୧୪ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂଜାରି, ବର୍ଷା ସହ ବଜ୍ରପାତ ସମ୍ଭାବନା
ଭୁବନେଶ୍ୱର,୧୫ା୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିସହିତ ସ୍ଥାନେ ସ୍ଥାନେ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। ଏନେଇ ରାଜ୍ୟର ୧୪ ଜିଲାକୁ…
କରୋନା ନେଲା ଆଉ ୩ ଜୀବନ: ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି
ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୭ରେ ପହଞ୍ଚିଛି। ୩…
CORONAVIRUS UPDATE: ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୧୮କରୋନା ପଜିଟିଭ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪, ୮୯୮ରେ ପହଞ୍ଚିଲା
ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟରେ ବୁଧବାର ଆଉ ୬୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪, ୮୯୮ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ…
‘ଥ୍ରୀଲର’ରେ ଓଡ଼ିଆ ଯୁବକ ରକ୍
ଭୁବନେଶ୍ୱର,୧୫ା୭(ବ୍ୟୁରୋ): ବଲିଉଡ୍ର ଜଣାଶୁଣା ନିର୍ଦ୍ଦେଶକ ତଥା ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମାଙ୍କ ଆଗାମୀ ଫିଲ୍ମ ‘ଥ୍ରୀଲର୍’ରେ ଓଡ଼ିଶା ଜନ୍ମିତ ଅପ୍ସରା ରାଣୀ ନାୟିକା ସାଜିଥିବାବେଳେ ଏବେ ଆଉଜଣେ ଓଡ଼ିଆଙ୍କୁ ରାମଗୋପାଳ ନାୟକ ଭାବେ ସୁଯୋଗ ଦେଇଛନ୍ତି। ସେ ହେଲେ ଓଡ଼ିଶା…
ଭୂତାଣୁମୁକ୍ତ ହେବ ରେଳଯାତ୍ରା
ଭୁବନେଶ୍ୱର,୧୫ା୭(ବ୍ୟୁରୋ): କରୋନା ବିରୋଧରେ ଲଢେଇକୁ ସୁଦୃଢ କରିବାକୁ ପ୍ରସ୍ତୁତ ହୋଇଛି ଭାରତୀୟ ରେଳପଥ। ପ୍ରଥମେ ଆଇସୋଲେଶନ କୋଚ୍, ଏବେ ପୋଷ୍ଟ୍ କୋଭିଡ୍-୧୯ କୋଚ୍ ପ୍ରସ୍ତୁତ କରିଛି ରେଲ୍ଓ୍ବେ। ଏଥିରେ ଟଚ୍ ଫ୍ରି ଉପକରଣ ସହ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ରହିଛି। କପର-କୋଟେଡ୍…
ଭିକ୍ଷା ମାଗୁଛନ୍ତି ପୂର୍ବତନ ଡିଏସ୍ପିଙ୍କ ପୁଅ
କଟକ ଅଫିସ,୧୫ା୭: ଦିବାକର ପରିଡ଼ା ଥିଲେ ପୋଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀ। ସେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାରତ ପକ୍ଷରୁ ବ୍ରିଟିଶ ସେନାରେ ଯୋଗ ଦେଇଥିଲେ। ସ୍ବାଧୀନ ଭାରତରେ ଓଡ଼ିଶା ପୋଲିସ ଗଠନ ହେବା ପରେ ଏଥିରେ ମଧ୍ୟ ତାଙ୍କୁ ନିଯୁକ୍ତି…
ପରଲୋକରେ ନାଟ୍ୟ ନିର୍ଦ୍ଦେଶକ ପୁଲିନ୍ ବିହାରୀ ମାନସିଂହ
ଭୁବନେଶ୍ୱର,୧୫ା୭(ବ୍ୟୁରୋ): ଓଡ଼ିଶା ନାଟ୍ୟସଂଘର ଉପଦେଷ୍ଟା ତଥା ରାଉରକେଲାର ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଓ ଅଭିନେତା ପୁଲିନ୍ ବିହାରୀ ମାନସିଂହଙ୍କ ସୋମବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ତାଙ୍କୁ ୭୨ ବର୍ଷ ହୋଇଥିଲା। କିଛିଦିନ ଧରି ସେ ହୃଦ୍ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ…
‘ମର୍ଯ୍ୟାଦାରେ କୋଭିଡ୍ ମୃତଦେହକୁ ସତ୍କାର କର’
ଭୁବନେଶ୍ୱର,୧୫ା୭(ବ୍ୟୁରୋ): କୋଭିଡ୍ ସଂକ୍ରମିତଙ୍କ ମୃତ୍ୟୁ ପରେ ସେମାନଙ୍କ ମୃତଦେହକୁ ଅବହେଳା କରାଯାଉଛି। ଅନେକ ସମୟରେ ମୃତଦେହ ଦୀର୍ଘ ସମୟ ଧରି ଅବହେଳିତ ହୋଇ ପଡିରହୁଛି। ତେଣୁ କୋଭିଡ୍ ରୋଗୀଙ୍କ ମୃତଦେହକୁ ମର୍ଯ୍ୟାଦାପୂର୍ଣ୍ଣ ଭାବେ ଯେପରି ସତ୍କାର କରାଯିବ ସେ ନେଇ ସ୍ବତନ୍ତ୍ର…
ଆଖି ବୁଜିଲେ କରୋନା ଆକ୍ରାନ୍ତ ଶିଶୁ
ଭୁବନେଶ୍ୱର, ୧୫।୭(ବ୍ୟୁରୋ): କରୋନାରେ ଆକ୍ରାନ୍ତ ସୁନ୍ଦରଗଡ଼ର ଜଣେ ଶିଶୁ ଆଖିବୁଜିଛନ୍ତି। ତାଙ୍କୁ ଏକବର୍ଷ ୩ ମାସ ହୋଇଥିଲା। ତେବେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇ ଚିକିତ୍ସିତ ହେଉଥିଲେ ମଧ୍ୟ ଜିଏମ୍୧ ଗାଙ୍ଗଲିଓସିଡୋସିସ୍ ରୋଗରେ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର…
ଗଞ୍ଜାମ ଯିବେ ୫ ଓଏଏସ୍, ୪୭ ଓଆର୍ଏସ୍ ଅଫିସର
ଭୁବନେଶ୍ୱର, ୧୫।୭(ବ୍ୟୁରୋ): ଗଞ୍ଜାମ ଜିଲାର କରୋନା ସ୍ଥିତି ଦେଖି ରାଜ୍ୟ ସରକାର ସେଦିଗରେ ବିଶେଷ ଧ୍ୟାନ ଦେଉଛନ୍ତି। ଜିଲାରେ କରୋନା ସ୍ଥିତିକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେନେଇ ସରକାର ଅନ୍ୟ ଜିଲାର ଅଧିକାରୀମାନଙ୍କୁ ଗଞ୍ଜାମ ପଠାଇବା ଆରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ…
କରୋନାରେ ହଜିଗଲା ପଲିଥିନ କଟକଣା
ଭୁବନେଶ୍ୱର,୧୫ା୭(ବ୍ୟୁରୋ): ପଲିଥିନ ଓ ପ୍ଲାଷ୍ଟିକ ତିଆରି ଜିନିଷ ପରିବେଶ ଉପରେ ଭୟଙ୍କର ପ୍ରତିକୂଳ ପ୍ରଭାବ ପକାଉଛି। ଏହାର ଭୟାବହତା ବେଳକୁ ବେଳ ଅସମ୍ଭାଳ ହେବାରେ ଲାଗଛି। ଏହାକୁ ଦୃଷ୍ଟିରେ ରଖି ସରକାର ରାଜ୍ୟକୁ ପଲିଥିନମୁକ୍ତ କରିବାକୁ ଚାହୁଁଛନ୍ତି। ଏପରି କି ପ୍ରଥମ…
ରାଜଧାନୀବାସୀଙ୍କୁ ଡରାଇଲାଣି କରୋନା: ଆଜି ଚିହ୍ନଟ ହେଲେ ୫୧ ଆକ୍ରାନ୍ତ; ଅଛି ୧୬ ଲୋକାଲ୍ କେସ୍
ଭୁବନେଶ୍ୱର,୧୪।୭(ବ୍ୟୁରୋ): ରାଜଧାନୀରେ ମଙ୍ଗଳବାର ୫୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ୩୫ଜଣ କ୍ୱାରାଣ୍ଟାଇନ୍ କେସ୍ ରହିଥିବା ବେଳେ ୧୬ ଲୋକାଲ କେସ୍ ରହିଛି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୬୯କୁ ବୃଦ୍ଧି…

