ମେଟ୍ରୋ

ପାହାଳରେ ଫିଲିପ୍ସ ସ୍ମାର୍ଟ ଲାଇଟ୍‌ ହବ୍‌

ଭୁବନେଶ୍ୱର,୧୯।୧୧: ଫିଲିପ୍ସ ଲାଇଟିଂ ଇଣ୍ଡିଆ ଲିମିଟେଡ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ‘ଫିଲିପ୍ସ ସ୍ମାର୍ଟ ଲାଇଟ୍‌ ହବ୍‌’ ଶନିବାର ପାହାଳଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଫିଲିପ୍ସ ଲାଇଟିଂ ଇଣ୍ଡିଆ ଲିମିଟେଡ୍‌ର ସ୍ବୀକୃତିପ୍ରାପ୍ତ ଡିଲର (ଫ୍ରାଞ୍ଚାଇଜ) ଏଡିସିଓ ଭେଞ୍ଜର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଆନୁକୂଲ୍ୟରେ…

ଖୋର୍ଦ୍ଧାରୁ ମିଳିଲା ଭଗ୍ନ ବୀରଶିଳା ସମୂହ

ଭୁବନେଶ୍ୱର,୧୯।୧୧(ଶର୍ମିଷ୍ଠା ପାଣିଗ୍ରାହୀ)ଅଲୋଡ଼ା ଅବହେଳିତ ଅବସ୍ଥାରେ ପଡ଼ିରହିଛି ଓଡ଼ିଆ ପାଇକଙ୍କ ବୀରତ୍ୱର ଗାଥା ବହନ କରୁଥିବା ଭଗ୍ନ ବୀରଶିଳା ସମୂହ। ୧୮୧୭ ମସିହା ପାଇକ ବିଦ୍ରୋହ ସମୟରେ ମହାନ ପାଇକ ନେତା ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଇଂରେଜଙ୍କ ସହ ଯୁଦ୍ଧ କରି ପ୍ରାଣବଳି…

ନଭେମ୍ବର ୨୦ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୧୮।୧୧: ନଭେମ୍ବର ୨୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମୟୂରଭଞ୍ଜ ଜିଲାର ରାଇରଙ୍ଗପୁରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଷ୍ଟ୍ରପତି ରାଇରଙ୍ଗପୁରର ବାଦାମପାହାଡ଼ ଠାରେ ଟାଟା- ବାଦାମପାହାଡ ଟ୍ରେନର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।…

ଆଜି ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ବର,୧୮।୧୧: ଶନିବାର ମନ୍ତ୍ରୀ ପରିଷଦ ବୈଠକ । ସନ୍ଧ୍ୟା ୫ ଟାରେ ଏହି ବୈଠକ ବସିବ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହୋର ବାଜିପାରେ । କିଛି ନୂଆ ଯୋଜନା କାର୍ଯ୍ୟକରୀ…

ଓଡ଼ିଆ ଯୁବ ବୈଜ୍ଞାନିକଙ୍କୁ ଅନ୍ତର୍ଜାତୀୟ ଗୋର୍ଡନ ବେଲ୍‌ ପୁରସ୍କାର

ଭୁବନେଶ୍ୱର,୧୮ା୧୧(ଅନୁରାଧା ମହାରଣା): ଆମେରିକାର ଡେନ୍‌ଭରଠାରେ ଆୟୋଜିତ ଏସ୍‌ସି୨୩ ଅନ୍ତର୍ଜାତୀୟ ସମ୍ମିଳନୀରେ ଓଡ଼ିଆ ଯୁବ ବୈଜ୍ଞାନିକ ଗୌରବ ପାଣିଗ୍ରାହୀଙ୍କୁ ‘ଗୋର୍ଡନ ବେଲ୍‌ ପୁରସ୍କାର’ ପ୍ରଦାନ କରାଯାଇଛି। ତାଙ୍କର ପ୍ରକଳ୍ପ ‘ଲାର୍ଜ ସ୍କେଲ୍‌ ମ୍ୟାଟେରିଆଲସ୍‌ ମଡେଲିଂ ଆଟ୍‌ କ୍ୱାଣ୍ଟମ୍‌ ଆକ୍ୟୁରାସି: ଏବି ଇନିସିଓ ସିମୁଲେସନ୍ସ…

ଘଣ୍ଟାଏରେ ଗୋଟିଏ ସ୍ଥାନରେ କାମୁଡୁଛନ୍ତି ୬୦ ମଶା

ଭୁବନେଶ୍ୱର, ୧୮।୧୧ (ବନ୍ଦନା ସେଠୀ): ମଶା ଦାଉରେ କଲବଲ ରାଜଧାନୀବାସୀ। ରାତି ହେଉ କି ଦିନ ଦ୍ୱିପ୍ରହର, ଶାନ୍ତିରେ ବସି କି ଶୋଇ ହେଉନାହିଁ। ଘରଠୁ ବାହାର, ଅଫିସ୍‌ରେ ବି ଗୋଡ଼ାଇ କାମୁଡୁଛନ୍ତି ମଶା। ଗାଁ ଗହଳି, ଉପାନ୍ତ ଅଞ୍ଚଳଠାରୁ ବଳିଗଲାଣି…

୮ ରୂପାନ୍ତରଣକାରୀ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର, ୧୮।୧୧(ସୁନିତ୍‌ ମିଶ୍ର): ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଶୁକ୍ରବାର ୧୨୪ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୩୯୭.୧୮ କୋଟି ଟଙ୍କାର ୮ଟି ରୂପାନ୍ତରଣକାରୀ ପ୍ରକଳ୍ପକୁ ଅନୁମୋଦନ ମିଳିଛି।…

ସୁରେଶ ମହାପାତ୍ର ହେଲେ ସିଏମ୍‌ଓ ମୁଖ୍ୟ ପରାମର୍ଶଦାତା

ଭୁବନେଶ୍ୱର,୧୭।୧୧(ଅନୀଲ ଦାସ): ପୂର୍ବତନ ମୁଖ୍ୟ ଶାସନସଚିବ ଏବଂ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି)ର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନୂତନ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି। ଏହି ନିଯୁକ୍ତି ପାଇବା ପରେ ସେ ଓଇଆର୍‌ସି ଅଧ୍ୟକ୍ଷ…

ଓଡ଼ିଶାକୁ ବାତ୍ୟା ବିପଦ ନାହିଁ

ଭୁବନେଶ୍ୱର,୧୭ା୧୧(ଅନିଲ ଦାସ):ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗୁରୁବାର ଗଭୀର ଅବପାତ(ଡିପ୍‌ ଡିପ୍ରେସନ)ରେ ପରିଣତ ହୋଇଛି। ଏହା ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବ ଦିଗରେ ୩୫୦କି.ମି., ପାରାଦୀପରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ୨୮୦କି.ମି. ଏବଂ ପଶ୍ଚିମବଙ୍ଗର ଦିଘାଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୪୨୦କି.ମି. ଦୂର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ…

ଓଡ଼ିଶା ଉପକୂଳ ଦେଇ ଯିବ ବାତ୍ୟା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର,୧୫ା୧୧: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ଅବପାତରେ ପରିଣତ ହୋଇଛି। ଏହା କ୍ରମେ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଅବପାତ କ୍ରମେ ଘନୀଭୂତ…

ଖସୁଛି ପାଇକାରୀ ମୁଦ୍ରାସ୍ଫୀତି ହାର

ଭୁବନେଶ୍ୱର, ୧୫।୧୧: ଗତ କିଛି ମାସ ହେଲା ପାଇକାରୀ ମୁଦ୍ରାସ୍ଫୀତି ହାର କ୍ରମାଗତ ଭାବେ ହ୍ରାସ ପାଇଚାଲିଛି। ଏପରିକି ଚଳିତ ବର୍ଷ ଅକ୍ଟୋବରରେ ପାଇକାରୀ ମୁଦ୍ରାସ୍ଫୀତି ହାର-୦.୫୨% ରହିଛି। ପୂର୍ବ ମାସ (ସେପ୍ଟେମ୍ବର)ରେ ପାଇକାରୀ ମୁଦ୍ରାସ୍ଫୀତି -୦.୨୬% ରହିଥିଲା। ସୂଚନାଯୋଗ୍ୟ, ଚଳିତ…

୧୬, ୧୭ରେ ପ୍ରବଳ ବର୍ଷା

ଭୁବନେଶ୍ୱର, ୧୫।୧୧(ଅସମାପିକା ସାହୁ): ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ବୁଧବାର ଦକ୍ଷିଣ ଓଡ଼ିଶାରେ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗଞ୍ଜାମ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଜଗତ୍‌ସିଂହପୁର, ପୁରୀ ଜିଲାରେ ପ୍ରବଳ ବର୍ଷା ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?