ମେଟ୍ରୋ

ଆଜି ଗଣଶିକ୍ଷା ବିଭାଗ ଆଣିବ ମଧୁ ଆପ୍‌

ଭୁବନେଶ୍ୱର,୩।୧୨(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ମଧୁ ଆପ୍‌କୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟନ କରାଯିବ। ଉତ୍କଳମଣି ମଧୁସୂଦନ ଦାସଙ୍କ ନାମରେ ଏହି ଆପ୍‌ଟିକୁ ନାମିତ କରାଯାଇଛି। ଏହି ଆପ୍‌ ପ୍ରଥମେ ଗଞ୍ଜାମ ଜିଲା…

ମାର୍ଚ୍ଚ ୩୧ ସୁଦ୍ଧା ନିଲାମ ହେବ ୨୦ ଖଣି

ଭୁବନେଶ୍ୱର/ଯୋଡ଼ା,୩।୧୨(ବ୍ୟୁରୋ/ଡି.ଏନ୍‌.ଏ. ): ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଲିଜ୍‌ ଅବଧି ଶେଷ ହେଉଥିବା ୨୦ ଖଣିର ପୁନଃ ଟେଣ୍ଡର କରାଯିବ। ଏ ନେଇ ଖଣି ଓ ଇସ୍ପାତ ବିଭାଗ ଯୁଗ୍ମ ସଚିବ ମଞ୍ଜୁଲତା ସ୍ବାଇଁ ସୋମବାର ଖଣି ନିର୍ଦ୍ଦେଶକଙ୍କୁ ଚିଠି (ସଂଖ୍ୟା-…

ସୁଷମା ସଙ୍ଗୀତ ସଦନର ସଙ୍ଗୀତ ସନ୍ଧ୍ୟା ରୋଜା ଜାନେମନ.., ୟେ ହସିଁ ୱାଦିୟାଁ..

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ରୋଜା ଜାନେମନ.., ୟେ ହସିଁ ୱାଦିୟାଁ.., ଝୋଙ୍କା ହୱା କା.., ତୁମ୍‌ ବିନ୍‌ ଜିୟା ଯାଏ.., ଚନ୍ଦାରେ ଚନ୍ଦାରେ.., ଘୁଙ୍ଘଟ ମେ ଚେହେରା.., ମେରେ ୟାରା ଦିଲ୍‌ ଦାରା.., ସାଥିୟାଁ ତୁନେ କ୍ୟା କିୟା.., ତୁମ୍ସେ ମିଲ୍ନେ କି.., ୟେ…

ଭଉଣୀଙ୍କୁ ମାଡ଼ମାରି ଭାଇ ଗିରଫ

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ସମ୍ପର୍କୀୟ ଭଉଣୀକୁ ମାଡମାରିବା ଓ ଅସଦାଚାରଣ କରିଥିବା ଅଭିଯୁକ୍ତ ଭାଇଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ ସୋମବାର ଗିରଫ କରିଛି। ସେ ହେଲେ ଯାଜପୁର ଜିଲା ମଙ୍ଗରାଜପୁର ଅଞ୍ଚଳର ଲାକୁନ ମଲ୍ଲିକ। ସୂଚନା ମୁତାବକ ଏହି ଥାନା ଅଞ୍ଚଳରେ ଅଭିଯୁକ୍ତ ଲାକୁନାଙ୍କ…

୨୩ରୁ ତ୍ରୟୋଦଶ ଯୋଗିନୀ ମହୋତ୍ସବ ଅରୁଣା ମହାନ୍ତି ପାଇବେ ନୃତ୍ୟ ପ୍ରତିଭା ସମ୍ମାନ

ବାଳକାଟୀ,୩ା୧୨(ଡି.ଏନ୍‌.ଏ)- ଆସନ୍ତା ୨୩ତାରିଖରେ ତ୍ରୟୋଦଶ ଯୋଗିନୀ ମହୋତ୍ସବ ରାଜଧାନୀ ଉପକଣ୍ଠ ପ୍ରସିଦ୍ଧ ତନ୍ତ୍ରପୀଠ ବାଳକାଟୀର ମହାମୟୀ ଚଉଷଠି ଯୋଗିନୀଙ୍କ ମନ୍ଦିର ପ୍ରାଙ୍ଗଣରେ ୩ଦିନ ଧରି ଅନୁଷ୍ଠିତ ହେବ। ଭୁବନେଶ୍ୱର ନୃତ୍ୟ ପ୍ରତିଭା ଅନୁଷ୍ଠାନ ଏବଂ ବାଲିଅନ୍ତା ପଞ୍ଚୟତ ସମିତି ଆନୁକୂଲ୍ୟରେ ଆୟୋଜିତ…

ରାଜ୍ୟରେ ବଳାତ୍କାର ମାମଲା ବଢିଚାଲିଛି, ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ପ୍ରଦୀପ୍ତ ନାୟକ

ଭୁବନେଶ୍ୱର, ୩।୧୨(ବ୍ୟୁରୋ): ପୁରୀରେ ଘଟିଥିବା ଲଜ୍ଜାଜନକ ଘଟଣାକୁ ନେଇ ବିରୋଧୀ କଂଗ୍ରେସ ଏବଂ ଭାଜପା ରାଜ୍ୟ ସରକାରଙ୍କୁ ଘେରିଛନ୍ତି। କଂଗ୍ରେସ ନବୀନ ନିବାସ ଘେରାଉ କରିଥିବାବେଳେ ଭାଜପା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ଦାବି କରିଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ…

ଭାରତୀ ନନ୍ଦୀ ପାଇବେ ‘ଯୁଗଳ କିଶୋର ଦତ୍ତ ଅନୁବାଦ ପୁରସ୍କାର’

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ଲେଖାଲେଖି ପତ୍ରିକା ତରଫରୁ ଚଳିତବର୍ଷ ଲାଗି ‘ଯୁଗଳ କିଶୋର ଦତ୍ତ ଅନୁବାଦ ପୁରସ୍କାର’ ଘୋଷଣା କରାଯାଇଛି। ଖ୍ୟାତନାମା ଅନୁବାଦିକା ଭାରତୀ ନନ୍ଦୀ ୨୦୧୯ ମସିହା ଲାଗି ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଆସନ୍ତା ୨୪ ତାରିଖରେ ବିଶିଷ୍ଟ ଅନୁବାଦକ…

ଭୁବନେଶ୍ୱର ସାହିତ୍ୟ ସମାଜ ଅଧିବେଶନ: ଗୁଣାତ୍ମକତା ଉପରେ ଗୁରୁତ୍ୱ ଦିଅନ୍ତୁ ସମ୍ପାଦକ

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ଓଡ଼ିଶାରେ ପତ୍ରିକା ସଂପାଦନା ଅନେକ ସମ୍ଭାବନା ଓ ସ୍ବପ୍ନକୁ ସାକାର କରିବା କ୍ଷେତ୍ରରେ ତତ୍ପର ହେବା ଆବଶ୍ୟକ। ପତ୍ରିକାର ଗୁଣାତ୍ମକ ମାନ ତାହାର ସଫଳ ସଂପାଦନା ଉପରେ ନିର୍ଭର କରେ। ପାଠକୀୟ ଆଦୃତି, ଲେଖକୀୟ ଆକର୍ଷଣ ଓ ପ୍ରକାଶକୀୟ ଆନ୍ତରିକତା…

୭ରୁ ଡଗ୍‌ ଶୋ ଭାଗନେବେ ୩୦ପ୍ରଜାତିର ୩୦୦ କୁକୁର ପ୍ରଥମଥର ପାଇଁ ହେବ ‘ବିଗଲ ସ୍ପେଶିଆଲିଟି’

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ଓଡ଼ିଶା କେନେଲ କ୍ଲବ ପକ୍ଷରୁ ‘ଡଗ୍‌ ଶୋ’ ଆସନ୍ତା ୭ ତାରିଖଠାରୁ ଆରମ୍ଭ ହେବ। ଏନେଇ କ୍ଲବ୍‌ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଲାଣି। ପ୍ରତିଯୋଗିତାର କାର୍ଯ୍ୟସୂଚୀ ଏବଂ କେଉଁ ବିଚାରକ ଆସିବେ ସ୍ଥିର ହୋଇସାରିଲାଣି। ଦୁଇଦିନ…

ଅନ୍‌ଲାଇନ୍‌ରେ ଶମ୍ବର ଶିଙ୍ଗ ବିକ୍ରି, ଜଣେ ଗିରଫ

ଭୁବନେଶ୍ୱର, ୩ା୧୨(ବ୍ୟୁରୋ): ଅନ୍‌ଲାଇନ୍‌ରେ ଶମ୍ବର ଶିଙ୍ଗ ବିକ୍ରି କରୁଥିବା ଜଣେ ଯୁବକକୁ ଗିରଫ କରିଛି ଓ୍ବାଇଲ୍ଡ ଲାଇଫ୍‌ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ (ଡବ୍ଲ୍ୟୁସିସିବି)। ଗିରଫ ଯୁବକ ଜଣକ ହେଲେ ଯାଜପୁର ବ୍ରହ୍ମବରଦାର ଦେବୀ ପ୍ରସନ୍ନ ବେହେରା। ଦେବୀ ପ୍ରସନ୍ନ ଶମ୍ବର ଶିଙ୍ଗ…

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ‘ମୁଁ ବି ସକ୍ଷମ’

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଆନୁକୂଲ୍ୟରେ ଇଡ୍‌କଲ୍‌ ଅଡିଟୋରିୟମ୍‌ରେ ୨ ଦିନିଆ ଚଳଚ୍ଚିତ୍ର ଉତ୍ସବ ଏବଂ ଫଟୋଚିତ୍ର ପ୍ରଦର୍ଶନୀ ସୋମବାରଠାରୁ ଆରମ୍ଭ ହୋଇଛି। ବିଭାଗୀୟ ଶାସନ ସଚିବ ଭାସ୍କରଜ୍ୟୋତି ଶର୍ମାଙ୍କ ଦ୍ୱାରା…

ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ଅଭୂତପୂର୍ବ ସମର୍ଥନ: ୪୦ ଦିନରେ ୭୫ ପ୍ରତିଶତ ଜମି ସଂଗ୍ରହ

ଭୁବନେଶ୍ୱର,୩।୧୨(ବ୍ୟୁରୋ): ଶ୍ରୀମନ୍ଦିର ନିମନ୍ତେ ନିରାପତ୍ତା ବଳୟ ସୃଷ୍ଟି ପାଇଁ ଏହାର ୭୫ ମିଟର ପରିସରରେ ଥିବା ସ୍ଥାବର ସମ୍ପତ୍ତି ତ୍ୟାଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜନ୍ମାଷ୍ଟମୀ ଦିନ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଜମି ଅଧିଗ୍ରହଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri