ଟିପଚିହ୍ନ ଦେଉଛନ୍ତି ପାଠୁଆ ଭୋଟର
ଭୁବନେଶ୍ୱର,୨୧ା୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୩ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏହି ନିର୍ବାଚନରେ ପ୍ରାୟ ୭୮ ପ୍ରତିଶତ ମତଦାନ ହେଉଥିବା ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି। କିନ୍ତୁ କୌତୂହଳର ବିଷୟ ଯେ ଭୋଟରମାନେ ନିଜକୁ ନିରକ୍ଷର ଭାବେ ପ୍ରମାଣ…
ନକଲି ଡାକ୍ତରଙ୍କ ଠକେଇ ପେଡ଼ି ଖୋଲୁଛି
ଭୁବନେଶ୍ୱର, ୨୧।୨(ବ୍ୟୁରୋ): ଅର୍ଥ ପାଇଁ ୧୭ଜଣଙ୍କୁ ବିବାହ କରିଥିବା ରସିକିଆ ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁଙ୍କ ଠକେଇ ପେଡି ଖୋଲିବାରେ ଲାଗିଛି। ଶନିବାରଠାରୁ ୫ଦିନିଆ ରିମାଣ୍ଡରେ ଆଣି କମିଶନରେଟ ପୋଲିସ ମାରାଥନ୍ ଜେରା କରୁଛି। ରବିବାର ରିମାଣ୍ଡର ଦ୍ୱିତୀୟ ଦିନରେ…
ତୃତୀୟ ପର୍ଯ୍ୟାୟରେ ହିଂସା ବୃଦ୍ଧି
ଭୁବନେଶ୍ୱର,୨୧ା୨(ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବେଳକୁ ବେଳ ଉଗ୍ରରୂପ ଧାରଣ କରୁଛି। ନିଜ ସପକ୍ଷରେ ଜନମତ ନେବାକୁ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ହିଂସାକାଣ୍ଡର ସାହାରା ନେଉଛନ୍ତି। ଗତ ଦୁଇଟି ପର୍ଯ୍ୟାୟ ନିର୍ବାଚନରେ ଭୋଟ ବାକ୍ସ ନେଇଯିବା, ବାଲଟ ପେପର ଚିରିବା,…
ହାତୀ କରିଡର: ବିଜ୍ଞପ୍ତି ଜାରି କରୁନି ବନ ବିଭାଗ
ଭୁବନେଶ୍ୱର, ୨୧।୨: ରାଜ୍ୟରେ ୧୪ଟି ହାତୀ ଚଲାପଥ ବା ହାତୀ କରିଡର ରହିଥିବା ୨୦୧୦ରେ ବନ ବିଭାଗ କହିଥିଲା। ୨୦୧୨ରେ କେନ୍ଦ୍ର ସରକାରଙ୍କୁ ଡ୍ରାଫ୍ଟ ନୋଟିସ୍ ପଠାଇବା ପାଇଁ ବିଭାଗ ପ୍ରସ୍ତୁତ କରିଥିଲା। ହେଲେ ଏଯାଏ ବିଧିବଦ୍ଧ ଭାବେ ବନବିଭାଗ ତରଫରୁ…
୭୧% ମତଦାନ
ଭୁବନେଶ୍ୱର,୨୧ା୨(ବ୍ୟୁରୋ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ରବିବାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୭୧% ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ଦୁଇଟି ପର୍ଯ୍ୟାୟ ଭଳି ଏହି ପର୍ଯ୍ୟାୟରେ ମଧ୍ୟ ମାଲକାନଗିରି ଜିଲାରେ ମତଦାନ…
ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୫% ମତଦାନ
ଭୁବନେଶ୍ୱର,୨୦।୨(ବ୍ୟୁରୋ): ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ। ରବିବାର ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇ ୧ଟାରେ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୨୯ ଜିଲା ୬୩ ବ୍ଲକର ୧୩୮୨ ପଞ୍ଚାୟତର ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଛି। ତେବେ ରବିବାର ମଧ୍ୟାହ୍ନ ୧୨ଟା…
ଆଖି ବୁଜିଲେ ୧୭ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୦।୨(ବ୍ୟୁରୋ): ରାଜ୍ୟରେ ଆଖି ବୁଜିଲେ ଆଉ ୧୭ କରୋନା ଆକ୍ରାନ୍ତ। ମୃତକଙ୍କ ମଧ୍ୟରେ ବାଲେଶ୍ୱର-ସୁନ୍ଦରଗଡ଼ର ୬ଜଣ ସଂକ୍ରମିତ ଥିବା ବେଳେ ଗଞ୍ଜାମର ୨ ଏବଂ କଳାହାଣ୍ଡି-ପୁରୀର ଜଣେ ଲେଖାଏ ଆକ୍ରାନ୍ତ ଅଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…
ରାଜ୍ୟରେ ଆଉ ୪୯୨ କରୋନା ପଜିଟିଭ୍
ଭୁବନେଶ୍ୱର,୨୦।୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୯୨ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରେ ୨୮୯ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୨୦୩ ଲୋକାଲ କେସ୍ ରହିଛି। ସେହିଭଳି ୧୨୨ ପିଲା ସଂକ୍ରମିତ ହୋଇଥିବା ନେଇ ରବିବାର ପୂର୍ବାହ୍ନରେ ରାଜ୍ୟ ସୂଚନା…
ବୁଥ୍ରେ ଉତ୍ତେଜନା, ମତଦାନ ବନ୍ଦ
ପାରଳାଖେମୁଣ୍ଡି,୨୦ା୨(ଡି.ଏନ୍.ଏ.): ଗଜପତି ଜିଲା ରାୟଗଡ଼ା ବ୍ଲକ ଅନ୍ତର୍ଗତ ଏସ କରଡାସିଂ ପଞ୍ଚାୟତ ମତଦାନ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଛି। ଭୋଟର ତାଲିକାରେ ନାଁ ନ ଥିବାରୁ ଏହି ଉତ୍ତେଜନା ଦେଖାଦେଇଛି। ୯ ନମ୍ବର ବୁଥ୍ ଘାଟିତଳ ଗ୍ରାମର ଉତ୍ତ୍ୟକ୍ତ ଲୋକେ ମତଦାନ…
ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୨୬୬ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୯ା୨(ବ୍ୟୁରୋ): ଶନିବାର ରାଜ୍ୟରୁ ଆଉ ୧୨୬୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୨,୬୭,୧୦୯ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
୪୫ ବୁଥ୍ରେ ଆସନ୍ତା ୨୩ରେ ହେବ ସାନି ମତଦାନ
ଭୁବନେଶ୍ୱର,୧୯ା୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବାଧାପ୍ରାପ୍ତ ହୋଇଥିବା ବୁଥ୍ରେ ସାନି ମତଦାନ ଅନୁଷ୍ଠିତ ହେବ। ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଆସନ୍ତା ୨୩ରେ ୪ଟି ଜିଲା ଅର୍ଥାତ୍ ଯାଜପୁର, ଢେଙ୍କାନାଳ, ପୁରୀ, ଭଦ୍ରକର ୪୫ଟି ବୁଥ୍ରେ ସାନି…
ଓଡ଼ିଶାରେ ରାଷ୍ଟ୍ରପତି
ଭୁବନେଶ୍ୱର,୧୯ା୨(ବ୍ୟୁରୋ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୁବନେଶ୍ୱରରେ ଶନିବାର ଅପରାହ୍ନରେ ପହଞ୍ଚିଛନ୍ତି। ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ରାଷ୍ଟ୍ରପତିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ୍ , ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜି…

