ଧନ୍ତେରସ୍ରେ ୨୫୦କୋଟିର ବ୍ୟବସାୟ
ଭୁବନେଶ୍ୱର,୧୯।୧୦(ଅନୁରାଧା ମହାରଣା): ଚଳିତ ବର୍ଷ ଅତ୍ୟାବଶ୍ୟକ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ କମ୍ ଟିକସ ସାଧାରଣ ପରିବାରକୁ ଆଶ୍ୱସ୍ତି, ବଜାରକୁ ଶକ୍ତି ଦେଇଛି। ମୁଦ୍ରାସ୍ଫୀତି ଗତ ୮ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ସିପିଆଇ ମୁଦ୍ରାସ୍ଫୀତି ମାତ୍ର ୧.୫୪%ରେ…
ଅଧିକ ସୁଧ ଦେବା ଆଳରେ ୧୦୦୦ କୋଟିର ଠକେଇ
ଭୁବନେଶ୍ୱର,୧୯।୧୦(ସତ୍ୟଜିତ ରାଉତ): ନିବେଶରୁ ଅଧିକ ଲାଭ ଦେବା ଆଳରେ ୧୦୦୦ କୋଟି ଟଙ୍କା ଠକେଇ ମାମଲାରେ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଜଣେ ଅଭିଯୁକ୍ତଙ୍କୁ ଶନିବାର ଗିରଫ କରିଛି। ସେ ହେଲେ କଟକ ୪୨ ମୌଜା ଝିଙ୍କିରିଆ ଅଞ୍ଚଳର ପ୍ରତାପ…
୨୦ ଓ ୨୧ ସ୍କୁଲ, କଲେଜ ଛୁଟି; ଏହି ଜିଲାକୁ ଛାଡ଼ି ଅନ୍ୟସବୁରେ…
ଭୁବନେଶ୍ୱର,୧୮ା୧୦(ସୁଚିସ୍ମିତା ସାହୁ): ଦୀପାବଳି ପାଇଁ ଆସନ୍ତା ସୋମବାର ଓ ମଙ୍ଗଳବାର (୨୦ ଏବଂ ୨୧ ତାରିଖ) ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଛୁଟି ରହିବ। ନୂଆପଡାରେ କେବଳ ୨୧ ତାରିଖ ଛୁଟି ଥିବା ବେଳେ ଅନ୍ୟସବୁ ଜିଲାରେ ଦୁଇଦିନ ଛୁଟି…
ନୂଆପଡ଼ାରେ ବାଜିମାରିବେ କି ଘାସିରାମ, ଭରିଲେ ନାମାଙ୍କ
ନୂଆପଡ଼ା,୧୮।୧୦(ମକାରୁ ବେମାଲ): ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ ଜୟ ଢୋଲକିଆ। ନୂଆପଡ଼ା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପାର୍ଥୀପତ୍ର ଦାଖଲ କରିଛନ୍ତି। ପାର୍ଥୀପତ୍ର ଦାଖଲ ବେଳେ ଦଳର ହେଭିଓ୍ବେଟ୍ ଉପସ୍ଥିତ ଥିଲେ। ଜୟଙ୍କ ସହ ଘାସିରାମ ମଧ୍ୟ ପାର୍ଥୀପତ୍ର ଦାଖଲ କରିଛନ୍ତି। ଅନ୍ୟପକ୍ଷେ, ନୂଆପଡ଼ା…
ନୂଆପଡ଼ାରେ ହେବ ଜବରଦସ୍ତ ଲଢ଼େଇ: ନାମାଙ୍କନ ଭରିଲେ ଜୟ
ନୂଆପଡ଼ା,୧୮।୧୦(ମକାରୁ ବେମାଲ): ନାମାଙ୍କନ ଭରିଲେ ଭାଜପା ପ୍ରାର୍ଥୀ ଜୟ ଢୋଲକିଆ। ନୂଆପଡ଼ା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପାର୍ଥୀପତ୍ର ଦାଖଲ କରିଛନ୍ତି। ପାର୍ଥୀପତ୍ର ଦାଖଲ ବେଳେ ଦଳର ହେଭିଓ୍ବେଟ୍ ଉପସ୍ଥିତ ଥିଲେ। ପ୍ରାର୍ଥିପତ୍ର ଦାଖଲ ପାଇଁ ବିରାଟ ପଟୁଆରରେ ବାହାରିଥିଲେ ଭାଜପା ପ୍ରାର୍ଥୀ ଜୟ…
ଆସୁଛି ଭୟଙ୍କର ବାତ୍ୟା: ଦୋହରାଇବ ୧୯୯୯ ମହାବାତ୍ୟାର ଇତିହାସ!
ଭୁବନେଶ୍ୱର,୧୮ା୧୦: ଆମେରିକାର ଜିଏଫ୍ଏସ୍ ମଡେଲ ବର୍ତ୍ତମାନ ଏମିତି ଏକ ଆକଳନ କରିଛି, ଯେଉଁଥିରେ ବଙ୍ଗୋପସାଗରରେ ଦୁଇଟି ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ଏହା ୧୯୯୯ ମସିହା ମହାବାତ୍ୟାର ଇତିହାସକୁ ଦୋହରାଇବ ବୋଲି ଆକଳନ କରାଯାଉଛି। ପାଣିପାଗ ବିଭାଗର ସୂଚନାନୁଯାୟୀ,…
ଧୋଇଯିବ ଦୀପାବଳି! ଆସୁଛି ବଡ଼ ଲଘୁଚାପ, ୪୮ ଘଣ୍ଟାରେ…
ଭୁବନେଶ୍ୱର,୧୮।୧୦: ୨୧ ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ପଶ୍ଚିମ- ଉତ୍ତରପଶ୍ଚିମ ଦିଗକୁ ଗତିକରି ଘନୀଭୂତ ହୋଇ ଅବପାତ ସମ୍ଭାବନା ରହିଛି। ଦକ୍ଷିଣ ଓ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ପରବର୍ତ୍ତୀ ୪୮ ଘଣ୍ଟାରେ ଅବପାତର ରୂପ ନେବ।…
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ୨୦ରେ ଦୀପାବଳି ଛୁଟି
ଭୁବନେଶ୍ୱର,୧୮।୧୦: ଆସନ୍ତା ୨୦ ତାରିଖ ଦୀପାବଳି ପର୍ବ ଉପଲକ୍ଷେ ଅତିରିକ୍ତ ଛୁଟି ଘୋଷଣ କରିଛନ୍ତି ରାଜ୍ୟସରକାର। ନୂଆପଡ଼ା ଜିଲା ବ୍ୟତୀତ ରାଜ୍ୟର ଅନ୍ୟ ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ନେଇ ଘୋଷଣା ହୋଇଛି। ପୂର୍ବରୁ ଘୋଷିତ ୨୧ ତାରିଖ ଛୁଟି…
ବାଣଫୁଟାକୁ ନେଇ ଆସିଲା ଗାଇଡ୍ଲାଇନ୍: ରାତି ୯ଟା ପରେ ବାଣ ଫୁଟାଇଲେ…
ଭୁବନେଶ୍ୱର,୧୮ା୧୦: ଦୀପାବଳିରେ ବାଣଫୁଟାକୁ ନେଇ ଆସିଲା ଗାଇଡ୍ଲାଇନ୍। ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଏନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଉଚ୍ଚ ଶଦ୍ଦ ସମ୍ପନ୍ନ ବାଣ ଫୁଟାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ସବୁଜ ବାଣ ଫୁଟାଇବା ପାଇଁ ପୋଲିସ ସମସ୍ତଙ୍କୁ…
ମା’ଙ୍କ ଆଶୀର୍ବାଦ ସହ ବାପାଙ୍କ ଫଟୋକୁ ସାଙ୍ଗରେ ନେଇ ବାହାରିଲେ ଜୟ
ଭୁବନେଶ୍ୱର,୧୮।୧୦: ପ୍ରାର୍ଥିପତ୍ର ଦାଖଲ ପାଇଁ ବିରାଟ ପଟୁଆରରେ ବାହାରିଲେ ଭାଜପା ପ୍ରାର୍ଥୀ ଜୟ ଢୋଲକିଆ। ମା’ଙ୍କ ଆଶୀର୍ବାଦ ନେଇ ଜୟ ଘରୁ ଗୋଡ଼ କାଢିଥିବା ବେଳେ ଗାଡ଼ି ଆଗରେ ଦେଖିବାକୁ ମିଳିଛି ବାପାଙ୍କ ଫଟୋଚିତ୍ର। ଖରିଆର ରୋଡରୁ ଉପଜିଲାପାଳଙ୍କ ଅଫିସ ପର୍ଯ୍ୟନ୍ତ…
ରାଜଧାନୀରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ରକ୍ତାକ୍ତ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲେ ପୀଡିତା
ଭୁବନେଶ୍ୱର,୧୮।୧୦: କ୍ୟାପିଟାଲ ଥାନା ଅଶୋକ ନଗରରେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଖବର ସାମ୍ନାକୁ ଆସୁଛି। ରକ୍ତାକ୍ତ ଅବସ୍ଥାରେ ପୀଡ଼ିତା କ୍ୟାପିଟାଲ ହସ୍ପିଟାଲ ଯାଇଥିବା ଜଣାପଡିଛି। କ୍ୟାପିଟାଲ ହସ୍ପିଟାଲ ଫାଣ୍ଡି ପୋଲିସକୁ ଜଣାଇଥିଲେ। କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କ ରିପୋର୍ଟ ଆଧାରରେ ମାମଲା ରୁଜୁ…
ନୂଆପଡ଼ା ଉପନିର୍ବାଚନ: ଆଜି ନାମାଙ୍କନ ଭରିବେ ଢୋଲକିଆ, ଘାସିରାମ ମାଝୀ
ଭୁବନେଶ୍ୱର,୧୮।୧୦: ଆଜି ନୂଆପଡ଼ାରେ ପ୍ରାର୍ଥିପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ। ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ। ଗତ ୧୧ ତାରିଖରେଜୟ ଢୋଲକିଆ ଭାଜପାରେ ସାମିଲ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ମଧ୍ୟ ଆଜି…
Archives


