ଆଗାମୀ ପୌର ନିର୍ବାଚନରେ ଅଂଶଗ୍ରହଣ କରିବ ଏଏପି
ଭୁବନେଶ୍ୱର,୯ା୧୨(ବ୍ୟୁରୋ): ରାଜ୍ୟ ତଥା ଦେଶର ଜନତାଙ୍କୁ ସର୍ବନିମ୍ନ ମୌଳିକ ଆବଶ୍ୟକତା ଯୋଗାଇଦେବା ଯେ କୌଣସି ସରକାରର ମୂଳ ଦାୟିତ୍ୱ। ହେଲେ ଏହି ମୂଳ ଦାୟିତ୍ୱକୁ ପୂରଣ କରିବା ଦୂରର କଥା, ରାଜ୍ୟର ଅନ୍ୟାନ୍ୟ ଭିତ୍ତିଭୂମି ଏବଂ ଆଇନଶୃଙ୍ଖଳା ପରିସ୍ଥିତି ସଙ୍ଗୀନ ହୋଇପଡିଛି।…
ଘଟଣାର ତଦନ୍ତ ହୋଇ ସତ ବାହାରକୁ ଆସୁ: ଭାଜପା
ଭୁବନେଶ୍ୱର,୯ା୧୨(ବ୍ୟୁରୋ): ଅନୁଗୋଳ ଜିଲା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଭରତପୁର କ୍ୟାମ୍ପ ଅଫିସରେ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ପଶି ତାଙ୍କ ଗାଡିରେ ନିଆଁ ଲଗାଇ ଦେଇଛନ୍ତି। ଏଥିରେ ବିଧାୟକଙ୍କ ଗାଡି ସହିତ ବିଜୁ ଯୁବ ବାହିନୀର ଏକ ଆମ୍ବୁଲାନ୍ସ…
କୋଏମ୍ବାଟୁର-ଆସନ୍ସୋଲ ଚାଲିବ ସ୍ପେଶାଲ ଟ୍ରେନ୍ :ଭଦ୍ରକ ଓ ଭୁବନେଶ୍ୱର ଦେଇ ଚଳାଚଳ କରିବ
ଭୁବନେଶ୍ୱର, ୯ା୧୨(ବ୍ୟୁରୋ): ତାମିଲନାଡ଼ୁର କୋଏମ୍ବାଟୁରରୁ ପଶ୍ଚିମବଙ୍ଗର ଆସନସୋଲ ମଧ୍ୟରେ ଭୁବନେଶ୍ୱର ଓ ଭଦ୍ରକ ଦେଇ ଚଳାଚଳ କରିବ ସ୍ପେଶାଲ ଟ୍ରେନ୍। କୋଏମ୍ବାଟୁରରୁ ଡିସେମ୍ବର ୨୮ ଏବଂ ଆସନସୋଲରୁ ଡିସେମ୍ବର ୩୦ ପର୍ଯ୍ୟନ୍ତ ଏହି ଟ୍ରେନ୍ ଚଳାଚଳ କରିବ। ଉଭୟ ଷ୍ଟେଶନ ମଧ୍ୟରେ…
ରାଜଭବନରେ ଓଡ଼ିଆ ଖାଦ୍ୟ ଖାଇଲେ ରାଷ୍ଟ୍ରପତି
ଭୁବନେଶ୍ୱର, ୯ା୧୨(ବ୍ୟୁରୋ): ଦୁଇ ଦିନିଆ ଓଡ଼ିଶା ଗସ୍ତ ଶେଷ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ସନ୍ଧ୍ୟା ୫ଟାରେ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଯାଇଛନ୍ତି। ରାଷ୍ଟ୍ରପତିଙ୍କୁ ବିଦାୟ ଦେବା ପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଜ୍ୟପାଳ ଗଣେଶୀ ଲାଲ,…
ପୁରୁଣା ବନ୍ଧୁଙ୍କୁ ଭେଟିଲେ ରାଷ୍ଟ୍ରପତି
ଭୁବନେଶ୍ୱର, ୯ା୧୨(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟରେ ରବିବାର ପ୍ଲାଟିନମ୍ ଜୁବିଲିର ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ରାଷ୍ଟ୍ରପତି ତାଙ୍କର ପୁରୁଣା ବନ୍ଧୁ ତଥା ପୂର୍ବତନ ରାଜ୍ୟ ସଭା…
ଆକର୍ଷଣ ସାଜିଛି ଏସ୍ଏଚ୍ଜି ମହିଳାଙ୍କ ପସରା
ଭୁବନେଶ୍ୱର,୯ା୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆୟୋଜିତ ମିଶନ ଶକ୍ତି ମେଳାରେ ସମଗ୍ର ରାଜ୍ୟରୁ ଆସିଥିବା ସ୍ବଂୟ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଆକର୍ଷଣ ସାଜିଛି। ଢେଙ୍କାନାଳ ଡୋକ୍ରା କାରୁକାର୍ଯ୍ୟରୁ ଆରମ୍ଭକରି କନ୍ଧମାଳ ହଳଦୀ, ରାୟଗଡ଼ା ଜନଜାତିଙ୍କ…
