ମେଟ୍ରୋ

ଲୋକପ୍ରିୟତାରେ ପୁଣି ୧ନଂ ହେଲେ ନବୀନ

ଭୁବନେଶ୍ୱର,୧୧।୨: ଲୋକପ୍ରିୟତାରେ ପୁଣି ୧ନଂ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଲୋକପ୍ରିୟତାରେ ସବୁଠୁ ଆଗରେ । ଇଣ୍ଡିଆ ଟୁଡେ ମୁଡ ଅଫ ଦ ନେଶନ ସର୍ଭେରେ ନିଜ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପୁଣି ସମସ୍ତଙ୍କୁ ପଛରେ…

ଜନଜାତି କଳା, ସଂସ୍କୃତି ଓଡ଼ିଶାର ସଂସ୍କୃତିକୁ ସମୃଦ୍ଧ କରିଛି

ଭୁବନେଶ୍ୱର,୧୧ା୨(ଅନିଲ ଦାସ)ସମଗ୍ର ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟର ସାମଗ୍ରିକ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ପାଳନ କରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଶନିବାର ସ୍ଥାନୀୟ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ସ୍ବତନ୍ତ୍ର…

ବିଶ୍ୱବିଦ୍ୟାଳୟକୁ ଅବସରପ୍ରାପ୍ତ ପ୍ରାଧ୍ୟାପକ ଭରସା

ଭୁବନେଶ୍ୱର,୧୧।୨(ଅସମାପିକା ସାହୁ)ରାଜ୍ୟରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାବେଳେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନିୟମିତ ନିଯୁକ୍ତି ନ ଥିବାରୁ ପଦବୀ ଖାଲିପଡ଼ୁଛି। ମିଳିଥିବା ତଥ୍ୟ ଅନୁସାରେ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୭ ବିଶ୍ୱବିଦ୍ୟାଳୟରେ ୧୮୦୧ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ମଞ୍ଜୁର…

ଜନଜାତି ସଂସ୍କୃତିର ସଂରକ୍ଷଣ ପାଇଁ ଅନେକ ପଦକ୍ଷେପ ନିଆଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୨(ଅସମାପିକା ସାହୁ): ସମଗ୍ର ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟର ସାମଗ୍ରିକ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ପାଳନ କରି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଶନିବାର ସ୍ବତନ୍ତ୍ର ଉନ୍ନୟନ ପରିଷଦର ହିତାଧିକାରୀଙ୍କ ଏକ…

ଭୁବନେଶ୍ୱରରେ ପହଞ୍ଚିଲା ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର,୧୦ା୨: ଖଲ୍ଲିକୋଟ ରାଜ ପରିବାରର ଶେଷ ଦାୟାଦ ରାଣୀସାହେବା ତଥା ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାର ଦେଓଙ୍କ ପାର୍ଥିବ ଶରୀର ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛି। ଚେନ୍ନାଇରୁ ଏକ ସ୍ବତନ୍ତ୍ର ବିମାନରେ ତାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ୱର ଅଣାଯାଇଛି। ସୁଜ୍ଞାନ କୁମାରୀ…

ଅଟୋମୋବାଇଲ ଶିଳ୍ପରେ ପ୍ରଥମଥର ପାଦ ଥାପିବ ଜେଏସ୍‌ଡବ୍ଲ୍ୟୁ, ଏମ୍‌ଓୟୁ ସ୍ବାକ୍ଷରିତ

ଭୁବନେଶ୍ୱର,୧୦ା୨: ଦେଶରେ ଅଟୋମୋବାଇଲ ଶିଳ୍ପରେ ପ୍ରଥମଥର ପାଇଁ ପାଦ ଥାପିବ ଜେଏସ୍‌ଡବ୍ଲ୍ୟୁ । ଓଡ଼ିଶା ଶିଳ୍ପ ସମୃଦ୍ଧ ହେଉଥିବା ବେଳେ ଜେଏସଡବ୍ଲ୍ୟୁ କଟକ ନରାଜରେ ଏହି ପ୍ରକଳ୍ପ ପ୍ରତିଷ୍ଠା କରିବା ନେଇ ଶନିବାର ଏକ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ…

ପୁଣି ଫେରିଲା ଶୀତ

ଭୁବନେଶ୍ବର,୧୦।୨: କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ପୁଣି ଫେରିଛି ଶୀତ। ଶୀତ ଲହରୀ ଅନୁଭୂତ ହେବା ସହ ପାରଦ ତଳମୁହାଁ ହୋଇଛି। ସମଗ୍ର ରାଜ୍ୟରେ ରାତିର ତାପମାତ୍ରା ସର୍ବନିମ୍ନ ହ୍ରାସ ପାଇଥିବା ବେଳେ ସୁନ୍ଦରଗଡ କିରେଇରେ ସର୍ବନିମ୍ନ ୮ ଡିଗ୍ରୀ…

୨୦ ତାରିଖରେ ମାଟ୍ରିକ୍‌ ପରୀକ୍ଷା: ତା ପୂର୍ବରୁ ଏହି ୱେବ୍‌ସାଇଟ ଅପ୍‌ଲୋଡ କରାଯାଇଛି ସମସ୍ତ ତଥ୍ୟ, ଅଧିକ ଜାଣିବା ପାଇଁ….

ଭୁବନେଶ୍ବର,୧୦।୯: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଆସନ୍ତା ୨୦ ତାରିଖଠାରୁ ଆରମ୍ଭ ହେବ। ଏ ନେଇ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟର ସମସ୍ତ ତଥ୍ୟ ବୋର୍ଡର ୱେବସାଇଟ www.bseodisha.ac.inରେ ଅପ୍ଲୋଡ କରାଯାଇଛି । ଏହି ୱ୍ସୋଇଟରେ କେଉଁ…

ଲାଞ୍ଚ ନେଇ ଧରା ପଡ଼ିଲେ ପ୍ରଧାନ ଶିକ୍ଷକ, ପୂରା ଘଟଣା ଜାଣିଲେ…

ଭୁବନେଶ୍ବର,୧୦।୨: ଭିଜିଲାନ୍ସ ଜାଲରେ ଶିକ୍ଷକ। ଲାଞ୍ଚ ନେଇ ପଡ଼ିଲେ ଧରା। କେନ୍ଦ୍ରାପଡ଼ା ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଞ୍ଜନ ଆତି ଜଣେ ଅଭିଯୋଗକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀଙ୍କ ହାତରେ ଧରାପଡ଼ିଛନ୍ତି। ଆତି ସ୍କୁଲର…

କଂଗ୍ରେସରେ ସାମିଲ ହେଲେ ଅଭିନେତା ମନୋଜ ମିଶ୍ର

ଭୁବନେଶ୍ୱର,୧୦।୨: କଂଗ୍ରେସରେ ସାମିଲ ହେଲେ ଅଭିନେତା ମନୋଜ ମିଶ୍ର । ଶନିବାର ବିଧିବଦ୍ଧ ଭାବେ ଅଭିନେତା କଂଗ୍ରେସରେ ସାମିଲ ହୋଇଛନ୍ତି। ଏହି ସମୟରେ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାର ତଥା କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ…

ପରଲୋକରେ ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ

ଭୁବନେଶ୍ୱର,୧୦।୨: ଖଲ୍ଲିକୋଟ ରାଜ ପରିବାରର ଶେଷ ଦାୟାଦ ରାଣୀସାହେବା ତଥା ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କର ପରଲୋକ ଘଟିଛି। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ରାତି ୧୨ଟା ୪୪ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ…

ବଦଳିବ ବାଲେଶ୍ୱର ରେଳଷ୍ଟେଶନ ରୂପ

ଭୁବନେଶ୍ୱର,୧୦।୨(ଅନୁରାଧା ମହାରଣା): ବାଲେଶ୍ୱର ରେଳ ଷ୍ଟେଶନର ନବୀକରଣ କରାଯିବ। ଏଥିପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ୧୯୭ କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଇଥିବାବେଳେ ଆସନ୍ତା ୫୦ବର୍ଷ ପାଇଁ ଏହି ଉନ୍ନତିକରଣ ହେବ। ବାଲେଶ୍ୱରର ପାରମ୍ପରିକ ସ୍ଥାପତ୍ୟ ଆଧାରରେ ଷ୍ଟେଶନର ଡିଜାଇନ ପ୍ରସ୍ତୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?