ଜାତୀୟ

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ପିତାଙ୍କ ସମ୍ପତ୍ତି ଉପରେ ଦାବି କରିପାରିବେ ନାହିଁ ଝିଅ! ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

ନୂଆଦିଲ୍ଲୀ,୧୧।୧୦: ସାଧାରଣତଃ କୁହାଯାଏ ଯେ ସେ ପୁଅ କିମ୍ବା ଝିଅ, ଉଭୟ ମାତାପିତାଙ୍କ ପାଇଁ ସମାନ । କିନ୍ତୁ ଅନେକ ଥର ଯେତେବେଳେ ସମ୍ପତ୍ତି ବିଷୟରେ କଥା ଆସେ, ଅଧିକାଂଶ ଲୋକ ଅନୁଭବ କରନ୍ତି ଯେ ଏହା ଉପରେ କେବଳ ପୁଅର…

ମିଲିଟ୍ରି କ୍ୟାମ୍ପରେ ବିସ୍ଫୋରଣ, ୨ ଅଗ୍ନିବୀରଙ୍କ ମୃତ୍ୟୁ

ନାସିକ,୧୧।୧୦: ନାଶିକ ମିଲିଟାରୀ ସେଣ୍ଟରରେ ନିୟମିତ ତାଲିମ ସମୟରେ ବିସ୍ଫୋରଣ ଯୋଗୁ ଦୁଇଜଣ ଅଗ୍ନିବୀରଙ୍କ ଦୁଃଖଦ ମୃତ୍ୟୁ ହୋଇଥିବା ଜଣାପଡିଛି। ଲାଇଭ ଫାୟାର ଆର୍ଟିଲରିଅଭ୍ୟାସ ସମୟରେଏହି ଦୁର୍ଘଟଣା ଘଟିଛି। ଏହି ବିସ୍ଫୋରଣ ଘଟିଥିଲା ଯେତେବେଳେ ସୈନିକମାନେ ଆର୍ଟିଲିରିରୁ ଗୁଳି ଚଳାଇବା ଅଭ୍ୟାସ…

ପାର୍ସି ଧର୍ମର ଥିଲେ, ହେଲେ ସବୁ ଧର୍ମର ପୂଜକଙ୍କ ଉପସ୍ଥିତିରେ କରାହେଲା ରତନ ଟାଟାଙ୍କ ଶେଷକୃତ୍ୟ; Video

ମୁମ୍ବାଇ,୧୧।୧୦: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ପରଲୋକ ଘଟିଛି। ଏହାକୁ ନେଇ ସାରା ଭାରତରେ ଶୋକର ଛାୟା ଖେଳିଯାଇଛି। ଦେଶବାସୀ ଏହି କ୍ଷତିକୁ ବ୍ୟକ୍ତିଗତ ବୋଲି ମତ ରଖୁଛନ୍ତି। ଏପରିକି ସେ ନିଜର ଶେଷ ସମୟରେ…

ହେଲିକପ୍ଟର ଦୁର୍ଘଟଣାର ମାସକ ପରେ ମିଳିଲା ପାଇଲଟଙ୍କ ମୃତଦେହ

ଅହମଦାବାଦ,୧୧।୧୦: ଗତ ସେପ୍ଟେମ୍ବର ମାସରେ ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୁଜୁରାଟ ଉପକୂଳରୁ ଆରବ ସାଗରରେ ଖସିପଡିବାର ଏକ ମାସ ପରେ ବର୍ତ୍ତମାନ ନିଖୋଜ ଭାରତୀୟ କୋଷ୍ଟଗାର୍ଡ ପାଇଲଟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେପ୍ଟେମ୍ବର ୨ ରେ…

ବ୍ୟାରିକେଟ୍‌ ଉପରେ ଚଢିଲେ ଅଖିଳେଶ: ଯୋଗୀ ସରକାରଙ୍କୁ ଭର୍ତ୍ସନା

ଲକ୍ଷ୍ନୌ,୧୧।୧୦: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଆଜି ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପାଳିତ ହେଉଛି। ଏହାକୁ ନେଇ ରାଜନୀତି ତୀବ୍ର ହୋଇଛି। ଜୟପ୍ରକାଶ ନାରାୟଣ ଇଣ୍ଟରନ୍ୟାସନାଲ ସେଣ୍ଟର(JPNIC) ଚାରିପଟେ ବ୍ୟାରିକେଟ୍‌ ନିର୍ମାଣକୁ ନେଇ ସମାଜବାଦୀ ପାର୍ଟି(ଏସ୍‌ପି) ରାଜରାସ୍ତାକୁ ଓହ୍ଲାଇଛି। ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବ…

ଏହି ଦିନ ନୂଆ ସରକାର ନେବେ ଶପଥ: ଯୋଗଦେବେ ମୋଦି

ନୂଆଦିଲ୍ଲୀ,୧୧।୧୦: ଅକ୍ଟୋବର ୧୫ରେ ହରିୟାଣାରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହି କାର୍ଯ୍ୟ ପାଇଁ ପ୍ରସ୍ତୁତି ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ ଏକ ୧୦ ଜଣିଆ କମିଟି ଗଠନ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ…