ସରିଲା ଡଗ୍ ଶୋ’:‘ଜାମ୍ପି’କୁ ବେଷ୍ଟ ଇନ୍ ଶୋ’ ପୁରସ୍କାର
ଭୁବନେଶ୍ୱର, ୯ା୧୨(ବ୍ୟୁରୋ): କୁକୁର ହୋଇ ମଧ୍ୟ ମାଲିକ ପ୍ରତି ଥିବା ବିଶ୍ୱସନୀୟତା ପ୍ରତିପାଦିତ କରୁଥିଲେ। ମାଲିକଙ୍କ ଆଜ୍ଞାଧୀନ ହୋଇ ବିଚାରକଙ୍କ ସବୁ କଥାକୁ ମାନୁଥିଲେ ସେମାନେ। ଏଭଳି ଦେଖିବାକୁ ମିଳିଥିଲା ଡଗ୍ ଶୋ’ରେ। ରବିବାର ଶେଷ ହୋଇଯାଇଛି ଡଗ୍ ଶୋ’। ଓଡ଼ିଶା…
ଦାଦାବଟି ଆଦାୟ ଅଭିଯୋଗ: ଯୁବ କଂଗ୍ରେସ ନେତା ଗିରଫ
କଟକ ଅଫିସ, ୯ା୧୨: ଖ୍ରୀଷ୍ଟ ମହାବିଦ୍ୟାଳୟ ଓ ବକ୍ସିବଜାର ଅଞ୍ଚଳରେ ଆତଙ୍କରାଜ ଚଳାଇବା ଏବଂ ଦାଦାବଟି ଆଦାୟ କରିବା ଅଭିଯୋଗରେ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଯୁବ କଂଗ୍ରେସ ନେତା ସେକ୍ ଗୁଲଜାର(୩୪)ଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ଏହାସହ ତାଙ୍କ…
ସାଧୁ ବେଶରେ ଚୋରି କରି ୨ ଗିରଫ
ଭୁବନେଶ୍ୱର,୯ା୧୨(ବ୍ୟୁରୋ): ଚୋରି ପାଇଁ ସାଧୁବେଶ ଭଳି ଅଭିନବ ଉପାୟ ଆପଣେଇବା ଶେଷରେ ମହଙ୍ଗା ପଡ଼ିଛି। ମିଠା କହି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇ ଘରେ କଳାକନା ବୁଲାଉଥିବା ୨ ଅଭିଯୁକ୍ତଙ୍କୁ ରବିବାର ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରିଛି। ସେମାନେ ହେଲେ…
କ୍ୟାମ୍ପସ୍ ହାଲଚାଲ୍: ପରୀକ୍ଷାଠୁ ପିକ୍ନିକ୍ ଯାଏ ଚାଲିଛି ଚର୍ଚ୍ଚା
କଟକ ଅଫିସ,୯ା୧୨- ସୋସିଆଲ ମିଡ଼ିଆ ସହ ଅଧିକ ମାତ୍ରାରେ ଜଡ଼ିତ ଯୁବପିଢ଼ି। ଏହି ଜରିଆରେ ଯୁବପିଢିଙ୍କ ପାଖରେ ଦେଶବିଦେଶର ଖବର ସବୁବେଳେ ମହଜୁଦ। ଘଟଣା ହେଉ କି ଦୁର୍ଘଟଣା, ଦେଶର ରାଜନୀତି ହେଉ କି ଅର୍ଥନୀତି। ସବୁ ପ୍ରସଙ୍ଗରେ ଯୁବପିଢି ଅଳ୍ପବହୁତେ…
ନୋଟ୍ ବଦଳ ପାଇଁ କମିଶନ ୨ଲକ୍ଷ ଠକେଇ: ୪ ଗିରଫ
କଟକ ଅଫିସ,୯ା୧୨: ପୁରୀସ୍ଥିତ ଏକ ମଠର କର୍ମଚାରୀ ପରିଚୟ ଦେଇ ନୋଟ୍ ଏକ୍ସଚେଞ୍ଜ କରିବା ପାଇଁ କମିଶନ ଦେବାକୁ କହି ୨ଲକ୍ଷ ଟଙ୍କା ଠକି ନେବା ଅଭିଯୋଗରେ ୪ ଆନ୍ତଃଜିଲା ଠକଙ୍କୁ ଚାଉଳିଆଗଞ୍ଜ ପୋଲିସ ଗିରଫ କରି ରବିବାର କୋର୍ଟଚାଲାଣ କରିଛି।…
କେନ୍ଦ୍ରୀୟ ବିଦ୍ୟାଳୟ ଛାତରୁ ଛାତ୍ରୀ ଡେଇଁ ପଡ଼ିବା ଘଟଣା: ବଦଳିଲେ ଖେଳ ଶିକ୍ଷୟିତ୍ରୀ
ଭୁବନେଶ୍ୱର,୮।୧୨(ବ୍ୟୁରୋ): ବଦଳିଲେ କେନ୍ଦ୍ରୀୟ ବିଦ୍ୟାଳୟ-୩ର ଖେଳ ଶିକ୍ଷୟିତ୍ରୀ। ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଏବଂ ଅଭିଭାବକଙ୍କ ଧାରଣା ପରେ ଶିକ୍ଷୟିତ୍ରୀ ସୂର୍ଯ୍ୟମଣୀ ପଟ୍ଟନାୟକଙ୍କୁ ବଦଳି କରାଯାଇଛି। ଏନେଇ ଭୁବନେଶ୍ୱର ରିଜିଅନ୍ ଡେପୁଟି କମିଶନର ଚିଠି କରିଛନ୍ତି। ଶିକ୍ଷୟିତ୍ରୀ ସୂର୍ଯ୍ୟମଣୀଙ୍କ ନିର୍ଯାତନାରେ ଅତିଷ୍ଟ ହୋଇ…

