ଜାତୀୟ

ଏହି ଦୁଇ ଆସନରୁ ଲଢ଼ୁଛନ୍ତି ଓମାର ଅବ୍‌ଦୁଲ୍ଲା

ଜମ୍ମୁ,୭ା୯: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦୁଲ୍ଲା ଆଗାମୀ ବିଧାନସଭା ନିର୍ବାଚନରେ ୨ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଓମାର ବୁଧବାର ଗନ୍ଦେରବଲ ଆସନରୁ ନାମାଙ୍କନପତ୍ର ଦାଖଲ କରିବା ପରେ ଗୁରୁବାର ବଡ଼ଗାମ୍‌ ନିର୍ବାଚନମଣ୍ଡଳୀରୁ ଦଳୀୟ ପ୍ରାର୍ଥୀ ହୋଇଛନ୍ତି। ଏନ୍‌ସି ଉପାଧ୍ୟକ୍ଷ ଓମାର…

୩୭୦ ଆଉ କେବେ ଫେରିବ ନାହିଁ : ଶାହା

ଜମ୍ମୁ,୭ା୯: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବେ ଏକ ଇତିହାସ ପାଲଟିଯାଇଛି, ଯାହା ଆଉ କେବେ ଫେରିବ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ସ୍ପଷ୍ଟ କରିଛନ୍ତି। ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାର ଇସ୍ତାହାର…

ହୋଇଗଲା ଘୋଷଣା, ଏଇଠୁ ନିର୍ବାଚନ ଲଢିବେ ଭିନେଶ ଫୋଗଟ, କଂଗ୍ରେସ ଜାରି କଲା ତାଲିକା

ନୂଆଦିଲ୍ଲୀ,୭।୯: ଭାରତୀୟ ରେସଲର ଭିନେଶ ଫୋଗଟ ଶୁକ୍ରବାର କଂଗ୍ରେସରେ ଯୋଗ ଦେଇ ରାଜନୀତିରେ ପ୍ରବେଶ କରିଛନ୍ତି। ଅକ୍ଟୋବର ୫ରେ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ତାଲିକା ପ୍ରକାଶ କରିଛି। ହରିୟାଣାରେ ସମୁଦାୟ ୯୦ଟି ବିଧାନସଭା ନିର୍ବାଚନମଣ୍ଡଳୀ…

ଛେଳି ଚୋର ସନ୍ଦେହ କରି ପିଟି ପିଟି ମାରିଦେଲେ

ପାଟନା,୬ା୯: ବିହାରର ବେଗୁସରାଇ ଜିଲାରେ ଶୁକ୍ରବାର ଛେଳି ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ଉତ୍ତ୍ୟକ୍ତ ଲୋକେ ପିଟି ମାରିଦେଇଛନ୍ତି। ସେମାନଙ୍କ ମାଡ଼ରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଜିଲାର ଭଓ୍ବାନନ୍ଦପୁର ଗ୍ରାମରେ ମନୋଜ ପାଶ୍ୱାନଙ୍କ ଛେଳି ଚୋରିକରି ୨ ଯୁବକ…

ଯକ୍ଷ୍ମାର ନୂତନ ଚିକିତ୍ସାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅନୁମୋଦନ

ନୂଆଦିଲ୍ଲୀ,୬ା୯: ବିଭିନ୍ନ ଔଷଧ ପ୍ରତିରୋଧୀ ଯକ୍ଷ୍ମା (ଏମ୍‌ଡିଆର୍‌-ଟିବି)ର ଏକ ନୂତନ ଚିକିତ୍ସା ପଦ୍ଧତି ବିପିଏଏଲ୍‌ଏମ୍‌କୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁମୋଦନ କରିଛି। ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ (ଏନ୍‌ଟିଇପି) ଅଧିନରେ ଏହି ପ୍ରଭାବଶାଳୀ ତଥା ସ୍ବଳ୍ପ ଚିକିତ୍ସା ବିକଳ୍ପ କାର୍ଯ୍ୟକାରୀ…

ଟିକେଟ ମିଳିଲାନି, କାନ୍ଦିଲେ ଭାଜପାର ପୂର୍ବ ବିଧାୟକ

ନୂଆଦିଲ୍ଲୀ,୬।୯: ଭାଜପାର ପୂର୍ବତନ ବିଧାୟକ ଶଶୀ ରଞ୍ଜନ ପରମାରଙ୍କୁ ହରିୟାଣା ବିଧାନସଭା ନିର୍ବାଚନରେ ଟିକେଟ ନ ମିଳି ନ ଥିବାରୁ ଶୁକ୍ରବାର ସେ କାନ୍ଦି ପକାଇଛନ୍ତି। ପୂର୍ବରୁ ଭିଓ୍ବାନୀ ଓ ତୋଶମ୍‌ ଆସନରୁ ପ୍ରତିନିଧିତ୍ୱ କରିଥିବା ପରମାର ଏକ ଟିଭି ଇଣ୍ଟରଭ୍ୟୁ…

ଜନ୍ମଦିନ ପାର୍ଟିରେ ଯୁବତୀଙ୍କୁ ବଳାତ୍କାର

ଠାଣେ,୬ା୯: ମହାରାଷ୍ଟ୍ରର ଠାଣେ ଜିଲାରେ ଏକ ଜନ୍ମଦିନ ପାର୍ଟି ଚାଲିଥିବା ବେଳେ ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ନିଶା ଦେଇ ବଳାତ୍କାର କରାଯାଇଛି। ଏହି ମାମଲାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ବୁଧବାର…

୮୫% ଜିଲା ଜଳବାୟୁ ପରିବର୍ତ୍ତନ ଜନିତ ଭୀଷଣ ପାଗର ସମ୍ମୁଖୀନ

ନୂଆଦିଲ୍ଲୀ,୬ା୯: ଭାରତର ୮୫ ପ୍ରତିଶତରୁ ଊର୍ଦ୍ଧ୍ୱ ଜିଲା ଜଳବାୟୁ ପରିବର୍ତ୍ତନ ଜନିତ ଭୀଷଣ ଭାଗ ଯଥା ବନ୍ୟା, ବାତ୍ୟା, ଅନାବୃଷ୍ଟି ଆଦିର ସମ୍ମୁଖୀନ ହୋଇଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ଆଇପିଇ ଗ୍ଲୋବାଲ ଏବଂ ଏସ୍ରି ଇଣ୍ଡିଆ ପକ୍ଷରୁ ହୋଇଥିବା ଏହି…

ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ପାଇଁ B.Ed ବୈଧ ଯୋଗ୍ୟତା ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୯: ଏକ ଗୁରୁତ୍ୱପୂର୍ଣ୍ଣ ବିଚାରରେ, ଭାରତର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ସ୍ନାତକୋତ୍ତର ଶିକ୍ଷା (B.Ed.) ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ପାଇଁ ବୈଧ ଯୋଗ୍ୟତା ନୁହେଁ। ସର୍ବୋଚ୍ଚ ନ୍ୟାୟାଳୟ ଦୋହରାଇଛନ୍ତି ଯେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନିଯୁକ୍ତି ପାଇଁ ଅତ୍ୟାବଶ୍ୟକ ଯୋଗ୍ୟତା…

ଭାଜପାର ଘୋଷଣାପତ୍ର, ପରିବାରର ବରିଷ୍ଠ ମହିଳାଙ୍କୁ ପ୍ରତିବର୍ଷ ମିଳିବ ୧୮ହଜାର ଟଙ୍କା

ଶ୍ରୀନଗର,୬।୯: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଭାଜପାର ଘୋଷଣାପତ୍ର ପ୍ରକାଶ କରିଛନ୍ତି। ଏହି ସମୟରେ ସେ ନ୍ୟାଶନାଲ କନଫରେନ୍ସର ମନିଫେଷ୍ଟୋ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଧାରା ୩୭୦ ସମ୍ବନ୍ଧରେ ଏନସିର ଏଜେଣ୍ଡାକୁ କଂଗ୍ରେସ ସମର୍ଥନ…

ସିଏମ ଫେସକୁ ନେଇ ଏମିତି ଫର୍ମୁଲା କହିଲେ ଶରଦ ପାଓ୍ବାର ଖୁସି ହୋଇଯିବେ ଉଦ୍ଧବ, ଭାଜପା!

ମୁମ୍ବାଇ,୬।୯: କିଛି ସମୟ ପୂର୍ବରୁ ଉଦ୍ଧବ ଠାକରେ ଦିଲ୍ଲୀ ଯାଇ ସୋନିଆ ଗାନ୍ଧୀ ଏବଂ ଶରଦ ପାୱାରଙ୍କୁ ଭେଟିଥିଲେ। ଶିବସେନା (ୟୁବିଟି) ମହା ବିକାଶ ଆଘାଡି (ଏମଭିଏ) ମିଳିତ ମଞ୍ଚ ଉପରେ ଉଦ୍ଧବ ଠାକରେଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ଘୋଷଣା କରିବାକୁ ଚାପ…

ମାଆଙ୍କ ଘର ନା ଶାଶୁଘର… କେଉଁଠୁ ନିର୍ବାଚନ ଲଢିବେ ଭିନେଶ? ନିଜେ ଦେଲେ ଜବାବ

ନୂଆଦିଲ୍ଲୀ,୬।୯: ରେସଲର ଭିନେଶ ଫୋଗାଟ ଶୁକ୍ରବାର କଂଗ୍ରେସରେ ଯୋଗ ଦେଇଥିଲେ। ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ତାଙ୍କ ଜନ୍ମସ୍ଥାନ ବା ମାଆଙ୍କ ଘର ଆସନରୁ ନା ଶାଶୁଙ୍କ ଘର ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ, ସେ ଉତ୍ତର ଦେଇଛନ୍ତି ଯେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri