ଖୁବଶୀଘ୍ର ରାଜ୍ୟରେ ସ୍ଥାପନ ହେବ ଏକହଜାର ଶୀତଳଭଣ୍ଡାର, ହିତାଧିକାରୀଙ୍କୁ ମିଳିବ ୭୦ପ୍ରତିଶତ ରିହାତି
ଭୁବନେଶ୍ୱର,୩୧।୧୨: ରାଜ୍ୟରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ମଞ୍ଜୁର ହୋଇଥିବା ଏକହଜାରଟି ସୌରଚାଳିତ ଶୀତଳ ଗୃହ ସ୍ଥାପନ ଉପରେ କୃଷି ଓ କୃଷକ ସଶସ୍ତ୍ରକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଗତକାଲି ବିଭାଗୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା…
ରାଜ୍ୟରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ପୁଣି ୫ ଚିହ୍ନଟ
ଭୁବନେଶ୍ୱର,୩୧।୧୨: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ରାଜ୍ୟରେ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି । ଅନ୍ୟପକ୍ଷେ ଦେଶରେ ମଧ୍ୟ କରୋନା ପଜିଟିଭଙ୍କ ସଂଖ୍ୟା…
୩ ବର୍ଷ ପରେ କର୍ତ୍ତବ୍ୟପଥରେ ଓଡ଼ିଶା ପ୍ରଜ୍ଞାପନ ମେଢ଼
ଭୁବନେଶ୍ୱର,୩୧।୧୨(ଶର୍ମିଷ୍ଠା ପାଣିଗ୍ରାହୀ)ତିନିବର୍ଷ ଧରି ନିରାଶ ହେବା ପରେ ଏଥର ଓଡ଼ିଶାର ପ୍ରଜ୍ଞାପନ ମେଢକୁ ଦିଲ୍ଲୀ ଦରବାରରେ ଦେଖିବାକୁ ମିଳିବ। ସାରା ବିଶ୍ବ ଦେଖିବ ଓଡ଼ିଶା କଳାସଂସ୍କୃତିର ଝଲକ ଓ ମହାନ୍ ପରମ୍ପରାର ଐତିହ୍ୟ। ଶୁକ୍ରବାର ଦିଲ୍ଲୀଠାରେ ଅନୁଷ୍ଠିତ ୪ର୍ଥ ବୈଠକରୁ ଏଭଳି…
ମିସେସ୍ ଗ୍ରାଣ୍ଡ୍ ଇଣ୍ଟରନ୍ୟାଶନାଲ ମୁକୁଟ ପିନ୍ଧିଲେ ସାଇପ୍ରସନ୍ନା
ଭୁବନେଶ୍ୱର,୩୧।୧୨(ଶର୍ମିଷ୍ଠା ପାଣିଗ୍ରାହୀ)ମ୍ୟାନ୍ମାରରେ ଆୟୋଜିତ ଅନ୍ତର୍ଜାତୀୟ ପ୍ରତିଭା ପ୍ରତିଯୋଗିତା ‘ମିସେସ ଗ୍ରାଣ୍ଡ୍ ଇଣ୍ଟରନ୍ୟାଶନାଲ ୨୦୨୩’ର ବିଜେତା ହୋଇ ମୁକୁଟ ପିନ୍ଧିଛନ୍ତି ଡ. ସାଇପ୍ରସନ୍ନା ବେହେରା। ୨୫ରୁ ଅଧିକ ଦେଶରୁ ଆସିଥିବା ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଭାରତ ପାଇଁ ଏହି ଗୌରବ ଆଣିଛନ୍ତି।…
‘ପ୍ଲାଷ୍ଟିକ୍ମୁକ୍ତ ପିକ୍ନିକ୍’ ଅଭିଯାନ ଆରମ୍ଭ
ଭୁବନେଶ୍ୱର, ୩୧।୧୨(ଅସମାପିକା ସାହୁ)ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଓ ପଲିଥିନର ବହୁଳ ବ୍ୟବହାର ସାରା ବିଶ୍ୱ ପାଇଁ ବଡ଼ ବିପଦ ପାଲଟିଛି। ଏହାର ବ୍ୟବହାରକୁ ରୋକିବା ବେଶ୍ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶେଷ ସଚେତନତା କାର୍ଯ୍ୟକ୍ରମ ଭାବେ ଶନିବାରଠାରୁ ‘ପ୍ଲାଷ୍ଟିକ୍ମୁକ୍ତ…
କ୍ରୁଟ୍ ମୋ’ ବସ୍ ସଂଖ୍ୟାରେ ଯୋଗ ହେବ ୨୦୦ ଅତିରିକ୍ତ ଇ-ବସ୍
ଭୁବନେଶ୍ୱର,୩୦ା୧୨: କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(crut) ଜନସାଧାରଣଙ୍କ ଯାତାୟାତର ଗତିଶୀଳତା, ପରିବେଶ ସ୍ଥିରତା ବୃଦ୍ଧି ଏବଂ ଜନ ପରିବହନରେ ପରିବର୍ତ୍ତନ ଆଣିବା ପାଇଁ ନଭେମ୍ବର ୨୦୧୮ରେ ୨୦୦ ଡିଜେଲ ବସ୍ ସହିତ ୫୫ ମିଡି ବସ୍ (୨୫ ନୂତନ ଏବଂ ୩୦…
ନବରଙ୍ଗପୁର ସବୁବେଳେ ମୋ’ ଫୋକସ୍ରେ ଅଛି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩୦ା୧୨(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ନବରଙ୍ଗପୁର ଜିଲା ପାଇଁ ୨ଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଭିତ୍ତି ରଖିଛନ୍ତି। ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଧୀନରେ ୧୧ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ୧୨୭୨ କୋଟି ଟଙ୍କା…
କରୋନା ଲକ୍ଷଣଥିଲେ ଜିରୋ ନାଇଟ ସେଲିବ୍ରେଶନ ଘରେ କରନ୍ତୁ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର,୩୦।୧୨: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶନିବାର ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି । ଏହାକୁ ଦୃଷ୍ଟିରେ ରଖି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି, ଏହା ବିଶେଷ ଚିନ୍ତାଜନକ…
ଡିଜିପି ଦାୟିତ୍ୱରେ ଅରୁଣ ଷଡ଼ଙ୍ଗୀ
ଭୁବନେଶ୍ୱର,୩୦ା୧୨: ବରିଷ୍ଠ ଆଇପିଏସ୍ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶାର ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ୧୯୯୦ ବ୍ୟାଚ୍ର ଆଇପିଏସ୍ ଅଫିସର ଅରୁଣଙ୍କୁ ଅତିରିକ୍ତ ଦାୟିତ୍ୱ ନେଇ ଗୃହ ବିଭାଗ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଅରୁଣ ବିଜୁ ପଟ୍ଟନାୟକ…
ନୂଆବର୍ଷ ପୂର୍ବରୁ କର୍ମଚାରୀଙ୍କ ମନରେ ଛନକା: ବିଳମ୍ବରେ ଅଫିସ୍ ଆସିଲେ ଦରମା ବନ୍ଦ
ଭୁବନେଶ୍ୱର,୩୦।୧୨: ଏଣିକି ବିଳମ୍ବରେ ଅଫିସ ଆସିଲେ ଦରମା ବନ୍ଦ । ନୂଆବର୍ଷ ପୂର୍ବରୁ ବିଏମ୍ସି କର୍ମଚାରୀଙ୍କୁ ତାଗିଦ୍ କରି ଏପରି ନିର୍ଦ୍ଦେଶନାମା ଜାରି କରିଛି । ତେବେ ବିଏମ୍ସି ମୁଖ୍ୟାଳୟରେ କାମ କରୁଥିବା ସମସ୍ତ କର୍ମଚାରୀ ସକାଳ ୯.୪୫ରୁ ୧୦.୧୫ ମଧ୍ୟରେ…
ମାନସ ମଙ୍ଗରାଜଙ୍କୁ ସମ୍ବଲପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ
ଭୁବନେଶ୍ୱର,୩୦।୧୨: ସମ୍ବଲପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଭାବେ ଏମ୍ପି ମାନସ ମଙ୍ଗରାଜଙ୍କୁ ନିଯୁକ୍ତି ମିଳିଛି । ପୂର୍ବରୁ ସେ ବ୍ରହ୍ମପୁର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିଲେ। ବର୍ତ୍ତମାନ ତାଙ୍କୁ ସମ୍ବଲପୁର ଦାୟିତ୍ୱ ଦିଆଯାଇଛି। ସେହିପରି ସୌଭାଗ୍ୟ ନାୟକଙ୍କୁ ସମ୍ବଲପୁର ଓ ରେଙ୍ଗାଳି ଦାୟିତ୍ୱ…
ଅତିଶୀଘ୍ର ଭୁଲିହୋଇଗଲାଣି ସୁଦପଡ଼ା
ଭୁବନେଶ୍ୱର, ୩୦।୧୨(ଲାଲା ସୁନୀଲ କୁମାର ରଥ): ଗତ ୬ତାରିଖରେ ଓଡ଼ିଶା, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ୧୦ଜିଲାର ପ୍ରାୟ ୩୦ଟି ସ୍ଥାନରେ ଦେଶୀ ମଦ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆୟକର(ଇନ୍କମ୍ ଟ୍ୟାକ୍ସ) ଚଢ଼ାଉ ହୋଇଥିଲା। ଏଥିରେ ବଲାଙ୍ଗୀର ଜିଲାର ସୁଦପଡ଼ା, ଟିଟିଲାଗଡ଼ ଏବଂ…

