ମେଟ୍ରୋ

‘ପୋଲିସକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି’

ଭୁବନେଶ୍ୱର,୨୨।୩(ବ୍ୟୁରୋ): ରାଜ୍ୟରେ ଆଇନର ଶାସନ ନାହିଁ। ପୋଲିସ ନିରପେକ୍ଷ ଭାବେ କାର୍ଯ୍ୟ କରିପାରୁ ନାହିଁ। ଓଡ଼ିଶାରେ ପୋଲିସରାଜ୍‌ ଚାଲିଛି। ହତ୍ୟା, ଲୁଣ୍ଠନ, ଚୋରି, ଡକାୟତି, ବଳାତ୍କାର ବଢ଼ିଚାଲିଛି। ଜନସଂଖ୍ୟା ତୁଳନାରେ ପୋଲିସ କର୍ମଚାରୀଙ୍କ ସଂଖ୍ୟା କମ୍‌ ରହିଛି। ପୋଲିସ ଆଧୁନିକୀକରଣ ପାଇଁ…

ଆସୁଛି ଆଉ ଏକ ପଶ୍ଚିମା ଝଡ଼

ଭୁବନେଶ୍ୱର,୨୨।୩(ବ୍ୟୁରୋ): ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ଲାଗି ରହିଛି। ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ସହ ଝଡ଼ପବନ ଓ ବିଜୁଳି ଘଡ଼ଘଡ଼ି ହୋଇଛି। ମଙ୍ଗଳବାର ଭୁବନେଶ୍ୱରରେ ସର୍ବାଧିକ ୧୯.୨ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ଖୋର୍ଦ୍ଧାରେ ୧୫,…

ଡିଜେ ଆଜେକ୍ସଙ୍କ ପ୍ରେମିକାଙ୍କୁ ଏକ ଘଣ୍ଟା ଜେରା

ଭୁବନେଶ୍ୱର,୨୧।୩(ବ୍ୟୁରୋ): ବହୁ ଚର୍ଚ୍ଚିତ ଡିଜେ ଆଜେକ୍ସଙ୍କ ମୃତ୍ୟୁ ଘଟଣାରେ ପୋଲିସ ମଙ୍ଗଳବାର ତାଙ୍କ ପ୍ରେମିକାଙ୍କୁ ଜେରା କରିଛି। ଖାରବେଳନଗର ଥାନା ପୋଲିସ ପ୍ରାୟ ଏକ ଘଣ୍ଟା ଧରି ଜେରା କରି ବୟାନ ରେକର୍ଡ କରିଛି। ତାଙ୍କ ମୋବାଇଲ ମଧ୍ୟ ଜବତକରାଯାଇଛି। ପୋଲିସ…

ଓଡ଼ିଶାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସିଛନ୍ତି।  ସ୍ବତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ବରରେ ପହଞ୍ଚିବା ପରେ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି। ପୁରୀରେ ଥିବା ନିର୍ମାଣ ନିବାସରେ ମମତାଙ୍କ ରହଣି ବ୍ୟବସ୍ଥା କରାଯାଇଛି । ବୁଧବାର…

ପୁଣି କୁଆପଥର ବର୍ଷା: ୧୨ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ବର,୨୧।୩(ବ୍ୟୁରୋ): ରାଜ୍ୟର ୧୨ ଜିଲାକୁ କୁଆପଥର ବର୍ଷା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଜ୍ରପାତ, କୁଆପଥର ବର୍ଷା ଏବଂ ୩୦ ରୁ ୪୦ କିମି ବେଗରେ ପବନ…

ୱାଶିଂଟନରେ ବିଶ୍ୱ ଘରଚଟିଆ ଦିବସ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ମାର୍ଚ୍ଚ ୨୦ ତାରିଖକୁ ସାରା ବିଶ୍ୱ ଘରଚଟିଆ ସୁରକ୍ଷା ଦିବସ ଭାବେ ପାଳନ କରିଛି । ଘରଚଟିଆଙ୍କ ସୁରକ୍ଷା ଏବଂ ବଂଶବୃଦ୍ଧି ପାଇଁ ଲୋକଙ୍କୁ ସଚେତନ କରିବା ହିଁ ଏହି ଦିବସର ମୂଳ ଲକ୍ଷ୍ୟ। ଗଞ୍ଜାମ ଜିଲାର ଅଗ୍ରଣୀ ସ୍ବେଚ୍ଛାସେବୀ…

କେମିତି ମରିଛନ୍ତି ଡିଜେଆଜେକ୍ସ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ମଙ୍ଗଳବାର ଆସିଛି। ତାଙ୍କ ମୃତ୍ୟୁ ଘଟଣାକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ଏହି ରିପୋର୍ଟକୁ ନେଇ ଚର୍ଚ୍ଚା ହେଉଛି। ଡିଜେ ଆଜେକ୍ସ ଆତ୍ମହତ୍ୟା କରିଥିବା ଓ ଶ୍ୱାସରୁଦ୍ଧ…

ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ: ଛାତ୍ର କଂଗ୍ରେସ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ୫୧ଦିନ ବିତିଯାଇଥିବାବେଳେ ଏହାକୁ ନେଇ ରାଜନୈତିକ ଝଡ଼ ଲାଗି ରହିଛି। ଅଭିଯୁକ୍ତ ପୂର୍ବତନ ଏସ୍‌ଆଇ ଗୋପାଳ ଦାସ ଗିରଫ ହୋଇ ଜେଲରେ ଥିଲେ ମଧ୍ୟ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ…

ନେତାଙ୍କୁ ଏକାଠିକଲା ପଖାଳ

ଭୁବନେଶ୍ୱର,୨୧ା୩(ବ୍ୟୁରୋ):ସୋମବାର ଥିଲା ପଖାଳ ଦିବସ। ରାଜ୍ୟର ବିଭିନ୍ନ ସ୍ଥାନରେ ପଖାଳପ୍ରିୟ ଲୋକମାନେ ଏହାକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି। ପଖାଳର ସୁସ୍ବାଦରେ କେବଳ ସାଧାରଣ ଲୋକ ନୁହନ୍ତି ରାଜନେତା, ବିଧାୟକ, ମନ୍ତ୍ରୀ, ଖବରଦାତା, ବ୍ୟବସାୟୀ ମଧ୍ୟ ମସ୍‌ଗୁଲ। ଭଳିକି ଭଳି…

୭ମାସ ପରେ ବି ଆସିନି ଡିଏନ୍‌ଏ ରିପୋର୍ଟ

ଭୁବନେଶ୍ୱର, ୨୧।୩(ବ୍ୟୁରୋ):ଗତବର୍ଷ ବୌଦ୍ଧ ବନଖଣ୍ଡର ବୌଦ୍ଧ ରେଞ୍ଜ ଅନ୍ତର୍ଗତ ବଘିଆପଡ଼ା ସେକ୍ସନରେ ଦୁଇଟି ଦନ୍ତା ହାତୀର କଙ୍କାଳ ଗଳିତ ଅବସ୍ଥାରେ ମିଳିଥିଲା। ପ୍ରଥମେ ଜୁନ ୨୩ରେ ଜାମୁଖୋଲ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ଓ ଜୁନ୍‌ ୨୫ରେ ବାଙ୍କୀମୁଣ୍ଡି ସଂରକ୍ଷିତ ଜଙ୍ଗଲରେ ଅନ୍ୟଏକ…

ନିଃଶୁଳ୍କ ରୋଗ ନିରୂପଣ ପରୀକ୍ଷା ତାଲିକା ୨୨୧କୁ ବୃଦ୍ଧି

ଭୁବନେଶ୍ୱର, ୨୧।୩(ବ୍ୟୁରୋ):ସାର୍ବଜନୀନ ଗୁଣାତ୍ମକ ସ୍ବାସ୍ଥ୍ୟ ଦିଗରେ ଅନ୍ୟଏକ ବଡ଼ ପଦକ୍ଷେପ ଭାବେ ରାଜ୍ୟ ସରକାର ଜିଲା ସ୍ତରରେ ମିଳୁଥିବା ନିଶୁଳ୍କ ରୋଗ ନିରୂପଣ ପରୀକ୍ଷା ପରିସର ୧୪୬କୁ ବୃଦ୍ଧି କରିଛନ୍ତି। ଫଳରେ ଏଣିକି ମେଡିକାଲ କଲେଜ ଓ ହସ୍ପିଟାଲ ସ୍ତରରେ ୨୨୧…

ଖୁବ୍‌ଶୀଘ୍ର ୨୬୧୯ ଶିକ୍ଷକ ପଦବୀ ପୂରଣ ହେବ

ଭୁବନେଶ୍ୱର, ୨୧ା୩(ବ୍ୟୁରୋ):ରାଜ୍ୟରେ ଖାଲିଥିବା ୨୬୧୯ ଶିକ୍ଷକ ପଦବୀ ପୂରଣ ହେବ। ଏନେଇ ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ୱଥି ଏସ୍‌ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ବେସରକାରୀ ଅନୁଦାନପ୍ରାପ୍ତ ୨୨୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖାଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri