ମେଟ୍ରୋ

ସ୍ବାଧୀନତା ଦିବସରେ ସ୍ବତନ୍ତ୍ର ଅତିଥି ହେବେ ଓଡ଼ିିଶା ଚାଷୀ

ଭୁବନେଶ୍ୱର,୧୪।୮(ଅନୁରାଧା ମହାରଣା): ନୂଆଦିଲ୍ଲୀରେ ହେବାକୁ ଥିବା ୭୭ତମ ସ୍ବାଧୀନତା ଦିବସ ସମାରୋହରେ ଯୋଗଦେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ୧୮ଶହ ସ୍ବତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଏମାନଙ୍କ ମଧ୍ୟରେ ଓଡ଼ିଶାର ମତ୍ସ୍ୟଜୀବୀ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଶ୍ରମିକ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର…

ଓଡ଼ିଶାରେ ମେଣ୍ଟ ପ୍ରଶ୍ନ ଉଠୁନି: ମୁଣ୍ଡା

ଭୁବନେଶ୍ବର, ୧୪ା୮(ସୁନିତ୍‌ ମିଶ୍ର): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ପରେ ବିଜେଡି-ଭାଜପା ମେଣ୍ଟକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ହେଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ରବିବାର ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ,…

ଅରୁନ୍ଧତୀରେ ଚେନ୍ସ ଆଣ୍ଡ ବ୍ୟାଙ୍ଗେ୍‌ଲସ୍‌ ଫେଷ୍ଟିଭାଲ

ଭୁବନେଶ୍ୱର,୧୩।୮ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ‘ଅରୁନ୍ଧତୀ ଜୁଏଲର୍ସ’ର ବହୁ ପ୍ରତୀକ୍ଷିତ ତଥା ଅଭିଜ୍ଞ କାରିଗରି ଦ୍ୱାରା ନିର୍ମିତ ଅଳଙ୍କାରର ଏକ ସ୍ବତନ୍ତ୍ର ପ୍ରଦର୍ଶନୀ ‘ଚେନ୍ସ ଆଣ୍ଡ ବ୍ୟାଙ୍ଗେ୍‌ଲସ୍‌ ଫେଷ୍ଟିଭାଲ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ଅବସରରେ ଆକର୍ଷଣୀୟ…

କସ୍ମୋ ବଜାରର ମେଗା ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର,୧୩।୮: ଦେଶର ପ୍ରମୁଖ ଘରୋଇ ସଂସ୍ଥା କସ୍ମୋ କନେକ୍ଟର ଆଉ ଏକ ଷ୍ଟୋର ଓଡ଼ିଶା ବଜାରରେ ଶୁଭାରମ୍ଭ ହୋଇଯାଇଛି। ବିଶେଷକରି କସ୍ମୋ ବଜାରର ମେଗା ଷ୍ଟୋର ଶୁକ୍ରବାର କଟକର ବାଦାମବାଡ଼ିଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ଆଇନଜୀବୀ ପ୍ରଦୀପ ପଟ୍ଟନାୟକ…

ମଶା ପାଇଁ ଡ୍ରୋନ୍‌ ନୁହେଁ, ରାଫେଲ ବ୍ୟବହାର କରନ୍ତୁ: ସୁନୀତି ମୁଣ୍ଡ

ଭୁବନେଶ୍ୱର, ୧୩।୮ (ବନ୍ଦନା ସେଠୀ)ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଡେଙ୍ଗୁ ବ୍ୟାପିବା ଘଟଣାରେ ଭାଜପା ନେତ୍ରୀ ସୁନୀତି ମୁଣ୍ଡ ବିଏମ୍‌ସି ମେୟରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ମେୟର ଜନସାଧାରଣଙ୍କୁ ମୌଳିକ ସେବା ଯୋଗାଇଦେବାରେ ବିଫଳ ହେବା ସହ ଡେଙ୍ଗୁ ବ୍ୟାପିବା ପାଇଁ…

ବିଏମ୍‌ସିର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୁଷ୍ଟ ସହରବାସୀ

ଭୁବନେଶ୍ୱର, ୧୩।୮ (ବନ୍ଦନା ସେଠୀ)ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ମାତ୍ର କିଛି ଅମାନିଆ ସୁଧୁରୁ ନ ଥିବାରୁ ଏବେ ପୂରା ଆକ୍ସନମୋଡ୍‌ରେ ବିଏମ୍‌ସି। ଆଉ ଚେତାବନୀ ନୁହେଁ, ସିଧାସିଧା ଜରିମାନା,…

ଶୁଭଲକ୍ଷ୍ମୀଙ୍କ ସହ ହୋଟେଲ ରୁମ୍‌ ଯାଇଥିଲେ ଦୁଇ ଯୁବକ

ଭୁବନେଶ୍ୱର,୧୩।୮(ସତ୍ୟଜିତ୍‌ ରାଉତ)ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଟକ ରୋଡ୍‌ସ୍ଥିତ ଦୀପାଳି ହୋଟେଲ ଆଣ୍ଡ୍‌ ବାର୍‌ର ଏକ ରୁମ୍‌ରେ ଭଦ୍ରକର ଶୁଭଲକ୍ଷ୍ମୀ ସାହୁ(୧୮) ଆତ୍ମହତ୍ୟା କରିଥିବା ଡିସିପି ସ୍ପଷ୍ଟ କରିଥିଲେ। କିନ୍ତୁ ଘଟଣାକୁ ୮ ଦିନ ବିତିଯାଇଥିଲେ ମଧ୍ୟ ଏହା ପଛରେ ଥିବା…

‘ବାବା ଥିଲେ ବହୁତ ଖୁସି ହୋଇଥାନ୍ତେ’

ଓଡ଼ିଆ ପୁଅ ପ୍ରେମ ପରିଜାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଭୁବନେଶ୍ୱରର ସେଣ୍ଟ ଜୋସେଫ ସ୍କୁଲରେ ଅଧ୍ୟୟନ ପରେ ଉଚ୍ଚଶିକ୍ଷା ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ଯାଇ ସେଠାରୁ ସେ ଆରମ୍ଭ କରିଥିଲେ ବଲିଉଡ୍‌ର ଯାତ୍ରା। ନାଟକରେ ମଧ୍ୟ ପ୍ରେମଙ୍କର ରହିଛି ବେଶ୍‌…

୧୦ ଜିଲାରେ ସ୍ଥିତି ସାଂଘାତିକ

ଭୁବନେଶ୍ୱର,୧୩ା୮(ଅନିଲ ଦାସ) ଗତ ଜୁଲାଇ ୩୦ରେ ହୋଇଥିବା ଲଘୁଚାପ ଯୋଗୁ ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ବର୍ଷା ହେଲା। କିଛି ଜିଲାରେ ଅଧିକ ବର୍ଷା ହୋଇଥିବା ବେଳେ ଆଉ କେତେକ ଜିଲାରେ ବିଲ ପଡ଼ିଆ ପଡ଼ିଛି। ଧାରା ଶ୍ରାବଣରେ ମଧ୍ୟ ବର୍ଷା…

ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର,୧୨ା୮(ସୂର୍ଯ୍ୟକାନ୍ତ ବେହେରା): ଶନିବାର ମାଷ୍ଟରକ୍ୟାଣ୍ଟିନ ଛକରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଫଳରେ ଯୁବକଙ୍କ ଗୋଡ଼ ଓ ଛାତିକୁ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ସେ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ବର୍ତ୍ତମାନ…

ଓଡ଼ିଶା ମିଲେଟ୍‌ ମିଶନ ପାଇଁ ୧୨,୬୮୭ କୋଟି ମଞ୍ଜୁରୀ

ଭୁବନେଶ୍ୱର,୧୨ା୮(ଅନିଲ ଦାସ): ପୁଷ୍ଟି ଶସ୍ୟର ପ୍ରସାର ଏବଂ ଆଦିବାସୀ ଅଞ୍ଚଳରେ ଚାଷ ଜମି ଓ ଖାଦ୍ୟ ପ୍ରଣାଳୀରେ ପୁଷ୍ଟି ଶସ୍ୟର ପୁନଃପ୍ରଚଳନ ନିମନ୍ତେ ରାଜ୍ୟରେ ଓଡ଼ିଶା ମିଲେଟ୍‌ ମିଶନ ନାମରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ୨୦୧୭-୧୮ ଆର୍ଥିକ ବର୍ଷଠାରୁ କାର୍ଯ୍ୟକାରୀ ହେଉଛି।…

‘ନୂଆ ଉନ୍ନତ ଅଭିଳାଷ ଓଡ଼ିଶା’ ଯୋଜନାକୁ ବିରୋଧୀଙ୍କ ଟାର୍ଗେଟ

ଭୁବନେଶ୍ବର, ୧୨ା୮(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନ ଲାଗି ସମୟ ପାଖେଇ ଆସୁଥିବା ବେଳେ ଯୁବ ଭୋଟରଙ୍କ ଉପରେ ବିଜେଡି ଫୋକସ୍‌ କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଶୁକ୍ରବାର ରାଜ୍ୟ ସରକାର କ୍ୟାବିନେଟ୍‌ରେ ନୂଆ ଉନ୍ନତ ଅଭିଳାଷା ଓଡିଶା ସମ୍ପର୍କିତ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?