ମେଟ୍ରୋ

ସରକାର ନେଲେ ବଡ଼ ନିଷ୍ପତ୍ତି: ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୮ା୭(ସୁଚିସ୍ମିତା ସାହୁ): ଖୁବଶୀଘ୍ର ସ୍କୁଲ ପିଲାଙ୍କୁ ମିଳିବ ମାଗଣା ୟୁନିର୍ଫମ। ରାଜ୍ୟ ସରକାରଙ୍କର ନିଷ୍ପତ୍ତି ଅନୁଯାୟୀ ଚଳିତ ଶିକ୍ଷାବର୍ଷ (୨୦୨୫-୨୦୨୬) ପାଇଁ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡିକରେ ପ୍ରଥମ ଶ୍ରେଣୀଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ୁ…

ଆକ୍ସନରେ ସରକାର: ଏହି ସବୁ ଚାଷୀଙ୍କୁ ହେଲା ନୋଟିସ, ଚେକ୍‌ କରିନିଅନ୍ତୁ ଆପଣଙ୍କ ନାଁ ଅଛି କି!

ଭୁବନେଶ୍ୱର,୨୮ା୭: ରବି ଋତୁ ଧାନ ସଂଗ୍ରହରେ ଚାଷୀଙ୍କ ମିଥ୍ୟା ତଥ୍ୟ ଧରାପଡ଼ିବା ଘଟଣା। ମିଥ୍ୟା ତଥ୍ୟ ଦେଇଥିବା ଚାଷୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।୧ ଲକ୍ଷ ୮୧ ହଜାର ୬୮୪ ଟି ପ୍ଲଟ୍‌ରେ ହୋଇନି ଚାଷ। ଏନେଇ ୭…

ଏମ୍ସରୁ ଆସିଲା ବଡ଼ ଖବର: ଡ୍ୟୁଟିରେ ଥିବା ମହିଳା ଆଟେଣ୍ଡାଣ୍ଟ୍‌ଙ୍କୁ ଡାକ୍ତର ଚାମ୍ବରକୁ ଡାକି…

ଭୁବନେଶ୍ୱର,୨୮।୭(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ହସ୍ପିଟାଲରେ ଜଣେ ମହିଳା ଆଟେଣ୍ଡାଣ୍ଟ୍‌ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସମ୍ପର୍କରେ ପୀଡ଼ିତା ଜଣକ ସୋମବାର ଖଣ୍ଡଗିରି ଥାନାରେ ଏତଲା ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।…

ଏମ୍ସ ଭୁବନେଶ୍ୱରରେ ଯୌନ ଉତ୍ପୀଡ଼ନ ଅଭିଯୋଗ: ନର୍ସିଂ ଅଫିସରଙ୍କ ବିରୋଧରେ ମହିଳା କର୍ମଚାରୀଙ୍କ ଅଭିଯୋଗ

ନୂଆଦିଲ୍ଲୀ,୨୮।୭: ଓଡ଼ିଶାରେ ମହିଳାଙ୍କ ବିରୋଧରେ ବଢିଚାଲିଥିବା ହିଂସା ଘଟଣା ମଧ୍ୟରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ (ଏମ୍ସ), ଭୁବନେଶ୍ୱରରେ ଜଣେ ମହିଳା କର୍ମଚାରୀ ନର୍ସିଂ ଅଫିସର ନାନୁ ରାମ ଚୌଧୁରୀଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି। ଖଣ୍ଡଗିରି…

ଗୋପାଳପୁର ଗଣବଳାତ୍କାର ମାମଲା: ଦାଖଲ ହେଲା ଚାର୍ଜଶିଟ୍‌

ଗୋପାଳପୁର,୨୮ା୭: ଗୋପାଳପୁର ଗଣବଳାତ୍କାର ମାମଲାରେ ସୋମବାର ଚାର୍ଜଶିଟ୍‌ ଦାଖଲ ହୋଇଛି। ଏସ୍‌ଡିଜେଏମ୍‌ଙ୍କ କାର୍ଯ୍ୟାଳୟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ୫୭୪ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରାଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଗୋପାଳପୁର ଗଣବଳାତ୍କାର ମାମଲାରେ ଏନ୍‌ଏଚ୍‌ଆର୍‌ସିରେ ମାମଲା ରୁଜୁ କରାଯାଇଥିଲା। ଗୋପାଳପୁର ବେଳାଭୂମିରେ ହୋଇଥିବା…

ବଦଳିଲା ଛାତ୍ରୀଛାତ୍ରଙ୍କ ଆଇଡି କାର୍ଡ ରଙ୍ଗ, ଲୋଗୋ ବି ପରିବର୍ତ୍ତନ

ଭୁବନେଶ୍ୱର,୨୮ା୭: ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଆଇଡି କାର୍ଡ ରଙ୍ଗ ବଦଳିଛି। ୨୦୨୫-୨୬ ଶିକ୍ଷାବର୍ଷରୁ ନୂଆ ଆଇଡି କାର୍ଡ ପକାଇବେ ଛାତ୍ରୀଛାତ୍ର। ଏହି ଆଇଡି କାର୍ଡ ସବୁଜ ରଙ୍ଗରୁ ଗେରୁଆ ରଙ୍ଗକୁ ପରିବର୍ତ୍ତନ କରାଯାଇଛି। ସେହିପରି ହାଉସ ୟୁନିଫର୍ମ ଏବଂ ଟୋପିର ଲୋଗୋ…

