ମେଟ୍ରୋ

ପଦ୍ମପୁର ପାଇଁ ସୃଷ୍ଟି ହେଲା ନୂଆ ଏଡିଏମ୍‌ ପଦବୀ: ଚଭନ କୁନାଲ ମୋତିରାମ ପ୍ରଥମ ଏଡିଏମ୍‌

ଭୁବନେଶ୍ୱର,୨୯।୧୨(ଅନିଲଦାସ)-ବରଗଡ଼ ଜିଲାର ପଦ୍ମପୁର ପାଇଁ ରାଜ୍ୟ ସରକାର ନୂତନ ଆଡିଶ୍‌ନାଲ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ (ଏଡିଏମ୍‌ ) ପଦବୀ ସୃଷ୍ଟି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏହାକୁ ଅନୁମୋଦନ କରିଛନ୍ତି। ପଦ୍ମପୁର କାର୍ଯ୍ୟାଳୟ ପାଇଁ ସୃଷ୍ଟି ହୋଇଥିବା ଏହି ପଦବୀ ଦ୍ୱାରା…

୬ ଆଇପିଏସ୍‌ ଅଫିସରଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର,୨୯ା୧୨(ଅନିଲଦାସ)-ରାଜ୍ୟ ସରକାର ଶୁକ୍ରବାର ୨୦୧୦ ବ୍ୟାଚ୍‌ର ୬ ଜଣ ଆଇପିଏସ୍‌ ଅଫିସରଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ସେମାନେ ହେଲେ ଆଶିଷ କୁମାର ସିଂହ, ପାରୁଲ ଗୁପ୍ତା, ମିତ୍ରଭାନୁ ମହାପାତ୍ର, ସାରା ଶର୍ମା, କନୱର ବିଶାଲ ସିଂ ଓ ଶିବା ସୁବ୍ରମଣି।…

ଦିନରେ ବେପାରୀ, ରାତିରେ ଚୋରି: ଟାର୍ଗେଟରେ ତାଲା ପଡ଼ୁଥିବା ଘର

ଭୁବନେଶ୍ୱର,୨୯।୧୨(ସୂର୍ଯ୍ୟକାନ୍ତ ବେହେରା) : ବାହାର ରାଜ୍ୟରୁ ଆସି ବେପାର କରିବା ବାହାନାରେ ଗଢ଼ୁଛନ୍ତି ଅପରାଧୀ ଗ୍ୟାଙ୍ଗ୍‌। ନିଜ ସହଯୋଗୀ ଅପରାଧୀଙ୍କ ସମେତ ଓଡ଼ିଶାର ଅପରାଧୀଙ୍କୁ ମଧ୍ୟ ଗ୍ୟାଙ୍ଗ୍‌ରେ ସାମିଲ କରୁଛନ୍ତି। କେତେବେଳେ କବାଡ଼ିଆ ଦୋକାନୀ ତ ପୁଣି କେତେବେଳେ କମ୍ବଳ ବେପାରୀ…

୧୩ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ନୂଆବର୍ଷ ଲାଗି ସତର୍କ କଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର, ୨୯।୧୨(ଅସମାପିକା ସାହୁ): ରାଜ୍ୟରେ କରୋନା ସଂକ୍ରମଣ ପୁଣି ବ୍ୟାପିବାରେ ଲାଗିଛି। ଟେଷ୍ଟିଂ ତୁଳନାରେ କମ୍‌ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ମଧ୍ୟ କ୍ରମାଗତ ଭାବେ ଏହି ସଂଖ୍ୟା ବଢ଼ି ଚାଲିଥିବାରୁ ଚିନ୍ତା ବଢ଼ିଛି। ଗୁରୁବାର ୫୦୦ ନମୁନାର କରୋନା ଟେଷ୍ଟ ହୋଇଥିଲା।…

ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣ, ଏକାଧିକ ଆହତ

ଭୁବନେଶ୍ୱର,୨୯ା୧୨: ପାଣ୍ଡରା ସ୍ଥିତ ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣ ହୋଇଛି। ହସ୍ପିଟାଲ ପରିସରରେ ଏମରଜେନ୍ସି ୱାର୍ଡ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ବିସ୍ଫୋରଣରେ ୩ରୁ ୪ ଜଣ ଆହତ ହୋଇଥିବା କୁହାଯାଉଛି। ଆହତମାନେ ବର୍ତ୍ତମାନ ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାପଡିଛି। ତେବେ…

Video: ଘରେ କେହି ନ ଥିବା ବେଳେ ଘରେ କଳାକନା ବୁଲେଇଲେ ଦୁର୍ବୃତ୍ତ

ଭୁବନେଶ୍ୱର,୨୯ା୧୨: ଝିଅ ବାହାଘର ପାଇଁ ଥିଲା ଗହଣା, ଲୁଟିନେଲେ ଚୋର। ରାଜଧାନୀ ଭୁବନେଶ୍ୱରରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଲୁଟେରା। ମଞ୍ଚେଶ୍ୱର ଅଞ୍ଚଳରେ ଝିଅ ବାହାଘର ପାଇଁ ରଖିଥିବା ୨୦ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ଦେଢ଼ ଲକ୍ଷ ଟଙ୍କା…

ରାଜଧାନୀରେ କ୍ୟାବ୍ ଡ୍ରାଇଭରଙ୍କୁ ଅପହରଣ ପରେ ୧୦ ଲକ୍ଷ ଟଙ୍କା ମାଗିଲେ ଅପହରଣକାରୀ

ଭୁବନେଶ୍ୱର,୨୯।୧୨: ଅପରାଧିକ ଘଟଣା ରୋକିବାକୁ କମିସନରେଟ ପୋଲିସ ଏନକାଉଣ୍ଟର କରିବାର କିଛି ଘଣ୍ଟା ପରେ ପୋଲିସକୁ ଚ୍ୟାଲେଞ୍ଜ କରିଛନ୍ତି ଅପରାଧୀ। ଗୁରୁବାର ରାତି ୮ଟା ବେଳେ ପାତ୍ରପଡ଼ା କ୍ରିଷ୍ଣା ବିହାରରୁ ଶଙ୍କର୍ଷଣ ନାମକ କ୍ୟାବ୍ ଡ୍ରାଇଭରଙ୍କୁ କିଛି ଦୁର୍ବୃତ୍ତ ଏକ କାରରେ…

ଆଜି ରାଜ୍ୟରୁ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୯ା୧୨: ବେଶ୍‌ କିଛିଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ଏବେ ପୁଣି ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର ରାଜ୍ୟରୁ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ…

ହାତ ତିଆରି ଗ୍ରୀଟିଂସ୍‌ କାର୍ଡର ଆଦର

ଭୁବନେଶ୍ୱର,୨୯।୧୨(ଶର୍ମିଷ୍ଠା ପାଣିଗ୍ରାହୀ): ନୂଆବର୍ଷ ଆସିଲେ ଗ୍ରୀଟିଂସ୍‌ କାର୍ଡ କଥା ମନେପଡ଼େ। ଦିନ ଥିଲା, ପରସ୍ପରକୁ ଶୁଭେଚ୍ଛା ବାର୍ତ୍ତା ଜଣାଇବାର ଏହା ଥିଲା ମୁଖ୍ୟ ମାଧ୍ୟମ। ବଜାରରେ ବିଭିନ୍ନ ପ୍ରକାରର ଗ୍ରୀଟିଂସ୍‌ କାର୍ଡ ମିଳୁଥିଲା। ସମ୍ପ୍ରତି ଡିଜିଟାଲ ଯୁଗରେ ଲୋକେ ଗ୍ରୀଟିଂସ୍‌ କାର୍ଡଠାରୁ…

ଟ୍ୱିନ୍‌ ସିଟିରେ ଘନ କୁହୁଡ଼ି

ଭୁବନେଶ୍ୱର,୨୯ା୧୨: ଟ୍ବିନ୍‌ ସିଟି ଅର୍ଥାତ୍‌ କଟକ-ଭୁବନେଶ୍ୱରରେ ଶୁକ୍ରବାର ଘନ କୁହୁଡ଼ି ଦେଖାଦେଇଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ୫୦ ମିଟର ଦୂରତାରେ ବି ମୁହଁକୁ ମୁହଁ ଦିଶୁନି। ଦୁଇ-ତିନି ଦିନ ହେବ ରାଜ୍ୟରେ ଶୀତର ପ୍ରକୋପ ଟିକେ କମିଥିଲେ ମଧ୍ୟ ଅଧିକାଂଶ…

ଆଦିମ ଜନଜାତିଙ୍କ ଭୋଟ ଉପରେ ଭାଜପାର ଆଖି

ଭୁବନେଶ୍ୱର,୨୯ା୧୨(ସୁନିତ୍‌ ମିଶ୍ର): ଦେଶ ତଥା ରାଜ୍ୟଗୁଡିକର ଆଦିମ ଜନଜାତିମାନଙ୍କ ଭୋଟ ନେବା ସକାଶେ କେନ୍ଦ୍ରର ଏନ୍‌ଡିଏ ନେତୃତ୍ୱାଧୀନ ଭାଜପା ସରକାର ଯୋଜନା ଆରମ୍ଭ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ(ପିଏମ୍‌-ଜନମନ) ଯୋଜନା ଆଧାରରେ ଦେଶର ୭୫ ବର୍ଗ ଆଦିମ…

ଭୂତଳ ଜଳରେ ଫ୍ଲୋରାଇଡ୍‌, ଆର୍ସେନିକ

ଭୁବନେଶ୍ୱର,୨୯ା୧୨(ଅନିଲ ଦାସ): ରାଜ୍ୟରେ ଭୂତଳ ଜଳ ପ୍ରଦୂଷିତ ହେଉଛି। ବିଶେଷକରି ଜଳରେ ଫ୍ଲୋରାଇଡ୍‌, ଆର୍ସେନିକ, ନାଇଟ୍ରେଟ୍‌, ପିଏଚ୍‌ର ମାତ୍ରା ଅଧିକ ରହୁଛି, ଯାହାକି ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ। ଭୂଗର୍ଭ ଜଳରେ ଫ୍ଲୋରାଇଡ୍‌ ଏବଂ ଆର୍ସେନିକ ମାତ୍ରା ଅଧିକ ରହୁଥିବାରୁ ନ୍ୟାଶନାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?