ବିନା ଅସ୍ତ୍ରୋପଚାରରେ ଫୁସ୍ଫୁସ୍ରୁ ବାହାରିଲା ଛୁଞ୍ଚି
ଭୁବନେଶ୍ୱର, ୧୦।୨ (ବନ୍ଦନା ସେଠୀ): ବିରଳ ଚିକିତ୍ସା କ୍ଷେତ୍ରରେ ଏମ୍ସ ଭୁବନେଶ୍ୱରକୁ ଆଉଏକ ସଫଳତା ମିଳିଛି। ଏମ୍ସ ଶିଶୁ ବିଭାଗର ଡାକ୍ତରୀ ଟିମ୍ ବିନା ଅସ୍ତ୍ରୋପଚାରରେ ଜଣେ ୯ ବର୍ଷୀୟ ବାଳକଙ୍କ ଫୁସ୍ଫୁସ୍ରୁ ଏକ ଛୁଞ୍ଚତ୍ ବାହାର କରି ତାଙ୍କ ଜୀବନ…
ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ, କାରରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା
ଭୁବନେଶ୍ୱର,(ସତ୍ୟଜିତ୍ ରାଉତ)/ ରାୟଗଡ଼ା,୯ା୨(ଆଶିଷ ରଞ୍ଜନ ପଣ୍ଡା): କ୍ଷମତାର ଦୁରୁପଯୋଗ କରି ବେଆଇନ ଭାବେ ବିପୁଳ ସମ୍ପତ୍ତି ଠୁଳ କରୁଛନ୍ତି ସରକାରୀ ବାବୁ। କିଏ ଖସିଯାଉଛନ୍ତି ତ ଆଉ କିଏ ଧରାପଡୁଛନ୍ତି। ଏବେ ଭିଜିଲାନ୍ସ ପଞ୍ଝାରେ ଫସିଛନ୍ତି ଆଉଜଣେ ସରକାରୀ ବାବୁ। ସେ…
ଭି.ସୁଜ୍ଞାନ କୁମାରୀ ଦେଓ କିଏ, ଯାହାଙ୍କୁ ଭେଟିବାକୁ ଅଚାନକ ଚେନ୍ନାଇ ଗଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୯ା୨(ଅନିଲ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସନ୍ଧ୍ୟାରେ ସ୍ବତନ୍ତ୍ର ବିମାନ ଯୋଗେ ଚେନ୍ନାଇ ଯାଇଛନ୍ତି। ବିଜେଡିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲକୁ ଗସ୍ତ କରିଥିବା…
ଆଉ ବିଧାନସଭାକୁ ବିଧାୟକ ଭାବେ ଆସିବେନି ସୁରେଶ ରାଉତରାୟ
ଭୁବନେଶ୍ୱର,୯/୨: ଆଉ ବିଧାନସଭାକୁ ଆସିବେନି ଜଟଣୀ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ। ପୂର୍ବରୁ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ। ତେବେ ତାଙ୍କର ଦୁଇ ପୁଅ, ଜଣେ ଜଟଣୀ ଓ ଆଉଜଣେ ନିମାପଡାରୁ…
ରାଜ୍ୟରେ ଚାଲିଛି ଖରା-ଛାଇର ଖେଳ, ୧୬ ଜିଲାକୁ ସତର୍କ ସୂଚନା
ଭୁବନେଶ୍ୱର,୯ା୨: ରାଜ୍ୟର ପାଣିପାଗ ପୁଣି ପରିବର୍ତ୍ତନ ହୋଇଛି। ଦୁଇଦିନର ପ୍ରବଳ ତାତି ପରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଆକାଶ ମେଘାଚ୍ଛନ୍ନ ରହିବା ସହିତ କିଛିକିଛି ସ୍ଥାନରେ ହାଲୁକା ବର୍ଷା ହୋଇଯାଇଛି । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି…
ଜାତିବାଦୀ ରାଜନୀତିର ସାହାରା ନେଇଛନ୍ତି ରାହୁଲ: ଧର୍ମେନ୍ଦ୍ର
ଭୁବନେଶ୍ୱର,୯।୨(ସୁନିତ୍ ମିଶ୍ର)”ମନ୍ଦିର ଏବଂ ମଠ ବୁଲିବା ପରେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ ଏବେ ନିଜର ରାଜନୈତିକ ଅସ୍ତିତ୍ୱ ବଞ୍ଚାଇବା ପାଇଁ ଚରମ ଜାତିବାଦୀ ରାଜନୀତିର ସାହାରା ନେଇଛନ୍ତି। କଂଗ୍ରେସର ‘ମିଛର ଗ୍ୟାରେଣ୍ଟି’କୁ କେହି ବିଶ୍ୱାସ କରିବେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ…
ଭାରତ ରଙ୍ଗ ମହୋତ୍ସବ ଆରମ୍ଭ : ତାଜମହଲ କା ଟେଣ୍ଡର’ରେ ଦୁର୍ନୀତିର କାହାଣୀ
ଭୁବନେଶ୍ୱର,୯ା୨(ଶର୍ମିଷ୍ଠା ପାଣିଗ୍ରାହୀ): ସମ୍ରାଟ ଶାହାଜାହାନ ତାଙ୍କ ପତ୍ନୀଙ୍କ ସ୍ମୃତିରେ ତାଜମହଲ ନିର୍ମାଣ କରିଥିଲେ, ଯାହା ପ୍ରେମର ପ୍ରତୀକ ଭାବେ ଜଣାଶୁଣା। ମାତ୍ର ସାମ୍ପ୍ରତିକ ସ୍ଥିତିରେ ତାଜମହଲଟିଏ କରିବାକୁ ଚାହୁଁଥିବା ବ୍ୟକ୍ତିଟିଏ କିଭଳି ସମାଜର ଲୁଣ୍ଠନର ଶିକାର ହେଉଛନ୍ତି, ତାହା ନାଟକ ‘ତାଜମହଲ…
ପୁଷ୍ପେନ୍ଦ୍ରଙ୍କ ବିଶ୍ୱସ୍ତ ଏବେ ଆଶାୟୀ
ବେହେରା,୯।୨(ଭୂପେଶ ତିୱାରୀ):କଳାହାଣ୍ଡି ଜିଲାର କୋକସରା, ଧର୍ମଗଡ଼ ଓ କଲମପୁର ବ୍ଲକ ଏବଂ ଜୟପାଟଣା ବ୍ଲକର ୨ଟି ଗ୍ରାମପଞ୍ଚାୟତକୁ ନେଇ ଧର୍ମଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ। ଗତ ୫ଟି ନିର୍ବାଚନକୁ ଦେଖିଲେ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରିଆସୁଛନ୍ତି। ୨୦୧୯ରେ ମୌଷଧି ବାଗ୍ ବିଜୟୀ…
‘ଅର୍ଥନୀତିକୁ ଅଚଳ କରିଦେଇଥିଲା ଉପା’
ନୂଆଦିଲ୍ଲୀ,୯ା୨ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ସରକାର ପୂର୍ବରୁ ଭାରତରେ ଏକ ସୁସ୍ଥ ଅର୍ଥନୀତି ଥିଲା। କିନ୍ତୁ କଂଗ୍ରେସ ନେତୃତ୍ୱାଧୀନ ଏହି ସରକାର କ୍ଷମତାକୁ ଆସିବା ପରେ ଅର୍ଥନୀତିକୁ ଅଚଳ କରିଦେଇଥିଲା ବୋଲି ଗୁରୁବାର କେନ୍ଦ୍ର ପକ୍ଷରୁ ଲୋକ ସଭାରେ ଉପସ୍ଥାପିତ…
୧୫ରୁ ଓଡ଼ିଶା ଗସ୍ତରେ ଆସିବେ ନିର୍ବାଚନ କମିଶନର
ଭୁବନେଶ୍ୱର,୯।୨(ସୁନିତ୍ ମିଶ୍ର):ଆଗକୁ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ଏହାର ପ୍ରସ୍ତୁତି ସମୀକ୍ଷା କରିବାକୁ ଦେଶର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କ ନେତୃତ୍ୱରେ ଏକ ୭ ଜଣିଆ ଟିମ୍ ଆସନ୍ତା ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ…
ପୁଣି ଫେରୁଛି ବର୍ଷା: ୧୧, ୧୨ରେ ଏହି ସବୁ ଜିଲାରେ ବର୍ଷିବ
ଭୁବନେଶ୍ୱର,୮।୨: ପୁଣି ଫେରୁଛି ବର୍ଷା। ଆସନ୍ତା ୧୧ ଓ ୧୨ ତାରିଖରେ ରାଜ୍ୟରେ କେତେକ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁଯାୟୀ, ୧୧ ତାରିଖରେ…
ଅନ୍ତରୀଣ ବଜେଟ: ମିଶନ ଶକ୍ତି ସ୍କୁଟର ଯୋଜନା ପାଇଁ ୫୨୯ କୋଟି
ଭୁବନେଶ୍ବର,୮।୨ : ୨୦୨୪-୨୫ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ ବିଧାନସଭାରେ ଆଗତ ହୋଇଛି । ଗୁରୁବାର ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୧ ଲକ୍ଷ ୧୮ ହଜାର କୋଟିର କାମଚଳା ବଜେଟ ଉପସ୍ଥାପନ କରିଛନ୍ତି । ଏଥିରେ ୫୩ ଲକ୍ଷ ସାମାଜିକ…