ବର୍ଷକୁ କିସ୍ତି ଆକାରରେ ନୁହେଁ ମାସକୁ ମାସ ମିଳିବ ୨୧୦୦ଟଙ୍କା, ବଡ଼ ଘୋଷଣା…

ନୂଆଦିଲ୍ଲୀ,୧୧।୧୦: ଆସୁଛି ଦୀପାବଳି । ଏହାକୁ ଆଖି ଆଗରେ ରଖି ସରକାର ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ବର୍ଷକୁ ନେଇ ମାସକୁ ମାସ ମହିଳାମାନେ ୨୧୦୦ଟଙ୍କା ପାଇବେ ବୋଲି ସୂଚନା ଦେଇଛନ୍ତି। ଲାଡୋ ଲକ୍ଷ୍ମୀ ଯୋଜନା ମାଧ୍ୟମରେ ପ୍ରତି ମହିଳାଙ୍କୁ…

ଟାଟା ଟ୍ରଷ୍ଟର ନୂଆ ଚେୟାରମ୍ୟାନଙ୍କ ନାଁ ଘୋଷଣା: ଜାଣନ୍ତୁ ସେ କିଏ…

ନୂଆଦିଲ୍ଲୀ,୧୧।୧୦: ନୋଏଲ ଟାଟାଙ୍କୁ ଟାଟା ଟ୍ରଷ୍ଟର ନୂତନ ଚେୟାରମ୍ୟାନ କରାଯାଇଛି। ରତନ ଟାଟାଙ୍କ ମୃତ୍ୟୁ ପରେ ଏହି ଦାୟିତ୍ୱ ନୋଏଲଙ୍କୁ ଦିଆଯାଇଛି। ରତନ ଟାଟାର ସମ୍ଭାବ୍ୟ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ନୋଏଲ ଟାଟା ସବୁଠାରୁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଉଥିଲା। ଶେଷରେ…

ଆଜି ଆସିବ ବଡ଼ ନିଷ୍ପତ୍ତି: ଟାଟା ଟ୍ରଷ୍ଟର ଚେୟାରମ୍ୟାନ ହେବେ…

ମୁମ୍ବାଇ,୧୧ା୧୦: ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ଦେହାନ୍ତ ପରେ କିଏ ଏହି ଟ୍ରଷ୍ଟର ଚେୟାରମ୍ୟାନ୍‌ ହେବେ ସେନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ତେବେ ନୋଏଲ ଟାଟା ଟାଟା ଟ୍ରଷ୍ଟର ନୂତନ ଚେୟାରମ୍ୟାନ ହୋଇପାରନ୍ତି। ସେ ଏହି ରେସରେ…

ୟୁରେସିଆ-ଏସିଆରେ ଶାନ୍ତି ପାଇଁ ଆହ୍ବାନ ଦେଲେ ମୋଦି

ଭିଏଣ୍ଟିଆନ,୧୧।୧୦: ଏସିଆନ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଓସ ଗସ୍ତରେ ଅଛନ୍ତି। ଶୁକ୍ରବାର ତାଙ୍କର ଭ୍ରମଣର ଦ୍ୱିତୀୟ ଦିନ। ଏସିଆନ-ଇଣ୍ଡିଆ ଶିଖର ସମ୍ମିଳନୀ ସହିତ ଭିଏଣ୍ଟିଆନରେ ମଧ୍ୟ ପୂର୍ବ ଏସିଆ ସମ୍ମିଳନୀ ଆୟୋଜିତ ହେଉଛି । ପୂର୍ବ ଏସିଆ…

ଆର ଜି କର ମାମଲା: ଆମରଣ ଅନଶନରେ ବସିଥିବା ୭ ଜଣ ଡାକ୍ତରଙ୍କ ମଧ୍ୟରୁ ଜଣଙ୍କର ବିଗିଡିଲା ସ୍ବାସ୍ଥ୍ୟାବସ୍ଥା, ଆଇସିୟୁରେ ଭର୍ତ୍ତି

କୋଲକାତା,୧୧।୧୦: ଆରଜି କର ହସ୍ପିଟାଲରେ ଘଟିଥିବା ବଳାତ୍କାର ଓ ହତ୍ୟା ଘଟଣା ବିରୋଧରେ କୋଲକାତାରେ ଆମରଣ ଅନଶନ କରୁଥିବା ଜଣେ ଜୁନିଅର ଡାକ୍ତରଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଗୁରୁବାର ରାତିରେ ତାଙ୍କୁ ତୁରନ୍ତ ଆର.ଜି କର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।…

କିଏ ସେ ଶାନ୍ତନୁ ନାଇଡୁ? ମାତ୍ର ୩୧ ବର୍ଷରେ ପାଲଟିଥିଲେ ରତନ ଟାଟାଙ୍କ ବନ୍ଧୁ, ଅନ୍ତିମ ଯାତ୍ରାରେ ଆଗରେ ରହି ଦେଲେ ବିଦାୟ…

ନୂଆଦିଲ୍ଲୀ,୧୧।୧୦: ପ୍ରତ୍ୟେକଙ୍କ ଜୀବନରେ ଏକ ଅଦେଖା ଖାଲିପଣ ଥାଏ, ଯାହାକୁ ବନ୍ଧୁଟିଏ ପୂର୍ଣ୍ଣ କରିଥାଏ। ସେଥିଲାଗି କୁହାଯାଏ ବନ୍ଧୁ ହେବା ପାଇଁ କୌଣସି ବୟସ ନ ଥାଏ। ଠିକ୍‌ ସେହିଭଳି ସମ୍ପର୍କ ବିଶିଷ୍ଟ ଶିଳ୍ପପତି ରତନ ଟାଟା ଜଣେ ୩୧ ବର୍ଷର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?