ବାଚସ୍ପତିଙ୍କ ଉପରକୁ କଳା ଗାମୁଛା ଫିଙ୍ଗିଲେ ବିରୋଧୀ
ଭୁବନେଶ୍ୱର,୮।୧୨(ବ୍ୟୁରୋ): ସପ୍ତମ ଦିନରେ ମଧ୍ୟ ଚାଲିପାରୁନି ବିଧାନସଭା। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ୧୧.୩୦ ଯାଏ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆରମ୍ଭ ହେବା କ୍ଷଣି ପୁଣି ଘଣ୍ଟ…
ରାଜ୍ୟରେ ୪ ବିଦେଶୀ ଫେରନ୍ତା କରୋନା ପଜିଟିଭ୍
ଭୁବନେଶ୍ବର,୮।୧୨(ବ୍ୟୁରୋ):କୋଭିଡ୍ର ନୂଆ ଭାରିଆଣ୍ଟ ଓମିକ୍ରନ ଚିନ୍ତା ବଢାଉଛି। ମଙ୍ଗଳବାର ସୁଦ୍ଧା ରାଜ୍ୟକୁ ଆଫ୍ରିକୀୟ ଦେଶରୁ ୯୮୨ ଜଣ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ନମୁନା ଜିନମ ସିକ୍ବେନ୍ସିଂ ପାଇଁ ପଠାଯାଇଛି…
ବିଧାନସଭାରେ ପାରିତ ହେଲା ପାଇକ ବିଦ୍ରୋହ ସଂକଳ୍ପ
ଭୁବନେଶ୍ୱର,୮।୧୨(ବ୍ୟୁରୋ): ପାଇକ ବିଦ୍ରୋହକୁ ପ୍ରଥମ ଜାତୀୟ ସ୍ବାଧୀନତା ସଂଗ୍ରାମ ଦାବି ପୁଣି ଜୋର ଧରିଛି। ଓଡ଼ିଆ ସ୍ବାଭିମାନ ଓ ଅସ୍ମିତା ପାଇଁ ମଙ୍ଗଳବାର ବିଧାନସଭାରେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ଆନ୍ଦୋଳନ ମାନ୍ୟତା ଦେବା ନେଇ ସଂକଳ୍ପ ପାରିତ ହୋଇଛି।…
ମହାପ୍ରଭୁଙ୍କୁ ଭଜିଲେ ଶାସକ, ବିରୋଧୀ
ଭୁବନେଶ୍ୱର,୮।୧୨(ବ୍ୟୁରୋ): ମହାପ୍ରଭୁ କେନ୍ଦ୍ର ସରକାରଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ, କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ। ହେ ମହାପ୍ରଭୁ ମୁଖ୍ୟମନ୍ତ୍ରୀଙ୍କୁ ଶକ୍ତି ଦିଅନ୍ତୁ, ମମିତାଙ୍କୁ ନ୍ୟାୟ ଦେବା ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ଓ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଇ ବିଧାନସଭାକୁ ଆସନ୍ତୁ। ଶାସକ-ବିରୋଧୀ ଦଳ…
ରାଜ୍ୟରେ ୯୨ ହଜାର ପଞ୍ଜୀକୃତ କୃଷି ଶ୍ରମିକ
ଭୁବନେଶ୍ୱର,୮।୧୨(ବ୍ୟୁରୋ): ରାଜ୍ୟରେ ୯୨ ହଜାର ୭୦୯ କୃଷି ଶ୍ରମିକ ଚିହ୍ନଟ ହୋଇ ପଞ୍ଜୀକୃତ ହୋଇଛନ୍ତି। ଅନୁଗୋଳ ଶ୍ରମ ଜିଲାରେ ୬୭୦ ଜଣ କୃଷି ଶ୍ରମିକ ପଞ୍ଜୀକୃତ ହୋଇଥିବା ବେଳେ ବାଲେଶ୍ୱରରେ ୩୫୫୨, ଭଦ୍ରକରେ ୩୯୧୩, ବରଗଡ଼ରେ ୨୨୩୬ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି।…
କର୍କଟ ରୋଗୀଙ୍କ ପାଇଁ ନୂଆ ଆଶା
ଭୁବନେଶ୍ୱର, ୮।୧୨(ବ୍ୟୁରୋ): କର୍କଟ ରୋଗୀଙ୍କ ନିମନ୍ତେ ଭୁବନେଶ୍ୱର ଗଣ୍ଡମୁଣ୍ଡାଠାରେ ବାଗ୍ଚୀ-କରୁଣାଶ୍ରୟ ଗୃହଭିତ୍ତିକ ସେବା (ହୋମ୍ କେୟାର ସର୍ଭିସ୍) କେନ୍ଦ୍ର ଉଦ୍ଘାଟିତ ହୋଇଛି। ମଙ୍ଗଳବାର ଏହି କେନ୍ଦ୍ରକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିଛନ୍ତି। ଓଡ଼ିଶା ସରକାର, ବାଙ୍ଗାଲୋର…
