ମେଟ୍ରୋ

ଆଗୁଆ ନିର୍ବାଚନ ନେଇ ବଢୁଛି ଚର୍ଚ୍ଚା

ଭୁବନେଶ୍ୱର, ୧୫।୮(ବ୍ୟୁରୋ):ରାଜ୍ୟ ରାଜନୀତିରେ କିଛିଦିନ ହେବ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହୋଇପାରେ ବୋଲି ଚର୍ଚ୍ଚା ଆଲୋଚନା ଜୋର୍‌ ଧରିଛି। ନିକଟରେ ଓଡିଶା ଗସ୍ତରେ ଆସିଥିବା ଏକାଧିକ ନ୍ଦେ୍‌ନ୍ଦ୍ରମନ୍ତ୍ରୀ ଏହି ମେଣ୍ଟ ହେବା ନେଇ ଚାଲିଥିବା ଚର୍ଚ୍ଚାକୁ ବାରମ୍ବାର ଖଣ୍ଡନ…

୧୬ରେ ବସ୍‌ ଚଳାଚଳ ବନ୍ଦ ନିଷ୍ପତ୍ତି ସ୍ଥଗିତ

ଭୁବନେଶ୍ୱର,୧୫।୮(ସୁନିତ ମିଶ୍ର):ରାଜ୍ୟ ବସ୍‌ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ସୋମବାର ସଂଘ ସଭାପତି ଲୋକନାଥ ପାଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ସଂଘର ମୁଖପାତ୍ର ଦେବାଶୀଷ ନାୟକ କହିଛନ୍ତି, ଯେ ବସ୍‌ ମାଲିକ ସଂଘର ବିଭିନ୍ନ ଦାବି ପୂରଣ ଲାଗି…

ଆଉ ୫ଦିନ ବର୍ଷିବ

ଭୁବନେଶ୍ୱର,୧୫ା୮(ଅନୁରାଧା ମହାରଣା):ଦକ୍ଷିଣ ବାଲାଂଦେଶ ଓ ଆଖପାଖ ଅଞ୍ଚଳରେ ୫.୮ କିମି ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ସହ ବର୍ଷା ହେଉଛି। ତେବେ ୧୫ ତାରିଖରୁ ବର୍ଷା ପରିମାଣ ବଢ଼ିବା ସହ ୫ଦିନ ବର୍ଷିବ…

ଓଡ଼ିଶାରୁ ୧୭ ଜଣଙ୍କୁ ପୋଲିସ ପଦକ

ଭୁବନେଶ୍ୱର,୧୫ା୮(ସତ୍ୟଜିତ୍‌ ରାଉତ): ବିଭିନ୍ନ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ଓ ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାରୁ ୧୭ ଜଣଙ୍କୁ ପୋଲିସ ପଦକ ପ୍ରଦାନ କରାଯିବ। ୭୭ତମ ସ୍ବାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ସୋମବାର ଏନେଇ ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।…

ଖୁବ୍‌ଶୀଘ୍ର ଓଡ଼ିଶାରେ ‘ବନ୍ଦେ ଭାରତ ମେଟ୍ରୋ’

ଭୁବନେଶ୍ୱର,୧୫ା୮(ଅଭିଜିତ ଦାସ): ତେଜସ୍‌ ର଼୍ୟାକ୍‌ଯୁକ୍ତ ରାଜଧାନୀ ଏକ୍ସପ୍ରେସ୍‌ର ଉଦ୍‌ଘାଟନୀ ସମାରୋହରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ କରିବ ବୋଲି ସୂଚନା ଦେବା ସହ ଓଡିଶା ପାଇଁ ‘ବନ୍ଦେ ଭାରତ ମେଟ୍ରୋ’ ପ୍ରକଳ୍ପ ଘୋଷଣା…

‘ଫ୍ଲୁ’ ବିପଦକୁ ଏଡ଼ାଇଥାଏ ୪-ଇନ୍‌-୧ ଫ୍ଲୁ ଭ୍ୟାକ୍ସିନେଶନ

ଭୁବନେଶ୍ୱର, ୧୫ା୮(ଅସମାପିକା ସାହୁ):ବର୍ଷା ଋତୁରେ ଇନ୍‌ଫ୍ଲୁଏଞ୍ଜା ବା ସଂକ୍ରମଣ ବୃଦ୍ଧି ପାଇଥାଏ। ତେଣୁ ପିଲାମାନଙ୍କୁ ଏହି ଫ୍ଲୁ’ଠାରୁ ସୁରକ୍ଷିତ ରଖିବା ଗୁରୁତ୍ୱପୂର୍ଣ୍ଣ। କାରଣ ୫ବର୍ଷରୁ କମ୍‌ ବୟସର ଶିଶୁ, ଆଜ୍‌ମା, କିଡ୍‌ନୀ ରୋଗ, ହୃଦ୍‌ରୋଗରେ ପୀଡ଼ିତ ଶିଶୁଙ୍କ ପ୍ରତି ଫ୍ଲୁ’ ଜଟିଳତାର…

