ହୋଟେଲରୁ ମିଳିଲା ସିଆରପିଏଫ୍ ଯବାନଙ୍କ ମୃତଦେହ
ଭୁବନେଶ୍ୱର,୩୦।୧: ଭୁବନେଶ୍ୱର ଅଶୋକ ନଗରରେ ଥିବା ଏକ ହୋଟେଲରୁ ଜଣେ ସିଆରପିଏଫ୍ ଯବାନଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ମୃତକଙ୍କ ନାଁ ମୀର ସିଂହ (୪୨)। ତାଙ୍କଘର ରାଜସ୍ଥାନରେ। ସିଆରପିଏଫ ପକ୍ଷରୁ ତାଙ୍କୁ ଝାଡଖଣ୍ଡରେ ମୁତୟନ କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ…
ବଲାଙ୍ଗୀରରୁ ନିର୍ବାଚନ ଲଢ଼ିବେନି ନରସିଂହ ମିଶ୍ର
ଭୁବନେଶର,୩୦।୧: ବଲାଙ୍ଗୀର ନିର୍ବାଚନମଣ୍ଡଳୀରୁ ୨୦୨୪ ନର୍ବାଚନ ଲଢ଼ିବେନି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ତାଙ୍କ ବଦଳରେ ତାଙ୍କ ପୁଅ ସୌମେନ୍ଦ୍ର ମିଶ୍ର ବିଧାନସଭା ନିର୍ବାଚନ ଲଢ଼ିବେ। ଏନେଇ ବଲାଙ୍ଗୀରରେ ହୋଇଥିବା କମିଟି ମିଟିଂରେ ଏହା ନିଷ୍ପତ୍ତିି ହୋଇଛି। ଏଆଇସିସିକୁ ଏହା…
ଆସନ୍ତା ୪ରେ ସର୍ବଦଳୀୟ ବୈଠକ
ଭୁବନେଶ୍ବର ୩୦।୧: ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନ ଲାଗି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି । ଆସନ୍ତା ୪ ତାରିଖ ସନ୍ଧ୍ୟା ୬ଟା ୩୦ମିନିଟ୍ରେ ଏହି ସର୍ବଦଳୀୟ ବୈଠକ ବସିବ । ବିଧାନସଭାରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ବୈଠକ ବସିବ । ସେହିଭଳି…
ସୁନାପୁର ବେଳାଭୂମିକୁ ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ, ଟୁଇଟ୍ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୩୦।୧(ଅସମାପିକା ସାହୁ ): ଗଞ୍ଜାମ ଜିଲାର ସୁନାପୁର ବେଳାଭୂମିକୁ ୨୦୨୩-୨୪ ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ପୁରସ୍କାର ପାଇଁ ବିବେଚିତ କରାଯାଇଛି। ଏଫଇଇ ସଂସ୍ଥା ପକ୍ଷରୁ ଏ ନେଇ ସର୍ଭେ କରାଯାଇଥିଲା । ୭୭ ଟି ଦେଶର ବେଳାଭୂମିର ସ୍ଥିତି ଉପରେ ସର୍ଭେ…
ବରମୁଣ୍ଡା ନୂଆ ବସ୍ ଟର୍ମିନାଲ କାର୍ଯ୍ୟ ବୁଲି ଦେଖିଲେ ୫ଟି ଅଧ୍ୟକ୍ଷ
ଭୁବନେଶ୍ୱର,୩୦।୧: ବରମୁଣ୍ଡା ପୁରୁଣା ବସ୍ ଷ୍ଟାଣ୍ଡକୁ ଭଙ୍ଗାଯାଇ ନୂଆ ବସ୍ ଟର୍ମିନାଲ ଆରମ୍ଭ ହେଉଛି। ୧୫.୫ ଏକର ଜମିରେ ଏହାର ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ବସ ଟର୍ମିନାଲ ହେଲେ ଯାତ୍ରୀଙ୍କ ପାଇଁ ସୁବିଧା ହେବ ବୋଲି କୁହାଯାଉଛି। ତେବେ ଏହାର…
ମୋ ସ୍କୁଲ୍ର ବିଶ୍ୱ ରେକର୍ଡ ଯୋଜନା
ଭୁବନେଶ୍ୱର, ୩୦।୧(ଅସମାପିକା ସାହୁ):ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ୩ ରୁ ୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ମୋ ସ୍କୁଲ ଅଭିଯାନ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି। ମୋ ସ୍କୁଲ ଅଭିଯାନ ଏକ ବିଶ୍ୱ…
ଅଶ୍ୱିନୀଙ୍କ କ’ଣ ହେବ
ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଆସନ୍ତା ଫେବୃଆରୀ ୨୭ରେ ରାଜ୍ୟ ସଭା ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ ୨୯ ଜାନୁଆରୀରେ ତାରିଖ ଘୋଷଣା କରିଛନ୍ତି। ଓଡ଼ିଶାର ୩ ରାଜ୍ୟ ସଭା ସଦସ୍ୟ ବିଜେଡିର ଅମର ପଟ୍ଟନାୟକ ଓ…
ରାତି ଅଧରେ କବାଟ ବାଡେଇଲେ, ନଖୋଲିବାରୁ …
ଭୁବନେଶ୍ୱର,୨୯।୧(ସୂର୍ଯ୍ୟକାନ୍ତ ବେହେରା): ରାତି ଅଧରେ କବାଟ ବାଡେଇଲେ। ନ ଖୋଲିବାରୁ ଘର ଛାତ ଉପର ଦେଇ ଭିତରକୁ ପଶି ଜଣେ ଶ୍ରମିକଙ୍କୁ ନିସ୍ତୁକ ମାଡ ମାରିବା ସହ ଆସବାପତ୍ର ଫୋପାଡି ଭାଙ୍ଗିଦେଇଥିଲେ। ଏହି ଘଟଣାରେ ନୟାପଲ୍ଲୀ ଥାନା ପୋଲିସ ଆକ୍ରମଣକାରୀ ଯୁବକଙ୍କୁ…
ଆସନ୍ତା ୨ ଦିନ ଦେଖାଯିବ ଘନ କୁହୁଡ଼ି
ଭୁବନେଶ୍ୱର,୨୯।୧(ଅନୁରାଧା ମହାରଣା): ଆସନ୍ତା ୨ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିଲେ ମଧ୍ୟ କୁହୁଡ଼ିର ପ୍ରଭାବ ଜାରି ରହିବ। ଏଥିପାଇଁ ବିଭିନ୍ନ ଜିଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ମଙ୍ଗଳବାର ଉପକୂଳ ଓଡ଼ିଶା ସମେତ…
ଫେବୃଆରୀ ୨୭ରେ ରାଜ୍ୟ ସଭା ନିର୍ବାଚନ
ଭୁବନେଶ୍ୱର,୨୯।୧(ଅନିଲ ଦାସ): ଓଡ଼ିଶାର ଖାଲି ପଡୁଥିବା ୩ ରାଜ୍ୟ ସଭା ଆସନ ପାଇଁ ଆସନ୍ତା ଫେବୃଆରୀ ୨୭ରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଛି । ଏହି ନିର୍ବାଚନ ପାଇଁ ଫେବୃଆରୀ ୮ରେ ବିଜ୍ଞପ୍ତି…
‘ଏଥର ମୋଦି ଜିତିଲେ ଆଉ ନିର୍ବାଚନ ହେବ ନାହିଁ’
ଭୁବନେଶ୍ୱର,୨୯।୧(ଅନିଲଦାସ): ଏଥର ଯଦି ମୋଦି ଜିତିବେ, ଆଉ ନିର୍ବାଚନ ହେବ ନାହିଁ। ଦେଶରେ ଏକଛତ୍ର ବାଦ ଚଳାଇବେ । ଏହା ଶେଷ ନିର୍ବାଚନ। ଆପଣମାନଙ୍କ ପାଇଁ ଶେଷ ସୁଯୋଗ ପୁଣି ଥରେ ଆସିଛି । ଆପଣମାନେ ଗୁଲାମ ରହିବେ କି ନାହିଁ,…
ବାଜିମାରିଲା ଓଡ଼ିଶା ପ୍ରଜ୍ଞାପନ ମେଢ଼: ଦିଲ୍ଲୀ ପରେଡରେ ଅଧିକାର କଲା ପ୍ରଥମ ସ୍ଥାନ
ନୂଆଦିଲ୍ଲୀ,୨୬।୧: ଗତ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର କର୍ତ୍ତବ୍ୟପଥରେ ଗଡିଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ଼(ଟାବ୍ଲୋ) ପ୍ରଥମ ସ୍ଥାନ ହାସଲ କରିଛି। ରାଜ୍ୟ ସରକାର ବିକଶିତ ଭାରତ ଉପରେ ପ୍ରଜ୍ଞାପନ ମେଢ ପ୍ରସ୍ତୁତ କରିଥିଲେ। ରଘୁରାଜପୁର ଗ୍ରାମରେ ମହିଳାମାନେ କିପରି ବିଭିନ୍ନ ପ୍ରକାର ଅଦରକାରୀ…