ପ୍ରେକ୍ଷାଳୟରୁ ମୁହଁ ଫେରାଉଛନ୍ତି ଦର୍ଶକ
ଭୁବନେଶ୍ୱର,୮।୧୨ (ବ୍ୟୁରୋ):ମନୋରଞ୍ଜନର ଅନ୍ୟତମ ମାଧ୍ୟମ ହେଉଛି ସିନେମା। ଟେଲିଭିଜନ ମାଧ୍ୟମରେ ଯେତେ ଚଳଚ୍ଚିତ୍ର ଦେଖିଲେ ବି ହଲ୍ରେ ବସି ଦେଖିବାର ମଜା ନିଆରା। ତେବେ କରୋନା ମହାମାରୀ ଯୋଗୁ ସିନେମା ଶିଳ୍ପ ପ୍ରଭାବିତ ହୋଇଛି। ଅର୍ଥାଭାବ ଯୋଗୁ ଅନେକ ସିନେମା ହଲ୍…
ରାଜ୍ୟରେ କରୋନା ନେଲା ୨ ଜୀବନ
ଭୁବନେଶ୍ୱର,୮।୧୨(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୮ ହଜାର ୪୨୬କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଏବଂ କଟକରୁ ଜଣେ ଲେଖାଏ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏ…
ଓଡ଼ିଶା ‘ଶ୍ରେଷ୍ଠ ରାଜ୍ୟ’
ଭୁବନେଶ୍ୱର, ୮।୧୨(ବ୍ୟୁରୋ): ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଡୋମେଷ୍ଟିକ ଡେଷ୍ଟିନେଶନ୍ କାଟାଗୋରୀରେ ଭାରତରେ ଓଡ଼ିଶାକୁ ‘ଶ୍ରେଷ୍ଠ ରାଜ୍ୟ’ ଭାବେ ବିଚାର କରାଯାଇଛି। ଜାତୀୟ ପତ୍ରିକା ‘ଟ୍ରାଭେଲ-ଲିଜର ଇଣ୍ଡିଆ’ ପକ୍ଷରୁ କରାଯାଇଥିବା ସଭେର୍ର୍ ଅନୁଯାୟୀ ଏହି ରିପୋର୍ଟ ପ୍ରକାଶ ପାଇଛି। ଏଥିସହ ମୟୂରଭଞ୍ଜକୁ ସର୍ବୋତ୍ତମ…
୫ ବର୍ଷରେ ୪୦୬ ହାତୀ ମୃତ
ଭୁବନେଶ୍ୱର, ୮।୧୨(ବ୍ୟୁରୋ): ରାଜ୍ୟରେ ବର୍ଷକୁ ପ୍ରାୟ ୮୧ଟି ହାତୀଙ୍କର ମୃତ୍ୟୁ ଘଟୁଥିବା ଜଣାପଡ଼ିଛି। ୨୦୧୬-୧୭ରୁ ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ୪୦୬ ହାତୀଙ୍କର ମୃତ୍ୟୁ ଘଟିଥିବା ଜଙ୍ଗଲ, ପରିବେଶ ଓ ଜଳବାୟୂ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି।…
୧୦ରେ ବିଧାନସଭା ଘେରାଉ ଧମକଦେଲା ଛାତ୍ର କଂଗ୍ରେସ
ଭୁବନେଶ୍ୱର, ୮।୧୨(ବ୍ୟୁରୋ): ମମିତା ମେହେରଙ୍କୁ ନ୍ୟାୟ ଏବଂ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ ଗିରଫ ଦାବିରେ ଛାତ୍ର କଂଗ୍ରେସ କ୍ରମାଗତ ରାଜ୍ୟବ୍ୟାପୀ ଆନ୍ଦୋଳନ କରିଆସୁଛି। ମୁଖ୍ୟମନ୍ତ୍ରୀ ପୋଲିସ ବଳ ପ୍ରୟୋଗକରି ଛାତ୍ର କଂଗ୍ରେସର କଣ୍ଠରୋଧ କରିବାପାଇଁ ଅପଚେଷ୍ଟା କରିଆସୁଛନ୍ତି ବୋଲି ଛାତ୍ର…
ଗୋବିନ୍ଦଙ୍କୁ ବଞ୍ଚାଇବାକୁ ମାମଲା ଲଢୁଛନ୍ତି ଭାଜପା ନେତା
ଭୁବନେଶ୍ୱର,୮।୧୨(ବ୍ୟୁରୋ): ମମିତା ମେହେର ହତ୍ୟା ମାମଲାକୁ ନେଇ ଭାଜପା ତୁମ୍ବିତୋଫାନ କରିବା ସହିତ ଏଭଳି ଏକ ସମ୍ବେଦନଶୀଳ ମାମଲାରେ ରାଜନୈତିକ ଫାଇଦା ହାସଲ ପାଇଁ ବିଧାନସଭା ଭିତରେ ଓ ବାହାର ନାଟକବାଜି କରୁଛି। ହେଲେ ସେପଟେ ମମିତା ହତ୍ୟା ମାମଲାରେ ମୁଖ୍ୟ…
Archives


