ମେଟ୍ରୋ

ବର୍ଷେ ବିତିଗଲା: ହେଲେ ଆଜିବି ମନେ ପଡ଼ନ୍ତି ରାଇମୋହନ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ‘ଏ ଅନାନି’ ବର୍ଷେ ହେଲା ଏ ଡାଇଲଗର ଅସଲି ସ୍ବର ନୀରବି ଗଲାଣି। ପଳାଶୁଣୀ ପ୍ରାଚୀବିହାରସ୍ଥିତ ଉଦୟ-ପୂର’ରେ ଆଉ ଦେଖିବାକୁ ମିଳୁନି ତାଙ୍କୁ । ଆଜିବି ‘ଏ ଅନାନି’ ଡାଇଲଗର ଶୁଣିଲେ ମନେ ପଡ଼ନ୍ତି ରାଇ ଭାଇ। ରାଇମୋହନ ପରିଡ଼ାଙ୍କୁ…

ଗିରଫ ହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲାପାଳ

ଭୁବନେଶ୍ୱର,୨୪।୬: ନବରଙ୍ଗପୁର ଅତିରିକ୍ତ ଉପଜିଲାପାଳ ପ୍ରଶାନ୍ତ ରାଉତଙ୍କୁ ଶନିବାର ଗିରଫ କରାଯାଇଛି। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ଭିଜିଲାନ୍ସ ସେଲ ଏସ୍ପି ଏମ. ରାଧାକ୍ରିଷ୍ଣନଙ୍କ ସୂଚନା ଅନୁଯାୟୀ, ପ୍ରଶାନ୍ତ ରାଉତଙ୍କଠାରୁ ୫ କୋଟିରୁ…

ମୌସୁମୀ ସକ୍ରିୟ : ୨୮ରେ ଲଘୁଚାପ

ଭୁବନେଶ୍ୱର,୨୪।୬: ରାଜ୍ୟର ସମସ୍ତ ୩୦ ଜିଲାରେ ମୌସୁମୀ ସକ୍ରିୟ ହୋଇଯାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନାମିଳିଛି। ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବବର୍ଷା ହେଉଛି। ୨୮ତାରିଖ ବେଳକୁ ବଙ୍ଗେପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।…

ସାରା ଓଡ଼ିଶାରେ ପହଞ୍ଚିଲା ମୌସୁମୀ

ଭୁବନେଶ୍ୱର,୨୪ା୬(ଅନିଲ ଦାସ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ସମ୍ପୂର୍ଣ୍ଣ ଓଡ଼ିଶାରେ ପହଞ୍ଚତ୍ଛି। ଆକାଶ ମେଘାଚ୍ଛନ୍ନ ରହିବା ସହ କେତେକ ସ୍ଥାନରେ ବର୍ଷା ମଧ୍ୟ ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ…

କେନ୍ଦ୍ରାପଡାରୁ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ଗିରଫ

ଭୁବନେଶ୍ୱର,୨୪।୬(ସୂର୍ଯ୍ୟକାନ୍ତ ବେହେରା): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନୀରେ ଥିବା ଏକ ଘରୋଇ ସଂସ୍ଥାରେ କାର୍ଯ୍ୟରତ ବୈଜୟନ୍ତୀ ସାହୁଙ୍କୁ ଅଫିସ ଭିତରେ ଛୁରି ଭୁସି ହତ୍ୟା ଘଟଣାରେ ଫେରାର ଅଭିଯୁକ୍ତଙ୍କୁ ପୋଲିସ କେନ୍ଦ୍ରାପଡାରୁ ଗିରଫ କରିଛି। ସେ ହେଲେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର…

ଆଜି ଶିଖରଚଣ୍ଡୀ ପରିଦର୍ଶନ କରିବେ ଏନ୍‌ଜିଟି ପ୍ରତିନିଧି

ଭୁବନେଶ୍ୱର, ୨୪।୬ (ବନ୍ଦନା ସେଠୀ): ଶିଖରଚଣ୍ଡୀ ପାହାଡ଼ରେ ନିର୍ମାଣ ହେବାକୁ ଥିବା ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏହି ପ୍ରକଳ୍ପ ଯୋଗୁ ଜୈବବିବିଧତା ନଷ୍ଟ ହେଉଥିବା ଅଭିଯୋଗ କରି ଶିଖରଚଣ୍ଡୀ ଆଞ୍ଚଳିତ ସୁରକ୍ଷା ସମିତି ଏନ୍‌ଜିଟି…

