ମେଟ୍ରୋ

ଏସିଆନ ସିଂହ ପିଛାନର ମୃତ୍ୟୁ

ବାରଙ୍ଗ,୨୯ା୧୨(ଡି.ଏନ.ଏ)- ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଶନିବାର ମଧ୍ୟାହ୍ନରେ ସିଂହ ସଫାରିରେ ରହୁଥିବା ଏସିଆନ ଅଣ୍ଡିରାସିଂହ ପିଛାନର ମୃତ୍ୟୁ ଘଟିଛି। ଗତ କିଛିଦିନ ହେବ ବାର୍ଦ୍ଧକ୍ୟଜନିତ କାରଣରୁ ଖାଇବାପିଇବା ଠିକଭାବେ କରୁ ନ ଥିବାରୁ ରୁଗ୍‌ଣ ହୋଇଯାଉଥିଲା। ଏହି କାରଣରୁ ନନ୍ଦନକାନନର ଡାକ୍ତରମାନେ…

ଶ୍ରୀ ଲିଙ୍ଗରାଜ ମନ୍ଦିର ପୂର୍ବଦିଗ ଉଚ୍ଛେଦ ଜାରି

ପୁରୁଣା ଭୁବନେଶ୍ୱର,୨୯ା୧୨(ଡି.ଏନ.ଏ)- ଶ୍ରୀଲିଙ୍ଗରାଜ ମନ୍ଦିର ପାର୍ଶ୍ୱରେ ଉଚ୍ଛେଦ ପ୍ରକ୍ରିୟା ସୁରୁଖୁରୁରେ ଜାରି ରହିଛି। ଶୁକ୍ରବାର ବ୍ୟାଖ୍ୟାନ କେନ୍ଦ୍ର ଉଚ୍ଛେଦ ଶେଷ ହୋଇଥିବାବେଳେ ଶନିବାର ମନ୍ଦିରର ପୂର୍ବଦିଗରୁ ଉଚ୍ଛେଦ କାର୍ଯ୍ୟ ଚାଲିଛି। ଅନ୍ୟପଟେ ମନ୍ଦିର ସମ୍ମୁଖ ଦେବୀପାଦହରା ନିକଟ ସରକାରୀ ଓ ବେସରକାରୀ…

ବିଜେଡିର ପ୍ରତିଷ୍ଠା ଦିବସରେ ବିନା ହେଲମେଟରେ ବାଇକ ରାଲି: ଟ୍ବିଟ୍‌ ପରେ ଆକ୍ସନମୁଡ୍‌କୁ ଆସିଲା କମିଶନରେଟ ପୋଲିସ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ବିଜେଡି ଦଳର ୨୩ ତମ ପ୍ରତିଷ୍ଠା ଦିବସରେ ଏକାଧିକ କର୍ମି ମାଷ୍ଟରକ୍ୟାଣ୍ଟିନ ଛକରୁ ବିଜେଡି ପାର୍ଟି ଅଫିସ ପର୍ଯ୍ୟନ୍ତ ଆସିଥିଲେ। ଏକାଧିକ କର୍ମୀମାନେ ବିନା ହେଲମେଟରେ ବିଶାଳ ବାଇକ ରାଲିରେ ସହର ଛାତି ଉପରେ କାନ ଫଟା ହର୍ଣ୍ଣ ବଜାଇ…

କଳିଙ୍ଗ ସେନା ଓ ବଜରଙ୍ଗ ଦଳର ବିରୋଧ ପରେ ହୋଟେଲ ମାଲିକ ଛାନିଆ: ଅଶ୍ଲୀଳ ନୃତ୍ୟ ବନ୍ଦ ପାଇଁ ଡିସିପିଙ୍କୁ ଦାବିପତ୍ର

ଭୁବନେଶ୍ୱର, ୨୯ା୧୨(ବ୍ୟୁରୋ): ନୂଆ ବର୍ଷକୁ ଆଖି ଆଗର ରଖି ରାଜଧାନୀରେ ଥିବା ହୋଟେଲ,ପପ୍‌ ଏବଂ କ୍ଲବ୍‌ରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମୁମ୍ବାଇରୁ ଆଇଟମ୍‌ ଡ୍ୟାନ୍ସର ଏବଂ ଗୀତିକାର ମାନଙ୍କୁ ଚଢା ଦାମରେ ହୋଟେଲ ମାଲିକମାନେ ଏଠାକୁ ଆଣୁଛନ୍ତି। ହେଲେ ଅଶ୍ଲୀଳ ନୃତ୍ୟକୁ…

‘ଡିଜିଟାଲର ପରବର୍ତ୍ତୀ ଯୁଗରେ ତିଷ୍ଠି ରହିବାକୁ ପୁନଃ ଆବିଷ୍କାର ଆବଶ୍ୟକ’

ଭୁବନେଶ୍ୱର, ୨୯ା୧୨(ବ୍ୟୁରୋ)- ସାରା ଦୁନିଆ ଏବେ ଡିଜିଟାଲ୍‌ରୁ ଡିଜିଟାଲ୍‌ ପରବର୍ତ୍ତୀ ଯୁଗ ଆଡ଼କୁ ଗତି କରୁଛି। ଆଧୁନିକ ଓ ଅଭିନବ ପ୍ରଯୁକ୍ତି ଆମର ପରୀକ୍ଷା ନେବ। ଆମ ପାଇଁ ନୂଆ ଓ ଜଟିଳ ଆହ୍ବାନ ସୃଷ୍ଟି କରିବ। ପ୍ରଯୁକ୍ତିର ଅଦ୍ଭ୍ୟୁଦୟ ସହିତ…

ଏସ୍‌ପ୍ଲାନେଡ୍‌ ମଲ୍‌ କର୍ତ୍ତୃପକ୍ଷଙ୍କ ଗୁଣ୍ଡାରାଜ: ମହିଳା ଖବରଦାତା, କ୍ୟାମେରାମ୍ୟାନଙ୍କୁ ଆକ୍ରମଣ; ପାର୍କିଂ ଫି ଉପରେ ଖବର ପ୍ରସାରଣ କରୁଥିଲେ

ଭୁବନେଶ୍ୱର, ୨୯ା୧୨(ବ୍ୟୁରୋ): ସୀମା ଟପିଲା ଏସ୍‌ପ୍ଲାନେଡ୍‌ ମଲ୍‌ କର୍ତ୍ତୃପକ୍ଷଙ୍କ ଦାଦାଗିରି। ଜଣେ ମହିଳା ଖବରଦାତା ଓ କ୍ୟାମେରାମ୍ୟାନଙ୍କୁ ମଲ୍‌ ଭିତରେ ଆକ୍ରମଣ କରାଯିବା ସହ ଏକ ବନ୍ଦ ଘରେ ଅକଥନୀୟ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ମହିଳା ଖବରଦାତାଙ୍କୁ ମଲ୍‌ କର୍ମଚାରୀ…

ସୋସିଆଲ ଇନୋଭେଶନ ପ୍ରୋଜେକ୍ଟ ଆରମ୍ଭ କରିବ ଆଇଆଇଏମ୍‌ ସମ୍ବଲପୁର, ଏମ୍‌ବିଏ ଛାତ୍ରୀଛାତ୍ରଙ୍କ ପାଇଁ ବାଧ୍ୟତାମୂଳକ

ଭୁବନେଶ୍ୱର, ୨୯ା୧୨(ବ୍ୟୁରୋ) – ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ(ଆଇଆଇଏମ୍‌) ସମ୍ବଲପୁର ଆସନ୍ତା ଶିକ୍ଷାବର୍ଷରୁ ବିଭିନ୍ନ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯୋଜନା ରଖିଛି। ଏଥିମଧ୍ୟରେ ରହିଛି ୯ ମାସିଆ ସୋସିଆଲ ଇନୋଭେଶନ ପ୍ରୋଜେକ୍ଟ। ଏମ୍‌ବିଏ ଛାତ୍ରୀଛାତ୍ରଙ୍କ ପାଇଁ ଏହା ବାଧ୍ୟତାମୂଳକ କରାଯାଇଛି। ଏହି…

କିଡ୍‌ନୀ ଚୋରି ମାମଲା: ଆପୋଲୋ ହସ୍ପିଟାଲ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ୱର, ୨୯ା୧୨(ବ୍ୟୁରୋ): କିଡ୍‌ନୀ ଚୋରି ସଂକ୍ରାନ୍ତ ମାମଲାରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ପକ୍ଷରୁ କରାଯାଇଥିବା ଯୁକ୍ତିକୁ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଖାରଜ କରିଛନ୍ତି। ଏଥିସହ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହସ୍ପିଟାଲ…

ଆରମ୍ଭ ହେଲା ଭୁବନେଶ୍ୱର-ସୁରଟ ବିମାନ ଟିକେଟ ବୁକିଂ

ଭୁବନେଶ୍ୱର, ୨୯ା୧୨(ବ୍ୟୁରୋ): ଭୁବନେଶ୍ୱରରୁ ସୁରଟ ବିମାନ ଯାତ୍ରା ପାଇଁ ଏୟାର ଇଣ୍ଡିଆ ଟିକେଟ ବୁକିଂ ଆରମ୍ଭ କରିଛି। ଜାନୁୟାରୀ ୨୦ରୁ ଏହି ବିମାନ ସେବା ଆରମ୍ଭ ହେବାକୁ ଥିବା ବେଳେ ସପ୍ତାହକୁ ଦୁଇଥର ଅର୍ଥାତ୍‌ ସୋମବାର ଓ ଗୁରୁବାର ସୁରଟ ଯିବାକୁ…

ଉପରାଷ୍ଟ୍ରପତିଙ୍କୁ ପୁସ୍ତକ ପ୍ରଦାନ କଲେ ପ୍ରଶାନ୍ତ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ବିଜେଡି ରାଜ୍ୟ ସଭା ଏମ୍‌ପି ପ୍ରଶାନ୍ତ ନନ୍ଦ ଶନିବାର ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁଙ୍କୁ ସ୍ବରଚିତ ୨ଟି ପୁସ୍ତକ ପ୍ରଦାନ କରିଛନ୍ତି। ଏହି ପୁସ୍ତକ ୨ଟି ହେଉଛି- ଚଳଚ୍ଚିତ୍ର ପୁରାଣ: ଓଡ଼ିଆ ସିନେମାର ଇତିହାସ ଏବଂ ଖାରବେଳ: ଦ ଗ୍ରେଟ୍‌ ୱାରିୟର।…

କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିଲା ରାଜ୍ୟ କଂଗ୍ରେସ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ଶନିବାର କଂଗ୍ରେସ ୧୩୪ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ଦଳ ବିରୋଧ କରି ‘ସମ୍ବିଧାନ ବଞ୍ଚାଅ-ଭାରତ ବଞ୍ଚାଅ’ ବାର୍ତ୍ତା ନେଇ ଦେଶବ୍ୟାପୀ ଫ୍ଲାଗ୍‌ ମାର୍ଚ୍ଚ କରିଛି। ଏହି ଅବସରରେ ରାଜ୍ୟ କଂଗ୍ରେସ ପକ୍ଷରୁ…

ଅସହାୟଙ୍କ ପାଇଁ ରାତିରେ ଖୋଲା ରହିବ ସ୍କୁଲ କୋଠା

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ରାଜ୍ୟରେ ଅସହ୍ୟ ଥଣ୍ଡାକୁ ଦୃଷ୍ଟିରେ ରଖି ସରକାର ସତର୍କ ପଦକ୍ଷେପ ଗ୍ରହଣ କରିଛନ୍ତି। ସବୁ ବ୍ଲକ, ତହସିଲ, ପଞ୍ଚାୟତକୁ ଆଲର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଗରିବ, ବାସହୀନ, ଅସହାୟଙ୍କ ପାଇଁ ରାତ୍ର ଆଶ୍ରୟସ୍ଥଳ, ସ୍କୁଲ, ସର୍ବସାଧାରଣ କୋଠା ଖୋଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?