୧୧ ଜିଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର,୧୫ା୮(ଅନୁରାଧା ମହାରଣା):ଜୁନ୍‌ ୧ରୁ ଅଗଷ୍ଟ ୧୪ ମଧ୍ୟରେ ରାଜ୍ୟରେ ମୋଟ ୬୬୪.୫ ମିମି ବର୍ଷା ରେକର୍ଡ ହୋଇଛି। ଏହା ସ୍ବାଭାବିକ ବର୍ଷା ୭୨୪.୮ ମିମିଠାରୁ ଯଥେଷ୍ଟ କମ୍‌ ରହିଛି। କେବଳ ବୌଦ୍ଧ ଜିଲାରେ ମାତ୍ରାଧିକ ବର୍ଷା ହୋଇଛି। କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି,…

ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ୧୬ରୁ ୨୮ ପର୍ଯ୍ୟନ୍ତ ଆବେଦନ

ଭୁବନେଶ୍ୱର, ୧୪।୮(ଅସମାପିକା ସାହୁ): ରାଜ୍ୟର ଉଚ୍ଚ ମାଧ୍ୟମିକ ସ୍କୁଲରେ ଦ୍ୱିତୀୟ ପର୍ଯ୍ୟାୟ ଯୁକ୍ତ୨ ନାମଲେଖା ପାଇଁ ଆସନ୍ତା ୧୬ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ସୋମବାର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଥମ…

ବନ୍ଦେ ମାତରମ୍‌ ପକ୍ଷରୁ ତ୍ରିରଙ୍ଗା

ଭୁବନେଶ୍ୱର,୧୪।୮(ଅନୁରାଧା ମହାରଣା): ସାମାଜିକ ଅନୁଷ୍ଠାନ ବନ୍ଦେ ମାତରମ୍‌ ପକ୍ଷରୁ ସୋମବାର ‘ତ୍ରିରଙ୍ଗା ଦାନ’ ଶୀର୍ଷକ ପ୍ରଥପାନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗାନ୍ଧୀମାର୍ଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୭ ଜଣ ସଦସ୍ୟ ଯୋଗଦାନ କରି କଳାପ୍ରଦର୍ଶନ କରିଥିଲେ। ସମସ୍ତ ସଦସ୍ୟ…

୧୫ରୁ ବଢ଼ିବ ବର୍ଷା

ଭୁବନେଶ୍ୱର,୧୪।୮(ଅନୁରାଧା ମହାରଣା): ରାଜ୍ୟରେ ମୌସୁମୀ ନିମ୍ନଚାପ ରେଖା ସାଧାରଣ ଅବସ୍ଥାନଠାରୁ ଉତ୍ତର ଭାଗରେ ରହୁଛି। ତେଣୁ ରାଜ୍ୟରେ ଏହାର ବିଶେଷ ପ୍ରଭାବ ରହୁନାହିଁ। ପଶ୍ଚିମ ଭାଗ ହିମାଳୟ ପାଦଦେଶରେ ରହୁଥିବାବେଳେ ପୂର୍ବ ଭାଗ ଉତ୍ତର ପ୍ରଦେଶ ଦେଇ ବ୍ୟାପିଛି। ଏପଟେ ଏକ…

ଲିଜାର୍ଡ ଡେ’

ଆଜି ଅଗଷ୍ଟ ୧୪ ଓ୍ବାର୍ଲଡ ଲିଜାର୍ଡ ଡେ’। ବିଶ୍ୱରେ ପ୍ରାୟ ୬ହଜାର ଲିଜାର୍ଡ ପ୍ରଜାତିର ସରୀସୃପ ଦେଖାଯାଆନ୍ତି। କିନ୍ତୁ ବିଭିନ୍ନ କାରଣରୁ ଅଧିକାଂଶ ସଙ୍କଟରେ ଅଛନ୍ତି। ଗୋଧିଠାରୁ ଆରମ୍ଭ କରି ଏଣ୍ଡୁଅ, ଝିଟିପିଟି ପର୍ଯ୍ୟନ୍ତ ସବୁ ଲିଜାର୍ଡ ପ୍ରଜାତିର। ତେବେ ଏମାନଙ୍କ…

ପାଠକୀୟ ପ୍ରତିକ୍ରିୟାଠୁ ବଡ଼ ପୁରସ୍କାର କିଛି ନାହିଁ

କରିଥିଲେ, ଏବେ ସେ ଜଣେ ସଫଳ ଯୁବ ଲେଖକ। ସେ ହେଉଛନ୍ତି ବଲାଙ୍ଗୀର ଜିଲାର ସାଲେଭଟା ଗ୍ରାମରେ ଜନ୍ମଗ୍ରହଣ କରିଥିବା ସୁଜିତ୍‌ କୁମାର ଶତପଥୀ। ଏଥିସହ ସେ ମଧ୍ୟ ଜଣେ ଆକାଶବାଣୀ କଳାକାର। ୨୦୧୧ରୁ ୨୦୧୯ ପର୍ଯ୍ୟନ୍ତ ଯୁବବାଣୀରେ ଉପସ୍ଥାପକ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?