ବିଦା ହେଲେ ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଟିମ୍‌ ଲିଡର

ଭୁବନେଶ୍ୱର, ୨୪।୬ (ବନ୍ଦନା ସେଠୀ): ନିଶା ଖାଇ ହାଇଡ୍ରାମା କରିବା ଭୁବନେଶ୍ବର ମହାନଗର ନିଗମ (ବିଏମସି)ର ପରିମଳ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଟିମ୍‌ ଲିଡରଙ୍କୁ ମହଙ୍ଗା ପଡିଛି। ସମ୍ପୃକ୍ତ ବ୍ୟକ୍ତିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ସହ ବିଏମ୍‌ସିକୁ ଲୋକ ଯୋଗାଉଥିବା ଘରୋଇ ସଂସ୍ଥା…

ସ୍ଥିତି ସୁଧାରିବାକୁ ପ୍ରୟାସ କରୁଛି ବିଏମ୍‌ସି

ଭୁବନେଶ୍ୱର, ୨୪।୬ (ବନ୍ଦନା ସେଠୀ): ରାଜଧାନୀରେ ଗୁରୁବାର ହୋଇଥିବା ବର୍ଷାରେ ସହରର ଅଧିକାଂଶ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେବା ପରେ ବିଏମ୍‌ସିର ଚେତା ପଶିଛି। ବାହାଘରବେଳେ ବାଇଗଣ ରୋଇବା ଭଳି ମୌସୁମୀ ଆସିବା ପରେ ଶୁକ୍ରବାର ସ୍ବତନ୍ତ୍ର ବୈଠକ ଡକାଯାଇ ସ୍ଥିତି…

ଯୁବ ପୁରସ୍କାରରୁ ଓଡ଼ିଶା ବାଦ୍‌

ଭୁବନେଶ୍ୱର,୨୪।୬(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି। କିନ୍ତୁ ଚଳିତବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଥିବା ଯୁବ ପୁରସ୍କାରରେ ଓଡ଼ିଆ ଭାଷା ସମ୍ପୂର୍ଣ୍ଣ ବାଦ୍‌ ପଡ଼ିଛି। ୨୦ଜଣିଆ ଯୁବ ପୁରସ୍କାର ତାଲିକାରେ ଓଡ଼ିଶାରୁ କେହି ନାହାନ୍ତି। ଏହା…

ଆପଣାର ମଣିଷ ଡା. ଜଗନ୍ନାଥ ମହାପାତ୍ର

ସମସ୍ତଙ୍କୁ ଶ୍ରଦ୍ଧା କରିବା, ସମସ୍ତଙ୍କୁ ଆପଣାପଣର ଡୋରିରେ ବାନ୍ଧି ରଖିବାରେ ସେ ଟିକେ ବି ଊଣା କରନ୍ତି ନାହିଁ। ଜଣେ ଜ୍ଞାନୀ, ଗୁଣୀ ବ୍ୟକ୍ତି ହେଲେ ବି ଅହମିକା କେବେହେଲେ ତାଙ୍କୁ ଛୁଇଁପାରି ନ ଥିଲା। ସଂସ୍କୃତି ଓ ପରମ୍ପରାର ସେ…

ଯୁଗଳ କିଶୋର ଷଡ଼ଙ୍ଗୀ ପାଇବେ ‘ବାଲ୍‌ ସାହିତ୍ୟ ପୁରସ୍କାର’

ଭୁବନେଶ୍ୱର,୨୪।୬(ଶର୍ମିଷ୍ଠା ପାଣିଗ୍ରାହୀ): କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଶୁକ୍ରବାର ବାଲ୍‌ ସାହିତ୍ୟ ପୁରସ୍କାର ଓ ଯୁବ ପୁରସ୍କାର ୨୦୨୩ ଘୋଷଣା କରାଯାଇଛି। ୨୦ଜଣ ଯୁବ ଓ ୨୨ଜଣ ବାଲ୍‌ ସାହିତ୍ୟ ପୁରସ୍କାର ପାଇବେ। ତେବେ ଯୁବ ପୁରସ୍କାରରେ ଓଡ଼ିଶାରୁ କେହି ସ୍ଥାନ…

ବିଶ୍ୱସ୍ତରୀୟ ହେବ ନନ୍ଦନକାନନ

ଭୁବନେଶ୍ୱର,୨୪ା୬(ଅନିଲ ଦାସ): ନନ୍ଦନକାନନର ନବକଳେବର ହେବ। ୫-ଟି ଉପକ୍ରମରେ ଏହାକୁ ଏକ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନ ଭାବେ ରୂପାନ୍ତର କରାଯିବ। ନୂଆ ଜୀବଜନ୍ତୁ ଆଣିବା, ଜଙ୍ଗଲ ଅଞ୍ଚଳର ବିକାଶ ସହ ଦର୍ଶକମାନଙ୍କ ପାଇଁ ବିଭିନ୍ନ ସୁବିଧାସୁଯୋଗ ସୃଷ୍ଟି କରାଯିବ। ଚୂଡ଼ଙ୍ଗ ଜଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?