାତରେ ସମ୍ବିଧାନ ଧରି ନେଲେ ଶପଥ

ନୂଆଦିଲ୍ଲୀ,୨୪।୬: ସୋମବାର ୧୮ ତମ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା। ଏହି ସମୟରେ ଆସାମର ଧୁବ୍ରି ଲୋକ ସଭା ଆସନରୁ କଂଗ୍ରେସ ଏମପି ରକିବୁଲ ହୁସେନ ସମ୍ବିଧାନର ଏକ ନକଲ ସହିତ ଲୋକ ସଭା ଏମପି ଭାବରେ ଶପଥ…

ଗୋଟିଏ ବାଇକ୍‌ରେ ଆସୁଥିଲେ ପରିବାରର ୫ ସଦସ୍ୟ, ସମସ୍ତଙ୍କର ମୃତ୍ୟୁ

ପ୍ରୟାଗରାଜ, ୨୪।୬: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାର ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି । ସଂପର୍କୀୟଙ୍କ ବାହାଘର ସାରି ଫୋରୁଥିବା ବେଳେ ଟ୍ରକ୍‌ ଧକ୍କା ଦେବାରୁ ୫ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ଉତ୍ତର…

ଓଡ଼ିଆରେ ଶପଥ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,୨୪ା୬: ସୋମବାର ପାର୍ଲାମେଣ୍ଟ ଅଧିବେଶନ ଆରମ୍ଭ ହେବା ପରେ କାଚଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଏମ୍‌ପିମାଙ୍କ ଶପଥପାଠ କରାଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ମାତୃଭାଷା ଓଡ଼ିଆରେ ଆଜି ଶପଥ ନେଇଛନ୍ତି। ସେହିପରି ଏମ୍‌ପି ଜୁଏଲ ଓରାମ ମଧ୍ୟ ଓଡ଼ିଆରେ ଶପଥ…

NEET ପ୍ରଶ୍ନପତ୍ର ପ୍ରଘଟ ମାମଲା; କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ପଶ୍ଚିମବଙ୍ଗ,୨୪।୬: ନିଟ୍-ୟୁଜି ୨୦୨୪ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଭିନ୍ନ ଦିଗରୁ ଅନେକ ସମାଲୋଚନାର ଶିକାର ହେବାକୁ ପଡୁଛି। ଏହାରି ମଧ୍ୟରେ ଧର୍ମେନ୍ଦ୍ରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଇସ୍ତଫା ଦାବି କରିଛି କଂଗ୍ରେସର ଛାତ୍ର ସଂଗଠନ…

NEET ମାମଲାରେ ସାମ୍ନାକୁ ଆସିଲା ବଡ଼ ସତ, ୩୫ ଛାତ୍ରଙ୍କୁ…

ନୂଆଦିଲ୍ଲୀ, ୨୪।୬: NEET ପେପର୍‌ ଲିକ୍‌ ମାମଲାରେ ବଡ଼ ସତ ସାମ୍ନାକୁ ଆସିଛି । ଗିରଫ ହୋଇଥିବା ଚିଣ୍ଟୁ କୁମାରକୁ ପଚରାଉଚରା ବେଳେ ବିହାର ଅର୍ଥନୈତିକ ଅପରାଧ ଶାଖା ପୋଲିସ୍‌ ହାତରେ ବଡ଼ ସୂଚନା ଲାଗିଛି । ନିଟ୍‌ ପେପର ଲିକ୍‌ରେ…

‘ଭ୍ରମରେ ରୁହନ୍ତୁ ନାହିଁ, ଇଣ୍ଡିଆ ମେଣ୍ଟ ନେବ ସବୁର ହିସାବ…’ କାହିଁକି ମୋଦିଙ୍କୁ ଏମିତି କହିଲେ ଜୟରାମ

ନୂଆଦିଲ୍ଲୀ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୮ ତମ ଲୋକ ସଭାର ପ୍ରଥମ ଅଧିବେଶନ ପୂର୍ବରୁ ଗଣମାଧ୍ୟମ ସହ କଥା ହୋଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯଦି ଆମ ଦେଶର ନାଗରିକମାନେ କ୍ରମାଗତ ତୃତୀୟ ଥର ପାଇଁ ଏକ ସରକାର…

ଧର୍ମେନ୍ଦ୍ର ଶପଥ ନେଲା ବେଳେ NEET-NEET ନାରା ଦେଲେ ବିରୋଧୀ, ଜାଣନ୍ତୁ ତା’ ପରେ କ’ଣ ହେଲା…

ନୂଆଦିଲ୍ଲୀ,୨୪।୬: ନିଟ୍ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ଉତ୍ତେଜନା ମଧ୍ୟରେ ଲୋକ ସଭା ଅଧିବେଶନରେ ମଧ୍ୟ ଏହି ପ୍ରସଙ୍ଗର ତାତି ଦେଖିବାକୁ ମିଳିଛି। ସୋମବାର ଦିନ ୧୮ ତମ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri