ଜାତୀୟ

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକଙ୍କୁ ମୁମ୍ବାଇରେ ଗୁଳିମାଡ଼

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପିର ଅଜିତ ପାୱାର ଦଳର ସଦସ୍ୟ ବାବା ସିଦ୍ଦିକଙ୍କୁ ମୁମ୍ବାଇର ବାନ୍ଦ୍ରା ଠାରେ ଗୁଳିମାଡ ହୋଇଛି। ଗମନ ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।…

ତୀର ମାରି ରାବଣ ଦହନ କଲେ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୨।୧୦: ଦିଲ୍ଲୀର ମାଧବ ଦାସ ପାର୍କରେ ରାବଣ ପୋଡି ଆୟୋଜିତ ହୋଇଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ରାମ ଲକ୍ଷ୍ମଣ ବେଶରେ ଥିବା କଳାକାରଙ୍କୁ ପୂଜା…

ନିର୍ମାଣ କାମ ବେଳେ ଭୁଶୁଡ଼ିଲା କାନ୍ଥ: ଚାଲିଗଲା ୭ ଶ୍ରମିକଙ୍କ ଜୀବନ

ମେହସଣା(ଗୁଜରାଟ),୧୨।୧୦: ଗୁଜରାଟ ମେହସଣା ଜିଲାରେ ଶନିବାର ଏକ ଅଘଟଣ ଘଟିଛି। ଏକ ଘରୋଇ କମ୍ପାନୀର କାନ୍ଥ ଭୁଶୁଡ଼ି ୭ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏପରିକି କାନ୍ଥ ତଳେ କିଛି ଶ୍ରମିକ ଚାପି ହୋଇ ରହିଯାଇଥିବା ଅନୁମାନ କରାଯାଉଛି। ଏନେଇ ଜେସିବି ସାହାଯ୍ୟରେ…

ଭାଜପାକୁ ନେଇ ଏମିତି ବୟାନ ଦେଲେ ଖାର୍ଗେ, ରାଗିବେ ମୋଦି

ନୂଆଦିଲ୍ଲୀ,୧୨।୧୦: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହି ସମୟରେ ସେ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଦଳ ଆତଙ୍କବାଦୀଙ୍କ ଏକ…

କଂଗ୍ରେସକୁ କଡ଼ା ଟାର୍ଗେଟ୍‌ କଲେ ଓଓ୍ବାଇସି, ଯଦି ଆମେ ନିର୍ବାଚନ…

ଚଣ୍ଡିଗଡ଼,୧୨ା୧୦: ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ଆସିଛି। ହରିୟାଣାର ଲୋକମାନେ ବିଶ୍ୱାସ କରୁଥିଲେ ଯେ, ହରିୟାଣାରେ କଂଗ୍ରେସ ସରକାର ଗଠନ ହେବ, କିନ୍ତୁ ତାହା ହୋଇ ନ ଥିଲା। ଏହି ଫଳାଫଳଗୁଡିକ ସାମ୍ନାରେ, ସମସ୍ତ ଏକ୍‌ଜିଟ୍‌ ପୋଲ ଏକ ବିଫଳତା ବୋଲି…

‘ଗୋଟିଏ ସମ୍ପ୍ରଦାୟର ଲୋକେ ରଚୁଛନ୍ତି ଷଡଯନ୍ତ୍ର’, ଟ୍ରେନ ଦୁର୍ଘଟଣାକୁ ନେଇ ଏମିତି କହିଲେ ଗିରିରାଜ

ନୂଆଦିଲ୍ଲୀ,୧୨।୧୦: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ହରିୟାଣାରେ କଂଗ୍ରେସର ପରାଜୟକୁ ନେଇ ଲୋକ ସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, କଂଗ୍ରେସ ଏହାର ମୁକୁଟ ରାଜକୁମାରଙ୍କୁ ଲଞ୍ଚିଂ ପ୍ୟାଡକୁ ବାରମ୍ବାର ନେଇଥାଏ ଏବଂ ରାଜକୁମାର ଉନ୍ମୋଚିତ ହୁଏ…

୧୭ରେ ହରିୟାଣାରେ ଶପଥ ନେବେ ନୂଆ ସରକାର, ସାମିଲ ହେବେ…

ଚଣ୍ଡିଗଡ଼,୧୨ା୧୦: ଆସନ୍ତା ୧୭ ତାରିଖରେ ହରିୟାଣାର ନୂଆ ସରକାର ଶପଥ ନେବେ। ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ପଞ୍ଚକୁଲାରେ ଅନୁଷ୍ଠିତ ହେବ। ଉକ୍ତ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ। ପୂର୍ବାହ୍ନ ୧୦ଟାରେ ହରିୟାଣା ମୁଖ୍ୟମନ୍ତ୍ରୀ ଏବଂ…

ଝିଅ ପାଇଁ ମନ୍ତ୍ରୀ ପଦ, ୮ ବିଧାୟକଙ୍କ ସହ ବୈଠକ…, ଭାଜପାକୁ ଆଖି ଦେଖାଉଛନ୍ତି କି ଇନ୍ଦ୍ରଜିତ?

ଚଣ୍ଡିଗଡ଼,୧୨।୧୦: ହରିୟାଣା ବିଧାନସଭା ନିର୍ବାଚନ ପରେ ବର୍ତ୍ତମାନ ନୂତନ ସରକାର ଗଠନ ତାରିଖ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଚାଲିଛି। ଏହା ବ୍ୟତୀତ କ୍ୟାବିନେଟ ମଧ୍ୟ ଗଠନ କରିବାକୁ ପଡିବ। ଏଭଳି ସ୍ଥିତିରେ ବର୍ତ୍ତମାନ ଗୁରୁଗ୍ରାମର ଭାଜପା…

ସାବଧାନ କଲେ ମୋହନ ଭାଗବତ: ଏକଜୁଟ୍‌ ହେଉଛନ୍ତି ପାକିସ୍ତାନ-ବାଂଲାଦେଶ

ନାଗପୁର,୧୨।୧୦: ବିଜୟାଦଶମୀ ଅବସରରେ ନାଗପୁରର ରେଶମ ବାଗ ପଡିଆରେ ରାଷ୍ଟ୍ରିୟ ସ୍ବଂୟସେବକ ସଂଗଠନର ମୁଖ୍ୟ ମୋହନ ଭଗବତ ‘ଶସ୍ତ୍ର ପୂଜନ’ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିକ କରି ସେ କହିଛନ୍ତି, ବାଂଲାଦେଶରେ ଆଲୋଚନା ଚାଲିଛି ଯେ, ପାକିସ୍ତାନ ନିକଟରେ ପରମାଣୁ ଅସ୍ତ୍ର…

ଟ୍ରେନ୍‌ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲା ଭାରତୀୟ ରେଳବାଇ

ନୂଆଦିଲ୍ଲୀ,୧୨ା୧୦: ତାମିଲନାଡ଼ୁ ଟ୍ରେନ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ଭାରତୀୟ ରେଳବାଇ। ତାମିଲନାଡ଼ୁର ତିରୁବଲ୍ଲୁରରେ ମହୀଶୁର-ଦରଭଙ୍ଗା ବାଗମତୀ ସୁପରଫାଷ୍ଟ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହା ଟ୍ରାକରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେବାରୁ ୧୨ଟି ବଗି…

ସେ ଝରକା ନୁହେଁ କବାଟ ଖୋଲିଛନ୍ତି, କାହିଁକି ରାହୁଲଙ୍କୁ ଏମିତି ପ୍ରଶଂସା କରିଥିଲେ ରତନ ଟାଟା, ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୨।୧୦: ବୁଧବାର ଅର୍ଥାତ୍‌ ଅକ୍ଟୋବର ୯ରେ ଭାରତର ଭେଟେରାନ ଶିଳ୍ପପତି ତଥା ସାମାଜିକ କର୍ମୀ ରତନ ଟାଟାଙ୍କ ଦେହାନ୍ତ ହୋଇଛି। ତାଙ୍କୁ ମୃତ୍ୟୁ ବେଳକୁ ୮୫ ବର୍ଷ ବୟସ ହୋଇଥିଲା। ରତନ ଟାଟା ଭାରତୀୟ ଅର୍ଥନୀତିକୁ ଏକ ନୂତନ ଦିଗ ଦେଇଥିଲେ…

ଅଜୟ ଜାଡେଜାଙ୍କୁ ମିଳିଲା ନୂଆ ପରିଚୟ, ଜାମ ନଗର ରାଜ ପରିବାରର ହେଲେ ଉତ୍ତରାଧିକାରୀ

ନୂଆଦିଲ୍ଲୀ,୧୨।୧୦: ପୂର୍ବତନ କ୍ରିକେଟର ଅଜୟ ଜାଡେଜାଙ୍କୁ ନବାନଗରର ପରବର୍ତ୍ତୀ ଜାମ ସାହେବ ଘୋଷିତ କରାଯାଇଛି, ଯାହା ବର୍ତ୍ତମାନ ଜାମନଗର ଭାବରେ ଜଣାଶୁଣା। ଏହା ଗୁଜୁରାଟର କଚ୍ଛ ଉପକୂଳର ଦକ୍ଷିଣ ଉପକୂଳରେ ଥିବା ଐତିହାସିକ ହାଲାର ଅଞ୍ଚଳରେ ଅବସ୍ଥିତ ଏକ ଭାରତୀୟ ରାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?