ଶ୍ରାବଣ ସୋମବାରରେ ଲଗାଇ ଥିଲେ ଦୀପ: ଜଳିଗଲା ହଷ୍ଟେଲ

ଭୁବନେଶ୍ବର,୨୮।୭: ଭୁବନେଶ୍ୱର ସତ୍ୟବିହାର ଅଞ୍ଚଳରେ ଥିବା ଏକ ମହିଳା ହଷ୍ଟେଲରେ ସୋମବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଆଜି ଶ୍ରାବଣ ମାସର ତୃତୀୟ ସୋମବାର ହୋଇଥିବାରୁ ଛାତ୍ରୀମାନେ ହୋଷ୍ଟେଲ ରୁମ୍‌ରେ ଦୀପ ଜାଳି ମନ୍ଦିର ଯାଇଥିଲେ। ଦୀପରୁ ହଷ୍ଟେଲରେ ନିଆଁ ଲାଗି…

କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତ୍‌କ୍ଷେପଣ

ଭୁବନେଶ୍ୱର,୨୮ା୭: ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତ୍‌କ୍ଷେପଣ କରାଯାଇଛି। ସୋମବାର ସକାଳ ୯.୪୫ରେ ଅବଦୁଲ କଲାମ ଆଇଲାଣ୍ଡରୁ ଉତ୍‌କ୍ଷେପଣ କରାଯାଇଛି। DRDO ଦ୍ୱାରା ବିକଶିତ ଏହି କ୍ଷେପଣାସ୍ତ୍ରର ୧୫୦ରୁ ୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରହିଛି। ଅତ୍ୟାଧୁନିକ ନାଭିଗେସନ…

ଉଚ୍ଚଶିକ୍ଷା ବିଭାଗର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଅଶ୍ଲୀଳ ଭିଡିଓ ଭାଇରାଲ୍‌

ଭୁବନେଶ୍ବର,୨୮।୭: ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌ ହୋଇଯାଇଛି। ଫଳରେ ୪ ତାରିଖରୁ ଅଶ୍ଲୀଳ ଓ ବେଟିଙ୍ଗ ଭିଡ଼ିଓ ସବୁ ଅପଲୋଡ଼ ହୋଇଛି। ତେବେ କିଏ ହ୍ୟାକର ତାହା ଏବେ ଯାଏଁ ସ୍ପଷ୍ଟ ହୋଇନି। ସେନେଇ ତଦନ୍ତ ଚାଲିଛି।

ଆଜି ମହାପ୍ରଭୁଙ୍କ ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୨୮ା୭(ଅଜିତ୍‌ କୁମାର ମହାନ୍ତି):ଶ୍ରାବଣ ଶୁକ୍ଳପକ୍ଷ ଚତୁର୍ଥୀ ସୋମବାର ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପନ୍ନ କରିବେ। ମହାପ୍ରଭୁଙ୍କ ବିଭିନ୍ନ ଗୁପ୍ତନୀତି ମଧ୍ୟରେ ଏହି ନୀତି ଅନ୍ୟତମ। ଶ୍ରୀମନ୍ଦିରରେ ମଧ୍ୟାହ୍ନ…

ଆଜି ୧୫ ଜିଲାରେ ପ୍ରବଳ ବର୍ଷିବ: ଏହି ଦିନଠାରୁ କମିବ

ଭୁବନେଶ୍ୱର,୨୮ା୭(ଅନୁରାଧା ମହାରଣା):ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମବଙ୍ଗ ଉପକୂଳ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ବାଂଲାଦେଶର ସଂଲଗ୍ନ ଅଞ୍ଚଳ ଉପରେ କେନ୍ଦ୍ରୀଭୂତ ହୋଇ ଅବପାତର ରୂପ ନେଇଛି। ଏହି ଅବପାତ…

‘କରିଥିବା କର୍ମର ଫଳ ଭୋଗୁଛନ୍ତି’ ଅମରେଶଙ୍କୁ ନେଇ ଏତେ ବଡ଼ କଥା କହିଦେଲେ ଅର୍ଚ୍ଚନା

ଭୁବନେଶ୍ୱର,୨୭।୭: ବଳାତ୍କାର ମାମଲାରେ ଜେଲ ଯିବା ବେଳେ ଅମରେଶ ଜେନା ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋତେ ଅର୍ଚ୍ଚନା ନାଗ ଫସାଇ ଦେଇଛନ୍ତି । ଅର୍ଚ୍ଚନା ନାଗଙ୍କୁ ପଚାରିଲେ ସେ ସବୁ କହିପାରିବେ। ୧୦୦% ଅର୍ଚ୍ଚନା ନାଗ ମୋତେ ଫସାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri