ଜାତୀୟ

କ’ଣ ଗାନ୍ଧୀ ପରିବାରକୁ ‘ଏମରଜେନ୍ସି’ ସ୍କ୍ରିନିଂ ପାଇଁ ନିମନ୍ତ୍ରଣ କରିବେ କଙ୍ଗନା, ଜାଣନ୍ତୁ କ’ଣ କହିଲେ ଅଭିନେତ୍ରୀ

ନୂଆଦିଲ୍ଲୀ,୩୦।୮: ବଲିଉଡ ଅଭିନେତ୍ରୀ ତଥା ଭାଜପା ଏମ୍‌ପି କଙ୍ଗନା ରାଣାୱତ ଗୁରୁବାର ଗାନ୍ଧୀ ପରିବାରକୁ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଏମରଜେନ୍ସି’ସ୍କ୍ରିନିଂକୁ ନିମନ୍ତ୍ରଣ କରିବାର ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ, ଗାନ୍ଧୀ ପରିବାରର ମନରେ ତାଙ୍କ ପ୍ରତି ବହୁତ ରାଗ…

ବର୍ତ୍ତମାନ ସେ ମୁଖ୍ୟମନ୍ତ୍ରୀ ଅଛନ୍ତି, ନିର୍ବାଚନ ପରେ…ଏକନାଥ ଶିନ୍ଦେଙ୍କୁ ନେଇ ବଡ଼ ଇସାରା ଦେଲେ ଫଡନବିସ

ମୁମ୍ବାଇ,୩୦।୮: ଡିସେମ୍ବର ପୂର୍ବରୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ମହାରାଷ୍ଟ୍ର ରାଜନୀତି ଉଠୁଛି ପଡୁଛି। ତେବେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ରାଜ୍ୟର ଡେପୁଟି ସିଏମ ଦେବେନ୍ଦ୍ର ଫଡନବିସ ରାଜ୍ୟ ରାଜନୀତିକୁ ନେଇ ବଡ଼…

କଂଗ୍ରେସକୁ ବଡ଼ ଝଟ୍‌କା: ହଠାତ୍‌ ଇସ୍ତଫା ଦେଲେ ବିଧାୟକ

ପୁଣେ,୩୦।୮: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର ଦେଗଲୁରୁ ବିଧାୟକ ଜିତେଶ ଅନ୍ତାପୁରକର ଦଳର ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି। ସେ ବରିଷ୍ଠ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ଅଶୋକ ଚଭାନଙ୍କ ନିକଟତର…

ଦିଲ୍ଲୀରେ ଚହଳ: ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗଦେଲେ ଡଜନରୁ ଅଧିକ ଭାଜପା-ଏଏପି ନେତା

ନୂଆଦିଲ୍ଲୀ,୩୦।୮: ଆଗାମୀ ବର୍ଷ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ନିର୍ବାଚନୀ ଋତୁକୁ ଆଖି ଆଗରେ ଦେଖି ଦଳବଦଳ ଏବେଠୁ ଆରମ୍ଭ ହୋଇଯାଇଛି। ଗୁରୁବାର ଭାଜପା ଓ ଆମ ଆଦମୀ ପାର୍ଟିର ଏକ ଡଜନରୁ ଅଧିକ ନେତା କଂଗ୍ରେସରେ ସାମିଲ୍‌…

ମାଡିଆସୁଛି ବାତ୍ୟା ‘ଆସ୍‌ନା’: ରଚିବ ତାଣ୍ଡବ, ୧୪ ବର୍ଷ ପରେ…

ନୂଆଦିଲ୍ଲୀ,୩୦।୮: ବନ୍ୟା ଓ ବର୍ଷା ସହ ସଂଘର୍ଷ କରୁଥିବା ଗୁଜରାଟ ଉପରେ ଆଉ ଗୋଟିଏ ବିପଦ ମାଡିଆସୁଛି। ଅଗଷ୍ଟ ମାସରେ ଏକ ବିରଳ ପାଣିପାଗ ବିଜ୍ଞାନ ଘଟଣାରେ ଶୁକ୍ରବାର ଗୁଜରାଟର ସୌରାଷ୍ଟ୍ର-କୁଚ ଅଞ୍ଚଳରେ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ…

ଓ୍ବାଇଏସଆର କଂଗ୍ରେସକୁ ବଡ଼ ଝଟ୍‌କା: ରାଜ୍ୟ ସଭାରୁ ୨ଜଣ ଏମପିଙ୍କ ଇସ୍ତଫା, ଟିଡିପି-ଭାଜପା ଯୋଗାଯୋଗରେ ୮ଏମପି!

ଅମରାବତୀ,୩୦।୮: ଓ୍ବାଇଏସଆର କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା। ଦଳରୁ ୨ଜଣ ରାଜ୍ୟ ସଭା ଏମପି ଇସ୍ତଫା ଦେଇଛନ୍ତି। ଜଗନ ମୋହନ ରେଡ୍ଡୀ ନେତୃତ୍ୱଙ୍କ ପାର୍ଟିର ୨ଜଣ ଏମପି ପାର୍ଟି ଓ ରାଜ୍ୟ ସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଉପରାଷ୍ଟ୍ରପତି ତଥା ରାଜ୍ୟ…

ମୁମ୍ବାଇ ଏସିଆର ବିଲିୟନେୟାର କ୍ୟାପିଟାଲ

ନୂଆଦିଲ୍ଲୀ, ୩୦।୮: ‘ହୁରୁନ ଇଣ୍ଡିଆ ରିଚ୍‌ ଲିଷ୍ଟ-୨୦୨୪’ ଗୁରୁବାର ଜାରି ହୋଇଛି। ଏହି ରିପୋର୍ଟ ଅନୁଯାୟୀ, ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇ ଚାଇନାର ରାଜଧାନୀ ବେଜିଂକୁ ପଛରେ ପକାଇ ଏସିଆର ବିଲିୟନେୟାର କ୍ୟାପିଟାଲ ଭାବେ ଉଭା ହୋଇଛି। ସମ୍ପ୍ରତି ମୂମ୍ବାଇରେ ୩୮୬…

ମମତାଙ୍କ ବିରୋଧରେ ଦିଲ୍ଲୀ ପୋଲିସରେ ଅଭିଯୋଗ

ନୂଆଦିଲ୍ଲୀ,୩୦ା୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ତୃଣମୂଳ ଛାତ୍ର ପରିଷଦର ଏକ କାର୍ଯ୍ୟକ୍ରମରେ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚେତାବନୀ ଦେଇଥିଲେ। ଯଦି ପଶ୍ଚିମବଙ୍ଗରେ ନିଆଁ ଲାଗେ ତେବେ ଆସାମ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ଦିଲ୍ଲୀ ଜଳିବ…

୨ ଖଣ୍ଡପୀଠ ମୁହାଁମୁହିଁ

ନୂଆଦିଲ୍ଲୀ,୩୦ା୮: ଜାତୀୟ ରାଜଧାନୀ ଦିଲ୍ଲୀର ପରିବେଶ ସମ୍ବେଦନଶୀଳ ଜୋନ୍‌ ରିଜ୍‌ ଅଞ୍ଚଳରେ ଅନଧିକୃତ ଗଛକଟା ପ୍ରସଙ୍ଗରେ ୨ଟି ଅନୁରୂପ ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ଦୁଇ ପୃଥକ୍‌ ବେଞ୍ଚ ମୁହାଁମୁହିଁ ହୋଇଛନ୍ତି। ଏହି ବିବାଦ ଗତ ମାସରେ ସାମ୍ନାକୁ ଆସିଥିଲା। ଦିଲ୍ଲୀ ଉନ୍ନୟନ…

ମମତା ଚାହୁଁ ନାହାନ୍ତି କୋଲକାତା ମାମଲାର ଗୁମର ଫିଟୁ: ଅଧିର ରଞ୍ଜନଙ୍କ ବଡ଼ ଅଭିଯୋଗ

କୋଲକାତା,୨୯।୮: କୋଲକାତା ଆର.ଜି କର ମେଡିକାଲ କଲେଜ ଏବଂ ହସପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ପ୍ରତି ଅତ୍ୟାଚାର ଘଟଣାକୁ ନେଇ ଦିନକୁ ଦିନ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ…

ସୋମବାର ପଶ୍ଚିମବଙ୍ଗ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ

କୋଲକାତା,୨୯ା୮: ବଳାତ୍କାର ନିରୋଧୀ ବିଲ୍‌ ଗୃହୀତ କରାଇବା ପାଇଁ ପଶ୍ଚିମବଙ୍ଗ ସରକାର ୨ ଦିନିଆ ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି। ସୋମବାର ବିଲ୍‌ ଆଗତ ହେବାକୁ ଥିବାବେଳେ ମଙ୍ଗଳବାର ଏହା ଉପରେ ଆଲୋଚନା ହୋଇ ଗୃହୀତ କରାଯିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ…

କେଜରିଓ୍ବାଲ ମୋ ସ୍ବପ୍ନରେ ଆସିଲେ ଆଉ କହିଲେ… ରାମଚନ୍ଦ୍ର ବଖାଣିଲେ ତାଙ୍କ ରିଟର୍ନ ଷ୍ଟୋରୀ

ନୂଆଦିଲ୍ଲୀ,୨୯।୮: ତିନି ଦିନ ପୂର୍ବରୁ ଭାଜପାରେ ଯୋଗ ଦେଇଥିବା ୱାର୍ଡ ନମ୍ବର ୨୮ର ଆମ ଆଦମୀ ପାର୍ଟି (ଏଏପି) କାଉନସିଲର ରାମଚନ୍ଦ୍ର ଗୁରୁବାର ପୁଣି ଦଳକୁ ଫେରିଛନ୍ତି। ଅତୀତରେ ବାୱାନାର ଜଣେ ବିଧାୟକ ଥିବା ରାମଚନ୍ଦ୍ର ବର୍ତ୍ତମାନ ଆମ ଆଦମୀ ପାର୍ଟିର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri