ମେଟ୍ରୋ

ଚାଷୀଙ୍କ ସମସ୍ୟା ସମାଧାନ ନ ହେବା ଯାଏଁ ଆନ୍ଦୋଳନ: ଭାଜପା

ଭୁବନେଶ୍ବର, ୧୬ା୧୧(ବ୍ୟୁରୋ): ମୁଣ୍ଡ ଉପରେ ପଦ୍ମପୁର ଉପନିର୍ବାଚନ ଥିବାବେଳେ ଏଠାରେ ବାଜିମାତ୍‌ କରିବାକୁ ବିଜେଡି ଏବଂ ଭାଜପା ଚାଷୀ ପ୍ରସଙ୍ଗକୁ ଢାଲ କରିଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀ ପାଇ ନ ଥିବା ବୀମା ରାଶିକୁ ନେଇ ଉଭୟ ଦଳ…

ଅନିଶ୍ଚିତତାରେ ବାୟୋମାଇନିଂ ପ୍ରକଳ୍ପ

ଭୁବନେଶ୍ୱର, ୧୬।୧୧ (ବ୍ୟୁରୋ): ପୁଣି ଝୁଲିଲା ବହୁ ପ୍ରତୀକ୍ଷିତ ଭୁଆସୁଣୀ ବାୟୋମାଇନିଂ ପ୍ରକଳ୍ପ। ବିଏମ୍‌ସି ଅଳିଆ ଗାଡ଼ି ଧକ୍କାରେ ଦାରୁଠେଙ୍ଗ ଗ୍ରାମର ଦୁଇଜଣଙ୍କ ମୃତ୍ୟୁ ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଫଳରେ ଭୁଆସୁଣୀ ଡମ୍ପିଂୟାର୍ଡରେ ବାୟୋମାଇନିଂ ପ୍ରକଳ୍ପ କରାଇ…

ମଶା ଦାଉରେ କଲବଲ ରାଜଧାନୀବାସୀ

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ଏବେ ମଶାଙ୍କ ପ୍ରାର୍ଦୁଭାବ ବଢ଼ିଚାଲିଛି। କେବଳ ରାତିରେ ନୁହେଁ, ଦିନରେ ବି ମଶାଙ୍କ ଦୌରାତ୍ମ୍ୟ ଶୁଆଇ ବସାଇ ଦେଉନାହିଁ। ଅପରାହ୍ନ ୪ଟା ବାଜୁ ବାଜୁ ଘରର ଝରକା, କବାଟ ବନ୍ଦ କରି ରହିବାକୁ ପଡୁଛି।…

‘ଅକ୍ଷର’ ପାଇଁ ବାଟ ଫିଟିଲା

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ବହୁ ଆଲୋଚନା ପରେ ୪ର୍ଥ ରାଜ୍ୟ ପୁସ୍ତକ ମେଳା ‘ଅକ୍ଷର’ ହେବା ନେଇ ମଙ୍ଗଳବାର ନିଷ୍ପତ୍ତି ହୋଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଓ ସ୍ଥାନରେ ପୁସ୍ତକ ମେଳା ହେବ। ଏନେଇ ରାଜଧାନୀ ପୁସ୍ତକ ମେଳା କମିଟି ସମ୍ପାଦକ ଉପେନ୍ଦ୍ର କୁମାର…

ଘରୁ ଆରମ୍ଭ ହେଉ ପରିବେଶ ସୁରକ୍ଷା

ଇଞ୍ଜିନିୟରିଂ ପାଠ ପଢ଼ି କ୍ୟାରିୟର ଆରମ୍ଭ କଲେ। କିନ୍ତୁ ପରିବେଶ ପ୍ରତି ରହିଥିଲା ବିଶେଷ ଦୁର୍ବଳତା। ତେଣୁ ଇଞ୍ଜିନିୟରିଂ ବୃତ୍ତି ଛାଡ଼ି ସେ ପରିବେଶ କ୍ଷେତ୍ରରେ ଉଚ୍ଚଶିକ୍ଷା କଲେ। ଏବେ ଯୁବ ପରିବେଶବିତ୍‌ ଭାବେ ସେ କେବଳ ଓଡ଼ିଶା ନୁହେଁ, ସାରା…

ଆଉ ବଢ଼ି ନ ପାରେ ଅବଧି

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ୨୦୧୯ ଏପ୍ରିଲ ପହିଲା ପୂର୍ବରୁ ପଞ୍ଜୀକୃତ ହୋଇଥିବା ଯେଉଁ ସବୁ ଗାଡିର ଶେଷ ନମ୍ବର ୧,୨,୩,୪ ହୋଇଥିବ ସେହି ଯାନବାହନଗୁଡ଼ିକର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ୍‌ ପ୍ଲେଟ୍‌ (ଏଚ୍‌ଏସ୍‌ଆର୍‌ପି) ଲଗେଇବାର ସମୟସୀମା ନଭେମ୍ବର ୩୦ରେ ଶେଷ ହେବ। ନିର୍ଦ୍ଧାରିତ ସମୟସୀମା ଅନୁଯାୟୀ…

୧୮ ଶିଳ୍ପ ପ୍ରକଳ୍ପ ଅନୁମୋଦିତ

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ରାଜ୍ୟରେ ଶିଳ୍ପାୟନର ବିକାଶ ପାଇଁ ପ୍ରକଳ୍ପ ନିର୍ଦ୍ଧାରଣ ନିମନ୍ତେ ବିଭିନ୍ନ ବିଭାଗରୁ ବରିଷ୍ଠ ବୈଷୟିକ ଅଧିକାରୀ ଏବଂ କଳିଙ୍ଗନଗର, ପାରାଦୀପ, ଝାରସୁଗୁଡ଼ା ଓ ରାୟଗଡ଼ା ଶିଳ୍ପାଞ୍ଚଳରୁ ଶିଳ୍ପାନୁଷ୍ଠାନ ପ୍ରତିନିଧିମାନଙ୍କୁ ନେଇ ଗୋଟିଏ ବୈଷୟିକ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌…

‘କିଛି ବିଦେଶୀ ଶକ୍ତି ରାଜ୍ୟ ସମ୍ପଦ ଲୁଟ୍‌ କରିବାକୁ ଚାହୁଁଛନ୍ତି’

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ଧାମନଗର ଉପନିର୍ବାଚନରେ ପରାଜୟ ପରେ ବିଜେଡିରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ବର୍ଷ ବର୍ଷ ଧରି ବିଭିନ୍ନ ପଦବୀରେ ଥିବା ପୁରୁଖା ନେତାମାନଙ୍କୁ ଦଳ ଅଣଦେଖା କରୁଥିବା ଅଭିଯୋଗ ହେଉଛି। ଦଳୀୟ ନେତାମାନେ ଖୋଲାଖୋଲି ବିରୋଧ କରୁ ନ ଥିଲେ ମଧ୍ୟ…

ଜଙ୍ଗଲ ନିଆଁ: ବାଜିଲାଣି ସତର୍କ ଘଣ୍ଟି

ଅସମାପିକା ସାହୁ, ନୀଳାଦ୍ରି ବିହାରୀ ଦଣ୍ଡପାଟ, ପ୍ରଭାତ ପାଣିଗ୍ରାହୀ, ଲୋକନାଥ ମିଶ୍ର ଭୁବନେଶ୍ୱର (ବ୍ୟୁରୋ)/ବାରିପଦା ଅଫିସ୍‌/ଖୋର୍ଦ୍ଧା ଅଫିସ୍‌/ନୟାଗଡ଼ ଅଫିସ୍‌୍‌, ୧୬ା୧୧: ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଷ୍ଟେଟ୍‌ ଅଫ୍‌ ଫରେଷ୍ଟ ରିପୋର୍ଟ-୨୦୨୧ ଅନୁଯାୟୀ ଦେଶର ପ୍ରାୟ ୨୨% ଜଙ୍ଗଲ…

ବୁଧବାର ନାମାଙ୍କନ ଭରିବେ ବର୍ଷା ସିଂ ବରିହା

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ। ଏହାକୁ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି। ୩ ପ୍ରମୁଖ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହେବା ପରେ ଆଜିଠୁ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ଇତି ମଧ୍ୟରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା…

ମୁଖ୍ୟ ମନ୍ତ୍ରୀଙ୍କ ବଡ଼ ଘୋଷଣା: ମିଳିବ ଇନ୍‌ପୁଟ୍‌ ସବସିଡି

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଚାଷୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମରୁଡି ପ୍ରଭାବିତ ଅଞ୍ଚଳରେ ଇନ୍‌ପୁଟ୍‌ ସବସିଡି ଦେବାକୁ ଘୋଷଣା କରାଯାଇଛି। ଏ ନେଇ ରାଜକୋଷରୁ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଅନ୍ୟପକ୍ଷେ ଫସଲ ବୀମା…

ଏକାଦଶ, ଦ୍ୱାଦଶ ଛାତ୍ରୀଛାତ୍ରଙ୍କ ପାଇଁ ସରକାର ନେଇପାରନ୍ତି ଏଭଳି ନିଷ୍ପତ୍ତି

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଶିକ୍ଷା ପାଇଁ ଅନେକ ସମୟରେ ଟଙ୍କା ବାଧକ ସାଜୁଛି। ଏଥିଲାଗି କେତେକ ମେଧା ଛାତ୍ରୀଛାତ୍ର ସ୍ବପ୍ନ ପୂରଣ କରିବାକୁ ଅସମର୍ଥ ହେଉଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏକ ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?